• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

delhiu
ସ୍କୁଲରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ପୁଣି ଥରେ ଲଜ୍ଜା । ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଷ୍କର୍ମ। ତାହା ପୁଣି ସ୍କୁଲରେ । ଏପରି କିଛି ଘଟଣା ଏବେ ଦୋହଲେଇ ଦେଇଛି ରାଜଧାନୀ ଦିଲ୍ଲୀକୁ। ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଅାସିଛି। ସ୍କୁଲର ଇଲେକ୍ଟ୍ରିସିଅାନ୍ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଛାତ୍ରୀଙ୍କ ମୁହଁକୁ ବାନ୍ଧି ସ୍କୁଲର ପଛପଟକୁ ନେଇ ଯାଇଥିଲେ ଅଭିଯୁକ୍ତ । ଏହାପରେ ତାଙ୍କ […]

  • Monday, 19 July 2021
Binod Kumar
IAS ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍‌

ଭୁବନେଶ୍ୱର: ORHDC ଦୁର୍ନୀତି ମାମଲାରେ ବରିଷ୍ଠ IAS ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଆଜି  ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାର ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।  ORHDCର ଦୁର୍ନୀତି ମାମଲାରେ ମଧ୍ୟ ସେ ସଂପୃକ୍ତ ଥିଲେ। ପୂର୍ବରୁ ଏହି  ମାମଲାରେ କୋର୍ଟ ୨ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଥିଲେ। […]

  • Monday, 19 July 2021
samsung galaxy note 9
ଲଞ୍ଚ ହେଲା ସାମ୍‌ସଙ୍ଗ୍‌ ‘Galaxy Note 9’

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ‘Galaxy Note 9’ ଲଞ୍ଚ୍‌ କରିଛି। ଫୋନ୍‌ଟି ଦେଖିବାକୁ ଯେମିତି ଷ୍ଟାଇଲିଶ୍‌ ହୋଇଛି, ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ରହିଛି। ଏଥରର ହାଇଲାଇଟ୍‌ସ୍‌ରେ ରହିଛି ଏସ୍‌ ପେନ୍‌ ସହ ବ୍ଲୁଟୁଥ୍‌ , ଦମ୍‌ଦାର ବ୍ୟାଟେରୀ ଓ ବଡ଼ ଡିସ୍‌ପ୍ଲେ। ଏଥିରେ 1TB ଇଣ୍ଟର୍‌ନାଲ୍‌ ଷ୍ଟୋରେଜ୍‌ର ସପୋର୍ଟ ଦିଆଯାଇଛି। ଖାଲି ଏତିକି ନୁହେଁ, ଏହି ଟପ୍‌ ମଡେଲ୍‌ରେ 512GB ବିଲ୍ଟ୍‌-ଇନ୍‌ ଷ୍ଟୋରେଜ୍‌ ଓ ଏହା ମାଇକ୍ରୋ ଏସ୍‌ଡି କାର୍ଡ ମଧ୍ୟ ସପୋର୍ଟ କରିବା ସହ ଆହୁରି […]

  • Monday, 19 July 2021
susata555
ସୁଶାନ୍ତଙ୍କ ଡାକ୍ତର ଦେଲେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍‌ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]

ମତେ ଠକି ଦେଲୁ ସୁଶାନ୍ତ... (1)
‘ସୁଶାନ୍ତ, ପ୍ରତିଦିନ ରାତିରେ ମୁଁ ତୁମକୁ ଅପେକ୍ଷା କରିବି’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ଫ୍ୟାନ୍‌ଙ୍କ ମଧ୍ୟରେ ନିରାଶ ଛାୟି ଯାଇଛି। ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବଲିଉଡ୍ ଜଗତ ବି ଦୁଇଭାଗରେ ବିଭକ୍ତ ହୋଇଯାଇଛି। ସୁଶାନ୍ତଙ୍କର କିଛି ବନ୍ଧୁ ତାଙ୍କୁ ମନେ ପକାଇ ସୋସିଆଲ୍ ମିଡିଆରେ ଭଳି ଭଳି ପୋଷ୍ଟ କରୁଛନ୍ତି। ସୁଶାନ୍ତଙ୍କ ସାଙ୍ଗ ମହେଶ ସେଟ୍ଟୀ ଇନ୍‌ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ମହେଶ କହିଛନ୍ତି, ମୁଁ ବହୁତ ଅନୁତାପ କରୁଛି ସୁଶାନ୍ତ, ତୁମର ଶେଷକୁ କଲ୍‌କୁ ମୁଁ ରିସିଭି […]

  • Monday, 19 July 2021
sushant-1
ମୃତ୍ୟୁ ପୂର୍ବରୁ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଦରମା ଦେଇଥିଲେ ସୁଶାନ୍ତ, ଆଉ କହିଥଲେ...

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ  ଙ୍କ ଦେହାନ୍ତ ପରଠାରୁ ତାଙ୍କ ସହ ଜଡ଼ିତ ଅନେକ କଥା ଅନେକ ଖବର ଶୁଣିବାକୁ ମିଳୁଛି।  ସୋସିଆଲ ମିଡିଆରେ ବି ଭଳି ଭଳି ନୂଆ ଘଟଣା ଶେୟାର କରାଯାଉଛି। ଏହାରି ଭିତରେ ସମସ୍ତଙ୍କର ମୁହଁରେ ବଲିଉଡର ପ୍ରିୟାପ୍ରୀତି ତୋଷଣ କଥା ଉଠୁଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ବଲିଉଡର ବଡ଼ ବଡ଼ ନିର୍ଦ୍ଦେଶଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହାରି ଭିତରେ ସୁଶାନ୍ତ ସିଂହଙ୍କୁ ନେଇ ଏକ ନୂଆ ଘଟଣା […]

kerala
କେରଳରେ ବର୍ଷାର ତାଣ୍ଡବ; ବନ୍ୟାରେ ଚାଲି ଗଲା ୨୪ ଜୀବନ

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪ଜଣ ନିଖୋଜ ଅଛନ୍ତି। ୱେନାଦ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନାର ୪ଟି ଟିମ୍‌ ଓ ଏକ ସି କିଙ୍ଗ୍‌ ହେଲିକପ୍ଟର ପଠାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ କୋଝିକୋଡ୍‌, ଇର୍‌ନାକୁଲମ୍‌ ଓ ଆଲ୍‌ପୁଝା ଜିଲ୍ଲାରେ ମୁତୟନ କରାଯାଇଛି। ସେନା, ନୌସେନା, ପୁଲିସ୍‌ ଓ ଦମକଳ ବାହିନୀ ଉଦ୍ଧାର […]

  • Monday, 19 July 2021
temple
ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ; ରୋଷଘରର ୨୨ବଖରା ପୋଡ଼ି ପାଉଁଶ

ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି  ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୨ଟି ବଖରା ପୋଡି ପାଉଁଶ ହୋଇଯାଇଛି। ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା।  ରୋଷଘର ଛଣରେ ତିଆରି ହୋଇଥିବାରୁ ଏହା ପୋଡି ପୂରା ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପକ୍ଷରେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

  • Monday, 19 July 2021