କାନପୁର: ଉତ୍ତରପ୍ରଦେଶ କାନପୁର ଧୌବେପୁର ଥାନା ବେକରୁ ଗାଁ ପାଖରେ କଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତା‘ର ଗ୍ୟାଙ୍ଗକୁ ଧରିବାକୁ ଯାଇ ଗୁଳି ବିନିମୟ ଘଟିଥିଲା ଯେଉଥିରେ ୮ ଜଣ ପୋଲସ ସହିଦ ହୋଇଥିଲେ। ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ନେଇ ଖବର ମିଳିଥିଲା। ତେବେ କିଏ ଏହି ବିକାଶ ଦୁବେ ? କେତେ ଭୟଙ୍କର ଅପରାଧୀ ସେ ! ୮ ପୋଲିସକୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି। ଲଦାଖ ସେନା କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିଛନ୍ତି ମୋଦି। ସ୍ଥଳ ସେନା, ବାୟୁ ସେନା ଏବଂ ଆଇଟିବିପି ଯବାନଙ୍କ ସହ ବିସ୍ତୁତ ଭାବେ କଥା ହୋଇଛନ୍ତି। ଯବାନଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ, ସ୍ଥଳ ସେନା ମୁଖ୍ୟ ଏମ୍ଏନ୍ ନରୱାଣେ। ଏହାସହ ନର୍ଥନ୍ କମାଣ୍ଡର ଲେଫଟଣ୍ଡ୍ ଜେନେରାଲ୍ ୱାଇ କେ ଯୋଶୀଙ୍କ […]