• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

valevntain day
ପ୍ରେମ ଦିବସରେ ପ୍ରେମ କୁ ‘ନା’ କଲେ ଛାତ୍ରୀ

ଅମରାବତୀ:ଫେବ୍ରୁଆରୀ ୧୪ ତାରିଖ ଭାଲେଣ୍ଟାଇନ୍ ଡେ ପାଳିତ ହୋଇଯାଇଛି। କିଏ କେମିତି ପାଳନ କରିଛନ୍ତି ଏହି ଦିନକୁ ହେଲେ ମହରାଷ୍ଟ୍ରର ଏକ କଲେଜ୍‌ରେ ଭାଲେଣ୍ଟାଇନ୍‌ ଡେ ଭିନ୍ନ ଶୈଳୀରେ ପାଳିତ ହୋଇଛି। କଲେଜର ଛାତ୍ରଛାତ୍ରୀମାନେ ଏକ ଅଜବ ଶପଥ ନେଇଛନ୍ତି। ଭାଲେଣ୍ଟାଇନ୍ ଡେ’ରେ ମହରାଷ୍ଟ୍ରର ମହିଳା ଆର୍ଟସ ଆଣ୍ଡ କମର୍ସ କଲେଜର ସମସ୍ତ ଛାତ୍ରୀ ପ୍ରେମ ବିବାହ କରିବେ ନାହିଁ ବୋଲି ମରାଠୀରେ ଶପଥ ନେଇଛନ୍ତି। କଲେଜ ପକ୍ଷରୁ ଛାତ୍ରୀମାନଙ୍କୁ କୁହାଯାଇଥିଲା, ସେମାନେ କାହାକୁ ପ୍ରେମ କରିବେ […]

  • Monday, 12 July 2021
13252
କରୋନା ନେଲା ପୁଣି ୧୪୭ ମୁଣ୍ଡ

ବେଜିଂ: ଘାତକ କରୋନା ଭାଇରସରେ ଚୀନ୍‌ରେ ଶୁକ୍ରବାର ପୁଣି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ କରୋନା ମୃତକଙ୍କ ସଂଖ୍ୟା ୧,୬୩୧ରେ ପହଞ୍ଚିଛି। ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ କହିବା ଅନୁଯାୟୀ, ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୁବେଇ ପ୍ରାନ୍ତରେ ଶୁକ୍ରବାର ୨୪୨୦ ଜଣ ନୂଆ ସଂକ୍ରମିତ ରୋଗୀଙ୍କୁ ଠାବ କରାଯାଇଛି। ଏଠାରେ ଗତକାଲି ଗୋଟିଏ ଦିନରେ ୧୩୯ ଜଣଙ୍କ ମୃତ୍ୟୁ ଘଟିଛି। ଆୟୋଗଙ୍କ କହିବା ଅନୁଯାୟୀ, ଶୁକ୍ରବାର ଏହି ଭାଇରାସ ୧୪୩ ଜଣଙ୍କ ଜୀବନ ନେଇଛି। ୩୧ଟି […]

  • Monday, 12 July 2021
trump
ଅତିଥି ଚର୍ଚ୍ଚା: ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି !

ଅହମ୍ମଦାବାଦ: ଭାରତର ଅତିଥି ପରାୟଣତା କିଏ ବା ନ ଜଣେ ? ଅତିଥିଙ୍କୁ ଖୁସି କରାଇବାରେ କେବେ ବି କାର୍ପଣ୍ୟ କରି ନ ଥାଏ ଭାରତ। ଏବେ ଏମିତି ଜଣେ ବିଶେଷ ଅତିଥିଙ୍କ ଆଗମନକୁ ନେଇ ପ୍ରସ୍ତୁତି ଚାଲିଛି। ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବ୍ରୁଆରୀରେ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହ ଆସୁଛନ୍ତି ତାଙ୍କର ପତ୍ନୀ ମିଲିନିଆ ଟ୍ରମ୍ପ। ଟ୍ରମ୍ପ ତାଙ୍କର ଯାତ୍ରା ପ୍ରଥମେ ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ସହରରୁ ଆରମ୍ଭ […]

  • Monday, 12 July 2021
nehru
‘ପ୍ରଥମ କ୍ୟାବିନେଟ୍‌ରେ ପଟେଲ୍‌ଙ୍କୁ ରଖିବାକୁ ଚାହୁଁ ନ ଥିଲେ ନେହରୁ’

ନୂଆଦିଲ୍ଲୀ:ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସରଦାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଥମ କ୍ୟାବିନେଟ୍‌ରେ ସାମିଲ୍‌ କରିବାକୁ ଚାହୁଁ ନ ଥିଲେ। ବିଦେଶମନ୍ତ୍ରୀ ଏସ୍‌ ଜୟଶଙ୍କର ଏକ ବହିରେ ପ୍ରକାଶିତ ତଥ୍ୟକୁ ଉଦ୍ଧୃତ କରି ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ୧୯୪୭ରେ ନେହରୁ କ୍ୟାବିନେଟର ପ୍ରଥମ ଲିଷ୍ଟରେ ପଟେଲଙ୍କୁ ବାହାର କରି ଦେଇଥିଲେ। ଜୟଶଙ୍କରଙ୍କ ଏହି ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। କଂଗ୍ରେସ ବହିରେ ଥିବା ଏହି ତଥ୍ୟକୁ ଭୁଲ୍‌ ବୋଲି କହିବା ସହ […]

  • Monday, 12 July 2021
china
ଦିନକରେ ୨୫୪ ମୁଣ୍ଡ ନେଲା କରୋନା

ବେଜିଂ: ଚୀନରେ କରୋନା ଆତଙ୍କ ଥମୁନି।  ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ବୁଧବାର ଏହି କରୋନା ୨୫୪ ଜଣଙ୍କ ଜୀବନ ନେଇଛି। ଏହାପରେ ମୃତକଙ୍କ ସଂଖ୍ୟା ୧୩୬୭ରେ ପହଞ୍ଚିଛି।  ଭାଇରସ ବ୍ୟାପିବା ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଜୀବନ ଯିବା ପ୍ରଥମ ଘଟଣା। ଏହାପୂର୍ବରୁ ଫେବୃଆରୀ ୧୦ରେ ସର୍ବାଧିକ ୧୦୩ ଜଣଙ୍କ ଜୀବନ ଯାଇଥିଲା। ସ୍ଥାନୀୟ ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାର ହୁବେଇ ପ୍ରଦେଶରେ […]

  • Monday, 12 July 2021
court
କୋର୍ଟ ପରିସରରେ ବୋମାମାଡ଼, ୨ ଓକିଲ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ବଜିରଗଞ୍ଜ କୋର୍ଟରେ ଆଜି ଦେଶୀ ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଅନେକ ଓକିଲ ଆହତ ହୋଇଛନ୍ତି। ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ପୋଲିସ କୋର୍ଟ ପରିସରରୁ ୨ଟି ଅଫୁଟା ବୋମା ମିଳିଥିବା ସୂଚନା ରହିଛି। ବାର ଆସୋସିଏସନର  ଜଣେ ପଦାଧିକାରୀ ସଞ୍ଜୀବ ଲୋଧିଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏଥରେ ସଞ୍ଜୀବ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସର କହିବା […]

  • Monday, 12 July 2021
rammandir
ରାମନବମୀରେ ଆରମ୍ଭ ହେବନି ରାମ ମନ୍ଦିର ନିର୍ମାଣ କାମ !

ନୂଆଦିଲ୍ଲୀ:ରାମ ମନ୍ଦିର ନିର୍ମାଣ କାମ କେବେ ଆରମ୍ଭ ହେବ ସେ ନେଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ। ଏ ସମ୍ପର୍କରେ ଆସନ୍ତା ୧୯ ତାରିଖ ହେବାକୁ ଥିବା ପ୍ରଥମ ବୈଠକରେ ଆଲୋଚନା କରାଯିବ। ଟ୍ରଷ୍ଟର କହିବା ଅନୁଯାୟୀ ତିଥି ଧାର୍ଯ୍ୟ ନେଇ ଚର୍ଚ୍ଚା ଚାଲିଛି। ତେବେ ଏପ୍ରିଲରେ ରାମନବମୀ ତିଥିରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇ ପାରିବ ନାହିଁ। ତିଥି ଧାର୍ଯ୍ୟ କରିବା ପୂର୍ବରୁ ଟ୍ରଷ୍ଟ ସାମ୍ନାରେ ଅନେକ […]

  • Monday, 12 July 2021
murder
ବନ୍ଦଥିଲା ଘର,ଭିତରେ ପଡ଼ିଲା ପରିବାର ସଦସ୍ୟଙ୍କ ନିସ୍ତେଜ ଶରୀର

ନୂଆଦିଲ୍ଲୀ: ଦିଲ୍ଲୀର ଭଜନାପୁରାର ଏକ ବନ୍ଦ ଘରୁ ପରିବାରର ୫ ଜଣଙ୍କ ଗଳିତ ଶବକୁ ପୋଲିସ ଆଜି ଉଦ୍ଧାର କରିଛି। ବାପା-ମା, ଏବଂ ତିନି ଭାଇ ଭଉଣୀଙ୍କର ଏପରି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ପ୍ରାଥମିକ ତଦନ୍ତରୁ କହି ଏମାନଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ପାଖ ପଡ଼ୋଶୀଙ୍କ ସହ ମୃତ ପରିବାର […]

  • Monday, 12 July 2021
sc
ଅପରାଧୀ ନେତାଙ୍କ ତାଲିକା ୱେବ ସାଇଡ୍‌ରେ ଅପଲୋଡ କର-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ ଭୁବନେଶ୍ୱର: ରାଜନୀତି ହେବ ଅପରାଧମୁକ୍ତ । ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଟିକଟ ଦେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଏଣିକି ଥରେ ନୁହେଁ, ଅନେକବାର ଚିନ୍ତା କରିବାକୁ ବାଧ୍ୟ ହେବେ। କାରଣ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମ୍‌କୋର୍ଟ ଗୁରୁବାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ରାଜନୈତିକ ଦଳଗୁଡିକୁ କହିଛନ୍ତି, ନିର୍ବାଚନ ମଇଦାନକୁ ଆସିବା ପୂର୍ବରୁ ଆଶାୟୀ ପ୍ରାର୍ଥୀଙ୍କ ଅପରାଧ ତାଲିକା ଲୋକଙ୍କୁ ଜଣାଅ। ଏପରିକି ପ୍ରାର୍ଥୀଙ୍କ ଅପରାଧିକ ତାଲିକାକୁ  ୱେବ ସାଇଡ୍‌ରେ ଅପ୍‌ଲୋଡ […]

  • Monday, 12 July 2021
1111111111
ଡେଥ୍‌ ୱାରେଣ୍ଟ ଦାବି କରି କୋର୍ଟରେ କାନ୍ଦି ପକାଇଲେ ନିର୍ଭୟା ମା’

ଦିଲ୍ଲୀ:ନିଭୟା ମାମଲାରେ  ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରି ବୁଧବାର କୋର୍ଟରେ କାନ୍ଦି ପକାଇଛନ୍ତି ତାଙ୍କର ମା‘। ନିର୍ଭୟା ମା’ ଜଜ୍‌ଙ୍କୁ କହିଛନ୍ତି, ‘ସେ ୭ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଛି। ମୁଁ ହାତ ଯୋଡି ମାଗୁଛି, ଦୋଷୀଙ୍କ ବିରୋଧରେ ତୁରନ୍ତ ଡେଥ୍‌ ୱାରେଣ୍ଟ ଜାରି କରାଯାଉ।’ ସେତିକି ନୁହେଁ, କୋର୍ଟ ବାହାରେ ମିଡିଆ ସହ ଆଲୋଚନାବେଳେ ମଧ୍ୟ କାନ୍ଦି ପକାଇଛନ୍ତି […]

  • Monday, 12 July 2021
Untitled-4
କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌କୁ ୫ବର୍ଷ ଜେଲ୍‌

ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌କୁପାକିସ୍ତାନର ଏକ କୋର୍ଟ ଜମାତ୍‌-ଉଦ୍‌-ଦାୱା (ଜେୟୁଡି) ମୁଖ୍ୟ ଟେରର୍‌ ଫାଇନାନ୍ସିଂ ମାମଲାରେବୁଧବାର ଦୋଷୀ ସାବ୍ୟସ୍ତ କରିଛି। କୋର୍ଟ ହାଫିଜ୍‌କୁ ୫ ବର୍ଷର ଜେଲ୍‌ ଦଣ୍ଡ ଦେଇଛନ୍ତି। କୁହାଯାଉଛି, FATFର କଳାତାଲିକାରେ ସାମିଲ ହେବାର ଭୟ ପାକିସ୍ତାନକୁ ଘାରିଛି। ସେହି କାରଣରୁ ପାକିସ୍ତାନ ସରକାରହାଫିଜ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି। କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡକୁ ତା ନାମରେ ଥିବା ଏବଂ […]

  • Monday, 12 July 2021
labour
ମୂଲ ଲାଗୁଥିଲେ, ରାତାରାତି ଏତେ ଟଙ୍କାର ମାଲିକ ହୋଇଗଲେ

କନ୍ନୁର: ଅନ୍ୟ ଜମିରେ ମୂଲ ଲାଗିଲେ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ କଷ୍ଟେମଷ୍ଟେ ଚଳୁଥିଲା ପରିବାର। ହେଲେ ହଠାତ୍‌ ତାଙ୍କ ଜୀବନର ଗତିପଥ ବଦଳିଗଲା। ରାତାରାତି ବନିଗଲେ କୋଟିପତି। ଏବେ ସେ ୭ କୋଟିର ମାଲିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସେ ଜିତିଛନ୍ତି ୧୨ କୋଟି ଟଙ୍କାର ଲଟେରୀ। ଟାକ୍ସ କଟିଯିବା ପରେ ସେ ପାଇବେ ୭ କୋଟି। କେରଳର କନ୍ନୁର ବାସିନ୍ଦ ପେରୁନ୍ନନ ରାଜନ। ବୟସ ପ୍ରାୟ ୫୮ ହେବ। ଆର୍ଥିକ ଦୁରବସ୍ଥା […]

  • Monday, 12 July 2021
airport
ବିମାନ ବନ୍ଦରରୁ ଧରାହେଲା ବାଦାମ, ହେଲେ ଭିତରେ ଥିଲା....

ନୂଆଦିଲ୍ଲୀ: ଅଭିନବ ଉପାୟରେ ସୁନା, ବ୍ରାଉନଗୁଗର ଚାଲାଣ ହେଉଥିଲା। କେଉଁଠି ପେଟ ଭିତରେ ତ କେଉଁଠି ଜୋତା ଭିତରେ ପୁଣି କେଉଁଠି ପୋଷାକ ଭିତରେ। ଚୋରା ବେପାରୀମାନେ ଏମିତି ଭାବେ ନିଜକୁ ବିପଦକୁ ଠେଲି ଏପରି କାମ କରିଥାନ୍ତି।  ହେଲେ ଏହା ସୁନା କି ବ୍ରାଉନସୁଗର ନୁହେଁ, ଏହା ହେଉଛି ବିଦେଶୀ ଟଙ୍କା। ତାହା ପୁଣି ଏମିତି ଭାବେ ଚାଲାଣ ହେଉଥିଲା, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହାର ଭିଡ଼ିଓ CISF ପକ୍ଷରୁ ଟ୍ୱିଟ୍‌ କରାଯାଇଛି  ଯାହା ଭାଇରାଲ […]

  • Monday, 12 July 2021
corona
କରୋନା ଆତଙ୍କ ; ମୃତକଙ୍କ ସଂଖ୍ୟା ୧୧ ଶହ ଟପିଲା

ନୂଆଦିଲ୍ଲୀ: ଚୀନ୍‌ର ଚିନ୍ତା ବଢାଇଛି କରୋନା । ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୧ ଶହ ଟପିଛି। ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ଟପିଛି । ଗତକାଲି କେବଳ ଚୀନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା୧୧୧୯ରେ ପହଞ୍ଚିଛି  ।  ଏଯାଏ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ। ତେଣୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଚୀନରେ ସଂକ୍ରାମକ ରୋଗର ସବୁଠୁ ବଡ଼ ବିଶେଷଜ୍ଞ ଜଙ୍ଗ ନାଶାନଙ୍କ କହିବା ଅନୁସାରେ, ଏହି […]

  • Monday, 12 July 2021
aap
୧୬ରେ ଶପଥ ନେବେ କେଜ୍‌ରିୱାଲ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀର ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । କେଜରିୱାଲ ବୁଧବାର ଉପ ରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ଜିତି ବିପୁଳ ମାତ୍ରାରେ ବିଜୟ ପାଇବା ପରେ ଆଜି ଆମ୍ ଆଦ୍‌ମୀ ପାର୍ଟି ବିଧାୟକ ଦଳ ବୈଠକ ବସିବ। ଏଥିରେ କେଜରିୱାଲଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯିବ।  […]

  • Monday, 12 July 2021
carona
ସାମାନ୍ୟ ଜର ହେଉଥିଲା, କରୋନା ଭାବି କଲେ ଆତ୍ମହତ୍ୟା

ହାଇଦ୍ରାବାଦ୍‌: ଚୀନର ବୁହାନ ସହରରୁ ସଂକ୍ରମିତ ହେଉଥିବା କରୋନା ଭାଇରସ କ୍ରମଶଃ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। କରୋନା ଭୂତାଣୁର ଭୟ ଛାଇ ଯାଇଛି ସବୁଆଡେ। ସାମାନ୍ୟ ଥଣ୍ଡା ହେଲେ ବି ଲୋକେ ଡରି ଯାଉଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି କରୋନା ଭୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। କୁହାଯାଉଛି, ସେ ତାଙ୍କ ପତ୍ନୀ ଓ ସନ୍ତାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ କୃଷ୍ଣାହଦ ଏବଂ ସେ ଚିତୋରର […]

  • Monday, 12 July 2021
Untitled-1
ଶାହୀନବାଗ୍‌ରୁ ହାରିଲା ବିଜେପି

ନୂଆଦିଲ୍ଲୀ:  ଶାହୀନ ବାଗରେ ବିଜେପିକୁ ଲାଗିଛି ଝଟକା । ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ୨୦୧୫ରେ ବି ଏହି ଓଖଲା ଆସନରେ ଆପର ଅମନତୁଲ୍ଲା ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ଟିକେଟ ଦେଇଥିଲା। ଶାହୀନ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ଦୀର୍ଘ […]

  • Monday, 12 July 2021
prasanta
ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଗଲାଣି ଦିଲ୍ଲୀ ଭବିଷ୍ୟତ।  ଦିଲ୍ଲୀ  ସିଂହାସନରେ ଆମ ଆଦ୍‌ମୀ ପାର୍ଟି(ଆପ) ବସିବା ଏକ ପ୍ରକାର  ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାନ୍ତ କିଶୋର ନିକଟରେ ସିଏଏ ଓ ଏନଆରସି ବିରୋଧରେ ମତଦେଇ ଜେଡିୟୁରୁ ବହିଷ୍କୃତ ହୋଇଥିବା ସେ କହିଛନ୍ତି, “ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ପାଇଁ ଆପଣମାନେ ଛିଡ଼ା ହୋଇଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି।” ୨୦୨୦ ଦିଲ୍ଲୀ […]

  • Monday, 12 July 2021