• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

puri mandira
କରୋନା ସତର୍କତା: ଭକ୍ତଙ୍କୁ ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଛୁଇଁବା ମନା

ପୁରୀ: କରୋନା ଭୟରେ ଶ୍ରୀମନ୍ଦିରରେ ଲାଗିଲା କଟକଣା। ଶ୍ରୀମନ୍ଦିରରେ ପୂଜା ବେଳେ ମୁଖା ପିନ୍ଧିବେ ସେବାୟତ। କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏଥିସହ ଏଠାକୁ ଆସୁଥିବା ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ରାଜ୍ୟରେ ସତର୍କତା ସ୍ୱରୂପ ସିନେମା ହଲ, ସାଂସ୍କୃତିକ କାର୍ଯ୍ୟକ୍ରମ […]

  • Monday, 12 July 2021
taranga
ତରଙ୍ଗ ସିନେ ଉତ୍ସବକୁ ଫିକା କରିଦେଲା କରୋନା

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଗଲା ତରଙ୍ଗ ସିନେ ଉତ୍ସବ ଆୟୋଜନ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ମୂଳକ ନିର୍ଦ୍ଦେଶନାମା ଜାରି ହେବା ପରେ ତରଙ୍ଗ ସିନେ ଉତ୍ସବ ୨୦୨୦ ପାଇଁ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ଲାଗି ଅନୁରୋଧ କରାଯାଇଛି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ସୂଚନାଥାଉ କି, ଆଜି ତରଙ୍ଗ ସିନେ ଉତ୍ସବର ଆୟୋଜନ କରାଯାଇଥିଲା। ହେଲେ ଗତକାଲି […]

  • Monday, 12 July 2021
delhi
ହାଇକୋର୍ଟରେ ଜାରି ହେଲା କରୋନା କଟକଣା

କଟକ: ସାରା ବିଶ୍ୱର କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ  କରୋନା କଟକଣା ଜାରି ହୋଇଛି। ହାଇକୋର୍ଟ ପକ୍ଷରୁ କୁହାଯାଇଛି, କୋର୍ଟରୁମ୍‌ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ। ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ […]

  • Monday, 12 July 2021
corona-oia
ଇରାନ୍‌ରେ ଫସିଛନ୍ତି ଓଡ଼ିଶାର ଯୁବକ, ଉଦ୍ଧାର ପାଇଁ ହସ୍ତକ୍ଷେପ କଲେ ବୈଜୟନ୍ତ

କଟକ: ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଜଣେ ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ  ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇଳ ସେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କଠାରୁ ଜାଣିବା ପରେ ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା […]

  • Monday, 12 July 2021
shambhavi
ଜଙ୍ଗଲ ସୁରକ୍ଷା ପାଇଁ ହୀରାଧରଙ୍କୁ ମିଳିଲା ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ । ଜଙ୍ଗଲ ସୁରକ୍ଷା ପାଇଁ ଦେବଗଡ଼ର ହୀରାଧର ସାହୁଙ୍କୁ ମିଳିଛି ସପ୍ତମ ଶାମ୍ଭବୀ ପୁରସ୍କାର । ହୀରାଧର ଜିଲ୍ଲା ଜଙ୍ଗଲ ସୁରକ୍ଷା ମଞ୍ଚ ଦ୍ୱାରା ପ୍ରାୟ ୧୬ ବର୍ଗ କିଲୋମିଟର ଜଙ୍ଗଲକୁ ଗାଁ ଲୋକଙ୍କ ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ କରିପାରିଛନ୍ତି। ଏହି ଅବସରରେ  ତାଙ୍କୁ ମାନପତ୍ର ସହ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର […]

  • Monday, 12 July 2021
hike
ପେନସନଧାରୀଙ୍କ ମହଙ୍ଗା ଭତ୍ତା ୫% ବଢିଲା

ଭୁବନେଶ୍ୱର: ପେନସନ୍ ହୋଲଡରମାନଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେନସନଧାରୀଙ୍କ ପାଇଁ ଘୋଷଣା କରିଛନ୍ତି ଅଧିକ  ମହଙ୍ଗା ଭତ୍ତା। ପେନସନଧାରୀମାନେ ୨୦୧୯ ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭତ୍ତା ପାଇବେ। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା(ଡିଏ) ଘୋଷଣା କରିଥିବା ପେନସନଧାରୀଙ୍କ ପାଇଁ ୨୦୧୯ ଜୁଲାଇ ୧ରୁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩ଲକ୍ଷ ପେନସନଧାରୀ ଉପକୃତ ହେବେ। ଏ ନେଇ ଗତକାଲି ରାଜ୍ୟ […]

  • Monday, 12 July 2021
child
ନବଜାତକକୁ ମଶାଣିରେ ଛାଡ଼ି ପଳାଇଲେ

ଅନୁଗୁଳ: ମଶାଣିରୁ ଉଦ୍ଧାର ମିଳିଲା  ନବଜାତ ଶିଶୁ କନ୍ୟା। ଏହାକୁ ନେଇ ଅନୁଗୁଳର ନାଲକୋ ଥାନା ବଳରାମ ପ୍ରସାଦ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳୁ ବଳରାମ ପ୍ରସାଦ ମଶାଣିରୁ ଏହି ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ସକାଳୁ ଜଣେ ମହିଳା ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଶିଶୁଟିର କାନ୍ଦ ଶୁଣିଥିଲେ। ସେ ଦେଖିଲେ ମଶାଣି ନିକଟରେ ଏକ ବ୍ୟାଗ ପଡ଼ିଛି।  ଏହାପରେ ଏକ ବ୍ୟାଗରୁ ସେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। […]

  • Monday, 12 July 2021
pradip nayak
ଜିତିବା ସମ୍ଭାବନା ନାହିଁ, କାହିଁକି ପ୍ରାର୍ଥୀ ଦେବୁ-ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ରାଜ୍ୟସଭାର ଚତୁର୍ଥ ପ୍ରାର୍ଥୀ ଦେବ କି ବିଜେପି ? ବିଜେଡି ପ୍ରାର୍ଥୀ ବିରୋଧରେ ଲଢ଼ିବ କି ବିଜେପି ? ଏସବୁ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଭିତରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବିଜେପି ଚତୁର୍ଥ ସିଟରେ ଜିତିବା ସମ୍ଭାବନା ନାହିଁ। ତେଣୁ କାହିଁକି ଏହି ସିଟ୍ ପାଇଁ ପ୍ରାର୍ଥୀ ଦେବ ? ସଂଖ୍ୟା ଦୃଷ୍ଟିରୁ ବିଜେପି ପଛରେ ଥିବାରୁ ଏହି ନିର୍ବାଚନ ଲଢ଼ିବନି। କଂଗ୍ରେସ ସହ କୌଣସି […]

  • Monday, 12 July 2021
43258
ନାମାଙ୍କନ ପତ୍ର ଦାଖଲ କଲେ ୪ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ BJDର ୪ ଜଣଯାକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ […]

  • Monday, 12 July 2021
masani
ମଶାଣିରୁ ଗାଏବ ହୋଇଗଲା ନାବାଳିକା ଶବ

ନବରଙ୍ଗପୁର: ଶ୍ମଶାନରୁ ଗାଏବ ହୋଇଯାଇଛି ମୃତଦେହ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୁଜାରିଗୁଡ଼ା ଗାଁ ଶ୍ମଶାନରେ ଘଟିଛି ଏପରି ଘଟଣା। କେହି ମୃତଦେହ ଖୋଳି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସ୍ଥାନୀୟ ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ।  ପରିବାର ଲୋକେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୂଜାରୀଗୁଡ଼ା ସ୍ଥିତ ଗାଁ ଶ୍ମଶାନରେ ପୋତି ଦେଇଥିଲେ । ତେବେ ଆଜି ସକାଳେ ଶ୍ମଶାନରୁ କେହି ମୃତଦେହ ବାହାର କରି ନେଇଥିବା ଦେଖିବାକୁ ମିଳିଥିଲା ମୃତକଙ୍କ […]

  • Monday, 12 July 2021
kathahodi
କାଠଯୋଡ଼ିରେ ବୁଡ଼ିଗଲେ ୨ ଯୁବକ

କଟକ: ହୋଲି ଆଣି ଦେଲା ଦୁଃଖ। ହୋଲି ଖେଳ ସରିବା ପରେ ଗାଧୋଇବାକୁ ଯାଇଥିଲେ। ଚାଲିଗଲା ଦୁଇ ଜୀବନ। ଏପରି ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ୪୨ ମୌଜା ଘାଟକୂଳ ନିକଟରେ ।ମୃତକ ଦ୍ୱୟ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା। ସେମାନଙ୍କ ଘର ନେତାଜୀ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ଦୁଇ ସାଙ୍ଗ ଆଜି ହୋଲି ଖେଳିସାରି କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେମାନଙ୍କ […]

  • Monday, 12 July 2021
balasore
ଷଣ୍ଢ କଚାଡ଼ି ଦେଲା, ଟ୍ରକ ଚଢିଗଲା

ସୋର: ମୃତ୍ୟୁ ଆସେ ଅତର୍କିତ। ଏମିତି ଅତର୍କିତ ଆସେ ଯେ ସହଜରେ ଗ୍ରହଣ କରି ହୁଏନି। ଯେମିତି  ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ନରେନ୍ଦ୍ର ଜେନାଙ୍କ ପାଖକୁ। ରଙ୍ଗ କିଣିବା ପାଇଁ ଘରୁ ବାହାରିଗଲେ, ଆଉ ଫେରିଲେନ। ଫେରିଲା ତାଙ୍କର ମୃତଦେହ। ସୋର ଅଞ୍ଚଳର  ମହୁମୁହାଣ ଗାଁର ନରେନ୍ଦ୍ର।  ହୋଲି ପାଇଁ ଆଜି ସକାଳୁ ସକାଳୁ ବଜାରକୁ ରଙ୍ଗ କିଣିବାକୁ ଯାଇଥିଲେ । ଏହି ସମୟରେ ରାସ୍ତା ଉପରେ ଷଣ୍ଢ ଲଢେଇ କରୁଥିଲେ। ସେମାନଙ୍କୁ ଅତିକ୍ରମ […]

  • Monday, 12 July 2021
5-t
ଖାନନଗରକୁ ଉଠିଯିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ

କଟକ: ଖାନନଗର ନିକଟକୁ ଘୁଞ୍ଚିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ।  ବିଶ୍ୱନାଥ ପାଠାଗାର ନିକଟ ୩୦ ଏକର ଜମିକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ଆଜି ସକାଳୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ କଟକ ଗସ୍ତ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ। ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିଆନ ଆଜି ବଡ଼ି ଭୋରରୁ କଟକ ଗସ୍ତରେ ଯାଇଥିଲେ। କଟକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ। ପ୍ରଥମେ ବାଦାମବାଡ଼ିରେ ପହଞ୍ଚି ବସଷ୍ଟାଣ୍ଡ ବୁଲି […]

  • Monday, 12 July 2021
Untitled-1
ଓଡ଼ିଶାରେ କରୋନା; ଅବଜରଭେସନରେ ଅଛନ୍ତି ୧୩୩ ସନ୍ଦିଗ୍ଧ

କଟକ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁପ ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟ କରୋନା କୋପରୁ ବାଦ୍‌ ପଡ଼ିନି।  ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  କଟକ SCBରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଜଣଙ୍କର ରକ୍ତ, ସ୍ୱାବ ନମୁନା RMRCକୁ ପରୀକ୍ଷା ପାଇଁ ପଠାଯିବ । ଗତକାଲି ୩ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ […]

  • Monday, 12 July 2021
Mo-Bus
ଅପରାହ୍‌ଣ ୨ଟା ଯାଏ ଗଡ଼ିବନି ‘ମୋ ବସ୍‌’

ଭବନେଶ୍ୱର:  ଆଜି ବନ୍ଦ ରହିବ ‘ମୋ ବସ୍’ ସେବା। ଆଜି ହୋଲି ପର୍ବ ଥିବାରୁ ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍‌ଣ ୨ଟା ପରଠୁ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି  ବନ୍ଦ ରହିବ। ଏଥିପାଇଁ ଆଜି ଟ୍ୱିନ୍ ସିଟି ଯାତ୍ରୀ ମୋ ବସ୍ ସେବାରୁ କିଛି ଘଣ୍ଟା ପାଇଁ ବିରତ ରହିବେ।  ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ […]

  • Monday, 12 July 2021
tathagata
ତଥାଗତଙ୍କ ଟ୍ୱିଟ ବାଣ; ଆରଏସ୍ ପାଇଁ ଗୁଲୁକୁ ସମର୍ଥନ

ଭୁବନେଶ୍ୱର:ଭାରତର ବିଶିଷ୍ଟ ରାଜନେତା ତଥା ଲେଖକ ଶଶି ଥରୁରଙ୍କ ଇଂଲିଶକୁ  ବୁଝିବାବେଳେ ଯେମିତି ଅନେକଙ୍କ ମୁଣ୍ଡ ଘୂରାଇ ଦିଏ, ସେମିତି ବିଶିଷ୍ଟ ରାଜନେତା ତଥା ସଂପାଦକ ତଥାଗତ ସତପଥୀଙ୍କ ଲେଖା ବି ସେମିତି ଅନେକ ସମୟରେ ବୁଝିବା କଷ୍ଟକର ହୋଇପଡ଼େ। ସମ୍ପାଦକରୁ ରାଜନେତା ଓ ପରେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ତଥାଗତଙ୍କ ଏକ ଫଟୋ ସହ ଟ୍ୱିଟ୍‌ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମଝଦାରଙ୍କୁ ଇଶାରା କାଫି ଭଳି  ତଥାଗତଙ୍କ ଏହି […]

  • Monday, 12 July 2021
Untitled-1
ପରଲୋକରେ ପୂର୍ବତନ ବିଧାୟକ

ଭଦ୍ରକ:  ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ପୁରୁଷୋତ୍ତମ ସେଠୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ।ଭଣ୍ଡାରୀପୋଖରୀ ଵ୍ଲକ ସ୍ଥିତ ରାଣୀପଡ଼ା ଵାସଭବନରେ ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସ୍ୱର୍ଗତ ସେଠୀ ୧୯୮୦ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ୧୯୮୫ ରୁ ୧୯୯୦ […]

  • Monday, 12 July 2021
ambulance
ଆମ୍ବୁଲାନ୍ସ ଆସିଲାନି, ଜିପ୍‌ରେ ପ୍ରସବ କଲେ ମହିଳା

କୋରାପୁଟ: ପୁଣି ଜନନୀ ଯନ୍ତ୍ରଣା। ଦୁର୍ଗମ ରାସ୍ତା.. ପ୍ରସବ ବେଦନା…ଅଧାବାଟରେ ଆମ୍ବୁଲାନ୍ସ ଅଟକିଯିବା…ଯେମିତି ନିତିଦିନିଆ ଘଟଣା ଏଠି। ହେଲେ ପ୍ରଶାସନ ସବୁବେଳେ ନୀରବ। ଏମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ। କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତ ତଳସେମ୍ବି ଗାଁର ମୁକେୟା ହରଡାଙ୍କ ପତ୍ନୀ ଗୁଣ୍ଡୁଲି  ଗତକାଲି ପ୍ରସବ ବେଦନାରେ ଛଟପଟ ହେଉଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ।  ତେବେ […]

  • Monday, 12 July 2021
maa
ଶବକୁ ମିଳିଲାନି ୪ ହାତ ଜାଗା, ଗାତ ଖୋଳି ପୋତିଦେଲେ ଅସହାୟ ମା’

ନୀଳଗିରି :ଦାରଦ୍ର୍ୟର ଉପହାସରୁ ଶବ ବି ବାଦ ପଡ଼ିଲାନି। ଗାଁ ଲୋକ ନିଷ୍ଠୁର ହେଲେ ।  ଶେଷ ସମୟରେ ଶବକୁ ନା ଦେଲେ ଚାରିକାନ୍ଧ ନା ମିଳିଲା ଶେଷଶଯ୍ୟା ପାଇଁ ୪ ହାତ ଜାଗା । ଅସହାୟ ବୁଢୀ ମା’ ଯେଉଁ ପୁଅର ହାତ ଧରି ଚାଲୁଥିଲା ସେଇ ପୁଅକୁ ନିଜ ହାତରେ ଗାତଖୋଳି ପୋତିଦେଲା। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଜଡ଼ିଦା ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁର କମଳିନୀ । […]

  • Monday, 12 July 2021
Baijayant-Panda
ତିରୁପତି ତିରୁମାଲା ଟ୍ରଷ୍ଟ ଟଙ୍କା ଉଠାଇନେଲା, ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଉଠିଲାନି କାହିଁକି -ବୈଜୟନ୍ତ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ରଖାଯିବାକୁ ନେଇ ମୁହଁ ଖୋଲିଛନ୍ତି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜାଣି ମଧ୍ୟ ରାଜ୍ୟ ସରକାର ଆଜିଯାଏ କାହିଁକି ଟଙ୍କା ଉଠାଇ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ […]

  • Monday, 12 July 2021
Untitled-3
ଜଗନ୍ନାଥଙ୍କର ଟଙ୍କା ୟେସ ବ୍ୟାଙ୍କରେ କାହିଁକି ? ପ୍ରଶ୍ନ ଉଠାଇଲେ ବିରୋଧୀ

ପୁରୀ: ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି ୟେସ୍ ବ୍ୟାଙ୍କ। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେସ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରାଯାଇ ନିଜ ହାତକୁ କ୍ଷମତା ନେଇଛି। ସେତିକି ନୁହେଁ, ଆରବିଆଇ ଏବେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି। ଏପରି ଖବର ଜାଣିବା ପରେ ଗ୍ରାହକ ମାନେ ଛାନିଆ ହୋଇ ପଡ଼ିଛନ୍ତି। […]

  • Monday, 12 July 2021
dc8f7be4-ae61-495c-9251-8923b596cb13
ଶ୍ରେଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ କରିବ ‘ଆମ ଟିଭି ଓ ମୋ ଖବର’

କେନ୍ଦ୍ରାପଡ଼ା : ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିବା ସାମ୍ବାଦିକମାନଙ୍କୁ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରୁଥିବା ‘ଆମ ଟିଭି ଓ ମୋ ଖବର’ ପକ୍ଷରୁ ସମ୍ମାନିତ କରାଯିବ।  ଅଭିନବ ଉପାୟରେ ଶ୍ରେଷ୍ଠ ସାମ୍ବାଦିକମାନଙ୍କୁ ଅନଷ୍ଠାନ ପକ୍ଷରୁ ପ୍ରୟସ କରାଯାଇଛି। କେନ୍ଦ୍ରାପଡାଠାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଓଲିଉଡ ଅଭିନେତ୍ରୀ ତମନ୍ନା ବ୍ୟାସ, ଆମଟିଭି ଓ ମୋ ଖବରର ସମ୍ପାଦକ ପ୍ରଣୟ ଜେଠୀ, ପ୍ରଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ନେଇ […]

  • Monday, 12 July 2021
corona
ରାଜ୍ୟରେ ଆଉ ୨ କରୋନା ସନ୍ଦିଗ୍ଧ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/କେନ୍ଦୁଝର :କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସ୍ଥିତିର ସମୀକ୍ଷା କରିଛନ୍ତି ।ଏନେଇ ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଏମଇଟି ସିବିକେ ମହାନ୍ତିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କରୋନା ନେଇ ଲୋକମାନଙ୍କୁ ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୫ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏଥିସହ ପାରାଦ୍ୱୀପରୁ ଆସିଥିବା ଦମ୍ପତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ଡିଏମଇଟି ସୂଚନା […]

  • Monday, 12 July 2021
kangaroo-1
ସର୍ବସ୍ୱାନ୍ତ କରିଦେଲା କଙ୍ଗାରୁ କୋର୍ଟ

ନୟାଗଡ଼: କେତେ ଭୟଙ୍କର ହୋଇପାରେ କଙ୍ଗାରୁ କୋର୍ଟ ତାହାର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୌରାଙ୍ଗପୁର ପଞ୍ଚାୟତର ଗୌରାଙ୍ଗପୁର ଗାଁରେ ।  ଗାଁ ଲୋକଙ୍କ ସହ  ମତ ପାର୍ଥକ୍ୟ ଯୋଗୁ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି ଏହି ଗାଁର  ରବୀନ୍ଦ୍ର ବେହେରା ନାମକ ବ୍ୟକ୍ତି। ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ରବୀନ୍ଦ୍ରଙ୍କ ଘରକୁ ଭାଙ୍ଗି ଛାରଖାର କରି ଦେଇଛନ୍ତି। ଆଜି ନୁହେଁ, ଗାଁ ଲୋକଙ୍କ ଆକ୍ରୋଶର ଶିକାର ରବୀନ୍ଦ୍ରଙ୍କ ପରିବାର ବର୍ଷ […]

  • Monday, 12 July 2021
coronavirus_i
କରୋନାଠୁ ଦୂରରେ ରହିବା ପାଇଁ ଟିପ୍‌ସ୍‌; ଆଡ୍‌ଭାଇଜରୀ ଜାରି କଲେ ସରକାର

ଭୁବନେଶ୍ୱର:ବଢୁଛି କରୋନା ଭୟ। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସବୁଠି ଖେଳି ଯାଇଛି ଆତଙ୍କ। ପାରାଦୀପରେ ଜଣେ ଇଞ୍ଜିନିୟରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଏଥିସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଉଭୟଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଛି। ଏପରି ପରିସ୍ଥିତିରେ  ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କାର୍ଯ୍ୟକ୍ଷେତ୍ରରେ କ’ଣ ସତର୍କତା ଅବଲମ୍ବନ କରିବେ ସେ […]

  • Monday, 12 July 2021