• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-1
କିମ୍‌ ଜୋଙ୍ଗଙ୍କୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର

ନୂଆଦିଲ୍ଲୀ:ଉତ୍ତର କୋରିଆ ବାଦଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଖବରର ଦେଖିବାକୁ ମିଳୁଛି। ଏପରିକି  ଚାଇନା ପରିଚାଳିତ ଏକ ଟିଭି ଚ୍ୟାନେଲ ପକ୍ଷରୁ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା କୁହାଯାଇଛି। ଚାଇନାର ଏହି ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ତେଣୁ ଏହି ଖବରକୁ କେହି କେହି ବିଶ୍ୱାସ କରୁଥିଲେ ହେଁ […]

  • Monday, 12 July 2021
kim-jong
ଚୀନ ପଠାଇଲା ଡାକ୍ତରୀ ଟିମ୍‌ ! ସୁସ୍ଥ ଅଛନ୍ତି ତ କିମ୍‌ ଜୋଙ୍ଗ ?

ପେଇଚିଂ: କେମିତି ଅଛନ୍ତି ଉତ୍ତର କୋରିଆ ବାଦଶାହ ? ସେ ସୁସ୍ଥ ଅଛନ୍ତି ତ ? ପ୍ରକୃତରେ କୌଣସି ଶାରୀରିକ ରୋଗ ସହ ଲଢୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏ ନେଇ ମିଡିଆ ପାଖରେ ମଧ୍ୟ କୌଣସି ଖବର ନାହିଁ। କାରଣ କିଛି ଦିନ ତଳେ ଉତ୍ତର କୋରିଆ ବାଦଶାହ କିମ୍‌ ଜୋଙ୍ଗ ଉନ୍‌ ବ୍ରେନ ଡେଡ ଥିବା ମିଡିଆରେ କୁହାଯାଉଥିବାବେଳେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କିମ୍‌ ଜୋଙ୍ଗଙ୍କ […]

  • Monday, 12 July 2021
border-india-soldier524355
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ନିପାତ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ଅୱନ୍ତିପୁରାରେ ସୁରକ୍ଷାକର୍ମଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏଥିସହିତ ସେମାନଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଘଜୱତ-ଇ-ହିନ୍ଦର କିଛି ଆତଙ୍କୀ ସ୍ଥାନୀୟ ଗୋରିପୁରାରେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କୀ ଓ ତାଙ୍କ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଟପ୍‌ କମାଣ୍ଡର ରହିଛି। କରୋନା ମୁକାବିଲା ପାଇଁ […]

  • Monday, 12 July 2021
Untitled-1
ଲକ୍‌ଡାଉନ ପ୍ରଭାବ: ସଂକ୍ରମଣ ହାର ୨୧.୬%ରୁ ୮.୧ %କୁ ହ୍ରାସ

ନୂଆଦିଲ୍ଲୀ: ଲକ ଡାଉନକୁ ପୂରିଲା ମାସେ।  ମାର୍ଚ୍ଚ ୨୫ ତାରିଖରୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନକୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସମୟରେ ମେ’ ୩କୁ ବୃଦ୍ଧି କରିଲେ। ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ରୋକିବା । ଆଉ ଆଜି ଲକ ଡାଉନର ଠିକ ମାସକ ପରେ ଏହି ଉଦ୍ଦେଶ୍ୟ ସଫଳ ହୋଇଥିବା ଦେଖିବାକୁ ମିଳିଛି। ସେତେବେଳେ  ଅର୍ଥାତ୍‌ ଲକଡାଉନ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ଥିଲା। ୨୪ ମାର୍ଚ୍ଚରେ ଦେଶରେ କରୋନା ରୋଗୀଙ୍କ ଦୈନକ ବୃଦ୍ଧି […]

  • Monday, 12 July 2021
modi
କଠିକ ପରିସ୍ଥିତିରେ କେମିତି ରହିବ, ଗାଁ ଲୋକ ଶିଖାଇଲେ-ମୋଦି

ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ  ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ […]

  • Monday, 12 July 2021
mp
ବର୍ବର..ଅମାନବୀୟ.. ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଆଖିଫୁଟାଇ ଦେଲେ

ଭୋପାଳ: ୬ବର୍ଷର ଶିଶୁକୁ ବଳାତ୍କାର। ଖାଲି ବଳାତ୍କାର ନୁହେଁ, ବଳାତ୍କାର ପରେ ଶିଶୁର ଆଖିକୁ ପୁଟାଇ ଦେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ବର୍ବର, ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ୬ ବର୍ଷର ଶିଶୁଟି ଘର ସାମ୍ନାରେ ଅନ୍ୟ ପିଲାଙ୍କ ସହ ଖେଳୁଥିଲା। କେତେକ ଅଚିହ୍ନା ଲୋକ ଆସି ତାକୁ ଉଠାଇ ନେଇଥିଲେ। ଶିଶୁର ଘର ପାଖରେ ଏପରି ଘଟଣା ଘଟିଥିଲେ ହେଁ କେହି ଜାଣି […]

  • Monday, 12 July 2021
pak
କରୋନା ଭ୍ୟାକ୍ସିନ ପରୀକ୍ଷା ପାଇଁ ପାକିସ୍ତାନକୁ ବଳି କା ବକରା କରିବ ଚୀନ

ଇସଲାମବାଦ: କରୋନା ଭାଇରସକୁ ନେଇ ସାରା ବିଶ୍ୱର ନଜର ଏବେ ଚୀନ ଉପରେ ରହିଛି । କାରଣ ଚୀନର ଉହାନରୁ ଏହି ଭାଇରସର ଉତ୍ପତି ହୋଇଥିଲେ ହେଁ ଏହାର ଭୟାବହତା ଜାଣି ମଧ୍ୟ ଚୀନ ଠିକ ସମୟରେ ଠିକ ପଦକ୍ଷେପ ନେଇ ନ ଥିଲା । ଯେଉଁଥି ପାଇଁ ସାରା ବିଶ୍ୱ ଆଜି କରୋନା କବ୍‌ଜାରେ।  ତେବେ କରୋନା ମୁକାବିଲା ପାଇଁ ଏବେ ଚାଇନା ପ୍ରସ୍ତୁତ କରୁଛି ଭ୍ୟାକ୍ସିନ । ଆଉ ଏଇ ଭ୍ୟାକ୍ସିନର ପରୀକ୍ଷା ପାଇଁ […]

  • Monday, 12 July 2021
prakash-jedkar
ଡାକ୍ତର, ନର୍ସଙ୍କ ଉପରକୁ ଆକ୍ରମଣ କଲେ ହୋଇପାରେ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ନିୟୋଜିତ ଲୋକଙ୍କ ଉପରେ ଆକ୍ରମଣ ହେଲେ ଦୋଷୀଙ୍କୁ ୬ ମାସରୁ ୭ ବର୍ଷ ଯାଏଁ ହେବ ଜେଲଦଣ୍ଡ। କରୋନା ରୋଗୀଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣାକୁ ଧର୍ତ୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର ଅଣିଛନ୍ତି ନୂଆ ଅଧ୍ୟାଦେଶ। ଏହି ଅଧ୍ୟାଦେଶରେ ରହିଛି କଠୋର ଦଣ୍ଡବିଧାନ ବ୍ୟବସ୍ଥା । ଏପିଡେମିକ ଡିଜିଜ […]

  • Monday, 12 July 2021
Untitled-1
କୋଭିଡ-୧୯: ଚିନ୍ତା ବଢାଉଛି ୫ ମହାନଗରର ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ ୨୦ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଦେଶରେ ମୋଟ ମୃତ୍ୟୁ  ସଂଖ୍ୟା ୬୫୨ରେ ପହଞ୍ଚିଛି । ଦେଶର ବିଭିନ୍ନ ସ୍ଥାନରେ ଆରୋଗ୍ୟ ହାର ଉତ୍ସାହଜନକ ରହିଥିଲେ ମଧ୍ୟ ମୁମ୍ବାଇ, ଇନ୍ଦୋର, ଜୟପୁର ପରି ୫ଟି ବଡବଡ ମହାନଗରର ଆରୋଗ୍ୟ ହାର କମ୍‌ ଥିବାରୁ ଚିନ୍ତା ବଢାଇ ଦେଇଛି। ଦେଶରେ ଏବେ ସୁଦ୍ଧା ୩ ହଜାର ୯୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ୧୫ ହଜାର ୮୫୯ ସଂକ୍ରମିତ ବିଭିନ୍ନ […]

  • Monday, 12 July 2021
bear
ଡ୍ରେନ୍‌ରେ ଭାସିଲା ହଜାର ହଜାର ଲିଟର ବିଅର

ନୂଆଦିଲ୍ଲୀ:କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ ଡାଉନ। ଇତି ମଧ୍ୟରେ ଦିଲ୍ଲୀ ମାଇକ୍ରୋବ୍ରୁଅରିଜ୍‌ ହଜାର ହଜାର ଲିଟର ବିଅର ଡ୍ରେନ୍‌ରେ ଫୋପାଡିବାକୁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏନ୍‌ସିଆର ପାଖାପାଖି ୧ ଲକ୍ଷ ଲିଟର ଫ୍ରେଶ ବିଅର ଡ୍ରେନ୍‌ରେ ଭସାଇ ଦେଇଛନ୍ତି। କାରଣ ଏହା ପ୍ଲାଣ୍ଟରେ ଥିଲା। ବୋତଲରେ ରଖା ଯାଇ ନ ଥିଲା। ଏହାକୁ ସୁରକ୍ଷିତ ରଖିବାକୁ ହେଲେ ଯଥେଷ୍ଟ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ ବିଆର ପ୍ଲାଣ୍ଟ […]

  • Monday, 12 July 2021