• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

irani
ଆସିଲା ଇରାନ୍‌ ମିସାଇଲ୍ ଆଟାକ୍‌ର ଭିଡିଓ; ଦେଖନ୍ତୁ କେତେ ଭୟଙ୍କର ଆକ୍ରମଣ

ନୂଆଦିଲ୍ଲୀ: ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଆଜି ଇରାନ ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଏକାଧିକ ମିସାଇଲ ମାଡ଼ କରିଛି। ଏଥିରେ ଆମେରିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହି ଆକ୍ରମଣରେ ଆମେରିକାର ଫାଇଟର୍‌ ହେଲିକପ୍ଟର ସହିତ ବିଭିନ୍ନ ଯୁଦ୍ଧ ସରଞ୍ଜାମ୍‌ କ୍ଷତିଗ୍ରସ୍ତ ହୋଇଥିବା ସୁଚନା ମିଳୁଛି। କେବଳ ସେତିକି ନୁହେଁ ୮୦ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରୁଛି ଇରାନୀ ମିଡିଆ। ତେବେ ଇରାନ୍‌ ମିସାଇଲ୍‌ […]

  • Friday, 23 July 2021
trump
ଇରାନ୍‌ ଆକ୍ରମଣରେ ୮୦ ଆମେରିକୀୟଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଇରାକ୍‌ର ମିସାଇଲ୍‌ ଆଟାକ୍‌ରେ ୮୦ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଇରାନ୍‌ର ସରକାରୀ ଗଣମାମଧ୍ୟମ ଏଭଳି ଖବର ପ୍ରକାଶ କରିଥିବା ଆନ୍ତର୍ଜାତୀୟ ଗଣମଧ୍ୟମ ସଂସ୍ଥା ରୟଟର୍ସ କହିଛି। ଇରାକ ସ୍ଥିତ ଆମେରିକାର ଏୟାର୍ ବେସ୍‌ ଉପରେ ଇରାନ୍‌ର ମିଶାଇଲ୍‌ ଆକ୍ରମଣ କରିଥିଲା। ଏଥିରେ ୮୦ ଜଣ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଇରାନ ଗଣାଧଧ୍ୟମ ଖବର ପ୍ରକାଶ କରିଛି। ସୂଚନା ଥାଉକି ଇରାନ୍‌ ଆମେରିକା ସେନାକୁ ଆତଙ୍କବାଦୀ ଘୋଷଣା କରିଛି। ଏହି ରିପୋର୍ଟରେ କୁହାଯାଇଛି […]

  • Friday, 23 July 2021
death
ଡେଥ୍ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା କ'ଣ ?

ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ। ମୁକେଶ, ପଓ୍ୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାରକୁ ତିହାର ଜେଲରେ ଫାଶୀ ଦେବା ଲାଗି ଆଜି ଦିନ ଓ ସମୟ ଧାର୍ଯ୍ୟ ସହ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ। ତେବେ କ’ଣ ଏହି ଡେଥ୍‌ ୱାରେଣ୍ଟ ବା ମୃତ୍ୟୁର ପରୱାନା  ଆସନ୍ତୁ ଜାଣିବା ଡେଥ୍‌ ୱାରେଣ୍ଟ ବା ମୃତ୍ୟୁର ପରୱାନା […]

  • Friday, 23 July 2021
sulemani
ଗରିବ ଚାଷୀ ପୁଅରୁ ଇରାନର ସୁପ୍ରିମ୍‌ ପାୱାର୍‌ ହୋଇଥିଲେ କ୍ୱାସିମ ସୁଲେମାନୀ

ବାଗଦାଦ: ଗିରବ ଚାଷୀ ପରିବାରର ପୁଅ ମେଜର ଜେନେରାଲ କ୍ୱାସିମ ସୁଲେମାନୀଙ୍କ ପିଲାବେଳେ ଗରିବୀରେ କଟିଛି।ନାବାଳକ ସମୟରେ ଅନ୍ୟର ମୂଲ ଲାଗି ପରିବାରର ପେଟ ପୋଷିଛନ୍ତି। ପିଲାବେଳେ କାମ କରି ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କରୁଥିଲେ। ହେଲେ ସମୟକ୍ରମେ ସେ ଇରାନର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ। ଏପରି କି ଇରାନ ରାଷ୍ଟ୍ରପତିଙ୍କ ତୁଳନାରେ ତାଙ୍କର ଦବଦବା ଅଧିକ ରହିଥିଲା। ଖାସ୍‌ ଏହି କାରଣ ପାଇଁ ଆମେରିକା ତାଙ୍କ ପଛରେ ପଡ଼ି ଯାଇଥିଲା। ଇରାନ ରେଭ୍ୟୁଲେସନାରୀ […]

  • Friday, 23 July 2021
sangita
୧୫ ଘଣ୍ଟାରେ ଦୁଇଥର ଭୂମିକମ୍ପ

ଶିମଲା: ହିମାଚଳର ଲାହଉଲ ଓ ସ୍ପିତି ଜିଲ୍ଲାରେ ୧୫ ଘଣ୍ଟା ମଧ୍ୟରେ ଦୁଇଥର ଭୂମିକମ୍ପ ହୋଇସାରିଲାଣି। ଗୁରବାର ରାତି ୭.୩୮ରେ ଏହି ସ୍ଥାନରେ ୩.୭ ପ୍ରତିଶତ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଆଉ ଏବେ ଦ୍ୱିତୀୟ ଭୂମିକମ୍ପ ଶୁକ୍ରବାର ସକାଳ ପ୍ରାୟ ୧୦:୪୬ ରେ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା  ୩.୪ ରହିଛି। ଏହି ସୂଚନା ଦେଇଛନ୍ତି ଶିମ୍‌ଲାର ପାଣିପାଗ ବିଭାଗର ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି।  ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଲାହଉଲ୍‌ ଏବଂ […]

  • Friday, 23 July 2021
petroll
ଇରାକ୍‌ ଉପରେ ଆମେରିକାର ଏୟାର୍‌ ଷ୍ଟ୍ରାଇକ୍ ପରେ ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ଇରାନ୍‌ ଉପରେ ଆମେରିକା ଏୟାର୍‌ ଷ୍ଟ୍ରାଇକ୍ କରିବା ପରେ ସାରା ବିଶ୍ୱରେ ମହଙ୍ଗା ମାଡ଼ ପଡ଼ିଛି। ଏବେ ଏବେ ସୁନା ଓ ରୂପା ଦର ବଢ଼ିଥିବା ବେଳେ ଏବେ ପୁଣି ତୈଳ ଦର ବୃଦ୍ଧି ହୋଇଛି। ଅଶୋଧିତ ତୈଳଦର ୪% ବୃଦ୍ଧି ହୋଇଛି। ଏହାପରେ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲ୍‌ ଦର ୧୦ ପଇସା ଓ ଡିଜେଲ୍ ଦର ୧୫ ପିଇସା ବୃଦ୍ଧି କରିଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍ […]

  • Friday, 23 July 2021
SU
ରେକର୍ଡ ଭାଙ୍ଗିଲା ସୁନା ଦର; ଗୋଟିଏ ଦିନରେ ବଢ଼ିଲା ଏତିକି, ରୂପା ବି ବଢ଼ିଲା

ନୂଆଦିଲ୍ଲୀ: ସୁନାର ରେକର୍ଡ ଦର ବୃଦ୍ଧି ହୋଇଛି। ବିଶ୍ୱ ବଜାରରେ ସୁନାର ଦର ବଢ଼ିବାରୁ ଭାରତରେ ବି ସୁନାର ଦର ଆକାଶ ଛୁଆଁ ହୋଇଛି। MCX ( ମଲ୍‌ଟି କମ୍ୟୁଡିଟି ଏକ୍ସଚେଞ୍ଜ୍)ରେ ପ୍ରତି ଦଶ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ ୩୯ ହଜାର ୬୮୦ ଟଙ୍କା ଟପିଛି। ଗତ ଦୁଇ ସପ୍ତାହରେ ଭାରତରେ ସୁନାର ଦର ପାଖାପାଖି ପ୍ରତି ଦଶ ଗ୍ରାମକୁ ୧୭oo ଟଙ୍କା ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ମାନ୍ଦା ପରିସ୍ଥିତି ତଥା ଉତ୍ତେଜନା ପରିସ୍ଥିତି […]

  • Friday, 23 July 2021
sabarakar
ବିବାଦରେ କଂଗ୍ରେସ ବୁକ୍‌ଲେଟ୍‌: ଗଡସେଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ସବରକର

ଭୋପାଳ: ବିନାୟକ ଦାମୋଦର ସବରକର ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ନାଁରେ ବିବାଦୀୟ ବୁକଲେଟ ଛାପିଛି ମଧ୍ୟପ୍ରଦେଶ କଂଗ୍ରେସ। ସବରକର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସହ ଶାରିରୀକ ସମ୍ପର୍କ ରଖିଥିବା ଏହି ବୁକଲେଟରେ ଦାବି କରିଛି କଂଗ୍ରେସ। ବୁକଲେଟ୍‌ର ନାଁ “କେତେ ବୀର ଥିଲେ ବୀର ସବରକର” ରଖାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ପକ୍ଷରୁ ପରିଚାଳିତ ସର୍ବଭାରତୀୟ କଂଗ୍ରେସ ସେବା ଦଳ ଟ୍ରେନିଂ କ୍ୟାମ୍ପରେ ଏହାକୁ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। […]

  • Friday, 23 July 2021
airline
ଆମେରିକାର ସତର୍କବାଣୀ; ପାକିସ୍ତାନ ଆକାଶରେ ବିମାନ ଉଡ଼ାଇଲା ବେଳେ ସାବଧାନ

ନୂଆଦିଲ୍ଲୀ: ଆତଙ୍କବାଦର ନିପାତ ନେଇ ପାକିସ୍ତାନ ନିଜ ଚେହେରା ଯେତେ ସ୍ୱଚ୍ଛ କରିବାକୁ ଚେଷ୍ଟା କଲେ ବି ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି କୌଣସି ଦେଶ। ଅନ୍ୟ ଦେଶ କଥା ଛାଡ଼ନ୍ତୁ, ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବି ପାକିସ୍ତାନ ଉପରେ ଆଦୌ ବିଶ୍ୱାସ କରେନାହିଁ। ତାହା ବାରମ୍ବାର ପ୍ରମାଣିତ ହେଉଛି। ପାକିସ୍ତାନ ଆକାଶ ଦେଇ ଉଡ଼ିବାବେଳେ ସତର୍କତା ଅବଲମ୍ବନ କରିବାକୁ ନିଜ ଦେଶର ବିମାନ ସେବା ଯୋଗାଣକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଆମେରିକା। ଆମେରିକାର ଫେଡେରାଲ ଆଭିଏସନ୍‌ […]

  • Friday, 23 July 2021
tata
ସାଇର୍‌ସଙ୍କ ପୁନଃ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କଲା ଟାଟା

ନୂଆଦିଲ୍ଲୀ: ଟାଟା ଗ୍ରୁପରେ ସାଇରସ ମିସ୍ତ୍ରୀଙ୍କ ପୁନଃନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲା ଟାଟା ସନ୍ସ। ଟାଟା ସନ୍ସ ପକ୍ଷରୁ ଦାଖଲ ପିଟିସନରେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତି ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଛି। ଗତମାସରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ଏକଜିକ୍ୟୁଟିଭ୍ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେବା ପାଇଁ ନ୍ୟାସନାଲ କମ୍ପାନୀ ଲ ଅପିଲେଟ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି ଟାଟା ସନ୍ସ। ୨୦୧୨ ମସିହାରେ ରତନ ଟାଟା ଅବସର ନେବା […]

  • Friday, 23 July 2021
pm
ସିଏଏକୁ ନେଇ କଂଗ୍ରେସ ଓ ତାର ସହଯୋଗୀ ଦଳକୁ ଟାର୍ଗେଟ୍‌ କଲେ ମୋଦୀ

ଟୁମକୁରୁ: ଦେଶରେ ନାଗରିକ ସଂଶୋଧନ ଆଇନ ବା ସିଏଏକୁ ନେଇ କଂଗ୍ରେସ ଏବଂ ତାର ସହଯୋଗୀ ଦଳକୁ ପୁଣି ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାକିସ୍ତାନରେ ଯେଉଁମାନଙ୍କ ପାଇଁ ବିଭିନ୍ନ ଧର୍ମର ଲୋକେ ନିର୍ଯାତିତ ଓ ହିଂସାର ଶିକାର ହେଉଛନ୍ତି ସେମାନଙ୍କ ବିରୋଧରେ କଂଗ୍ରେସ ମୁହଁ ଖୋଲୁନି। ହେଲେ ଭାରତରେ ନିର୍ଯାତିତମାନଙ୍କୁ ସହାୟତ କରାଗଲାବେଳକୁ ବିରୋଧ କରୁଛନ୍ତି କଂଗ୍ରେସ ଓ ତାର ସହଯୋଗୀ ଦଳ ବୋଲି ମୋଦୀ କହିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଭାରତରେ […]

  • Friday, 23 July 2021
02587608cb488a296d1d69cf44ae6051
ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ମୋଦୀ, ହେଲେ ଇମ୍ରାନ୍‌ଙ୍କୁ ନା

ନୂଆଦିଲ୍ଲୀ: ନୂଆବର୍ଷରେ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ନାହିଁ। ଗତକାଲି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି, ଭୁଟାନ ରାଜା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ହେଲେ ଇମ୍ରାନ୍‌ଙ୍କୁ ନା ଫୋନ୍ କଲ୍ କିମ୍ବା ପିଏମ୍ଓରୁ କୌଣସି ପ୍ରକାର ଶୁଭେଚ୍ଛା  ଇମ୍ରାନଙ୍କୁ ଜଣାଯାଇନାହିଁ। ଗତ ବର୍ଷ […]

  • Friday, 23 July 2021
modi
ଚାଷୀଙ୍କୁ ଟଙ୍କା ବାଣ୍ଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତିକୁ ଆଜି ବଣ୍ଟନ କଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟିମକୁରୁରେ ଏକ ସାଧାରଣ ସଭାରେ ଏହି କିସ୍ତି ବଣ୍ଟନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପର୍ଯ୍ୟନ୍ତ ୨ ହଜାର ଲେଖାଏ ସହାୟତା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬ କୋଟି ହିତାଧୀକାରୀ ଏଥିରେ ଲାଭବାନ ହେବେ।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ […]

  • Friday, 23 July 2021