ଭୋପାଳ: ମଧ୍ୟ ପ୍ରଦେଶରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ସିଘିରୁ ସତନା ଯାଉଥିବା ଯାତ୍ରୀବାହୀ ବସ୍ଟି ବାଣସାଗର କେନାଲରେ ଖସି ପଡିଛି। ମିଳିଥିବା ସୂଚନା ଅନୁସାରେ ବସ୍ରେ ୬୦ ଜଣ ଲୋକ ଯାଉଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୫ ଳକ୍ଷ […]
ଭୁବନେଶ୍ୱର: ଓ୍ୱାନ ନ୍ୟାସନ ଓ୍ୱାନ୍ ଫାସଟ୍ୟାଗ। ଆଜି ମଧ୍ୟରାତ୍ରରୁ ସମସ୍ତ ଟୋଲ ଗେଟ୍ରେ ଲାଗୁ ହୋଇଛି ଏହି ନୂଆ ବ୍ୟବସ୍ଥା। ନିୟମ ଲାଗୁହେବା ପରେ ପ୍ରଥମରୁ ହିଁ ଅନେକ ସ୍ଥାନରେ ଫାଇନ୍ ଦେଇଛନ୍ତି ଗାଡ଼ି ଚାଳକ। ଫାସଟ୍ୟାଗ ନ ଲଗାଇଥିବାରୁ ଦେଇଛନ୍ତି ଦୁଇଗୁଣା ଟୋଲ୍ ଫି । ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ […]
ସୁରଟ: ତାଙ୍କର ହାତ ମୁଠାରେ ଥିଲା ଐଶ୍ୱର୍ଯ୍ୟ ଏବଂ ଆରାମ ଦାୟକ ଜୀବନ । ପ୍ରାଚୁର୍ଯ୍ୟପୂର୍ଣ୍ଣ ପରିବେଶ। କୋଟି କୋଟି ଟଙ୍କା। ହେଲେ ଏସବୁ ତାଙ୍କୁ ପ୍ରଲୋଭିତ କରି ପାରି ନ ଥିଲା। ନିଜ ହାତରେ ଏପରି ସୁଖକୁ ସେ ଏଡାଇ ଦେଇ ବରି ନେଇଥିଲେ ସୈନ୍ୟାସିନୀର ଜୀବନ । ଘଟଣା ଘଟିଛି ସୁରଟରେ। ଏଠିକାର ଜଣେ ହୀରା ବ୍ୟବସାୟୀଙ୍କ ୧୭ ବର୍ଷ କନ୍ୟା ରେନ୍ସି । ସେ ନିକଟରେ ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ପ୍ରଭାବରେ ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନ୍ଏଚ୍ରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି। ସୂଚନାଥାଉ କି, ପେଟ୍ରୋଲ, ଡିଜେଲ୍ […]
ଶ୍ରୀନଗର: ଉତ୍ତର ଭାରତରେ ଗତକାଲି ରାତି ୧୦ଟା ୩୧ ସମୟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷକରି ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା। ଭୂମିକମ୍ପ ହେବା ଜାଣି ଶ୍ରୀନଗରରେ ରହୁଥିବା ଜମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା କମ୍ୱଳ ଧରି ବାହାରକୁ ଦୌଡି ପଳାଇ ଆସିଥିଲେ […]