ଜୟପୁର: ପୁଣି ଏକ ଚିଟ୍ଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ଜମାକାରୀ। ଏହି ଅଭିଯୋଗ ଆସିଛି ଜୟପୁର ସହରରୁ। ସନ୍ସାଇନ୍ ଇନ୍ଫ୍ରା ବିଲ୍ଡ କର୍ପୋରେସନ୍ ଲିମିଟେଡ୍ ନାମକ ଏକ ଠକ ସଂସ୍ଥା ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ କୋରାପୁଟ ଜିଲ୍ଲାର ଶହଶହ ଜମାକାରୀଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କା ହରିଲୁଟ୍ କରିଥିବା ଜୟପୁର ଟାଉନ୍ ଥାନାରେ ଅଭିଯୋଗ ହୋଇଛି। କମ୍ପାନୀ ଗତ ୨୦୧୧ ମସିହାରୁ ଜୟପୁରଠାରେ ନିଜର କାର୍ଯ୍ୟାଳୟ ଖୋଲିଥିଲା। ହେଲେ ୨୦୧୩ରୁ କମ୍ପାନୀ କାର୍ଯ୍ୟାଳୟ ବନ୍ଦ କରି […]