ଜୟପୁର: ରାଜସ୍ଥାନ କଂଗ୍ରେସ କ୍ରାଇସିଜ୍ ଉପରେ ଏବେ ସମସ୍ତଙ୍କର ନଜର। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଦଳରୁ ବାହାରିବା ପରେ ସଚିନ୍ଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ବିଜେପିରେ ମିଶିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନରେ କଂଗ୍ରେସର ସ୍ଥିତି ଦେଖିବା ପରେ ବସୁନ୍ଧରା ରାଜେ ଆଜି ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ସଚିନ୍ ପାଇଲଟ୍ ବିଜେପିରେ […]
ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ। କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ? ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା। ସଚିନ୍ ପାଇଲଟଙ୍କୁ ଦଳର ସମସ୍ତ ପଦ ପଦବୀରୁ ବରଖାସ୍ତ କରାଯାଇଛି। ଏପରିକି ପାର୍ଟି […]
ନୂଆଦିଲ୍ଲୀ: ଅନ୍ତରୀକ୍ଷ ରହସ୍ୟମୟ । ହେଲେ ଏଇ ରହସ୍ୟର ଆକର୍ଷଣକୁ କିଏ ବା ଏଡାଇପାରେ ? ଘନ ଅନ୍ଧାର ଆକାଶରେ ଚିକ୍ମିକ୍ କରୁଥିବା ତାରା, ଗ୍ରହ, ଚନ୍ଦ୍ରଙ୍କ ସହ ରହିଛି ଆଉ ଏକ ଅକର୍ଷଣୀୟ ଜିନିଷ । ଜାଣନ୍ତି ତାହା କ’ଣ ? ତାହା ହେଉଛି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ। ଭାରତର ୩ ଭିନ୍ନ ଭିନ୍ନ ସହରରେ ଆଜି ରାତିରେ ଏଇ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ ଦେଖାଯିବ। ଅବଶ୍ୟ ଖୁବ୍ କମ୍ ସମୟ ପାଇଁ ଏହା ଦୃଶ୍ୟ ହେବ। […]
କୋଲକାତା:କରୋନା ଭାଇରସ୍ ବିରୋଧରେ ଲଢୁଥିଲେ ସରକାରୀ ଅଫିସର ଦେବଦତ୍ତା ରାୟ। ଲକ୍ ଡାଉନ୍ବେଳେ ପ୍ରବାସୀ ଶ୍ରମିକ କିପରି ଆସିବେ, କେଉଁଠି ରହିବେ ଓ କିପରି ତାଙ୍କର ଥଇଥାନ କରାଯିବ ତାହା ସୁଚାରୂ ଭାବେ ତୁଲାଉଥିଲେ ଦେବଦତ୍ତା। ହେଲେ ନିଜେ ହାରିଗଲେ କରୋନା ପାଖରେ। ସୋମବାର ସକାଳେ ଆଖି ବୁଜି ଦେଇଛନ୍ତି ଏଇ ଆଗ ଧାଡ଼ିର କରୋନା ଯୋଦ୍ଧା । ଏହି ନିଷ୍ପାପର ଯୁବ ସରକାରୀ ଅଧିକାରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର। ୩୮ ବର୍ଷ ବୟସ୍କ ଦେବଦତ୍ତା ହୁଗ୍ଲି […]
ଜୟପୁର: ରାଜସ୍ଥାନ ରାଜନୀତି ପୁଣି ଆଜି ରୋଚକ ମୋଡ ନେଇଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇ ଦେଇଛି। ଗେହଟଲ ସରକାର। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଆଜି ସକାଳ ୧୧ଟାରେ ବିଧାୟକ ଦଳର ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଉପସ୍ଥିତ ନ ଥିବା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ […]
ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୧୦ମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ। ତେବେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଫଳ ପ୍ରକାଶ ପାଇବ ସିବିଏସ୍ଇ ପକ୍ଷରୁ କୁହାଯାଇ ନାହିଁ। ପରୀକ୍ଷା ଫଳ cbse.nic.in ଏବଂ cbseresults.nic.inରେ ଦେଖି ପାରିବେ। ଜୁଲାଇ ୧୫ ପୂର୍ବରୁ ଦଶମ ଏବଂ ଦ୍ୱାଦଶର ଫଳାଫଳ ଘୋଷଣା କରିବା ପାଇଁ ପୂର୍ବରୁ CBSE ପକ୍ଷରୁ କୁହାଯାଇଥିଲା । ଗତକାଲି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ […]
ରାଜନେତାଙ୍କ ନାଁ ଶୁଣିଲେ ମନକୁ ଆସିଯାଏ ଏକ ନକାରାତ୍ମକ ଚିନ୍ତାଧାରା। ଯେମିତି ନେତାମାନେ କ୍ଷମତା ଲୋଭି, କ୍ଷମତା ପାଇଁ ଯେ କୌଣସି କାମ କରିପାରନ୍ତି…ଇତ୍ୟାଦି ଇତ୍ୟାଦି। ହେଲେ ଏପରି ଭାବନା, ଚିନ୍ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଜଣେ ବିଧାୟକ। ପ୍ରଳୟଙ୍କରୀ ବନ୍ୟାରେ ନିଜ ଜୀବନକୁ ମରଣ ମୁହଁକୁ ଠେଲି ଲୋକଙ୍କୁ ଉଦ୍ଧାର କରୁଛନ୍ତି। ବିଧାୟକ ଜଣକ ଆସାମ୍ର। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖା ଦେଇଛି । ଆସାମ ସରକାରର ଜଣେ ବିଧାୟକ ମୃଣାଳ […]
ଲକ୍ଷ୍ନୌ: ଗତକାଲି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିବ୍ୟାଂଶୀ ଜୈନ୍ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ତାଙ୍କର ଏଇ ସଫଳତା ପାଇଁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ। ଦିବ୍ୟାଂଶୀ ନବୟୁଗ ରେଡିଏନ୍ସ ସ୍କୁଲର ଛାତ୍ରୀ। ଦିବ୍ୟାଂଶୀ ପିଲାବେଳୁ ସେ ଭଲ ପାଠପଢନ୍ତି। ସ୍କୁଲରେ ସବୁବେଳେ ଭଲ ନମ୍ବର ରଖୁଥିଲେ। ସ୍କୁଲରେ ସେ ୯୭.୬ ପ୍ରତିଶତ ମାର୍କ ରଖିଥିଲେ। ଆହୁରି ଭଲ କରିବା ପାଇଁ ଖୁବ୍ ପରିଶ୍ରମ କରୁଥିଲେ। […]
ନୂଆଦିଲ୍ଲୀ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ଔଷଧ ଓ ଭାକ୍ସିନ ତିଆରି ପାଇଁ ସମସ୍ତେ ଲାଗିଛନ୍ତି। ତେବେ ସମସ୍ତଙ୍କୁ ପଛରେ ପକାଇ ଋଷ ପ୍ରଥମ ଟିକା ବାହାର କରିଛି ବୋଲି ଦାବି କରିଛି। ଏହି ଟିକା ଅଗଷ୍ଟ ସୁଦ୍ଧା ଉପଲବ୍ଧ ହେବ। ରୋଗୀମାନ ଏହାକୁ ବ୍ୟବହାର କରିପାରିବେ ବୋଲି ଏହି ଟିକା ବାହାର କରିଥିବା ଋଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଳ୍ପ ଲୋକଙ୍କ ଉପରେ ଏହି ଟିକାର ପରୀକ୍ଷଣ […]