• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rpf
କୁନି ଶିଶୁକୁ କ୍ଷୀର ଦେବା ପାଇଁ ଟ୍ରେନ୍ ପଛରେ ଦୌଡ଼ିଲେ କନେଷ୍ଟବଳ

ଭୋପାଳ: ମାନବିକତା ଦେଖାଇଲେ ଆରପିଏଫ୍ କନେଷ୍ଟବଳ। ରେଲୱେ ଷ୍ଟେସନରେ ଦୌଡି ଦୌଡି ସେ ଜଣେ ମହିଳା ଯାତ୍ରୀଙ୍କୁ କ୍ଷୀର ଯୋଗାଇ ଦେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଯାଉଥିବା ଏକ ଟ୍ରେନ୍ ଭୋପାଳ ଷ୍ଟେସନରେ କିଛି ସମୟ ପାଇଁ ଅଟକି ଥିଲା। ଏହି ସମୟରେ ସାଫିଆ ହାସମି ନାମକ ଜଣେ ମହିଳା ଚାରିବର୍ଷର ଶିଶୁ ପାଇଁ କ୍ଷୀର ଯୋଗାଇ ଦେବାକୁ ଆରପିଏଫ୍ କନେଷ୍ଟବଳ ଇନ୍ଦର ସିଂ ଯାଦବଙ୍କୁ ଅନୁରୋଧ କରିଥିଲେ। ଇନ୍ଦର ସିଂ କ୍ଷୀର ସଂଗ୍ରହ କରି ଆଣିବା ବେଳକୁ […]

  • Wednesday, 14 July 2021
modi
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସମନ୍ୱୟ, ସହଯୋଗ ରହିଲେ ଖୁବ୍ ଶୀଘ୍ର ଏହି ବୈଶ୍ୱିକ ବିପତ୍ତିରୁ ମୁକୁଳିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସରକାର କରୋନା ସଙ୍କଟକୁ ଏକ ସୁଯୋଗ […]

  • Wednesday, 14 July 2021
corona
୬ରୁ ୮ ମାସ ପରେ ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ : ଦେଶରେ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ  ଦେଶରେ ୨ ଲକ୍ଷ ୭୬ ହଜାର ୭୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୮ ଶହ ୭୪ ଆକ୍ରାନ୍ତଙ୍କ ମୃତ୍ୟୁ  ହୋଇଛି । ଅନେକଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଦେଶରେ ଦ୍ୱିତୀୟ ଲହରରେ ଭଟ୍ଟା ଆସିଲାଣି କି? କେବେ ଏହାର ଅନ୍ତ ହେବ? ବୈଜ୍ଞାନିକମାନେ ଗାଣିତିକ ମଡେଲ୍ ପ୍ରୟୋଗ କରି ଅନୁମାନ କରୁଛନ୍ତି ଜୁଲାଇ […]

  • Wednesday, 14 July 2021
javedkar
'ହାତୀ ହତ୍ୟାକାରୀଙ୍କୁ ଛାଡ଼ିବୁନି'

କେରଳ: କେରଳରେ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। Central Government has taken a very serious note of the killing of an […]

  • Wednesday, 14 July 2021
White Fungus
ଚିନ୍ତା ବଢାଇଲା ହ୍ୱାଇଟ୍ ଫଙ୍ଗସ୍; ବିହାରରେ ୪ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ବିଭିଷିକା ସାରା ବିଶ୍ୱରେ ହାହାକାର ଖେଳେଇଥିବା ବେଳେ ପୁଣି ଏକ ରୋଗକୁ ନେଇ ଚିନ୍ତା ଘାରିଛି। କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍ ଆକ୍ରମଣ କରୁଥିବା ବେଳେ, ଏବେ ସେହି ତାଲିକାରେ ହ୍ୱାଇଟ୍ ଫଙ୍ଗସ୍ ବି ଯୋଡ଼ି ହୋଇଯାଇ‍ଛି । ବିହାରରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି । କୁହାଯାଉଛି, ହ୍ୱାଇଟ୍ ଫଙ୍ଗସ୍ ବ୍ଲାକ୍ ଫଙ୍ଗସ୍ ଠାରୁ ବି ଅଧିକ ମାରାତ୍ମକ। ଏକାଧିକ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣ […]

  • Wednesday, 14 July 2021
who
'କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ'

ନୂଆଦିଲ୍ଲୀ: କରୋନା ପାଇଁ ପ୍ରାକୃତିକ ଉପାୟରେ ଆସିବନି ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା। କେବଳ ଟିକା ଦ୍ୱାରା ଗୋଷ୍ଠୀ ପ୍ରତିରୋଧ କ୍ଷମତା ସୃଷ୍ଟି ସମ୍ଭବ। ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ। ସେ କହିଛନ୍ତି ଯେ, ମଣିଷ କ୍ଷେତ୍ରରେ ଟୀକା ଦ୍ୱାରା ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥାଏ।  କେବଳ ଭ୍ୟାକସିନ ଦ୍ୱାରା ହିଁ ହର୍ଡ ଇମ୍ୟୁନିଟି ସମ୍ଭବ। କାରଣ କରୋନା ଦ୍ୱାରା ବହୁଳ ସଂକ୍ରମିତ ଦେଶମାନଙ୍କରେ ଆଣ୍ଟିବଡି […]

  • Wednesday, 14 July 2021
electroinics
ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା

ନୂଆଦିଲ୍ଲୀ: ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାର ୩ଟି ବଡ଼ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ଘଟାଇବା ସହ ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଆରମ୍ଭ କରାଯାଇଛି। ପ୍ରଡକସନ ଲିଙ୍କଡ ଇନସେଣ୍ଟିଭ ସ୍କିମ୍ ଅନ୍ତର୍ଗତ ଭାରତରେ ଉତ୍ପାଦିତ ଇଲେକଟ୍ରୋନିକ୍ସ ସାମଗ୍ରୀର ବିକ୍ରୀ ଉପରେ ୪ରୁ ୬ ପ୍ରତିଶତ ଯାଏଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଛି। ସେହିଭଳି କମ୍ପୋନେଣ୍ଟ ମାନୁଫାକଚରିଂ ସ୍କିମରେ ନିର୍ଦ୍ଧାରିତ […]

  • Wednesday, 14 July 2021
tahir
ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ। ପୂର୍ବତନ ଆମ ଆଦମୀ ପାର୍ଟି ନେତା ତାହିର ହୁସେନ୍। ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ଚାର୍ଜସିଟରେ ଦର୍ଶାଇଛି। ତାହିର ହୁସେନଙ୍କ ସହ ୧୫ ଜଣ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ। ହିଂସାକାଣ୍ଡ ବେଳେ ତାହିର ହୁସେନ ନିଜ ଘର ଛାତ ଉପରେ ଥିଲେ ଏବଂ ସେ ହିଂସାରେ ଲୋକଙ୍କୁ ଉସୁକାଇଥିଲେ। ତେବେ ତାହିରଙ୍କ ନାଁରେ ଆଉ ଏକ ସଙ୍ଗିନ ଅଭିଯୋଗ ଆଣିଛି […]

  • Wednesday, 14 July 2021
nisarg
ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍!

ନୂଆଦିଲ୍ଲୀ: ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ନିସର୍ଗ। ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି। ଆସନ୍ତାକାଲି ରାତି ସୁଦ୍ଧା ନିସର୍ଗ ମହାରାଷ୍ଟ୍ରର ରାଇଗଡ ଏବଂ ଦମନ ମଧ୍ୟବର୍ତ୍ତୀ ସ୍ଥାନରେ ଉପକୂଳ ଛୁଇଁବା ଆଶଙ୍କା ରହିଛି। ଏହି ସମୟରେ ବାଣିଜ୍ୟ ନଗରୀ ମୁମ୍ବାଇ ସହ ଥାନେ, ପଲଘର, ରାଇଗଡ […]

wajjid
ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୃତ୍ୟୁ ପରେ ଏବେ ଭାଇରାଲ ହେବାରେ ଲାଗିଛି ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କ ମେଡିକାଲରେ ଗୀତ ଗାଇବାର ଭିଡିଓ। ଗୀତଟି ତାଙ୍କ ଭାଇ ତଥା ସଙ୍ଗୀତ ନିର୍ଦ୍ଦେଶକ ସାଜିଦଙ୍କୁ ସେ ଉତ୍ସର୍ଗ କରିଛନ୍ତି।   View this post on Instagram   A heart breaking old video of #wajidkhan . This is not a recent video. #rip A post shared by Viral Bhayani (@viralbhayani) on […]

  • Wednesday, 14 July 2021
msme
MSME ପାଇଁ ୫୦ ହଜାର କୋଟିର ପ୍ୟାକେଜକୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ରୋଡମ୍ୟାପକୁ ମିଳିଛି ମଂଜୁରୀ। MSME ପାଇଁ ୫୦ ହଜାର କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ରୋଡମ୍ୟାପ MSME ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିବ। MSME ପାଇଁ ପୂର୍ବରୁ ହୋଇଥିବା ଘୋଷଣାକୁ କ୍ୟାବିନେଟ ମଂଜୁରୀ ମିଳିଛି। ରପ୍ତାନୀ କରୁଥିବା ଏମ୍‌ଏସ୍‌ଏଇ ଏବଂ ଯେଉଁମାନଙ୍କର ଭଲ ରେକର୍ଡ ଅଛି, ସେମାନେ ଷ୍ଟକ ମାର୍କେଟକୁ ଯିବାର ସୁଯୋଗ ପାଇବେ। ଦେଶର ମୋଟ ରପ୍ତାନୀର ୪୮ ପ୍ରତିଶତ ଏମ୍‌ଏସ୍‌ଏମ୍‌ଇ ରହିଛି। ଦେଶରେ […]

  • Wednesday, 14 July 2021
rice
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା  ଦେଇଛନ୍ତି। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି, ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଧାନ ସହ ୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି। ସରକାର ଜୁଆର କ୍ୱିଣ୍ଟାଲ ୨୬ ଶହ […]

  • Wednesday, 14 July 2021