• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

college
କମର୍ଦ୍ଦା କଲେଜରେ ଉତ୍ତେଜନା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା କଲେଜର ନୂତନ କୋଠା ଉଦଘାଟନ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀକାନ୍ତ ଜେନାଙ୍କ ଅନୁଦାନରେ ନିର୍ମିତ କୋଠାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟନ କରିବାକୁ ବିରୋଧ କରିଛି ଗୋଟିଏ ଗୋଷ୍ଠୀ। ଏହାକୁ ନେଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପୁଲିସ ଉପସ୍ଥିତିରେ ମଧ୍ୟ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅାହତ ହୋଇଛନ୍ତି।

  • Tuesday, 20 July 2021
ISIS
ଶ୍ରୀନଗରରେ ଉଡ଼ିଲା ପାକିସ୍ତାନ ପତାକା

ଶ୍ରୀନଗର: ଇଦ୍ ଉଲ୍ ଜୁହାରେ ମଧ୍ୟ କାଶ୍ମୀର ଉପତ୍ୟକାରେ ଅଶାନ୍ତି ଦେଖାଦେଇଛି।  ଶ୍ରୀନଗରରେ ପାକିସ୍ତାନ ପତାକା ଉଡ଼ିଛି। ଇଦ୍ ଉଲ୍ ଜୁହାର ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରବଳ ପଥର ମାଡ଼ ହୋଇଛି। ପାକିସ୍ତାନ ଏବଂ ବିଶ୍ୱର ଟପ୍ ମୋଷ୍ଟ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଲୁଚି ରହିଥିବା ଲୋକେ ହଠାତ୍ ସେନା ଉପରକୁ ଆକ୍ରମଣ ଆରମ୍ଭ କରିଛନ୍ତି। ଢେଲା ପଥର ସହ ପେଟ୍ରୋଲ ବମ୍ ମଧ୍ୟ […]

  • Tuesday, 20 July 2021