ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାରଙ୍କୁ ନିଯୁକ୍ତ କରାଯାଇଛି। ସନ୍ତୋଷ ଗଙ୍ଗୱାର ହେଉଛନ୍ତି ଲୋକସଭାର ୧୭ତମ ବାଚସ୍ପତି। ସେ ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ। ଆଠ ଆଠଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଗଙ୍ଗୱାର୍ ଜଣେ ଅନୁଭବୀ ନେତା। ଉତ୍ତରପ୍ରଦେଶର ବରେଲୀ ଆସନରୁ ନିର୍ବାଚିତ ହୋଇ ସେ ଲୋକସଭାକୁ ଯାଇଛନ୍ତି।
ଲଣ୍ଡନ: ଆସନ୍ତାକାଲି କ୍ରିକେଟର ସବୁଠାରୁ ବଡ଼ ମହାକୁମ୍ଭ ବିଶ୍ୱକପ୍ ଆରମ୍ଭ ହେବ। ଦେଢ଼ ମାସ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ବିଶ୍ୱକପ୍ ଜିତିବାର ଅନ୍ୟତମ ଦାବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ। ପ୍ରସିଦ୍ଧ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ଟିକୁ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଉଭୟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବେଶ ସନ୍ତୁଳିତ ଟିମ୍। ଉଭୟ ଦଳରେ ଏକାଧିକ […]
ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍ମାନ୍ଙ୍କ ଫ୍ୟାନ୍ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍କୁ ତାଙ୍କ ଟ୍ୱିଟର୍ ପେଜ୍ରେ ଶେଆର୍ କରିଛନ୍ତି। ଏହି ଟ୍ୱିଟ୍ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି […]
ଭୋପାଲ: ମାତ୍ର ୧୬ ଦିନ ତଳେ ଯେଉଁ କନ୍ୟାର ବିବାହ କରାଇଥିଲେ, ତାଙ୍କୁ ନେଇ ଫେରାର ହୋଇଯାଇଛନ୍ତି ଜଣେ ପଣ୍ଡିତ। ମଧ୍ୟପ୍ରଦେଶର ଅସଥ୍ ଗାଁରେ ଏମିତି ଘଟଣା ଘଟିଛି। କନ୍ୟା ପ୍ରିୟା (ଛଦ୍ମନାମ) ଗତ ୭ ତାରିଖ ଦିନ ବିବାହ କରିଥିଲେ। ଆଉ ୨୩ ତାରିଖ ଦିନ ସେହି ପଣ୍ଡିତଙ୍କ ସହ ଫେରାର ହୋଇଯାଇଛନ୍ତି, ଯିଏ ବିବାହର ସମସ୍ତ କର୍ମକାଣ୍ଡ କରାଇଥିଲେ। କନ୍ୟା ବାହାଘର ପରେ ବାପଘରକୁ ଯାଇ ସେଠାରୁ ହିଁ ଫେରାର ହୋଇଯାଇଥିଲେ। ବିନୋଦ ମହାରାଜ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା। ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିବା ଜଣାପଡ଼ିଛି। ମମତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ପଛର କାରଣ ରାଜନୀତିକ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବରେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନୂଆ ଭୁବନରୁ ଅବକାରୀ ବିଭାଗ ନକଲି ମଦ କାରଖାନା ଠାବ କରିଛି। ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ୱିତ ରାତିରେ ଅବକାରୀ ବିଭାଗ ,ମୋବାଇଲ ସ୍କ୍ୱାଡ ଓ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ସେହି ସ୍ଥାନରୁ ବିପୁଳ ପରିମାଣର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି। ଅବକାରୀ ପୋଲିସ ୬୫୦ ଲିଟର ସ୍ପିରିଟ୍, ୪ ଲିଟର କାରମେଲ୍, ୨ ହଜାର ଠିପି, ୪ ହଜାର ସିଲ୍, ପ୍ୟାକିଙ୍ଗ୍ ମେସିନ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ତାଙ୍କର ଲୋକପ୍ରିୟତା ଦ୍ୱିଗୁଣିତ ହୋଇଛି। ଭାରତରେ ନୁହେଁ, ଭାରତ ବାହାରେ ବି। ହଙ୍ଗକଙ୍ଗ୍ରେ ମୋଦିଙ୍କ ବିଜୟ ଉତ୍ସବ ଯେପରି ପାଳନ କରାଯାଇଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଙ୍ଗକଙ୍ଗ୍ରେ ଖୁବ୍ ଲୋକପ୍ରିୟ ମୋଦି । ଏଠାରେ ଏକ ସଡ଼କ ମଧ୍ୟ ମୋଦିଙ୍କ ନାମରେ ନାମିତ ହୋଇଛି। ଏହାର ନାମ ରଖାଯାଇଛି ନମୋ ସଡ଼କ(ମୋଦି ରୋଡ୍)। ସେତିକି ନୁହେଁ, ଏଠାରେ ନରେନ୍ଦ୍ର ମୋଦିଙ୍କ ନାମରେ […]
ଭୁବନେଶ୍ୱର: ଏଭେରେଷ୍ଟ ପର୍ବତରେ ପ୍ରାଣ ହାରିଥିବା ପର୍ବତ ରାଣୀ କଳ୍ପନା ଦାଶଙ୍କ ମରଶରୀର ଏଯାଏଁ ଓଡ଼ିଶା ଫେରିପାରିନାହିଁ। ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଥିବା ବେଳେ ଆଜି ରାଜ୍ୟ ସଂଗ୍ରହାଳୟରେ କଳ୍ପନାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେ ସବୁ ଆଜି ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ ସେ ରାଜ୍ୟ ସଂଗ୍ରାହଳୟକୁ ୨୦୧୭ […]
ମୁମ୍ୱାଇ: ବଲିଉଡ୍ର ଦବଙ୍ଗ ଖାନ୍ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଏଥର ସୋନା ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍କୁ ସମାଲୋଚନା କରିଛନ୍ତି। ଏମିତିକି ସେ ସଲମାନଙ୍କୁ ବିଷାକ୍ତ ପୁରୁଷତ୍ୱ ବୋଲି କହିବାକୁ ବି ପଛାଇ ନାହାନ୍ତି। ପୁଣିଥରେ ସୋନା ସଲମାନ୍ଙ୍କୁ ଟ୍ୱିଟର୍ରେ ଟାର୍ଗେଟ୍ କରିଛନ୍ତି। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଏହି ଟ୍ୱିଟ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ […]