• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

shaharukh
ଦଙ୍ଗା ମାମଲାରେ ଶାହରୁଖଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ:ଉତ୍ତର ପୂର୍ବାଞ୍ଚଳରେ ହୋଇଥିବା ଦଙ୍ଗା ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ ହୋଇଛି। ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ଫାୟାରିଂ କରିବା ଏବଂ ପୋଲିସକୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଶାହରୁଖ ପଠାନ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ପୋଲିସ ଏହି ମାମଲାରେ ଶାହରୁଖଙ୍କ ସହ ଥିବା ଆଉ ୨ ଜଣ ଅଭିଯୁକ୍ତ ଏହି ଘଟଣାରେ ସାମିଲ ଥିବା କହିଛି। କଡ଼କଡ଼ଡୁମା କୋର୍ଟରେ ଶୁକ୍ରବାର ୩୫୦ ବିଶିଷ୍ଟ ଚାର୍ଜସିଟ ଦାଖଲ ହୋଇଛି। ଫେବ୍ରୁଆରୀ ୨୪ ତାରିଖ ସିଏଏକୁ ବିରୋଧ […]

  • Tuesday, 13 July 2021
rainfall
ଦାନା ବାନ୍ଧୁଛି ଲଘୁଚାପ ! ମେ’୫ ଯାଏ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି IMD ପକ୍ଷରୁ ସୂଚନା ମିଳିଛି। IMD ପକ୍ଷରୁ କୁହାଯାଇଛି, ଦକ୍ଷିଣ ଆଣ୍ଡାମାନ ସାଗର […]

  • Tuesday, 13 July 2021
train
ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଶହ ଶହ ଶ୍ରମିକ। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ।  ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ତେଲେଙ୍ଗାନା ହାଇଦ୍ରାବାଦରୁ ବାହାରିଛି । ଏହି ସ୍ୱତନ୍ତ୍ର ଟ୍ରେନ ୧୨୦୦ ଶ୍ରମିକଙ୍କୁ ନେଇ  ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ହାଇଦ୍ରାବାଦ ଲିଙ୍ଗମପଲ୍ଲୀ ଷ୍ଟେସନରୁ ଝାଡ଼ଖଣ୍ଡର ହଟିଆକୁ ଯାତ୍ରା କରିବ । ଟ୍ରେନ୍ରେ ୨୪ଟି ବଗି ଥିବାବେଳେ ସାମାଜିକ ଦୂରତ୍ୱକୁ ପାଳନ କରି […]

  • Tuesday, 13 July 2021
police
କଣ୍ଟେନ୍‌ମେଣ୍ଟ୍‌ ଜୋନ ଜଗିଥିଲେ ୪୦ ପୋଲିସ, ସମସ୍ତେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମୁତୟନ ଥିଲେ ପୋଲିସ। ଲୋକଙ୍କୁ ଜଗିଥିଲେ। ହେଲେ ଜଣାପଡ଼ିଛି କଣ୍ଟେନମେଣ୍ଟ ଜୋନ ଜଗିଥିବା ୪୦ ଜଣ ପୋଲିସ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତମାନେ ସମସ୍ତେ ମହାରାଷ୍ଟ୍ର ମାଲେଗାଓଁର। ଏହି ରିପୋର୍ଟ ଆସିବା ପରେ ଉକ୍ତ ଅଞ୍ଚଳକୁ ହଟ୍‌ସ୍ପଟ ଘୋଷଣା କରାଯାଇଛି। ମହାରାଷ୍ଟ୍ରର ମାଲେଗାଓଁରେ ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇବା ପରେ ସଂଖ୍ୟା ୨୫୮ ଛୁଇଁଲା। ୨୪ ଘଣ୍ଟା ମଧ୍ୟରେ ଏଠାରେ ୮୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ […]

  • Tuesday, 13 July 2021
lockdown-1
ଓଡ଼ିଶାରେ ୩ ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  ୩ଟି ଜୋନରେ ବିଭକ୍ତ କରିଛନ୍ତି। ଏହି ଜୋନର ତାଲିକା ଆଜି ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏହି  ତାଲିକା ସମସ୍ତ ରାଜ୍ୟର ଶାସନ […]

  • Tuesday, 13 July 2021
russai
ବ୍ରିଟେନ ପରେ ଋଷ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ

ମସ୍କୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ପରେ ଋଷ୍‌  ପ୍ରଧାନମନ୍ତ୍ରୀ ମିଖାଇଲ ମିସୁସ୍ତିନ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କର ନମୂନା ପୀରୀକ୍ଷା ପରେ ଏହା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ନେଇ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିଲେ। ଭିଡିଓ କନଫରେନ୍ସିଂ ଚାଲିଥିବାବେଳେ ପୁଟିନଙ୍କୁ ଜଣାଇଲେ ମିଖାଇଲ୍।  ନିଜେ ହୋମ୍ ଆଇସୋଲେସନରେ  ରହିଥିବା କହିଲେ ରୁଷିଆ  ପ୍ରଧାନମନ୍ତ୍ରୀ। ମିଖାଇଲ ଆଇସୋଲେସନରେ ରହିବା ପରେ ପ୍ରଥମ ଡେପୁଟି ପିଏମ୍‌ ଏଣ୍ଡ୍ରି ବେଲୁସୋବ୍‌  ସାମୟିକ ଭାବେ ତାଙ୍କ […]

  • Tuesday, 13 July 2021
murder
 ସମ୍ପତ୍ତି ଲୋଭରେ ବାପା-ମା’ଙ୍କ ସମେତ ପରିବାରର ୬ ଜଣଙ୍କୁ ହତ୍ୟାକଲା ପୁଅ

ଲକ୍ଷ୍ନୌ:ସାମାନ୍ୟ ସମ୍ପତ୍ତିର ଲୋଭ ମଣିଷକୁ କେତେ ବର୍ବର କରିଦିଏ ! ସମ୍ପତ୍ତି ଲୋଭ ପାଖରେ ହାର ମାନିଯାଏ ବାପା-ମା’ଙ୍କ ନିଃସର୍ତ୍ତ ଭଲପାଇବା, ଭାଇର ନିରୋଳା ଶ୍ରଦ୍ଧା..ସବୁକିଛି । ଲକଡାଉନ ସମୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏମିତି ଏକ ହୃଦୟଥରା ଘଟଣା ଘଟିଛି । ସମ୍ପତ୍ତି ବିବାଦକୁ ନେଇ ବନ୍ଥରା ଇଲାକାର ଜଣେ ଯୁବକ ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତିି । ସମସ୍ତଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଥାନାରେ ଆତ୍ମସମର୍ପଣ […]

  • Tuesday, 13 July 2021
raghuram-rajan
କରୋନା ମୁକାବିଲା ସହ କିପରି ହେବ ଜୀବିକାର ସୁରକ୍ଷା? ବତାଇଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକଡାଉନ ବେଳେ ଗରିବଙ୍କ ସହାୟତା ଲାଗି ୬୫ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଭଳି କହିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ।  ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏମିତି କିଛି କହିଛନ୍ତି ରାଜନ। ଲକଡାଉନ୍ ପରେ ଦେଶରେ ଆର୍ଥିକ ଗତିବିଧିକୁ ନେଇ ରାଜନ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବା ସହ ଲୋକଙ୍କ ଜୀବିକାର ସୁରକ୍ଷା କରିବାକୁ ହେବ […]

  • Tuesday, 13 July 2021
flood
ଚନ୍ଦ୍ରର ଅବସ୍ଥିତିରେ ପରିବର୍ତ୍ତନ ଆଶଙ୍କା, ୨୦୩୦ରେ ବିଶ୍ୱକୁ ବିନାଶକାରୀ ବନ୍ୟା ଭୟ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୩୦ ମଧ୍ୟଭାଗରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଆମେରିକାର ଉପକୂଳରେ ସମୁଦ୍ର ଜୁଆର, ସାଧାରଣ ଉଚ୍ଚତାଠାରୁ ତିନିରୁ ଚାରି ଫୁଟ ଉଚ୍ଚକୁ ବୃଦ୍ଧି ପାଇବ ବୋଲି ନାସା ଅଧ୍ୟୟନ ଅନୁସାରେ । ଏବଂ ଏହି ଧାରା ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ । ସେହିପରି ବର୍ଷସାରା ବନ୍ୟା ପରିସ୍ଥିତି ନିୟମିତ ରହିବ ନାହିଁ, କିଛି ମାସ ଅନ୍ତରାଳରେ ଆସିବ ବନ୍ୟା, ଫଳରେ ବିପଦ ବଢ଼ିଯିବ ।