• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled-1
୧୬ ବର୍ଷ ପରେ ଘରକୁ ଫେରିଲେ ମା’

କୋରାପୁଟ: ଦୀର୍ଘ ୧୬ ବର୍ଷ ବିତିଗଲା। ହଜି ଯାଇଥିବା ମାନସିକ ଭିନ୍ନକ୍ଷମ ମା’କୁ ଖୋଜି ଖୋଜି ହତାଶ ହୋଇପଡ଼ିଥିଲେ ପରିବାର ସଦସ୍ୟ ।  ହତାଶ ହୋଇ ମା’ ଙ୍କୁ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ । ଏମିତି ମା’ ଆଉ ନାହାନ୍ତି ବୋଲି ସେମାନେ ଭାବି ନେଇଥିଲେ। ଏତେ ଦିନ ପରେ ଘରକୁ ଫେରି ଆସିଛନ୍ତି ମା’। ତାଙ୍କୁ ଦେଖି ପରିବାରରେ ଖେଳି ଯାଇଛି ଖୁସିର ଲହରୀ। ମା’ଙ୍କୁ ଫେରି ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ […]

  • Saturday, 10 July 2021
representational image
ରେଳ ଧାରଣାରୁ ଯୁବକ, ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କୁମଣ୍ଡ ନିକଟ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ବିଭୂତି ସାହୁ ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ବିଭୂତି କିଛି ବର୍ଷ ହେବ ତାଙ୍କ ଗାଁକୁ ଯାଉ ନଥିଲେ। ସେ କୁମଣ୍ଡରେ ତାଙ୍କ ମାମୁଙ୍କ ଘରେ ରହୁଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ସେ ଏକ ବାଇକ୍‌ରେ ରେଲୱେ […]

  • Saturday, 10 July 2021
6
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ, ଦେଢ କିମି ରାସ୍ତା ରୋଗୀଙ୍କୁ କାନ୍ଧରେ ବୋହିଲେ

ସମ୍ବଲପୁର: ଦୁର୍ଗମ ଗାଁରେ ଜୀବନ ଯନ୍ତ୍ରଣାର ଦୁଃଖ ଅସରନ୍ତି। ଏଠି ନାଁ ଗାଁକୁ ଅଛି ରାସ୍ତାଟିଏ, ନାଁ ଏଠାକୁ ଆସିପାରେ ଗାଡ଼ିଟିଏ । ରୋଗର ପଡ଼ିଲେ ତ କେବଳ ଭଗବାନ ହିଁ ଭରସା। ଆମ ଏଠି କହୁଛୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁସୁରମାଲ ପଞ୍ଚାୟତ ଝାଟକିମାଲ ଗାଁର କଥା। ହେଲେ ଏଇ ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା ଭିତରେ ଆପଣ ଅନୁଭବ କରିପାରିବେ ଏଠି ଲୋକଙ୍କ ଭିତରେ ଥିବା ମାନବିକତା, ସଦ୍‌ଭାବ ଆଉ ସାହାଯ୍ୟ କରିବାର ମାନସିକତାକୁ, […]

  • Saturday, 10 July 2021
relief rice
ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ

କଟକ: ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବିଲିପଦା ଗାଁରୁ ଏହି ଅଭିଯୋଗ ଆସିଛି। ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ବିଲିପଡ଼ାରୁ ନିଆଯାଉଥିବା ବେଳେ ସାହାଡ଼ାପଦା ଗୌଡ଼ ସାହି ନିକଟରେ ଲୋକମାନେ ଗାଡ଼ିକୁ ଅଟକାଇ ଥିଲେ। ଏଥିସହ ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ। ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ୍‌ ସପ୍ଲାଏ କର୍ପୋରେସନ ଲେଖା ଯାଇଛି। ତେଣୁ ବାତ୍ୟା ପାଇଁ ଏହି […]

  • Saturday, 10 July 2021
87
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ଉଦିତନଗରର ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପାଲଲହଡ଼ା ଇଲେକ୍ଟ୍ରି ଅଫିସ୍‌ ଛକରେ ଘଟିଛି ଏହି ଘଟଣା। ନିହତ ଯୁବକଙ୍କ ନାଁ ନରେନ୍ଦ୍ର ବେହେରା । ନରେନ୍ଦ୍ର ଆଜି ସକାଳେ ଚା ପିଇବା ପାଇଁ ଏହି ଛକକୁ ଆସିଥିଲେ। ପୂର୍ବରୁ ଛକି ରହିଥିବା କିଛି ଲୋକ ଏକ ଧାରୁଆ ଅସ୍ତ୍ରରେ  ତାଙ୍କ ଛାତିକୁ ଅତର୍କିତ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ନରେନ୍ଦ୍ର ବିକଳରେ ପାଖରେ ଥିବା […]

  • Saturday, 10 July 2021
malkangiri
ବିସ୍ଫୋରଣ କରି ପଞ୍ଚାୟତ ଅଫିସ ଉଡ଼ାଇ ଦେଲେ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀମାନେ ଉଡ଼ାଇ ଦେଇଛନ୍ତି । ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡ଼ାଇ ଦେଇଥିଲେ। ଏଥିସହ ମାଓବାଦୀମାନେ ଅଫିସ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ବିସ୍ଫୋରଣରେ ପଞ୍ଚାୟତ ଅଫିସର ଘର ଭାଙ୍ଗି ଯାଇଥିବା ବେଳେ ନିଆଁ ଲାଗି ଅଫିସ୍‌ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି। ତେବେ ବିସ୍ଫୋରଣରେ ମୃତାହତ […]

  • Saturday, 10 July 2021
elephant
ହାତୀ ଆକ୍ରମଣରେ ଦୁଇ ମୃତ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ଅନ୍ତର୍ଗତ କାନପୁର ଗାଁର ସଞ୍ଜୁଲତା ରାଉତ ଓ ନୂଆଗୁରୁଡ଼ି ଗାଁର ଜଗା ମଲ୍ଲିକ। ସଞ୍ଜୁଲତା ରାଉତ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଗତକାଲି ସଂଧ୍ୟାରେ ଜଗା ବାଇକ୍‌ରେ ଯାଉଥିବାବେଳେ ହଠାତ୍‌ ଜଙ୍ଗଲ ଭିତରୁ ଏକ ହାତୀ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ବାଇକ୍‌ରୁ […]

  • Saturday, 10 July 2021
vehicle burn
ପାର୍କିଂରେ ଜଳିଗଲା ୭ଟି ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ନିଆଁ ଲାଗି ୭ଟି ଗାଡ଼ି ଜଳି ଯାଇଛି। ହେରିଟେଜ୍ ବିଲ୍‌ଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର୍ ଓ ୫ଟି ବାଇକ୍ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଦୁବୃର୍ତ୍ତ ନିଆଁ ଲଗାଇ ପଳାଇଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡରେ ବିଲ୍‌ଡିଂର କୌଣସି କ୍ଷତି ହୋଇନାହିଁ। ଏହି ଘଟଣାକୁ ନେଇ ହେରିଟେଜ୍ ବିଲ୍‌ଡିଂରେ ରହୁଥିବା […]

  • Saturday, 10 July 2021
representationl image
ଖାକିରେ ଲାଗିଲା କଳଙ୍କ! ୪ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଖାକିରେ ଲାଗିଲା କଳଙ୍କ! ଜାମସେଦପୁରର ଜଣେ ୧୫ ବର୍ଷର ନାବାଳିକାକୁ ୪ଜଣ ପୁଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଝାରସୁଗୁଡ଼ା ଏବଂ ରାୟପୁରର ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜାମସେଦପୁର ଟୋଲକୋ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଝାଡ଼ଖଣ୍ଡର ବାଗବେଡ଼ା ପୁଲିସ୍‌ ଉଦ୍ଧାର କରିବା ସହ ପୂର୍ବ ସିଂହଭୁମ ଜିଲ୍ଲାର ବାଲ୍ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲା। ନାବାଳିକାଙ୍କୁ ତା’ର ଭିଣୋଇ ଦେହ ବ୍ୟବସାୟରେ […]

  • Saturday, 10 July 2021
333
ଉତ୍କଳ ଆଲୁମିନା ପ୍ଲାଣ୍ଟ ପରିସରରେ ଥମୁନି ଉତ୍ତେଜନା

ରାୟଗଡ଼ା: ରାୟଗଡ଼ା ଟିକିରି ଉତ୍କଳ ଆଲୁମିନା ପ୍ଲାଣ୍ଟ ନିକଟରେ ଗତ କାଲିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବି ଥମିନି। ପରିସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଉପଜିଲ୍ଲାପାଳ ଓ ଏସ୍‌ପି ଲୋକଙ୍କ ସହ ଆଲୋଚନା କରୁଛନ୍ତି ।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ କମ୍ପାନୀ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି । ସୂଚନା ଅନୁଯାୟୀ, ଉତ୍କଳ ଆଲୁମିନା ପ୍ଲାଣ୍ଟଠୁ ୫୦ ମିଟର ଦୂରତାରେ ରହିଛି ଡିମୁଣ୍ଡି ଗାଁ।  କମ୍ପାନୀ […]

  • Saturday, 10 July 2021
Untitled-1
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ଏସ୍‌ପି

ଫୁଲବାଣୀ: ପୋଲିସ ବାବୁଙ୍କର ଉଗ୍ର ରୂପ ଆମେ ଅନେକ ଦେଖିଛେ। ହେଲେ ପୋଲିସର ଖାକି ବର୍ଦ୍ଦି ତଳେ ସେମାନଙ୍କର ବି ଗୋଟିଏ ନରମ ହୃଦୟ ଅଛି, ସେଠି ଶ୍ରଦ୍ଧା, ସମ୍ମାନ ଭାବପ୍ରବଣତା ରହିଛି-ଏହାର ପ୍ରମାଣ ଦେଇଛନ୍ତି କନ୍ଧମାଳ ଏସ୍‌ପି।  ସିକିଲ୍‌ସେଲ ରୋଗରେ ଆକ୍ରାନ୍ତ ଜଣେ ୭ ବର୍ଷର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଏସ୍‌ପି ପ୍ରତୀକ ସିଂ। ଫୁଲବାଣୀ ବ୍ରାହ୍ମଣୀ ଗାଁର ରାଲୁ ଦିଗାଲଙ୍କ  ୭ ବର୍ଷର ଝିଅ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ। ଝିଅର ଦେହ […]

  • Saturday, 10 July 2021
2
ଗୋଟିଏ ଜୁଇରେ ଜଳିଲା ଦୁଇ ଭାଇଙ୍କ ଶବ

ପାଲଲହଡ଼ା:ଟିକିଏ ଜାଗା କିମ୍ବା ଜମି ପାଇଁ ଭାଇ-ଭାଇ ମଧ୍ୟରେ ହଣାମରା ହେବା, କୋର୍ଟକଚେରୀ ଯିବା ଅନେକ ଦେଖିଛେ । ସେଥିପାଇଁ ତ ଭାଇ- ଭଗାରୀ ବୋଲି କୁହାଯାଇଥାଏ। ହେଲେ ଭାଇ ପାଇଁ ଭାଇ ଜୀବନ ଦେବାର ନଜୀର ଖୁବ୍‌ କମ୍‌ ଦେଖିବାକୁ ମିଳିଥା। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ନିଆରା ଏଇ ଦୁଇ ଭାଇ। ସ୍ନେହ, ପ୍ରେମର ନିବିଡ଼ତା ଏମାନଙ୍କ ମଧ୍ୟରେ କେତେ ଅଧିକ ଥିଲା ତାହାର ଉଦାହରଣ ଦେଇଯାଇଛନ୍ତି ସାରା ଦୁନିଆକୁ। […]

  • Saturday, 10 July 2021
brown sugar seized
ଭୁବନେଶ୍ୱରର ୨ଟି ସ୍ଥାନରୁ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନ୍‌ ସୁଗାର ଜବତ ହୋଇଛି। ଆଜି ଭୁବନେଶ୍ୱରର ୨ଟି ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଛି। ସାଲିଆ ସାହିରୁ ୧୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଥିବା ବେଳେ ମଞ୍ଚେଶ୍ୱରରୁ ୫୨ ଗ୍ରାମ୍‌ ଜବତ ହୋଇଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ଗତ କିଛି ଦିନ ଧରି ଭୁବନେଶ୍ୱରର ବିଭିନ୍ନ […]

  • Saturday, 10 July 2021
Reliance_Smart_opens_first_store_at_Sambalpur
ସମ୍ୱଲପୁରରେ ଖୋଲିଲା ରିଲାଏନ୍ସର ସୁପରମାର୍କେଟ

ସମ୍ୱଲପୁର: ରିଲାଏନ୍ସ ରିଟେଲ‌୍‍ ପକ୍ଷରୁ ସମ୍ବଲପୁରରେ ଖୋଲାଯାଇଛି ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ।  ସମ୍ୱଲପୁର  ବୁଢ଼ାରଜା ମେନ‌୍‍ ରୋଡ୍‌ ସ୍ଥିତ ବାଲାଜୀ ଡେଭଲପରର ପ୍ରଥମ ଫ୍ଲୋର୍‌ରେ ଖୋଲାଯାଇଛି ଏହି ସୁପରମାର୍କେଟ । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦକୁ ପ୍ରଦାନ କରି ଏହି ଫ୍ଲୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି। ରିଲାଏନ୍ସ ସ୍ମାର୍ଟ ବର୍ଷ […]

  • Saturday, 10 July 2021
surya narayan..
ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନ ଯୋଗ୍ୟ, କହିଲେ ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି। ବିଜେଡି ଉପ-ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଦେଶ ତଥା ଓଡ଼ିଶାବାସୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ସୂର୍ଯ୍ୟ ଦାବି କରିଛନ୍ତି। କିନ୍ତୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ୍ ବୋଲି ସୂର୍ଯ୍ୟନାରାୟଣ ରୋକଠୋକ୍ କହିଛନ୍ତି। କାରଣ ବହୁ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାର ନଜିର ରହିଥିବା […]

  • Saturday, 10 July 2021
653478
ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ଝାରସୁଗୁଡା:ଝାରସୁଗୁଡା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ପ୍ରଧାନଶିକ୍ଷକ। ମାଡ଼ ଖାଇବା ପରେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଅଭିଯୋଗ ଅନୁଯାୟୀ, ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ସ୍କୁଲ ଛୁଟି ପରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ଆକଟ କରିବାକୁ ଯାଇ ପ୍ରଧାନଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଚିକିତ୍ସା […]

  • Saturday, 10 July 2021
killed
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡ଼ା ଗାଁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ମନୋଜ ମହାନନ୍ଦ। ତାଙ୍କ ମୃତଦେହକୁ କେନ୍ଦୁପତ୍ର ଫଡ଼ି ନିକଟ ଏକ ବୁଦାରୁ ଉଦ୍ଧାର କରାଯାଇଛି। ଗତ ମଙ୍ଗଳବାରଠୁ ମନୋଜ ନିଖୋଜ ଥିଲେ।  ଆଜି ତାଙ୍କର ଗଳିତ ମୃତଦେହ କିଛି କେନ୍ଦୁପତ୍ର ତୋଳାଳି ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ […]

  • Saturday, 10 July 2021
4343556
ତିନି ଅନାଥ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ

କୋରାପୁଟ: ବାପା ଚାଲି ଯାଇଥିଲେ। ମା’ର ପଣତ ତଳେ ଦୁନିଆର ଦୁଃଖକୁ ଭୁଲି ଯାଇଥିଲେ କୁନି କୁନି ଛୁଆ ତିନୋଟି। ହେଲେ ଭଗବାନ ସେତକ ବି ଛଡ଼ାଇ ନେଲେ। ଦୁଇଦିନ ତଳେ ମା’ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ମା’ ଗଲା ପରଠାରୁ ପେଟକୁ ଦାନା ମୁଠାଏ ତାଙ୍କ ପାଇଁ ନ ଥିଲା। ହେଲେ ଗଣମାଧ୍ୟମ  ଯୋଗୁ ଏମାନଙ୍କ ଦୁଃଖ ଦୂର ହୋଇ ପାରିଛି। ‘ଓ’ ଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏମାନଙ୍କୁ […]

  • Saturday, 10 July 2021
jaleswar
ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ରାଣୀବସାଣ ଗାଁରେ ବାହାଘର ଭୋଜି ଖାଇ ଝାଡ଼ାବାନ୍ତି ଘଟଣାରେ ଅସୁସ୍ଥଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ହୋଇଛି। ଖବର ଲେଖାଯିବା ସୁଦ୍ଧା ଏବେବି ଡାକ୍ତରୀ ଟିମ୍ ଗାଁରେ ଚିକିତ୍ସା କରୁଛନ୍ତି। ରାଣୀବସାଣ ଗାଁର ଜଣେ ବ୍ୟକ୍ତିଙ୍କ ବାହାଘର ପରେ ଗତକାଲି ରାତିରେ ଚତୁର୍ଥୀ ଭୋଜି ହୋଇଥିଲା।  ଗାଁର ଶତାଧିକ ଲୋକେ ଏହି ଭୋଜି ଖାଇଥିଲେ। ତେବେ ଭୋଜି ଖାଇବା ପରେ ବର କନ୍ୟାଙ୍କ ସହ ଅନେକ ଲୋକ ଅସୁସ୍ଥ ଅନୁଭବ କରିଥିଲେ। […]

  • Saturday, 10 July 2021
rain
ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ତାପମାତ୍ରା ବୃଦ୍ଧିକୁ ନେଇ କ’ଣ କହୁଛନ୍ତି ପାଣିପାଗ […]

  • Saturday, 10 July 2021
87456
ଦକ୍ଷତା ପରୀକ୍ଷାରେ ଫେଲ ହେଲେ ଗୁଣିଆ, ଫେରାଇଲେ ଅଗ୍ରୀମ

କେନ୍ଦ୍ରାପଡ଼ା: ଗୁଣି ଓ ଗୁଣିଆଙ୍କ ନାଁରେ ଲୋକଙ୍କୁ ଆଉ ଭୂଆଁ ବୁଲାଇ ପାରିବେନି। ଲୋକ ଏଣିକି ସଚେତନ ହେଲେଣି। ଯଦି ଗୁଣିଆ କହୁଛ ଆଗେ ଦକ୍ଷତାର ପରୀକ୍ଷା ଦିଅ। ତା’ ପରେ କାମ କରିବ। ଏମିତି ଏକ ଭଲ ଖବର ଅଛି କେନ୍ଦ୍ରାପଡ଼ା ଜିଲ୍ଲଶ ରାଜକନିକା ଅନ୍ତର୍ଗତ ଲୁହାରମୁହିଁ ଗାଁରେ। ଚୋର ଧରିବାକୁ ଗୁଣିଆ ଆସିଲା, ପ୍ରଥମେ ଦକ୍ଷତାର ପରୀକ୍ଷା ଦେଲା।  ହେଲେ ପରୀକ୍ଷାରେ ଫେଲ୍ ହେବାରୁ ହେଲା ଲୋକହସା । ମିଳିଥିବା ସୂଚନା ଅନୁଯାୟୀ, ଗାଁର […]

  • Saturday, 10 July 2021
sonepur
ଗରମ ପାଣି ପଡ଼ି ଶିଶୁ ଗୁରୁତର ଘଟଣା: ଅଙ୍ଗନବାଡ଼ି କର୍ମୀ, ସହାୟିକା ବହିଷ୍କୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଶିଶୁ ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜରଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଛି। ଅନ୍ୟପକ୍ଷେ, ଗୁରୁତର ଶିଶୁ ଏବେବି କଟକ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଦିନ ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ୩ ବର୍ଷର […]

  • Saturday, 10 July 2021
343344
ଛାତ୍ରୀଙ୍କୁ ବିଧବା ଦର୍ଶାଇ ନେଇଗଲେ ଆବାସ ଗୃହ

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା । ଜଣେ କଲେଜ ଛାତ୍ରୀଙ୍କୁ ବିଧବା ଦର୍ଶାଇ ନେଇଛନ୍ତି ଆବାସ ଗୃହ।  ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିିହିଡି ବ୍ଲକ ନରେନ୍ଦ୍ରପୁର ଗାଁରୁ । ଅଭିଯୋଗ ଅନୁଯାୟୀ, ୨୦୧୯-୨୦ରେ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାଁ ଘର ଯୋଗାଇ ଦିଆଯାଇଛି । ସେଥିପାଇଁ ୧ଲକ୍ଷ ୨୦ ହଜାର ଟଙ୍କାରୁ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ଦିଆଯାଇଛି । […]

  • Saturday, 10 July 2021
dhenkanal
ହସ୍ପିଟାଲ୍‌ର ୬ ମହଲାରୁ ପଡ଼ି ରୋଗୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁନା ବେହେରା। ତାଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳ ଗାଁରେ। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଟୁନା କାଲି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ କିପରି ଓ କେଉଁଭଳି ପରିସ୍ଥିତିରେ ସେ ୬ ମହଲାରୁ ତଳକୁ ଖସି ପଡ଼ିଲେ, ତା’ର କାରଣ ସ୍ପଷ୍ଟ ହୋଇନି। ଅନ୍ୟପକ୍ଷେ, ରୋଗୀ ଜଣଙ୍କ ଆତ୍ମହତ୍ୟା କରିଥିବା ମେଡିକାଲ ଏଡିଏମ୍ଓ […]

  • Saturday, 10 July 2021
Odisha DGP
ଏୟାର ଲିଫ୍ଟ ହେଲେ ଡିଜିପି: ହେଲେ କାହିଁକି?

ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକ୍ପଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।