• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

arunachal
ଉଗ୍ରବାଦୀ ହମ୍‌ଲାରେ ବିଧାୟକ ଏବଂ ୬ ମୃତ

ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍‌ଲାରେ ଜଣେ ଏନ୍‌ପିପି ବିଧାୟକ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ହତ୍ୟାର ଶିକାର ହୋଇଥିବା ବିଧାୟକ ହେଲେ ତିରୋଙ୍ଗ ଆବୋ ଓ ସେ ଖନ୍‌ସା ପଶ୍ଚିମର ବିଧାୟକ ଥିଲେ।  ଚଳିତ ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଲଢ଼ିଛନ୍ତି । ଆସନ୍ତା ୨୩ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ। ଏହି ଆକ୍ରମଣ ପଛରେ ନ୍ୟାସନାଲ ସୋଶାଲିଷ୍ଟ କାଉନ୍‌ସିଲ ଅଫ୍‌ ନାଗାଲ୍ୟାଣ୍ଡ […]

  • Wednesday, 21 July 2021
akhilesh-mulayam
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମୁଲାୟମ ଓ ଅଖିଲେଶଙ୍କୁ ସିବିଆଇ ଦେଲା କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି ରହିଛି। ଏହାରି ଭିତରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ସିଂହ ଯାଦବ,ପତ୍ନୀ ଡିମ୍ପଲ ସିଂହ ଯାଦବ ଏବଂ  ବାପା ମୁଲାୟମ ସିଂହ ଯାଦବଙ୍କୁ ସିବିଆଇ ଆଜି କ୍ଲିନ୍ ଚିଟ୍ ଦେଇଛି । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏହି ମାମଲାର ତଦନ୍ତ କରି କୌଣସି ପ୍ରମାଣ ପାଇନଥିବା ଦର୍ଶାଇଥିଲା। ଏହାପରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ନିଜ ଷ୍ଟାଟସ ରିପୋର୍ଟ […]

  • Wednesday, 21 July 2021
1-18
ଆମେରିକାନ୍‌ ଟଏଲେଟ୍‌ରେ ହିନ୍ଦୁ ଦେବଦେବୀଙ୍କ ଫଟୋ

ୱାଶିଂଟନ: ଦେବଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା। ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ। ସମସ୍ତେ ନିଜ ମନରେ ଭଗବାନଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ପୂଜା କରୁଥିବା ଭଗବାନ୍‌ଙ୍କ ଫଟୋ ଟଏଲେଟ୍ ଏବଂ ବାଥ୍‌ରୁମ୍‌ରେ ପାଇବେ ଆପଣଙ୍କୁ କେମିତି ଲାଗିବ? ଏମିତି କିଛି ଘଟିଛି ଆମେରିକାରେ। ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ […]

  • Wednesday, 21 July 2021
accident-121-750x430
ମାଟ୍ରିକ ରେଜଲ୍ଟ ଜାଣିବା ପୂର୍ବରୁ ଚାଲିଗଲା ଛାତ୍ରଙ୍କ ଜୀବନ

କେନ୍ଦ୍ରାପଡ଼ା:ମାଟ୍ରିକ ରେଜଲ୍ଟ ଜାଣିବା ଅପେକ୍ଷାରେ ଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଜୀବନ।  ଏମିତି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ରାଜରାଜେଶ୍ୱରୀପୁର ଗାଁରେ। ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଏହି ଗାଁର ଜଣେ ଛାତ୍ରଙ୍କ ଜୀବନ ଦୁର୍ଘଟଣାରେ ଚାଲି ଯାଇଛି। ଗତକାଲି ବିଳମ୍ୱିତ ରାତିରେ କଟକ-ଚାନ୍ଦବାଲି ବାରୋ ଛକରେ ଘଟିଛି ଏହି ଦୁର୍ଘଟଣା। ହାଇୱାକୁ ପଛରୁ ଧକ୍କା ଦେଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ […]

  • Wednesday, 21 July 2021
evm
ପୁଣି ଇଭିଏମ୍ ଓ ଭିଭିପ୍ୟାଟ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ୧୯ ତାରିଖ ଦିନ ପ୍ରକାଶ ପାଇଥିବା ଚଳିତ ସାଧାରଣ ନିର୍ବାଚନର ଏକଜିଟ ପୋଲକୁ ନେଇ ବିରୋଧୀ ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି। ଆଜି ପୁଣି କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଆଞ୍ଚଳିକ ଦଳ ଗୁ଼ଡ଼ିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା, ହେଲେ ଏକଜିଟ ପୋଲରେ ଏହାର ବିପରୀତ ଦେଖି ଏବେ ଇଭିଏମ୍ ଓ ଭିଭିପ୍ୟାଟ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ। ନିକଟରେ ପ୍ରକାଶ ପାଇଥିବା ଏକଜିଟ୍‌ […]

  • Wednesday, 21 July 2021
bear
ଭାଲୁ ଆକ୍ରମଣରେ ମା’-ଝିଅ ଗୁରୁତର

ବେଲପାହାଡ : ବେଲପାହାଡ଼ ଜୁନାଡିହି କଲେଜ ପଡ଼ାରେ ଆଜି ଭାଲୁ ଆକ୍ରମଣରେ ମା, ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟେ ଭୋରରୁ ଘର ନିକଟରେ ଫୁଲତୋଳୁ ଥିବାବେଳେ ଭାଲୁଟି ତାଙ୍କ ଆଡକୁ ହଠାତ୍ ମାଡି ଆସିଥିଲା। ମା’-ଝିଅ କିଛି କରିବା ପୂର୍ବରୁ ଭାଲୁଟି ଆକ୍ରମଣ କରିଥିଲା। ଫଳରେ ମା’ ଅନୀତା ମେହେର ଓ ଝିଅ ରଶ୍ମିତା ଆହତ ହୋଇଛନ୍ତି। ସେମାନଙ୍କୁ ବେଲପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  • Wednesday, 21 July 2021
ranvir singh
'୨୦୦୪ରୁ ୨୦୧୪ ଭିତରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇ ନ ଥିଲା'

ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍‌ ନେଇ ମୁହଁ ଖୋଲିଲେ ସେନା ଅଧିକାରୀ। ୨୦୦୪ରୁ ୨୦୧୪ ଭିତରେ ପାକିସ୍ତାନ ସୀମାରେ କେବେ ବି ସର୍ଜିକାଲ ଷ୍ଟ୍ରାଇକ ହୋଇନଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ବୋଲି କହିଛନ୍ତି ନର୍ଦନ କମାଣ୍ଡର ଜିଓସି ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ । ସେ କହିଛନ୍ତି, ରାଜନେତାମାନେ କ’ଣ କହୁଛନ୍ତି ତାହାର ଜବାବ ସରକାର […]

  • Wednesday, 21 July 2021
mayabati
ରାହୁଲଙ୍କ ସହ ହେବାକୁ ଥିବା ଆଲୋଚନାକୁ ବାତିଲ୍‌ କଲେ ମାୟାବତୀ

ନୂଆଦିଲ୍ଲୀ: ବିଏସପି ମୁଖ୍ୟ ମାୟାବତୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନାକୁ ବାତିଲ କରିଛନ୍ତି। ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ମାୟାବତୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଦିଲ୍ଲୀରେ ଆଜି ମାୟାବତୀଙ୍କର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ବିଏସପି ପକ୍ଷରୁ ଘୋଷଣା କରାଯାଇଛି। ସେ ଲକ୍ଷ୍ମୌରେ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ରାହୁଲ ଗାନ୍ଧିଙ୍କ ସହ ହେବାକୁ ଥିବା ଆଲୋଚନା କାହିଁକି […]

  • Wednesday, 21 July 2021
pre monsoon
୭ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ୬୦ ପ୍ରତିଶତ କମିଛି

ଭୁବନେଶ୍ୱର:ସାରା ରାଜ୍ୟ ଜଳୁଛି। ଆକାଶରୁ ଯେମିତି ଖସି ପଡ଼ୁଛି ନିଆଁ ଝୁଲ। ତା ସାଙ୍ଗକୁ ଝାଞ୍ଜି ପବନ। ରାସ୍ତାକୁ ବାହାରିଲେ ଛାଇ ଟିକିଏ ନାହିଁ ଯେ, କେଉଁଠି ଠିଆ ହୋଇଯିବ। ଏମିତି ପରିସ୍ଥିତିରେ  ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି। ସମସ୍ତଙ୍କର ଅପେକ୍ଷା ମୌସୁମୀକୁ। ମୌସୁମୀ ଆସିଲେ ଆଶ୍ୱସ୍ତ ହେବ ଜୀବଜଗତ। ହେଲେ ଲାଗୁଛି ଯେମିତି ମୌସୁମୀ ସମସ୍ତଙ୍କୁ ହତାଶ କରୁଛି।  ଆସ୍ତେ ଆସ୍ତେ କମି ଯାଉଛି ବୃଷ୍ଟିପାତର ପରିମାଣ। ଆଉଏମଡ଼ି(ଇଣ୍ଡିଆ ମେଟେରୋଲଜି ଡିପାର୍ଟମେଣ୍ଟ)ରୁ ମିଳିଥିବା ତଥ୍ୟ ଅନୁସାରେ […]

  • Wednesday, 21 July 2021
badri-1
କେଦାରନାଥ ପରେ ବଦ୍ରିନାଥଙ୍କ ଦର୍ଶନ କଲେ ମୋଦି

ନୂଆଦିଲ୍ଲୀ:କେଦାରନାଥରେ ଗୋଟିଏ ରାତି ଧ୍ୟାନମୁଦ୍ରାରେ ବସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଦ୍ରିନାଥ ଦର୍ଶନ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଅପେକ୍ଷା କରିଥିବା ହଜାର ହଜାର ଭକ୍ତଙ୍କୁ ହାତ ହଲାଇ ସ୍ୱାଗତ କରିବା ପରେ ଭିତରକୁ ଯାଇଥିଲେ। ମନ୍ଦିରର ପୂଜକ ପ୍ରଧନାମନ୍ତ୍ରୀଙ୍କୁ ପାଛୋଟି ଭିତରକୁ ନେଇଥିଲେ। ମୋଦି ପାହାଚ ଚଢି ଉପରକୁ ଯାଇଥିଲେ। ସେଠାରେ କିଛି ସମୟ ଛିଡା ହୋଇଥିଲେ। ଯାହାକି ହିମାଳୟର ୧୦,୦୦୦ ଫୁଟ  ଉପରେ ଥିଲା। ମୋଦି ଗେରୁଆ ପୋଷାକରେ କେଦାରନାଥ […]

  • Wednesday, 21 July 2021
modi (1)
ଇସିଙ୍କ ନିକଟରେ ଫେରାଦ ହେଲା ଟିଏମସି, କହିଲା ମୋଦିଙ୍କ କେଦାରନାଥ ଗସ୍ତର ପ୍ରସାରଣ ଆଚରଣ ବିଧିର ଉଲ୍ଲଂଘନ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇଛି ତୃଣମୂଳ କଂଗ୍ରେସ। ଏହା ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଟିଏମସି ଅଭିଯୋଗ କରିଛି। ନିୟମ ଅନୁସାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ ୧୭ ସଂଧ୍ୟା ୬ଟାରେ ପ୍ରଚାର ଉପରେ ରୋକ ଲଗାଯାଇଛି। ହେଲେ ଏହାକୁ ପ୍ରଧାନମନ୍ତ୍ରୀ ଉଲ୍ଲଂଘନ କରିଛନ୍ତି ବୋଲି ଟିଏମସି ଦର୍ଶାଇଛି। ମୋଦି ଏହି ସମୟରେ କେଦାରନାଥ ଓ ବଦ୍ରିନାଥ ମନ୍ଦିର ଯାଇଥିଲେ। […]

  • Wednesday, 21 July 2021
modi-6
କେଦାରନାଥ ଦର୍ଶନ କରି ଦେଶବାସୀଙ୍କ ପାଇଁ ପ୍ରାର୍ଥନା କଲେ ମୋଦି !

କେଦାରନାଥ: ‘ମୁଁ ଭଗବାନଙ୍କୁ ପ୍ରାର୍ଥନା କଲା ବେଳେ କେବେ ବି କିଛି ମାଗେ ନାହିଁ।’ ଦୁଇ ଦିନିଆ କେଦାରନାଥ ଓ ବଦ୍ରିନାଥ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ କଥା କହିଛନ୍ତି। ଗତକାଲି କେଦାରନାଥଙ୍କ ଦର୍ଶନ ପରେ ସେଠାରେ ଏକ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିଲେ। କେଦାରନାଥ ପୀଠରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଏହି ଗୁମ୍ଫାକୁ ସେ ଚାଲି ଚାଲି ଯାଇଥିଲେ। ଆଜି ସକାଳେ ଧ୍ୟାନ ଭଙ୍ଗ ପରେ […]

  • Wednesday, 21 July 2021
MODI-1
ସାଧୁ ବେଶରେ ଏମିତି ଗୁମ୍ଫାରେ ବସି ଧ୍ୟାନ କରୁଥିଲେ ମୋଦି

ଡେରାଡୁନ: ଭାରତର ପ୍ରଧାନମନ୍ତ୍ରୀ ଗୁମ୍ଫା ଭିତରେ ବସି ଧ୍ୟାନ କରିବା ବୋଧ ହୁଏ ଇତିହାସରେ ପ୍ରଥମ ଥର ଘଟିଥାଇ ପାରେ। ଅନ୍ତିମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଭ୍ରମଣ କରି ସେଠାରେ ସାଧୁ ସନ୍ଥ ବେଶରେ ଧ୍ୟାନମୁଦ୍ରାରେ ବସି କ’ଣ ଦର୍ଶାଇବାକୁ ଚାହୁଁଥିଲେ, ତା’କୁ ନେଇ ସାରା ଦେଶରେ ଏବେ ଚାଲିଛି ଚର୍ଚ୍ଚା। ହେଲେ ଏବେ ଯେଉଁ ନିରାଟ ସତ କଥା ଟି ସାମ୍ନାକୁ ଆସିଛି ତାହା ହେଲା ଶନିବାର ରାତିରେ […]

  • Wednesday, 21 July 2021
hb
ଭୋଟ୍‌ ଦେଲେ ହର୍‌ଭଜନ

ଲୁଧିଆନା: ପଞ୍ଚାବର ୧୩ଟି ସଂସଦୀୟ କ୍ଷେତ୍ରର ୨୭୮ ଆସନରେ ଆଜି ହେଉଛି ଭୋଟ ଗ୍ରହଣ। ଏହି କ୍ଷେତ୍ରରେ ଥିବା ୨ କେଟି ୮ ଲକ୍ଷରୁ ଅଧିକ ଭୋଟର ଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଭାରତୀୟ କ୍ରିକେଟର ହରଭଜନ ସିଂ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରଛନ୍ତି। ଭୋଟ ଦେବା ପାଇଁ ସେ ସାଧାରଣ ନାଗରିକଙ୍କ ସହ ଲାଇନ୍‌ରେ ଠିଆ ହୋଇ ଅପେକ୍ଷା କରିଥିଲେ। ଭୋଟ ଦେଇ ସେ ନିଜର ଖୁସି ସାବ୍ୟସ୍ତ କରିବା ସହ […]

  • Wednesday, 21 July 2021
UP CM
ଭୋଟ୍‌ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଆଜି ଚାଲିଛି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ।  ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟ୍ ଗ୍ରହଣ । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସକାଳୁ ଉତ୍ତରପ୍ରଦେଶ ଗୁରୁପୁରର ୨୪୬ ନମ୍ବର ବୁଥ୍‌କୁ   ଆସି ସେ ଭୋଟ ଦେଇଛନ୍ତି। ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରି ତଥା ନିଜର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରି […]

  • Wednesday, 21 July 2021