• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

murder
ପତ୍ନୀ ଦେଲେ ଧୋକା, ୧୮ ମହିଳାଙ୍କୁ ହତ୍ୟା କଲେ ସ୍ୱାମୀ

ହାଇଦ୍ରାବାଦ: ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ ପତ୍ନୀ। ଆଉ ପତ୍ନୀ ଛାଡ଼ି ଚାଲିଯିବା ଦୁଃଖରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଏପରି ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶେଷରେ ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ୍‌ ଗିରଫ କରିଛି। ସେ ପଥର କାଟନ୍ତି ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ୨୧ ବର୍ଷ ବୟସରେ […]

  • Tuesday, 13 July 2021
Gold
୪୯ ହଜାର ଟଙ୍କା ତଳକୁ ଖସିଲା ସୁନା ଦର

ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୯୭ ଟଙ୍କା ହ୍ରାସ ପାଇ ୪୮,୮୪୬ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିଲା। ସେହିପରି ରୂପାଦର ୪୦୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୬୬,୧୩୦ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ସୁନା କାରବାର ୭.୭୧ ଡଲାର ହ୍ରାସ ସହ ପ୍ରତି ounceକୁ […]

  • Tuesday, 13 July 2021
Deep Sidhu
କିଏ ଏହି ଅଭିନେତା? ଯାହାଙ୍କ ନାଁରେ ଆସିଛି ଚାଷୀଙ୍କୁ ଉସ୍‌କାଇବା ଓ ହିଂସା ସୃଷ୍ଟି କରିବା ଅଭିଯୋଗ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା‌ ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍‌ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ […]

delhi
ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା: ରୁଜୁ ହେଲା ୧୫ ମାମଲା, ଲାଲ୍‌କିଲ୍ଲାରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଛି। ଗାଜିପୁର୍‌, ଟିକ୍‌ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ […]

୮୮
ମଦ ନିଶାରେ ଚୁର ହୋଇ ସ୍ୱାମୀ ଦେହରେ ନିଆଁ ଲଗାଇଦେଲା ସ୍ତ୍ରୀ

ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ  ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି।  ସରକାରୀ ଚାକିରି କରୁଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଉଭୟଙ୍କ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ, ଜାକଜମକରେ ବିବାହ […]

  • Tuesday, 13 July 2021
ହ
ଦୀର୍ଘ ତିନି ମାସ ପରେ ଅଚାନକ ସର୍ବସମ୍ମୁଖକୁ ଆସିଲେ ଜ୍ୟାକ ମା, ଅକ୍ଟୋବରରୁ ନିଖୋଜ ଥିଲେ ‘ଆଲିବାବା’ର ପ୍ରତିଷ୍ଠାତା

ଚୀନ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି ।  ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ […]

  • Tuesday, 13 July 2021
fire in car
ଚାହୁଁ ଚାହୁଁ ଆଖି ସାମ୍ନାରେ ଜଳିଗଲା ଚଳନ୍ତା କାର୍

ବରଗଡ଼: ଚାହୁଁ ଚାହୁଁ ଆଖି ସାମ୍ନାରେ ଜଳିଗଲା ଚଳନ୍ତା କାର୍। ବରଗଡ଼ ଭଟଲି ଛକରେ ଚଳନ୍ତା କାର୍‌ରେ ଗତକାଲି ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ, ଗାଡ଼ି ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭଟଲି ଛକ ଦେଇ ଯାଉ ଥିବାବେଳେ ହଠାତ୍ କାର୍‌ରୁ ଧୁଆଁ ବାହାରୁ ଥିବା ଡ୍ରାଇଭର୍ ଦେଖିବାକୁ ପାଇଥିଲେ। ତୁରନ୍ତ ଗାଡ଼ିରୁ ବାହାରି ଆସିବା କ୍ଷଣି ସେଥିରେ ନିଆଁ ଲାଗି ଯାଇଥିଲା। କିଛି ସମୟ ଭିତରେ କାର୍‌ଟି ହୁତ୍ ହୁତ୍ ହୋଇ ଜଳି ଯାଇଥିଲା। ଅଗ୍ନିଶମ […]

  • Tuesday, 13 July 2021
7
ବାପା ନା ରାକ୍ଷସ, ପାଠ ପଢ଼ାରେ ମନଦେଲାନି ବୋଲି ପୁଅ ଦେହରେ ନିଆଁ ଲଗାଇଦେଲା . .

ହାଇଦ୍ରାବାଦ : ପୁଅକୁ ଦେହରେ ନିଆଁ ଲଗାଇ ଦେଲା ରାକ୍ଷସ ବାପା ।  ପାଠ ପଢ଼ିଲାନି ବୋଲି ୧୦ ବର୍ଷର ପୁଅ ଦେହରେ ନିଜ ବାପା ନିଆଁ ଲଗାଇ ଦେଇଛି । ଫଳରେ କୁନି ପୁଅର ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଛି । ଚିକିତ୍ସା ପାଇଁ ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ହାଇଦ୍ରାବାଦର କୁକାଟପଲ୍ଲୀ ହାଉସିଂ ବୋର୍ଡ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ହାଇଦ୍ରାବାଦର କୁକାଟପଲ୍ଲୀ ଅଞ୍ଚଳରେ […]

  • Tuesday, 13 July 2021
otv-docotor-accident
କର୍ଣ୍ଣାଟକ ଧାରୱାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ସମେତ ୧୭ ମହିଳା ଡାକ୍ତରଙ୍କ ମୁତ୍ୟୁ

  କର୍ଣ୍ଣାଟକ ଧାରୱାଡ଼ରେ ସଡ଼କ ଦୁର୍ଘଟଣା, ମିନି ବସକୁ ଧକ୍କା ଦେଲା ଟ୍ରକ୍ ଡ୍ରାଇଭର ସମେତ ମିନି ବସରେ ବସିଥିବା ୧୭ ମହିଳା ଡାକ୍ତର ମୃତ ୧୦ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି ସିଙ୍ଗଲ୍ ଲେନ୍ ରାଜପଥରେ ପ୍ରତିଦିନ ଦୁର୍ଘଟଣା, ଲୋକେ ଅସନ୍ତୁଷ୍ଟ ଧାରୱାଡ଼ : କର୍ଣ୍ଣାଟକର ଧାରୱାଡ଼ରେ ଭୟଙ୍କର ଦୁର୍ଘଟଣା । ମିନି ବସକୁ  ପ୍ରବଳ ଜୋରରେ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୭ ମହିଳା ମହିଳା ଡାକ୍ତରଙ୍କ ମୃତ୍ୟୁ […]

  • Tuesday, 13 July 2021
PKG_WIFE-RAPE_AMRUT
ବିଶ୍ୱାସକୁ ବଜାରରେ ନିଲାମ କରିଦେଲା ପିଶାଚ ସ୍ୱାମୀ, ସାଙ୍ଗ ମାନଙ୍କ ସହ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ

ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ରାଜସ୍ଥାନର ଜାଲୋର କୋତବାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ଜ୍ୱାଇଁ ଓ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ଘୃଣ୍ୟ ଓ […]

  • Tuesday, 13 July 2021
୭
ହାତ ଧରି ବିଶ୍ୱାସରେ ବିଷ ଦେଲା, ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ

ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଦୁଇ ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ମୁମ୍ବାଇର […]

  • Tuesday, 13 July 2021
Washington-man-arrested-for-sexually-assaulting-a-beaver-784x441
କଲଗାର୍ଲ ଭାବି ପ୍ରିନ୍ସିପାଲଙ୍କୁ ହଇରାଣ କରୁଥିଲ ଦୁଇ ଯୁବକ, ଅଭିଯୁକ୍ତଙ୍କୁ ବାନ୍ଧିନେଲା ପୋଲିସ୍

ମୁମ୍ୱାଇ : ୩୫ ବର୍ଷୀୟ ପ୍ରନ୍ସିପାଲଙ୍କୁ ଯୌନ ଶୋଷଣ ଏବଂ ଅସଦାଚରଣ କରୁଥିବା ଅଭିଯୋଗରେ ଦୁଇଜଣ ଯୁବକ ଗିରଫ । ପୀଡ଼ିତାଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ୱାଡାଲା ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କୁ ଫୋନ୍ କରି ଅଶ୍ଳୀଳ କଥାବାର୍ତ୍ତା କରିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦୁଇ ଅଭିଯୁକ୍ତ। ଦୁଇ ଅଭିଯୁକ୍ତ ନଭି ମୁମ୍ବାଇର ଘାନସୋଲି ନିବାସୀ୨୫ ବର୍ଷିୟ ସୁରଜ ସିଦ୍ଧାର୍ଥ କାମ୍ବଲେ ଏବଂ ୩୧ ବର୍ଷିୟ ମନୋଜ ଲକ୍ଷ୍ମଣ ଦେବରୁକର ବୋଲି […]

  • Tuesday, 13 July 2021
88_6624156_835x547-m
କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା, ବିଗତ ୫ ବର୍ଷରେ ଦ୍ୱିଗୁଣିତ ହେଲା ସଂଖ୍ୟା

ଗୁଜରାଟ :  ଅଧିକ ମଦ ପିଉଛନ୍ତି ମହିଳା ।  କଟକଣା ସତ୍ତ୍ୱେ ବଢ଼ୁଛି ମହିଳା ମଦ୍ୟପଙ୍କ ସଂଖ୍ୟା । ଗୁଜରାଟରେ ମଦକୁ ବ୍ୟାନ୍ କରାଯାଇଥିବା ବେଳେ ବିଗତ ୫ ବର୍ଷରେ ମହିଳା ମଦ୍ୟପଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ।୨୦୧୯-୨୦୨୦ବର୍ଷ ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-Five) ରିପୋର୍ଟ ଆଧାରରେ ଏହି ତଥ୍ୟ ହସ୍ତଗତ ହୋଇଛି । ଗୁଜୁରାଟର ମୋଟ ୩୩,୩୪୩ ମହିଳା ଏବଂ ୫୩୫୧ ଜଣ ପୁରୁଷଙ୍କୁ ନେଇ ଏହି  ସର୍ଭେ କରାଯାଇଥିଲା । ତେବେ […]

  • Tuesday, 13 July 2021
otv-khabr-sena
ସୀମାରେ ସବୁ ପରିସ୍ଥିତି ପାଇଁ ସଜାଗ ସେନା

ପାକ-ଚୀନ ଯୁବଳବନ୍ଦୀ ଦେଶ ପାଇଁ ବିପଦ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟରେ  ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଆମେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ, କହିଲେ ସେନା ମୁଖ୍ୟ ନରଓ୍ୱାଣେ ନୂଆଦିଲ୍ଲୀ : ଭାରତୀୟ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟ ଅଛନ୍ତି । ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସେନା ପ୍ରସ୍ତୁତ ରହିଛି ।  […]

  • Tuesday, 13 July 2021
sddefault_1200x768-sixteen_nine
ଚିକେନ ଦେବାକୁ ମନା କରିବାରୁ ଲଙ୍କାକାଣ୍ଡ, ଢ଼ାବାରେ ନିଆଁ ଲଗାଇଦେଲେ ଦୁଇ ଜଣ ଯୁବକ

ନାଗପୁର : କ୍ରୋଧ ଜର୍ଜରିତ ମାନସିକତା ପାଇଁ ନିଆଁ ଲାଗିଲା । ଚିକେନ୍ ପାଇଁ ନିଶାରେ ଚୁର ହୋଇଥିବା ଦୁଇ ଜଣ ଯୁବକ ଢ଼ାବାରେ ନିଆଁ ଲଗାଇ ଦେଇଛନ୍ତି । ଚିକେନ୍ ଶେଷ ହୋଇଯାଇଥିବାରୁ ବିଳମ୍ବିତ ରାତ୍ରିରେ ଢ଼ାବା ମାଲିକ ଚିକେନ୍ ଦେବାକୁ ମନା କରିଦେଇଥିଲେ । ତେବେ ଢ଼ାବା ମାଲିକଙ୍କ କଥା ଶୁଣି ଉତକ୍ଷିପ୍ତ ହୋଇ ମଦ୍ୟପମାନେ ଲଙ୍କାକାଣ୍ଡ ଘଟାଇଥିଲେ । ମହାରାଷ୍ଟ୍ର ନାଗପୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଢ଼ାବା ମାଲିକଙ୍କ ଅଭିଯୋଗ […]

  • Tuesday, 13 July 2021
bus-baliguda
ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲିଗୁଡ଼ା(ଅଜିତ୍ କୁମାର ନାୟକ) : ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଯାତ୍ରୀ । ଆଜି ସକାଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକରେ ହୁ ହୁ ହୋଇ ଜଳିଯାଇଛି ଯାତ୍ରୀବାହୀ ବସ୍ । ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୨୫ରୁ ୩୦ଜଣ ଯାତ୍ରୀ ଥିବା ଏହି ବସ୍‌ଟି କଞ୍ଜାମେଣ୍ଡି ଛକ ଦେଇ ଯାଉଥିବା ବେଳେ ବସ୍‌ରୁ  ହଠାତ ଧୂଆଁ ବାହାରିବା ଦେଖି ଡ୍ରାଇଭର୍‌ […]

  • Tuesday, 13 July 2021