ନୂଆଦିଲ୍ଲୀ: ବିଶ୍ୱରେ କରୋନା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଦିନକୁ ଦିନ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପକ୍ଷେ ମେଡିସିନ ବା ଭାକ୍ସିନ ବାହାରି ପାରି ନ ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡୁଛି। ଗତ ୨୪ ଘଣ୍ଟାରେ ବିଶ୍ୱରେ କରୋନାରେ ୫ ହଜାରରୁ ଅଧିକ ଜଣକ ଜୀବନ ଯାଇଛି । ସେହିପରି ବିଶ୍ୱରେ ଗୋଟିଏ ଦିନରେ ଲକ୍ଷେ ୭୯ ହଜାର ୭୭୭ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ବିଶ୍ୱରେ ମୃତକଙ୍କ ସଂଖ୍ୟା ୪ […]
ନୂଆଦିଲ୍ଲୀ: କଂଗ୍ରେସ ସରକାର ଅମଳରେ ଭାରତ ହରାଇଛି ୭୮ ହଜାର ବର୍ଗ କିଲୋମିଟର ଜମି । ଚୀନ୍ ଏବଂ ପାକିସ୍ତାନକୁ ତତ୍କାଳୀନ ସରକାର ଏହି ଜମି ଦେଇ ଦେଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି । ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବା ବେଳେ ବିଜେପି ଏହି ବଡ଼ ଅଭିଯୋଗ ଆଣିଛି । ସୀମା ବିବାଦକୁ ନେଇ ଭାରତ-ଚୀନ୍ ମଧ୍ୟରେ ସ୍ଥିତି ଉଦବେଗଜନକ ଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ ବାକ୍ ଯୁଦ୍ଧ […]
ମେକ୍ସିକୋ ସିଟି: ଦକ୍ଷିଣ ମେକ୍ସିକୋର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ଶହଶହ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ଏହାର ପ୍ରଭାବ ଅନୁଭତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୫ ବୋଲି ଜଣାଯାଇଛି। ଏହାର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ପ୍ରାଣ ବିକଳରେ ସଡକ ଉପରକୁ ଚାଲି ଆସିଥିଲେ। ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ […]
ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇ ଚାଲିଛି କୋଭିଡ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୪୬୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ହଜାର ନୂଆ ପଜିଟିଭ କେସ୍ ସାମ୍ନାକୁ ଆସିଛି। ଆଜି ସର୍ବାଧିକ ସଂଖ୍ୟକ ପଜିଟିଭ ବାହାରିଥିବାରୁ କରୋନା ସଂକ୍ରମଣ ନେଇ ଚିନ୍ତାରେ ପଡ଼ିଛନ୍ତି ସରକାର। ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ ହଜାର ୪୭୬ ପାର୍ କରିଛି । ସେହିଭଳି ମୋଟ୍ ଆକ୍ରାନ୍ତ […]
କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ପାର୍ଟି ବିଧାୟକ ତମୋନାଶ ଘୋଷଙ୍କର ବୁଧବାର ପରଲୋକ ହୋଇଯାଇଛି। ମେ’ ଶେଷ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ୬୦ ବର୍ଷ ବୟସ୍କ ତମୋନାଶଙ୍କର କରୋନା ଚିକିତ୍ସା ଚାଲିଥିବାବେଳେ ଆଜି ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସେ ଦଳ ପାଇଁ ଗତ ୩୫ ବର୍ଷ ଧରି କାମ କରି ଆସୁଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ ଏକ ଟ୍ୱିଟ କରି କହିଛନ୍ତି, ଫଲ୍ଟାରୁ […]
କାଠମାଣ୍ଡୁ: ଭାରତ ସୀମା ଉପରେ ନଜର ପକାଇଥିବା ଚୀନ ଏବେ ପୁଣି ନେପାଳ ସୀମା ଉପରେ ନଜର ପକାଇଛି। ନେପାଳ କୃଷି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା କ୍ରମେ ଦେଶର ପ୍ରାୟ ୧୦ଟି ସ୍ଥାନ ଚୀନ ନିଜ କବ୍ଜାକୁ ନେଇ ଯାଇଛି। ସେତିକି ନୁହେଁ, ପେଇଚିଂ ୩୩ ହେକ୍ଟର ଜମିରେ ନଦରର ଧାରାକୁ ବଦଳାଇ ଏହାକୁ ପ୍ରାକୃତିକ ସୀମା କରି ଦେଇଛି ଏବଂ ଏହାକୁ ନିଜ କବ୍ଜାରେ ରଖିଛି। ଭାରତୀୟ ସୀମାକୁ ନିଜର ବୋଲି କହି ନୂଆ […]
ନୂଆଦିଲ୍ଲୀ: ଗତକିଛି ଦିନ ଧରି ଲଗାତାର ତେଲ ଦର ବଢି ଚାଲିଥିବା ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ପେଟ୍ରୋଲ ଦର ନ ବଢି କେବଳ ଡିଜେଲ ଦର ବଢିଛି। ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଦର ପେଟ୍ରୋଲ ଦରଠାରୁ ଅଧିକ ରହିଛି । ଦିଲ୍ଲୀରେ ଡିଜେଲ ୪୮ ପଇସା ବଢି ହେଲା ୭୯ ଟଙ୍କା ୮୮ ପଇସା ହୋଇଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୭୯. ୭୬ ଟଙ୍କା ରହିଛି। ସୂଚନାଥାଉ କି, […]
ମସ୍କୋ: ରୁଷିଆର ମସ୍କୋରେ ୭୫ ତମ ବିଶ୍ୱଯୁଦ୍ଧ ବିଜୟ ଉତ୍ସବ ସମାରୋହରେ ଯୋଗ ଦେବାକୁ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ୱେ ଫେଞ୍ଜଙ୍କ ସହ ବୈଠକ କରିବେ ନାହିଁ। ଆଜି ମସ୍କୋରେ ହେଉଥିବା ବିଜୟ ଦିବସ ପରେଡ କାର୍ଯ୍ୟକ୍ରମରେ ରାଜନାଥ ଓ ୱେ ଫେଞ୍ଜ (Wei Fenghe) ଅତିଥି ହୋଇଥିଲେ ବି ଦୁହେଁ କୌଣସି ବୈଠକ କରିବେ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ ରାଜନାଥ […]
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କୂଟନୈତିକ ଯୁଦ୍ଧ ଜୋର ଧରିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ହାଇ କମିଶନ କାର୍ଯ୍ୟାଳୟର କର୍ମଚାରୀ ସଂଖ୍ୟା ୭ ଦିନ ମଧ୍ୟରେ ଅଧା କରିଦେବାକୁ ପାକିସ୍ତାନକୁ କୁହାଯାଇଛି । ୨୦୦୧ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏଥି ସହିତ ଇସଲାମାବାଦସ୍ଥିତ ନିଜ ହାଇ କମିଶନ କାଯର୍ୟାଳୟରୁ ୫୦ପ୍ରତିଶତ ଷ୍ଟାଫଙ୍କୁ ଫେରାଇ […]