• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

23456
ଚିଟ୍‌ଫଣ୍ଡ କମିଶନ ଆଉ ଶୁଣାଣି କରିବେନି

କଟକ: ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଥିବାବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ । ତେଣୁ ଏହାପରେ କମିଶନ ଆଉ ବସିବେ ନାହିଁ ବୋଲି ନୋଟିସ ଜାରି କରାଯାଇଛି । କଟକ ବକ୍ସିବଜାର ପୋଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ […]

  • Monday, 12 July 2021
boat
+୨ ପରୀକ୍ଷା ଦେବାକୁ ଆସୁଥିଲେ ଛାତ୍ର, ମଝି ଚିଲିକାରେ ଅଟକିଗଲା ଡଙ୍ଗା

ଚିଲିକା: ଚିଲିକା ମଝିରେ ଅଟକିଛି ଡଙ୍ଗା। ଫସି ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ୩୦ରୁ ଅଧିକ ଛାତ୍ରଛାତ୍ରୀ। ଛାତ୍ରମାନେ ଯୁକ୍ତ ୨ ପରୀକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଡଙ୍ଗା।  ହେଲେ ମହିଷା ନିକଟରେ ଅଟକି ଯାଇଛି ଡଙ୍ଗା। ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗାରେ ୩୦ରୁ ଅଧିକ ଛାତ୍ରଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ଡଙ୍ଗାରେ ଥିବା ୩୦ରୁ ଅଧିକ କଲେଜ ଛାତ୍ର […]

  • Monday, 12 July 2021
kidnaped
ରାସ୍ତା ଉପରେ ପଡ଼ିଛି ଗାଡ଼ି, ମହିଳାଙ୍କ ଜୋତା ଓ ଲେଗିନ୍ସ, ବଢୁଛି ସସ୍ପେନ୍ସ

ବଲାଙ୍ଗିର:ରାସ୍ତା ଉପରେ ପଡ଼ିଛି ଗାଡ଼ି। ଭଙ୍ଗାରୁଜା ଅବସ୍ଥାରେ। ତଳେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଜୋତା, ଲେଗିନ୍ସ,..। କାହାର ଏ ଗାଡ଼ି ? ଏଠାକୁ କେମିତି ଆସିଲା ? ଏସବୁ ପ୍ରଶ୍ନର ଉତ୍ତର ନ ମିଳିଲେ ମଧ୍ୟ ଏହା ଏକ ଅପହରଣ ଘଟଣା ବୋଲି ସନ୍ଦେହ କରାଯାଉଛି। ଏମିତି ଘଟଣା ଘଟିଛି ବଲାଙ୍ଗିର-ଖୁଜନପାଲି ରାସ୍ତାରେ। ଘଟଣା ବଲାଙ୍ଗିର-ଖୁଜନପାଲି ରାସ୍ତାରେ ବିଳମ୍ବିତ ରାତିରେ ଘଟିଛି। ବଲାଙ୍ଗିର ସହରଠାରୁ ୫୦୦ ମିଟର ଦୂରରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଗାଡିକୁ ଦେଖି ଅନୁମାନ […]

  • Monday, 12 July 2021
rain
ଘଡ଼ଘଡ଼ି ସହ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବର୍ଷା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲାକୁ ଝଡ଼ ତୋଫାନ, ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଂଜ, ସମ୍ବଲପୁର , ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା […]

  • Monday, 12 July 2021
gandhi
ଓଡ଼ିଶାରେ ବାପୁ ! କୋଣାର୍କ ବେଳାଭୂମିରେ ବାଣ୍ଟିଲେ ଅହିଂସାର ବାର୍ତ୍ତା

କୋଣାର୍କ: କୋଣାର୍କରେ ବୁଲୁଛନ୍ତି ବିଦେଶୀ ଗାନ୍ଧି। ତାଙ୍କୁ ଦେଖିବା କ୍ଷଣି ଆଖି ମୁହୂର୍ତ୍ତଟିଏ ଅଟକି ଯିବ। ଗାନ୍ଧି କ’ଣ ପୁଣି ଧରାପୃଷ୍ଟରେ ଅବତରଣ କଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ସେ ଦେଖିବାକୁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପରି। ଚେହେରା, ବେଶଭୂଷା,ପରିପାଟି କେଉଁଥିରେ ବି ତଫାତ ବାରି ପାରିବେନି। ହେଲେ ଫରକ ଏତିକି,  ସେ ହେଉଛନ୍ତି ବିଦେଶୀ ଗାନ୍ଧି। ଗାନ୍ଧୀଙ୍କ ଭଳି ଦିଶୁଥିବା ଏଇ ବିଦେଶୀ ମଣିଷଙ୍କର ଗାନ୍ଧିଙ୍କ ଆଦର୍ଶ ଓ ଦର୍ଶନରେ […]

  • Monday, 12 July 2021
patanagada
ରିଲିଜ ପୂର୍ବରୁ କାହିଁକି ‘ପାଟଣାଗଡ’ରେ ଲାଗିଲା ଅଙ୍କୁଶ

କଟକ: ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ ‘ପାଟଣାଗଡ଼’ ରିଲିଜ ପୂର୍ବରୁ ଲାଗିଲା ଅଙ୍କୁଶ। ଫିଲ୍ମ ଉପରେ ଅଙ୍କୁଶ ଲଗାଇଛନ୍ତି ମୁମ୍ବାଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ ହୋଇଛି। ଫିଲ୍ମକୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ ବମ୍ବେ […]

  • Monday, 12 July 2021
0987367890-
ହମିରପୁର ଡବଲ ମର୍ଡର ମାମଲା: ମୃତ କଳ୍ପନାଙ୍କ ଭାଇଭଉଣୀଙ୍କୁ ଜେରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡରରେ ତନାଘନା ଚଳାଇଛି ରାୟଗଡ଼ ପୋଲିସ। ଘଟଣା ନେଇ ଗତକାଲି ପୋଲିସ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରିନା ଦାସଙ୍କୁ ଡାକି ପଚରାଉଚୁରା କରିଛି ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚାରିଥିଲା। ବିଶେଷକରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ ?  କଳ୍ପନା ନିଖୋଜ ପରେ କାହିଁକି ପରିବାର ପକ୍ଷରୁ ସଙ୍ଗେସଙ୍ଗେ ଏତଲା ଦିଆଯାଇନଥିଲା ସେନେଇ ପୋଲିସ ପଚରାଉଚୁରା କରିଥିବା ମୃତ […]

  • Monday, 12 July 2021
335378
ବିଧାନସଭାରେ ଧାନ ତାତି; ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ବିଧାନସଭାରେ ଧାନ ତାତି । ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଗୃହରେ କଂଗ୍ରେସ ସଭ୍ୟ ହଙ୍ଗାମା କରିଛନ୍ତି। ଏତେ ଦିନ ହେଲାଣି ରାଜ୍ୟର ବିଭିନ୍ନ ମଣ୍ଡିରେ ହଜାର ହଜାର ଚାଷୀଙ୍କ ଧାନ ପଡ଼ି ରହିଛି॥ ହଜାର ହଜାର ବସ୍ତା ଧାନ ଉଠିପାରୁନାହିଁ ।କେଉଁଠି ଟୋକନ ସମସ୍ୟା ତ କେଉଁଠି ପାସ୍ ସମସ୍ୟା। ପୁଣି ଉଁଠି ମିଲ୍ ମାଲିକ ଆସୁ ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଛି । ସଂ ଏ ସମ୍ପର୍କରେ ବିରୋଧୀ ଆଲୋଚନା […]

  • Monday, 12 July 2021
minaxi-1
ବିଜେଡି ନେତ୍ରୀଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ

ଭୁବନେଶ୍ୱର: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏନେଇ ଆଜି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ ଡିଜି ଅଭୟ। ଆଇଜି ରେଖା ଲୋହାନୀ ଏହି ମାମଲାର ତଦନ୍ତ କରିବେ। ତେବେ ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା  ୧୨ ଦିନ ପରେ ଏପରି ରାଜ୍ୟ ପୁଲିସର ଏପରି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ୧୨ଦିନ ପରେ ରାଜ୍ୟ ପୁଲିସର ଚେତା ପଶିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ […]

  • Monday, 12 July 2021
amit
ଭୁବନେଶ୍ୱରରେ ଅମିତ ଶାହାଙ୍କ ସମାବେଶ ୨୮ରେ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରାଟ ସମାବେଶ । ଆସନ୍ତା ୨୮ ତାରିଖରେ ଜନତା ମଇଦାନରେ ଏହି ସମାବେଶର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାର ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି। ଏ ନେଇ ସୂଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜନତା ମଇଦାନରେ  ଏହି ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶରେ ନୂୂଆ କରି ନିର୍ବାଚିତ ହୋଇଥିବା ବୁଥ୍ ସ୍ତରର ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ […]

  • Monday, 12 July 2021
berhampur-11-750x412
କାଳ ସାଜିଲା ପିଲାଖେଳ, ପାଳଘରେ ନିଆଁ ଲାଗି ଚାଲିଗଲା ୩ ନୀରିହ ଜୀବନ

ଛତ୍ରପୁର(ଆଲୋକ ଗୌଡ଼): କାଳ ସାଜିଲା ପିଲାଖେଳ। ଚାଲିଗଲା ୩ ନିରୀହ ଜୀବନ।  ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ପାଳ ଘର କରି ଖେଳୁଥିଲେ ୪ ଶିଶୁ । ପାଳଘରେ ନିଆଁ ଲାଗିଗଲା ଆଉ ଅକାଳରେ ମଉଳିଗଲା ୩ ଜୀବନ। ଆଜି ସକାଳେ ଘରପାଖ ବାଡ଼ିରେ ୫ରୁ ୭ ବର୍ଷ ବୟସ୍କ ୪ ଜଣ ପିଲା ଏକ ପାଳଘର କରି ଖେଳୁଥିଲେ। ସେମାନେ ହେଲେ ଇତିଶ୍ରୀ ଜେନା (୫), […]

  • Monday, 12 July 2021
anup
ରାୟଗଡ଼ ପୋଲିସ ବିରୋଧରେ ଏମିତି ଅଭିଯୋଗ ଆଣିଲେ ଅନୁପଙ୍କ ପରିବାର

ଝାରସୁଗୁଡା: ହମିରପୁର ଡବଲ ମର୍ଡର ଘଟଣା ଦିନକୁ ଦିନ ବିବାଦୀୟ ମୋଡ଼ ନେଉଛି। ଅନୁପ ସାଏ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ରାୟଗଡ଼ ପୋଲିସ ଅଭିଯୋଗ କରୁଥିବାବେଳେ ଅନୁପ ସାଏଙ୍କ ପରିବାର ପାଲଟା ଅଭିଯୋଗ କରିଛନ୍ତି ରାୟଗଡ଼ ପୋଲିସ ବିରୋଧରେ। କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ମର୍ଡର ଘଟଣାରେ ରାୟଗଡ଼ ଚକ୍ରଧରନଗର ପୋଲିସ ସେମାନଙ୍କୁ ଧମକ ଦେଉଥିବା ଅନୁପଙ୍କ ପରିବାର ଅଭିଯୋଗ କରିଛନ୍ତି। ତେଣୁ ସେମାନେ CBI ତଦନ୍ତ ଦାବି କରିବା ସହ ପରିବାରକୁ […]

  • Monday, 12 July 2021
ERb2qtkVUAAitw-
ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଛନ୍ତି। ଯେହେତୁ ଆଉ କେହି ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, ତେଣୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ । ଆସନ୍ତା ୨୬ ତାରିଖରେ ସେ ବିଧିବଦ୍ଧ ଭାବେ ଅଷ୍ଟମ ଥର ପାଇଁ ଦଳର ମୁଖିଆ […]

  • Monday, 12 July 2021
elephant
ହାତୀ ପାଦ ତଳେ ଚାଲିଗଲା ୩ ଜୀବନ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ହାତୀ ଆତଙ୍କ।  ପୃଥକ ପୃଥକ ତିନୋଟି ସ୍ଥାନରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଯୁଗଳ ଭଟ୍ଟ, ମକର ପଲେଇ ଓ ଚୈତନ୍ୟ ସାହୁ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବଳଙ୍ଗା ଗୋପୀନାଥପୁର ଗାଁର ଯୁଗଳ ଭଟ୍ଟ ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଇଥିଲେ। ହଠାତ୍‌  ହାତୀ ତାଙ୍କ ସାମ୍ନାକୁ ଚାଲି ଆସିଥିଲା। […]

  • Monday, 12 July 2021
3233232
୪ ଦିନ ଧରି ବର୍ଷିବ, ୨୫ରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠାରୁ ୪ ଦିନ ଧରି ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା ହେବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର, ବରଗଡ,ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝରରେ ଆଜି ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଆଜି ଶୁଖିଲା ରହିବ। ସେହିପରି ୨୪ ତାରିଖ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର ଅଧିକାଂଶ ସ୍ଥାନ, ଉତ୍ତର ଉପକୂଳ ଓ ଦକ୍ଷିଣ […]

  • Monday, 12 July 2021
sudarshana
ବେଳାଭୂମିରେ ଟ୍ରମ୍ପ-ମେଲାନିଆଙ୍କୁ ସ୍ୱାଗତ

ପୁରୀ: :ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଗସ୍ତକୁ ନେଇ ସବୁଠି ଦେଖା ଦେଇଛି ଉତ୍ସାହ। ଟ୍ରମ୍ପଙ୍କ ଭାରତ ଗସ୍ତକୁ ବେଳାଭୂମିରେ ସ୍ୱାଗତ କରିଛନ୍ତି ବାଲୁକା ଶିଳ୍ପୀ। ସୁଦର୍ଶନ ପଟ୍ଟନାୟକ।  ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ତାଜମହଲର ବାଲୁକାକୃତି । ଏଥିରେ ଦେଶବାସୀ ସ୍ୱାଗତ […]

  • Monday, 12 July 2021
bandh-1
ଆଜି ଭାରତ ବନ୍ଦ; ବଲାଙ୍ଗିର, ସମ୍ବଲପୁରରେ ବିକ୍ଷୋଭ

ସମ୍ୱଲପୁର/ବଲାଙ୍ଗିର: ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି  ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। CAA, NRCକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ […]

  • Monday, 12 July 2021
34444
ଓଡ଼ିଶୀ ନୃତ୍ୟର ତାଳେ ତାଳେ ଆରମ୍ଭ ହେଲା ‘ଖେଲୋ ଇଣ୍ଡିଆ’

କଟକ: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ‘ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍‌ସ-୨୦୨୦’। କଟକ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆରମ୍ଭ ହୋଇଥିଲା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଗ୍ରୁପର ପ୍ରାୟ ୪୦୦ କଳାକାରଙ୍କ ନୃତ୍ୟ ଥିଲା ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ। ଓଡ଼ିଶୀ ଓ ପାରମ୍ପରିକ ସଂଗୀତ ନୃତ୍ୟ ମାଧ୍ୟମରେ […]

  • Monday, 12 July 2021
oas mad-1
ପୁରୀ ବଡ଼ଦାଣ୍ଡରୁ କଟକ ବଡ ଡାକ୍ତରଖାନା ଆସିଲେ ମାନସିକ ଭିନ୍ନକ୍ଷମ ଶ୍ରୀଜିତ

ଭୁବନେଶ୍ୱର: ପୁରୀ ବଡଦାଣ୍ଡରେ ଉଚ୍ଚଶିକ୍ଷିତ ଭିକାରି । ମାନସିକ ଭାରସାମ୍ୟ ହରାଇ ବୁଲୁଥିଲେ । ଅଯତ୍ନବର୍ଦ୍ଧିତ ଶ୍ମଶ୍ରୁ, ଲୁଖୁରା କେଶ, ଅପରିଚ୍ଛନ୍ନ ପୋଷାକ ଭିତରେ ଲୁଚି ଯାଇଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା, ପରିବାରିକ ପ୍ରତିଷ୍ଠା ସବୁକିଛି। ତାଙ୍କର ପରିଚୟ ଥିଲା କେବଳ ଜଣେ ପାଗଳ ଭିକାରି। ସେ ହେଉଛନ୍ତି ଶ୍ରୀଜିତ ପାଢି। ତାଙ୍କୁ ଏପରି ଅବସ୍ଥାରୁ ମୁକ୍ତି ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କର କିଛି ସାଙ୍ଗ। ସାଙ୍ଗମାନଙ୍କ ଉଦ୍ୟମରେ ଏବେ ଶ୍ରୀଜିତଙ୍କୁ ପୁରୀ ବଡଦାଣ୍ଡରୁ ଆସି […]

  • Monday, 12 July 2021
bapa-1
୧୦ ବର୍ଷ ପରେ ହଜିଲା ପୁଅକୁ ଖୋଜି ପାଇଲେ ବାପା

ପାରାଦୀପ: ୧୦ ବର୍ଷ ପରେ ମିଳିଛି ଖୋଜିଲା ଧନ। ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ବାପା। ଆଖିରୁ ଲୁହ ବୋଲ ମାନୁନି। ପୁଅକୁ ଖୋଜି ଖୋଜି ୧୦ ବର୍ଷ ବିତିଗଲା। ଶେଷରେ ଭଗବାନ ତାଙ୍କ ଡାକ ଶୁଣିଛନ୍ତି। ପୁଅକୁ କୋଳେଇ ନେଉଥିବାବେଳେ ଏମିତି ଭାବାବେଗରେ ବିହ୍ୱଳ ହୋଇ ପଡ଼ିଥିଲେ ବାପା। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ପାରାଦୀପ ଅଞ୍ଚଳରେ। ଗଂଜାମ ଜିଲ୍ଲା ମେଣ୍ଟପୁରର ଜୟୀ […]

  • Monday, 12 July 2021
subramanian swamy
ଖାଦ୍ୟାଭାବ ସମସ୍ୟାରୁ ଦେଶ ମୁକୁଳିଛି-ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର: ଓଟିଭିର ଦଶମ ବାର୍ଷିକ କନ୍‌ଭେନ୍‌ସନ ‘Foresight 2020 – Changing Times Changing Minds’ ଶନିବାର ଆରମ୍ଭ ହୋଇଯାଇଛି। ‘ବୈଷ୍ଣବ ଜନ’ ସଙ୍ଗୀତର ତାଳେତାଳେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ପ୍ରଥମେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ। ସିପିଆଇ(ଏମ୍‌)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଉଦ୍‌ଘାଟନୀ ସମାରୋହରେ ଅତିଥିଭାବେ ଯୋଗ […]

  • Monday, 12 July 2021
BeFunky-collage-8
ମା’ ଓ ଝିଅଙ୍କୁ ହତ୍ୟା ମାମଲାରେ ଅନୁପ୍ ସାଏଙ୍କୁ ଜେରା, ମିଳିଲା ନୂଆ ସୁରାକ୍

ସମ୍ୱଲପୁର: ଛତିଶଗଡ଼ରେ ମା’ ଝିଅଙ୍କୁ ହତ୍ୟା ଘଟଣାର ନୂଆ ସୁରାକ ପାଇଛି ପୋଲିସ।  ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ୍ ମାରାଥନ୍‌ ଜେରା କରୁଥିବା ବେଳେ ମରାଠା ଗ୍ୟାଗ୍‌ର ହାତ ଥିବା ନେଇ ସନ୍ଦେହ କରିଛି। ଏ ନେଇ ଅନୁପ୍‌ଙ୍କୁ ଜେରା କରୁଛି ପୋଲିସ । ଏହା ବ୍ୟତରତ ହାଇ ପ୍ରୋଫାଇଲ୍ ଛତିଶଗଡ଼ ହମିରପୁର ଡବଲ ମର୍ଡର କିପରି କରାଗଲା? ଏହି ମାମଲାରେ ତୃତୀୟ ବ୍ୟକ୍ତି କିଏ? ହତ୍ୟା […]

  • Monday, 12 July 2021
ship
ଧାମରା ବନ୍ଦରରେ ପହଞ୍ଚିଲା ୨ ଚାଇନା ଜାହାଜ;ଲୋକେ ଆତଙ୍କିତ

ଭଦ୍ରକ: ଗତକାଲି ବାଂଲାଦେଶରୁ ୨ଟି ଚାଇନା ହଂକ ଜାହାଜ ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଆସି ପହଞ୍ଚିଛି। କରୋନା ଭାଇରସ୍‌ ଯୋଗୁଁ ଚାଇନା ଜାହାଜ ଦେଖି ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଖବର ଧାମରା ଅଞ୍ଚଳରେ ପ୍ରଚାର ହେବା ପରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଭଦ୍ରକର ଭାରପ୍ରାପ୍ତ ଜିଲ୍ଲାପାଳ ଏ ବିଷୟରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ପରେ ବନ୍ଦର କର୍ତ୍ତୃପକ୍ଷ ଜାହାଜରେ ଥିବା ସମସ୍ତ ୪୪ ଜଣ […]

  • Monday, 12 July 2021
assembly
ବିରୋଧୀଙ୍କ ଅଭିଯୋଗ-ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବେକାର ସଂଖ୍ୟା ସର୍ବାଧିକ

ଭୁବନେଶ୍ୱର: ବେକାରୀ ସମସ୍ୟାକୁ ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟ ମୁହାଁମୁହିଁ। ଶୂନ୍ୟକାଳରେ ବେକାରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ପ୍ରଦୀପଙ୍କ ତଥ୍ୟ ଅନୁସାରେ ୨୨ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜୀକରଣ ହୋଇଥିଲେ ମଧ୍ୟ ମାତ୍ର ୨୬ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଦୀପ ନାୟକ କହିଥିଲେ,  ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫ ହଜାର ୫୫୬ଜଣ ବେକାର ଅଛନ୍ତି। ସେ ଗୃହରେ ଦର୍ଶାଇଥିଲେ କେନ୍ଦ୍ର […]

  • Monday, 12 July 2021
niranjan
ବାଙ୍କୀ ଡବଲ ମର୍ଡର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ବିଜେଡି-ନିରଞ୍ଜନ

କଟକ: କଟକ ବାଙ୍କୀ ଡବଲ ମର୍ଡର ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପୁରା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ। ଡବଲ ମର୍ଡର ମାମଲାରେ ସ୍ଥାନୀୟ ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। ତାଙ୍କ ଇଙ୍ଗିତରେ ହତ୍ୟା ଓ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଘଟଣାକୁ ଦୃଢ଼ ଭାବେ ନିନ୍ଦା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହାପୂର୍ବରୁ ବି ମୃତକଙ୍କ ପତ୍ନୀ […]

  • Monday, 12 July 2021