• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ctc
କରୋନା ବ୍ରେକ ପାଇଁ କଟକରେ ଲାଗୁ ହେବ ନୂଆ କଟକଣା

କଟକ:କଟକରେ କରୋନା କାୟା ବିସ୍ତାର କରି ଚାଲିଛି। ଆଜି ଦିନକରେ କଟକରୁ  ୫୭୦ ପଜିଟିଭ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଟକ ସହରରେ ସାନି କଟକଣା ଲାଗୁ କରାଯାଉଛି ।  ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ […]

  • Tuesday, 13 July 2021
soli sorabji
କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ

ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ  ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ ମଧ୍ୟ ସୋଲି ସୋରାବଜୀ ଚିକିତ୍ସାଧୀନ ଥିଲେ। ସୋଲି ସୋରାବଜୀ ଦୁଇ ଦୁଇ ଥର ଦେଶର ଆଟର୍ଣ୍ଣି ଜେନରାଲ ଥିଲେ। ପ୍ରଥମେ ୧୯୮୯ରୁ ୯୦ ଏବଂ ଦ୍ୱିତୀୟ ଥର ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ। […]

  • Tuesday, 13 July 2021
ias
ଡାକ୍ତରଖାନାରେ କରୋନା ଆକ୍ରାନ୍ତ ଯୁବକଙ୍କ ଉତ୍ସର୍ଗୀକୃତ ମନୋଭାବ ଦେଖି ପ୍ରଶଂସା କଲେ ଜିଲ୍ଲାପାଳ

ବ୍ରହ୍ମପୁର:ଯୋଗ୍ୟତା, ଆତ୍ମବିଶ୍ୱାସ ଏସବୁ ସଫଳତାର ଗୋଟିଏ ଗୋଟିଏ ଚାବିକାଠି। ଏକଥାକୁ ଅସ୍ୱୀକାର କରାଯାଇ ନ ପାରେ। ହେଲେ ଏସବୁ ସହିତ ସଫଳତାର ଆଉ ଏକ ସତ୍ୟ ହେଉଛି କରୁଥିବା କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ। ଯଦି କୌଣସି କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ ରହିବ ତେବେ ସଫଳତା ହାତ ପାହାନ୍ତାରେ ମିଳିପାରିବ। ଏମିତି ଉତ୍ସର୍ଗ ମନୋଭାବ ଜଣେ ଯୁବକଙ୍କଠାରେ ଦେଖି ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ। କରୋନାର ତା’ର କାୟା ସାରା […]

  • Tuesday, 13 July 2021