• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

A. Johnsel Raja
ଜେଲ୍‌ ଗଲେ ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ମୁଖ୍ୟ ଏ. ଜନ୍‌ସେଲ୍ ରାଜାଙ୍କ ଜାମିନ ଆବେଦନ ଖାରଜ ହୋଇଛି।  ଗିରଫ ପରେ ଗତକାଲି ରାତିରେ ଜନ୍‌ସେଲ୍‌ଙ୍କୁ  ଜୁନାଗଡ଼ JMFC କୋର୍ଟରେ ହାଜର କରାଯାଇଥିଲା। ତେବେ JMFC କୋର୍ଟ ଜନ୍‌ସେଲ୍‌ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଜାମିନ ଆବେଦନ ଖାରଜ ପରେ ଜନ୍‌ସେଲ୍‌ଙ୍କୁ ଧର୍ମଗଡ଼ ଜେଲ୍‌ ପଠାଯାଇଛି। ତାମିଲନାଡ଼ୁ ନଗରକୋଏଲରୁ ଗିରଫ ପରେ କ୍ରାଇମବ୍ରାଞ୍ଚ EOW ଜନ୍‌ସେଲ୍‌ଙ୍କୁ ଜୁନାଗଡ଼ JMFCଙ୍କ କୋର୍ଟରେ ହାଜର କରିଥିଲା। ଜନ୍‌ସେଲ୍‌ ସେଲଭାମ […]

  • Monday, 19 July 2021
Secretariat-718x430
ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ହୋଇଛି ବଡ଼ ଧରଣର ଅଦଳବଦଳ। ସମୁଦାୟ ୨୩ ଅଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ମହେନ୍ଦ୍ର କୁମାର ମଲ୍ଲିକ ଉତ୍ତରାଞ୍ଚଳ RDC ହୋଇଛନ୍ତି। ତାଙ୍କୁ କେନ୍ଦ୍ରାଞ୍ଚଳ RDCର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି। ଏସ୍.ଏନ୍ ଗିରିଶଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ MD ଦାୟିତ୍ୱ, ରାଜେଶ ପ୍ରଭାକର ପାଟିଲଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ, ନୀତିନ୍ ଭାନୁଦାଶ ଜାଓ୍ୱଲେଙ୍କୁ ଶିଳ୍ପ ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି। ଏଥିସହ ୮ଟି ଜିଲ୍ଲାର […]

  • Monday, 19 July 2021
western odisha
ରାଜ୍ୟ ସରକାରଙ୍କ ଅାନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର : ପଶ୍ଚିମ ଓଡିଶାରୁ କଟକ, ପୁଣି କଟକରୁ ଦିଲ୍ଲୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସବୁଠି ଶୁଭିଛି ଆନ୍ଦୋଳନର ସ୍ୱର। ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ। ତେବେ ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି .ପି ଚୌଧୁରୀଙ୍କ ଉତ୍ତର ପରେ ପୁଣି ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରୀତିକୁ ପଦାରେ ପକାଇଛି।  ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ନେଇ ନ ଥିବା ବେଳେ ସଂପୂର୍ଣ୍ଣ ପ୍ରସ୍ତାବ […]

  • Monday, 19 July 2021
nrc
NRC ତାତି

ନୂଆଦିଲ୍ଲୀ : NRC ପ୍ରସଙ୍ଗରେ ତେଜୁଛି ରାଜନୀତି। କେନ୍ଦ୍ରକୁ ବିରୋଧୀ ଟାର୍ଗେଟ୍‌ କରୁଥିବାବେଳେ, ପ୍ରସଙ୍ଗକୁ ନେଇ ଗୃହରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ବିରୋଧୀଙ୍କୁ କଡ଼ା ସମାଲୋଚନା କରିବା ସହ ସ୍ପଷ୍ଟୀକରଣ ରଖିଛନ୍ତି ରାଜନାଥ। ଅାସାମରେ ନାଗରିକଙ୍କ ତାଲିକା ଡ୍ରାଫ୍ଟ ପ୍ରସଙ୍ଗରେ ବିରୋଧୀ ଅାଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଗୃହମନ୍ତ୍ରୀ। ଅାସାମ ସରକାରଙ୍କ ସହମତିରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ଭେଦଭାବ ଗ୍ରହଣ କରାଯାଇନାହିଁ। ଯାହାର ନାଁ ଏହି ତାଲିକାରେ ସାମିଲ କରାଯାଇନାହିଁ […]

  • Monday, 19 July 2021
boy
ସଂଗରୋଧ କେନ୍ଦ୍ରରେ ସ୍ୱାମୀକୁ ତାଲା ପକାଇ ସ୍ତ୍ରୀକୁ ଦୁଷ୍କର୍ମ କଲା ପୋଲିସ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମସିଂ ନଗର ଅନ୍ତର୍ଗତ କିଚ୍ଛା ବିଧାନସଭାର ପୁଲ୍ଲଭଟ୍ଟା ଅଞ୍ଚଳରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏକ ନବ ବିବାହିତ ମହିଳାଙ୍କୁ ସେଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସକର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣାପରେ ସମ୍ପୃକ୍ତ ପୋଲିସକର୍ମୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କରୋନା ଭାଇରସ ଯୋଗୁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କିଚ୍ଛାର ପୁଲ୍ଲଭଟ୍ଟ ଅଞ୍ଚଳରେ ସୁରଜମଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏକ କ୍ୱାରେଣ୍ଟିନ୍‌ ସେଣ୍ଟର ଖୋଲାଯାଇଥିଲା। ଏହି ସମୟରେ ଦିଲ୍ଲୀରୁ କିଚ୍ଛା ଫେରିଥିବା […]

  • Monday, 19 July 2021
airline
ବିମାନରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ କ୍ୱାରେଣ୍ଟିନ୍‌ ନିୟମ: ଦେବାକୁ ପଡ଼ିବ ସବୁ ଖର୍ଚ୍ଚ

ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ବିମାନ ସେବା। ଏହାପରେ ମାସେ କି  କି ଦୁଇମାସ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ସେବା ମଧ୍ୟ ଆରମ୍ଭ ହେବାର ସୂଚନା ମିଳୁଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିମାନରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଗାଇଡଲାଇନ୍‌ ଜାରି କରିଛି। ଯେଉଁଥିରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖିବା ବାଧ୍ୟତାମୂଳକ କରାଯାଇଛି। Ministry of Health and Family […]

  • Monday, 19 July 2021
boy
ଜନ୍ମ ହେଲା ଲକ୍‌ଡାଉନ୍‌ ଯାଦବ

ବୁରହାନପୁର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହି ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଫେରୁଥିବା ଜଣେ ୩୨ ବର୍ଷର ଗର୍ଭବତୀ ପ୍ରସବ ଯନ୍ତ୍ରଣା ହେତୁ ଶୁକ୍ରବାର ରାତିରେ ଉତ୍ତରପ୍ରେଦଶର ବୁରହାନପୁର ଠାରେ ଅଟକିଥିଲେ। ପରେ ସ୍ଥାନୀୟ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରିବାର ଲୋକ ଶିଶୁଟିର ନାଁ ଲକ୍‌ଡାଉନ୍‌ ଯାଦବ ରଖିଥିଲେ। ନବଜାତ ଶିଶୁଟିର ପିତା ଉଦୟଭାନ୍‌ […]

  • Monday, 19 July 2021
school girl
ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ

ଫୁଲବାଣୀ: ବିଦ୍ୟାଳୟରେ ଝାଡୁ ନମାରିବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ପ୍ରଧାନ ଶିକ୍ଷକ। କନ୍ଧମାଳ ଜିଲ୍ଲା କେ. ନୂଅାଗାଁ ବ୍ଲକ୍ ମହାସିଙ୍ଗ ନୋଡାଲ ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଅାହତ ୩ ଛାତ୍ରୀ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗ ଅନୁସାରେ, ବିଦ୍ୟାଳୟର ୩ ଜଣ ଛାତ୍ରୀଙ୍କୁ ଝାଡୁ ମାରିବାକୁ କହିଥିଲେ ସ୍କୁଲ୍‌ର ପ୍ରଧାନଶିକ୍ଷକ ହରିଶ ଚନ୍ଦ୍ର ସାହୁ। ତେବେ ଛାତ୍ରୀମାନେ ତାଙ୍କ କଥା ନମାନିବାରୁ ସେମାନଙ୍କୁ ଅମାନୁଷିକ ଭାବେ ମାଡ଼ […]

  • Monday, 19 July 2021
sadhu
ପାଲଘର ପରେ ନାନ୍ଦେଡ଼ରେ ପୁଣି ଜଣେ ସାଧୁଙ୍କୁ ହତ୍ୟା

ନାନ୍ଦେଡ: ମହାରାଷ୍ଟ୍ରର ପାଲ୍‌ଘରରେ ସାଧୁଙ୍କ ହତ୍ୟା ପରେ ଏବେ ନାନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି।  ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପଶୁପତି ମହାରାଜ। ପୋଲିସର କହିବା ଅନୁଯାୟୀ, ଲିଙ୍ଗାୟତ ସମ୍ପ୍ରଦାୟର ସାଇନାଥ ରାମ ନାମକ ଜଣେ ବ୍ୟକ୍ତି ସାଧୁଙ୍କୁ ହତ୍ୟା କରିଛନ୍ତି। ସାଧୁଙ୍କ ବ୍ୟତୀତ କିଛି ଦୂରରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେ ଅଭିଯୁକ୍ତ ସାଇନାଥଙ୍କ ସାଙ୍ଗ ବୋଲି ପୋଲିସ ଅନୁମାନ କରୁଛି। ଖବର ଅନୁଯାୟୀ, ଗତକାଲି […]

  • Monday, 19 July 2021
ram dev baba
ରାମଦେବଙ୍କ ପତଞ୍ଜଳୀ କମ୍ପାନୀକୁ ବଡ଼ ଝଟ୍‌କା

ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍‌କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍‌ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର […]

  • Monday, 19 July 2021
college students
ଆଖି ମାରିଲେ ହେବ ଆକ୍ସନ

ଭୁବନେଶ୍ୱର: ହୁସିଆର କଲେଜ ରୋମିଓ। କାହିଁକି ନା ଏଣିକି ଆଖି ମାରିଲେ ହେବ ଆକ୍ସନ। କଲେଜରେ ଯଦି କେହି କାହାକୁ ଆଖି ମାରନ୍ତି ତେବେ ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। କଲେଜ ଛାତ୍ରଛାତ୍ରୀଙ୍କୁ ରାଗିଂ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ରାଗିଂକୁ ବରଦାସ୍ତ କରାଯିବନି। ଯଦି ରାଗିଂ […]

  • Monday, 19 July 2021
tiger
ସହରରେ ବାଘ ଆତଙ୍କ

ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଜଣ ଆହତ ହୋଇଛନ୍ତି। ଘଟଣା ଗୁଜରାଟ ଦାହୋଦ ସହରର ଏକ ସୋସାଇଟି ଭିତରେ ଘଟିଛି। ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଜନବସତି ଭିତରେ ହଠାତ୍‌ ବାଘର ଉପସ୍ଥିତି ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଅଧିକାରୀ ସାଜ ସରଞ୍ଜାମ ଧରି ବାଘକୁ […]

  • Monday, 19 July 2021