• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

supreme court
ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଭବନ ପାଖରେ ନୂଆ କୋଠା ବା ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ପୁରୁଣା ସଂସଦ ଭବନର ନବୀକରଣ ନେଇ ମାମଲା ବିଚାରାଧିନ ଥିବାବେଳେ ନୂଆ କୋଠା ନିର୍ମାଣ ପ୍ରସ୍ତାବ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଏହାସହ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ନ କରିବା ଲାଗି ସରକାର ଦୃଢ଼ ଜବାବ ଦିଅନ୍ତୁ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏନେଇ ମାମଲାର […]

  • Tuesday, 13 July 2021
doli
ଦୂର ହେବ ଦୁଃଖ ! ଏଣିକି ଗର୍ଭବତୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଆସିବ ସବାରୀ

ନୈନିତାଲ:ରାସ୍ତାଘାଟର ସୁବିଧା ନ ଥିଲେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ରୋଗୀ ବିଶେଷକରି ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାର ଲୋକେ ହିଁ କହିପାରିବେ। ରାସ୍ତା ଅବ୍ୟବସ୍ଥା ଯୋଗୁ ଆମ୍ବୁଲାନ୍ସ ଆସି ନ ପାରିବା, ରୋଗିଙ୍କୁ ଭାରରେ ବୋହି  ନେବା…ଏସବୁ ଓଡ଼ିଶାରେ ସାଧାରଣ କଥା। ଏପରିକି ଗର୍ଭବତୀ ମହିଳାଙ୍କୁ ଭାରରେ ନେବା ବାଟରେ ସନ୍ତାନ ପ୍ରସବ ଦେବା, ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିବା […]

  • Tuesday, 13 July 2021
batat-bnd
ଆସନ୍ତାକାଲି ଭାରତବନ୍ଦ; କ’ଣ ବନ୍ଦ ରହିବ, କ’ଣ ଖୋଲିବ ?

ନୂଆଦିଲ୍ଲୀ: କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର ୮ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୧ ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଡିସେମ୍ବର ୯ ତାରିଖ ପୁଣି କେନ୍ଦ୍ର ସରକାର- ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହେବ। ଏହା ପୂର୍ବରୁ ଚାଷୀ ସଂଗଠନ ଭାରତ ବନ୍ଦ […]

  • Tuesday, 13 July 2021
petrol
ପୁଣି ବଢିଲା ତୈଳଦର , ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢି ଚାଲିଛି ପେଟ୍ରୋଲ, ଡିଜେଲ ଦର। ସୋମବାର ୬ଷ୍ଠ ଦିନରେ ପେଟ୍ରୋଲ ଦର ୩୦ ପଇସା ଏବଂ ଡିଜେଲ ଦର ୨୬ ପଇସା ବୃଦ୍ଧି ପାଇଛି। ରବିବାର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦାମରେ ବୃଦ୍ଧି ଘଟିଛି। ତୈଳଦର ବୃଦ୍ଧି ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା […]

Capture 1
ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ, ଯାହାକି ରାତି ୧୧ଟା ୧୫ ମିନିଟ୍‌ରେ ଆରମ୍ଭ ହୋଇ ରାତି ୨ଟା ୩୪ ମିନିଟ୍‌ରେ ଶେଷ ହେବ। ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ ମହାସାଗର,ଆଣ୍ଟାର୍ଟିକା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚଳିତ ବର୍ଷ ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଆଜି ପରେ ତୃତୀୟ ଗ୍ରହଣ ଜୁଲାଇ […]

  • Tuesday, 13 July 2021
representational image
କାଲି ଗୋଟିଏ ଜୁଇରେ ଜଳିଥିଲା ପରିବାରର ୪ ସଦସ୍ୟଙ୍କ ଶବ, ଆଜି ଆଖି ବୁଜିଲେ ଆଉ ଜଣେ

ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପୂର୍ବରୁ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ପରିବାରର ଜଣେ ପୁଅର ମୃତ୍ୟୁ ପରେ ପ୍ରଥମେ ଘରର ଆଉ ଜଣେ ପୁଅ, ତା’ପରେ ମା’ ଓ ଜଣେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଆଉ ଜଣକ […]

  • Tuesday, 13 July 2021
earthquake-8 (1)
ଝାଡ଼ଖଣ୍ଡ, କର୍ଣ୍ଣାଟକରେ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଆଜି ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। National Center for Seismologyର ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ୫୫ ମିନିଟ୍‌ରେ ଝାଡ଼ଖଣ୍ଡର ଜାମ୍‌ସେଦ‌ପୁରରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୭ ଥିଲା। ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍‌ ସକାଳ ୬ଟା ୫୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। National […]

  • Tuesday, 13 July 2021