• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

lpg cylinder
ପୁଣି ବଢିଲା LPG ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇଥିବାବେଳେ ପୁଣି ସେମାନଙ୍କୁ ମିଳିଛି ଆଉ ଏକ ଝଟକା। ପୁଣି ଥରେ ବଢିଛି ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦାମ। ସୋମବାର ଏଲପିଜି ଦାମ ୨୫ ଟଙ୍କା ବଢିଥିବା ଜଣାଯାଇଛି । ଗୋଟିଏ ମାସରେ ଏଲପିଜି ଦର ଦୁଇଥର ବଢିଲାଣି ଖାଉଟି ଚିନ୍ତାରେ ପଡିଛନ୍ତି। LPG ଦର କ୍ରମାଗତ ଭାବେ ବଢି ଚାଲିଛି। ଗୋଟିଏ ମାସରେ ଏକାଧିକ ବାର ବଢିଲାଣି LPG ସିଲିଣ୍ଡର ଦାମ।  ଏହା ପୂର୍ବରୁ […]

  • Tuesday, 13 July 2021
Sex-Racket
ଦେହ ବ୍ୟବସାୟୀଙ୍କୁ କରୋନା, କ୍ୱାରେଣ୍ଟିନ୍‌ରେ ଗଲେ ପୁଲିସ୍‌ କର୍ମୀ

ଉଦୟପୁର: ରାଜସ୍ଥାନ ଉଦୟପୁରରେ ଦେହ ବ୍ୟବସାୟରେ ସାମିଲ ଜଣେ ଯୁବତୀଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଜୁଲାଇ ୧ରେ ପୁଲିସ୍‌ ଚଢ଼ଉ କରି ଦେହ ବ୍ୟବସାୟରେ ସାମିଲ ନେଇ ୭ଜଣ ଯୁବତୀ ଓ କିଛି ଲୋକଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ପୁଲିସ୍‌ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। କାରଣ ଚଢ଼ଉ ବେଳେ ପୁଲିସ୍‌ର ଏକ ବଡ଼ ଟିମ୍‌ ସାମିଲ ହୋଇଥିଲେ। ସୂଚନା ଅନୁସାରେ, ଜୁଲାଇ ୧ରେ ଉଦୟପୁରର ୩ଟି ସ୍ଥାନରେ ପୁଲିସ୍‌ର ଏକ […]

  • Tuesday, 13 July 2021
OTV-portal-hatyakari
ହତ୍ୟା କରିବାକୁ ଆସିଥିଲେ, ନିରୀହ ଶିଶୁକୁ ଦେଖି ଖୋଲିଦେଲେ ରହସ୍ୟ

ଗାଜିଆବାଦ: ଏମିତି ଦୟାବନ୍ତ ହତ୍ୟାକାରୀ ଅଛନ୍ତି ଦୁନିଆରେ ! ହତ୍ୟାକାରୀ ପୁଣି ଦୟାବନ୍ତ ହୋଇପାରେ ?  କଥାଟା ଶୁଣି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି କି ?  ଆଶ୍ଚର୍ଯ୍ୟ ହେଉଛନ୍ତି କି ?  ମାତ୍ର କଥାଟି ସତ । କୋମଳମତି ଶିଶୁକୁ ଦେଖି ଜଣେ ହତ୍ୟାକାରୀର ହୃଦୟ ବଦଳିଯାଇଛି ଆଉ ରକ୍ଷା ପାଇ ଯାଇଛି ଦୁଇଟି ନୀରିହ ଜୀବନ। ତେବେ ସୁପାରୀ ଦେଇଥିବା ଅଭିଯୁକ୍ତ ସ୍ୱାମୀ ଓ ସହଯୋଗୀ ପୋଲିସ ହାତରେ ଧରାପଡ଼ିଛନ୍ତି। ଏମିତି […]

  • Tuesday, 13 July 2021
minor girl sold
ବଡ ଝିଅର ଚିକିତ୍ସା ପାଇଁ ସାନ ଝିଅକୁ ବିକି ଦେଲେ ବାପା-ମା’

ବିଜୟୱାଡା: ଆନ୍ଧ୍ରପ୍ରଦେଶର ନେଲୋରରେ ଜଣେ ଗରିବ ଦମ୍ପତି ନିଜର ୧୨ବର୍ଷର ଝିଅକୁ ବିକ୍ରି କରି ଦେଇଛନ୍ତି। ବଡ଼ ଝିଅର ଚିକିତ୍ସା କରିବା ପାଇଁ ଏହି ଗରିବ ଦମ୍ପତି ନିଜ ଅଲିଅଳି ସାନ ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି। ଏହି ବ୍ୟକ୍ତି ଜଣକ ନାବାଳିକାଙ୍କୁ କିଣିବା ପରେ ତାଙ୍କୁ ବିବାହ କରିଛନ୍ତି। ତେବେ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରି […]

  • Tuesday, 13 July 2021