• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold price
କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: କମିଲା ସୁନା ଦର। ଗୁରୁବାର ଘରୋଇ ବଜାରରେ ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ସୁନା ଦରରେ ୦.୨୪ ପ୍ରତିଶତ ହ୍ରାସ ପାଇଛି। ଅର୍ଥାତ୍‌ ୧୧୭ ଟଙ୍କା ହ୍ରାସ ପାଇ ସୁନା ଦର ପ୍ରତି ୧୦ ଗ୍ରାମକୁ  ୪୮, ୧୫୦ ଟଙ୍କା ରହିଛି। ସୁନା ବ୍ୟତୀତ ବିଶ୍ୱ ବଜାରରେ ରୂପା ଦର ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସକାଳେ ରୂପ ଦର ୦.୪୪ ପ୍ରତିଶତ ଅର୍ଥାତ୍‌ ୨୧୬ ଟଙ୍କା ହ୍ରାସ […]

  • Tuesday, 13 July 2021
bapa pua
ଥାନାରେ ବାପ-ପୁଅଙ୍କ ହତ୍ୟା ମାମଲାରେ ୫ ପୋଲିସ ଗିରଫ

ଚେନ୍ନାଇ: ତାମିଲନାଡୁ ତୁଟିକୋରିନରେ ପୋଲିସ ହେପାଜତରେ ବାପ (ପି ଜୟରାଜ )-ପୁଅ (ଫୋନିକ୍ସ) ମୃତ୍ୟୁ ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି। ଏଥିସହିତ ଅନ୍ୟ ତିନି ପୁଲିସ କର୍ମୀଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି। ତାମିଲନାଡୁ କ୍ରାଇମବ୍ରାଞ୍ଚ  ସବ୍-ଇନ୍ସପେକ୍ଟର ବାଲ କ୍ରିଷନ୍,  କନଷ୍ଟେବଳ ମୁରୁଗାନ୍ ଏବଂ ମୁଥୁରାଜ  ଏବଂ ଇନ୍ସପେକ୍ଟର ଶ୍ରୀଧରଙ୍କୁ ଗୁରୁବାର ସକାଳେ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସବ୍‌ ଇନ୍ସପେକ୍ଟର ରଘୁଗଣେଶଙ୍କୁ ବୁଧବାର ଗିରଫ କରାଯାଇଥିଲା। […]

  • Tuesday, 13 July 2021
lokseba bhawan
ଲୋକସେବା ଭବନ ପ୍ରବେଶ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହୋଇଛି ଲୋକାଲ କେସ୍‌। ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ। ଲୋକମାନଙ୍କ ଭିଡକୁ କମାଇବା ପାଇଁ ଏହି […]

  • Tuesday, 13 July 2021
upsc
UPSC ପରୀକ୍ଷାର୍ଥୀଙ୍କୁ ମିଳିଲା ସେଣ୍ଟର ବାଛିବା ସୁଯୋଗ

ନୂଆଦିଲ୍ଲୀ: UPSC ପରୀକ୍ଷାର୍ଥୀଙ୍କୁ ମିଳିବ ସେଣ୍ଟର ବାଛିବା ସୁଯୋଗ। ଅକ୍ଟୋବର ୪ରେ ହେବାକୁ ଥିବା UPSC ସିଭିଲ୍ ପ୍ରିଲିମନାରୀ , IFS ( ଇଣ୍ଡିଆନ ଫରେଷ୍ଟ ସର୍ଭିସ )ମେନ୍ ପରୀକ୍ଷାରେ ଏଥର ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବାଛିବାକୁ ସୁଯୋଗ ମିଳିବ । କୋଭିଡ ପରିସ୍ଥିତିକୁ ଦେଖି ବହୁ ଛାତ୍ରଛାତ୍ରୀ ଏଥିପାଇଁ ଅନୁରୋଧ କରିଥିଲେ। ଆବେଦନ ସମୟରେ ନିଜ ସୁବିଧା ଅନୁସାରେ ସେମାନେ ପରୀକ୍ଷା କେନ୍ଦ୍ରର ବିକଳ୍ପ ଦେଇଥିଲେ । କିନ୍ତୁ କୋଭିଡ ପାଇଁ ପରିସ୍ଥିତି […]

  • Tuesday, 13 July 2021