• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyclone yaas
ବାତ୍ୟାର ନାଁ କେମିତି ହୁଏ?

ଉପକୂଳ ମୁହାଁ ବାତ୍ୟା ୟାସ୍‌। ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା। ତେବେ ଆପଣଙ୍କ ମନରେ ସାଧାରଣ ଭାବରେ ପ୍ରଶ୍ନ ଉଙ୍କି ମାରୁଥିବ ଏହି ବାତ୍ୟାର ସୃଷ୍ଟି ସମୁଦ୍ରରେ କେମିତି ସୃଷ୍ଟି ହୁଏ ଓ ତାହାର ନାମକରଣ କେମିତି ହୁଏ?

  • Wednesday, 14 July 2021
Modi
ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ  ମଧ୍ୟ ଉପସ୍ଥିତ ଥିଲେ

  • Wednesday, 14 July 2021
coronavirus in odisha
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୭୪୧ କରୋନା ଆକ୍ରାନ୍ତଙ୍କ ଗଲା ପ୍ରାଣ

ଦେଶରେ କମୁଛି ସଂକ୍ରମଣ। ଆଜି ମୋଟ୍‌ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି।

  • Wednesday, 14 July 2021
modig
ବାତ୍ୟାକୁ ନେଇ ଆଜି ସମୀକ୍ଷା କରିବେ ମୋଦି

ଏହି ବାତ୍ୟା ୨୬ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଛି

  • Wednesday, 14 July 2021
plus two exam
ଆଜି ବୈଠକ ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ହେବ ନିଷ୍ପତ୍ତି

କେବେ ଓ କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା? ଏହାକୁ ଚାହିଁ ରହିଛନ୍ତି ରାଜ୍ୟ ବୋର୍ଡ। ଏନେଇ ଆଜି ବସୁଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ।

  • Wednesday, 14 July 2021
Cyeclone
ଏତେ ସତର୍କ ପରେ ବି ସମୁଦ୍ରରେ କେମିତି ଫସିଲେ କର୍ମଚାରୀ?

ସମୁଦ୍ରରେ ସେନାର ମେଗା ସର୍ଚ ଅପରେସନ। ସାମୁଦ୍ରିକ ଝଡ଼ ତାଉତେ ପ୍ରଭାବରେ ବୁଡି ଯାଇଥିବା ଭାସମାନ ଆଶ୍ରୟସ୍ଥଳୀ ବା ବାର୍ଜରେ ଥିବା ONGC କର୍ମଚାରୀଙ୍କୁ ଠାବ ଲାଗି ଅହରହ ଉଦ୍ୟମ ଅପରେସନରେ ସାମିଲ ହୋଇଛନ୍ତି ନୌସେନାର ମାଳମାଳ ଯୁଦ୍ଧ ଜାହାଜ

  • Wednesday, 14 July 2021
Black Fungus
"ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କର"

କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌ ବ୍ଲାକ୍‌ ଫଙ୍ଗସ୍‌ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି।

rajadhani
ଧ୍ୟାନ ଦିଅନ୍ତୁ ରାଜଧାନୀ ଏକ୍ସପ୍ରେସ ଯାତ୍ରୀ: ଏଣିକି ସପ୍ତାହକୁ ମାତ୍ର ଏତିକି ଦିନ ଚାଲିବ ଏହି ଟ୍ରେନ୍‌

ଟ୍ରେନ୍‌ ଚଳାଚଳ ଉପରେ ପ୍ରଭାବ ପକାଇଲା କରୋନା। ଏଣିକି ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସପ୍ତାହକୁ ୨ ଦିନ ଚାଲିବ। ଯାତ୍ରୀ ହେଉନଥିବା ତଥା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏମିତି ପଦକ୍ଷେପ ନେଇଛି ରେଳବାଇ।

  • Wednesday, 14 July 2021
corona test
କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି

ଦେଶରେ ମହାମାରୀ କରୋନା ଭାଇରସର ହାହାକାର ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମ୍ଆର ପକ୍ଷରୁ କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି କରାଯାଇଛିି।

  • Wednesday, 14 July 2021
jay panda
ଦିଲ୍ଲୀରେ ମେଡିକାଲ ଭ୍ୟାନର ଶୁଭ ଉଦଘାଟନ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

କରୋନା ସଂକ୍ରମିତଙ୍କ ପାଖରେ ମାସ୍କଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ପହଞ୍ଚାଇବା  ଲକ୍ଷରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

  • Wednesday, 14 July 2021
Modi
ବାତ୍ୟା ପାଇଁ ଗୁଜୁରାଟ୍‌କୁ ଏତିକି ଟଙ୍କା ଦେଲା କେନ୍ଦ୍ର

ବାତ୍ୟା ତାଉତେ ପାଇଁ ଗୁଜରାଟକୁ ମିଳିଲା ୧ ହଜାର କୋଟିର ସହାୟତା । ବାତ୍ୟାଞ୍ଚଳ ପରିଦର୍ଶନ ପରେ ଘୋଷଣା ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀସ୍ତରୀୟ ଟିମ୍ ପଠାଇବ କେନ୍ଦ୍ର ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ, ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର।

  • Wednesday, 14 July 2021
modi
ବାତ୍ୟା କ୍ଷୟକ୍ଷତିର ଆକାଶମାର୍ଗରୁ ଚିତ୍ର ଦେଖିଲେ ପ୍ରଧାନମନ୍ତ୍ରୀ

ବାତ୍ୟା ତାଉତେର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନରେ ସେ ଗୁଜରାଟ ଓ ଡିଉ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି

  • Wednesday, 14 July 2021
corona vaccine
ଭ୍ୟାକ୍ସିନ୍‌ ନେବା ପରେ ଯଦି ଏହି ସବୁ ଲକ୍ଷଣ ଦେଖାଯାଉନାହିଁ ତେବେ....

ଦେଶରେ ଭୟଙ୍କର ହେଲାଣି କରୋନା। କୁହାଯାଉଛି କରୋନା ଭ୍ୟାକ୍ସିନ ନେବା ପରେ ବି ଅଦୃଶ୍ୟ ମହାମାରୀରୁ ମିଳୁନାହିଁ ମୁକ୍ତି। ଅର୍ଥାତ୍‌ କରୋନା ଭ୍ୟାକ୍ସିନ ନେବା ପରେ ପୁଣି ଥରେ କରୋନା ହୋଇପାରେ ବୋଲି ସୂଚନା ମିଳିଛି।

  • Wednesday, 14 July 2021
corona
ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ

ଭାରତରେ ପହଞ୍ଚିଲା ‘ସ୍ଫୁଟନିକ-ଭି’ ଭ୍ୟାକସିନ । ଋଷିଆରୁ ବିମାନରେ ଆସି ହାଇଦ୍ରାବାଦରେ ପହଞ୍ଚିଲା ଟିକା। ସ୍ୱତନ୍ତ୍ର ବିମାନରେ ଏହି ଟିକା ଭାରତରେ ପହଂଚିଥିବା ନେଇ ସୂଚନା ମିଳିଛି

  • Wednesday, 14 July 2021
corona
ପୁଣି ଜଣେ ଜାତୀୟସ୍ତରର ସାମ୍ବାଦିକାଙ୍କ ଜୀବନ ନେଲା କରୋନା

କରୋନା ପୁଣି ଜଣେ ସାମ୍ବାଦିକଙ୍କର ଜୀବନ ନେଇଛି। ଗତ କିଛିଦିନ ମଧ୍ୟରେ ଲଗାତାର ଭାବରେ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇସାରିଲେଣି। ସୂଚନା ଅନୁସାରେ, କରୋନାରେ ଦୂରଦର୍ଶନର  ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି

  • Wednesday, 14 July 2021
sc
କେନ୍ଦ୍ର ଓ ରାଜ୍ୟ ପାଇଁ ଟିକାର ଦାମ୍ କାହିଁକି ଭିନ୍ନ ରହୁଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କରୋନା ମୁକାବିଲା, ଅକ୍ସିଜେନ୍ ସହ ବିଭିନ୍ନ ଔଷଧ ଯୋଗାଣ ସଂପର୍କରେ କେନ୍ଦ୍ରର ନୀତିକୁ ନେଇ ଦାଖଲ ମାମଲାର ଶୁଣାଣି ଏହା କହିଛନ୍ତି ସର୍ବୋଚ୍ଚ କୋର୍ଟ। ଅନ୍ୟପକ୍ଷରେ ଟିକା, ଅକ୍ସିଜେନ୍ ଓ ଅନ୍ୟାନ୍ୟ ଔଷଧର ଅଭାବ ନେଇ କେହି ସୋସିଆଲ ମିଡିଆରେ ଆପତ୍ତି ଅଭିଯୋଗ ପୋଷ୍ଟ କଲେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ।

  • Wednesday, 14 July 2021
corona-death
ଭୟଙ୍କର ହେଲାଣି ମହାମାରୀ: କେବଳ ଏପ୍ରିଲରେ ୪୫ ହଜାର ସଂକ୍ରମିତଙ୍କ ମୁଣ୍ଡ ନେଲାଣି କରୋନା

ଭୟଙ୍କର ହେବାରେ ଲାଗିଛି କରୋନା। ହୁ ହୁ ହୋଇ ବଢୁଛି ସଂକ୍ରମଣ। ଆଉ ଦୈନଦିନ ସଂକ୍ରମଣର ସଂଖ୍ୟା ବି ଉପରମୁହାଁ ରହିଛି। ଏପ୍ରିଲ ମାସରେ ନିଜର କରାଳ ରୂପ ଦେଖାଇଛି କରୋନା। ମାସକ ମଧ୍ୟରେ ପାଖାପାଖି ୪୫ ହଜାର ରୋଗୀଙ୍କର ଗଲାଣି ଜୀବନ।

  • Wednesday, 14 July 2021
Auto
ଅଟୋରେ ଅକ୍ସିଜେନ୍‌ ଲଗାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଅଟୋ ଡ୍ରାଇଭର

କରୋନା ମହାମାରୀ କେତେ ଯେ, ଲୋକଙ୍କର ଜୀବନ ନେଲାଣି ତାହାର ସଠିକ୍‌ ହିସାବ କାହାପାଖରେ ନାହିଁ। ଅଦୃଶ୍ୟ ମହାମାରୀ କବଳରେ ଛଟ୍‌ପଟ୍‌ ହୋଇ ଦୈନଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କିଏ ବାପାକୁ ହରାଇଲାଣି ତ ଆଉ କିଏ ମାଆକୁ ଆଉ କିଏ ନିଜ ପୁଅ, ଝିଅକୁ ହରାଇସାରିଲାଣି।

  • Wednesday, 14 July 2021
forign Secretary
କରୋନା କବଳରେ ଭାରତ: ଜାଣନ୍ତୁ କେଉଁ କେଉଁ ଦେଶ ଭାରତକୁ କରୁଛନ୍ତି ସାହାଯ୍ୟ

ଦେଶରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଥିବା ବେଳେ ବିଦେଶରୁ ଭାରତକୁ ମିଳୁଛି ବଡ ଆଶ୍ୱସ୍ତି। ଗୋଟେ ପରେ ଗୋଟେ ରାଷ୍ଟ୍ର ଏବେ ଭାରତ ପାଇଁ ବଢ଼ାଉଛନ୍ତି ସହାୟତାର ହାତ।

  • Wednesday, 14 July 2021