ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଫିଲ୍ଲ ନିର୍ମାତା ଶେଖର କପୁର ଇ-ମେଲ ମାଧ୍ୟମରେ ମୁମ୍ବାଇ ପୋଲିସକୁ ତାଙ୍କର ବୟାନ ପଠାଇଛନ୍ତି।ଶେଖର, ମୁମ୍ବାଇରେ ନ ଥିବାରୁ ସେ ତାଙ୍କ ବୟାନକୁ ଇ-ମେଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି।କରୋନା ଯୋଗୁ ମୁମ୍ବାଇ ଫେରି ନ ପାରିବାରୁ ସେ ଇ-ମେଲ ମାଧ୍ୟମରେ ତାଙ୍କର ବୟାନ ପଠାଇଛନ୍ତି। ତେବେ ଏହି ବୟାନରେ ଶେଖର ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାକ୍ସିନେସନ କାର୍ଯ୍ୟକ୍ରମ ମିଶନ୍ ମୋଡ୍ରେ ଚାଲିଛି। ଦେଶରେ ପ୍ରାୟ ଅଢେଇ କୋଟି ଲୋକ ଇତି ମଧ୍ୟରେ କରୋନା ଭାକ୍ସିନ ନେଇ ସାରିଲେଣି। ଭାକ୍ସିନେସନର ଏପରି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆଶ୍ୱସ୍ତି ଦେଉଥିବାବେଳେ ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଭାକ୍ସିନର ୨ଟି ଡୋଜ ନେଇ ସାରିବା ପରେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି। ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ରର ଜାଲନାରେ ଏକ […]
ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମିରୁ ଏକ ଉଲ୍କାପିଣ୍ଡ ଠାବ କରାଯାଇଛି। ଗବେଷଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀ ସୃଷ୍ଟି ହେବାର ପୂର୍ବରୁ ତିଆରି ହୋଇଛି। ଏହି ଉଲ୍କାପିଣ୍ଡରୁ ସୌରମଣ୍ଡଳରେ ଗ୍ରହ ନିର୍ମାଣର ପ୍ରକ୍ରିୟା ସମ୍ପର୍କରେ ଜଣାପଡ଼ିବାର ସମ୍ଭାବନା ରହିଛି। ଯେତେବେଳେ ଆମ ସୌରମଣ୍ଡଳରେ ପୃଥିବୀ ପରି ଗ୍ରହର ନିର୍ମାଣ ହେଉଥିଲା,ଉଲ୍କାପିଣ୍ଡସବୁ ସେହି ସମୟର ସୃଷ୍ଟି ବୋଲି ଗବେଷକମାନେ କହନ୍ତି। ହେଲେ ଆଫ୍ରିକାର ସାହାରା ମରୁଭୂମିରୁ ଉଲ୍କାପିଣ୍ଡର ଯେଉଁ ଟୁକୁଡା ମିଳିଛି ତାହା ପୃଥିବୀଠାରୁ ପୁରାତନ ବୋଲି […]
ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି। ଇଣ୍ଡିଆନ ମୁଜାହିଦିନର ଜଣେ ଆତଙ୍କୀ ପାଖରୁ ଏକ ମୋବାଲଇ ଫୋନ ସିଜ କରାଯାଇଥିଲା। ଏହା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ହାଇ ସିକ୍ୟୁରିଟି […]
କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅଧିନ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ଏଥିରେ ତାଙ୍କ ପାଦରେ ଆଘାତ ଲାଗିଥିବାରୁ ସେ SSKM ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର […]
ୱାଶିଂଟନ: ଟିଭିରେ ଚାଲିଥିଲା ଲାଇଭ ସୋ। ଏକ ଆଲୋଚନା ପାଇଁ ମଞ୍ଚ ଉପରେ ବସିଥାନ୍ତି ଅତିଥି। ଆଙ୍କର ଆଙ୍କରିଂ କରୁଛନ୍ତି। ହଠାତ୍ ଷ୍ଟୁଡିଓର ସେଟ ତାଙ୍କ ଉପରେ ପଡିଗଲା। ଆଙ୍କର ଜଣକ ମୁହଁ ମାଡି ତଳେ ପଡି ଯାଇଥିଲେ। ଏମିତି ଏକ ଘଟଣା ଘଟିଛି କଲମ୍ବିଆରେ। ଏହାର ଭିଡିଓ ସୋଶିଆଲ ମିଡିଆରେ ସେୟାର ହେବା ପରେ ଖୁବ୍ ଭାଇରାଲ ହୋଇଛି। ଆଙ୍କରଙ୍କ ନାଁ କାର୍ଲୋସ ଅର୍ଡୁଜ। କଲମ୍ବିଆ ESPNରେ ଏକ ବିତର୍କ ଚାଲିଥିବାବେଳେ ପ୍ୟାନେଲରେ ବସିଥିଲେ ସେ। […]
କାଠମାଣ୍ଡୁ: ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳା ସମକକ୍ଷ ହୋଇପାରିବେ । ଆଉ ଏହି କଥାକୁ ପ୍ରମାଣିତ କରିବା ପାଇଁ ଏଠି ମହିଳା ସ୍ୱାମୀଙ୍କୁ କାନ୍ଧରେ ପକାଇ ଦୌଡୁଛନ୍ତି। ଏହି ଦୃଶ୍ୟ ବେଶ ଭାଇରାଲ ହୋଇଛି ସେମାନେ ଦୌଡୁଛନ୍ତି, ହେଲେ ଝୁଣ୍ଟି ପଡ଼ୁ ନାହାନ୍ତି କିମ୍ବା ନିଜ ଉପରୁ ନିୟନ୍ତ୍ରଣ ହରାଉନାହାନ୍ତି। ଘଟଣା ଘଟିଛି ନେପାଳରେ। ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ନେପାଳ ତାନାହନ୍ ଅଞ୍ଚଳରେ […]
ଭୋପାଳ: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି। ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ୟୁପି ମୁଖ୍ୟ ସଚିବ ଅବିନାଶ ଅବସ୍ଥିଙ୍କ କହିବା ଅନୁଯାୟୀ, ମହାକାଳ ମନ୍ଦିର ଥାନାରେ ଆତ୍ମସମର୍ପଣ କରିଛି ବିକା। ତାଙ୍କୁ ସେଠାରୁ ଏକ ଅଜଣା ସ୍ଥାନକୁ ନିଆ ଯାଇଛି। ଆସନ୍ତାକାଲି ସୁଦ୍ଧା ବିକାଶକୁ ଏସ୍ଟିଏଫ୍ ରିମାଣ୍ଡରେ ନେବ […]