ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’ ଚଳିତ ମାସ ୨୨ ତାରିଖରେ ଉତ୍କ୍ଷେପଣ ହେବ। ସେହିଦିନ ଅପରାହ୍ନ ୨ଟା ୪୩ ମିନିଟ୍ରେ ଇସ୍ରୋ ଏହାକୁ ଲଞ୍ଚ୍ କରିବ। ଏନେଇ ଆଜି ଇସ୍ରୋ ବିଧିବଦ୍ଧ ଭାବେ ଟ୍ୱିଟ୍ କରି ସୂଚନା ଦେଇଛି। ଗତ ୧୫ ତାରିଖରେ ‘ଚନ୍ଦ୍ରଯାନ-୨’ର ଉତ୍କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଉତ୍କ୍ଷେପଣର ଠିକ୍ ଘଣ୍ଟାକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍କୁ ସ୍ଥଗିତ ରଖିଯାଇଥିଲା। ଜିଏସ୍ଏଲ୍ଭି ମାର୍କ ଥ୍ରୀର କ୍ରାୟୋଜେନିକ୍ ଇଞ୍ଜିନ୍ରେ କିଛି […]
ନୂଆଦିଲ୍ଲୀ: ଅବସର ନେବାର ଦୀର୍ଘ ୪୦ ବର୍ଷ ପରେ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତାଙ୍କ ଚାକିରି ଜୀବନ କାଳ ମଧ୍ୟରେ ଯାହା ବି ସଞ୍ଚୟ କରିଥିଲେ, ସେସବୁକୁ ପ୍ରତିରକ୍ଷା ବିଭାଗକୁ ଦାନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସିବିଆର ପ୍ରସାଦ ଏହି ଅର୍ଥ ଦାନ କରିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଧନ, ସମ୍ପତ୍ତି ଲୋଭରେ ଆଜିର ଦିନରେ ମଣିଷ ମଣିଷକୁ ଚିହ୍ନି ପାରୁ ନ ଥିବାବେଳେ ୭୪ ବର୍ଷୀୟ ସିବିଆର […]
ମୁମ୍ବାଇ: ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା ବାବଦରେ ଖବର ଜାଣିବା ନାମରେ ଅଜଣା ଯୁବତୀଙ୍କଠାରୁ ମୋବାଇଲ ମାଗିବା ପରେ ଜଣେ ବ୍ୟକ୍ତି ‘ଏଚ୍ଡି ପର୍ଣ୍ଣ’ ସର୍ଚ୍ଚ କରିବା ଘଟଣା ଏବେ ଟ୍ୱିଟରରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବତୀ ଜଣକ ଟ୍ୱିଟର୍ରେ ସେଦିନର ଘଟଣା ବାବଦରେ ବଖାଣିବା ପରେ ଏ ବିଷୟରେ ସମସ୍ତେ ଜାଣିବାକୁ ପାଇଛନ୍ତି। ଯୁବତୀ ଜଣକ ସ୍କ୍ରିନ୍ ଶଟ୍ ଦେଇ ବଖାଣିଛନ୍ତି, ମୁଁ ହଷ୍ଟେଲକୁ ଫେରୁଥିଲି। ଜଣେ ବୟସ୍କ ମଉସା ମୋ ପାଖକୁ ଆସି […]