ନୂଆଦିଲ୍ଲୀ: ପାନ୍କ୍ରିଆଟିକ୍ କ୍ୟାନ୍ସର୍ରେ ପୀଡ଼ିତ ହୋଇ ବହୁ ଦିନ ଧରି ଯନ୍ତ୍ରଣା ଭୋଗିବା ପରେ ଗତକାଲି ସନ୍ଧ୍ୟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଆଜି ସନ୍ଧ୍ୟାରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କର ଶେଷ ଦର୍ଶନ ପାଇଁ ଗତକାଲିଠାରୁ ପାଣାଜି ସ୍ଥିତ ତାଙ୍କ ବାସଭବନରେ ନେତା, ମନ୍ତ୍ରୀ, ସମର୍ଥକ, ଶୁଭେଚ୍ଛୁ […]
ଭୁବନେଶ୍ୱର: ଓଡ଼ିଶାରେ କେବେ ହେବ ବିଧାନସଭା ନିର୍ବାଚନ? ଡିସେମ୍ବର-ଜାନୁଆରୀରେ ୪ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ବିଧାନସଭା ଅବଧି ପୂରଣ ହେଉଛି। ଏହି ସବୁ ରାଜ୍ୟ ସହ ଆଗୁଆ ଲୋକସଭା ନିର୍ବାଚନ କରାଇବାକୁ କମିଶନ୍ ସକ୍ଷମ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିବା ପରେ ଜୋର୍ ଧରିଛି ଚର୍ଚ୍ଚା। ଆଉ ଏଥିଯୋଗୁଁ ଓଡ଼ିଶାର ନିର୍ବାଚନ ଗଣିତ ଓଲଟ ପାଲଟ ହେବା ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। CECଙ୍କ ସୂଚନା ପରେ ପ୍ରଶ୍ନ ଉଠୁଛି […]
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ଭୁବନେଶ୍ୱର ବିଜେବି କଲେଜରେ ଆଜି ପ୍ରାକ୍ ନିର୍ବାଚନୀ ହିଂସା ଦେଖାଦେଇଛି। ଏହି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବା ଫଳରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କଲେଜ୍ ପରିସରରେ ବାରମ୍ବାର ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବିଜେବି କଲେଜ ପରିସରରେ ସୁରକ୍ଷାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ। […]
କେରଳରେ ଫସିଛନ୍ତି କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ୧୧ଟି ଏସ୍.ଏଚ୍.ଜିର ସଦସ୍ୟ । ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି। ତାଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ସ୍କିମ୍ ଲାଗୁ ପାଇଁ ତତ୍ପରତା ଦେଖାଇଛନ୍ତି। ଅକ୍ଟୋବର ୨ତାରିଖରୁ ଏହି ଯୋଜନା ଲାଗୁ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ ଚାଲିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚିହ୍ନଟ ପାଇଁ ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗ୍ରହଣ କରାଯିବ। ଅକ୍ଟୋବର୨ ତାରିଖ ସୁଦ୍ଧା […]
ଝାଡ଼ଖଣ୍ଡ: ସାହାଯ୍ୟ ପାଇଁ ସାଙ୍ଗଙ୍କୁ ଡାକିଲେ…ହେଲେ ଜାଣି ନଥିଲେ ସେମାନଙ୍କ ସହ ଏମିତି ଅଘଟଣ ଘଟିବ ବୋଲି। ସାହାଯ୍ୟ ବଦଳରେ ସେମାନଙ୍କ ସହ ଏମିତି କିଛି ଘଟଣା ଘଟିଲା ଯାହା ସମସ୍ତଙ୍କ ଭାବନା ବାହାରେ ଥିଲା। ୨ଜଣ ନାବାଳିକାଙ୍କ ସହ ୧୧ଜଣ ଲୋକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଝାଡ଼ଖଣ୍ଡର ଲୋହରଡଗାରେ ଅଗଷ୍ଟ ୧୬ ତାରିଖ ଦିନ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଡ଼ି ଖରାପ ହୋଇଯିବାରୁ ନାବାଳିକା ୨ଜଣ ସେମାନଙ୍କ ସାଙ୍ଗକୁ […]