ଭୁବନେଶ୍ୱର: ଗତକାଲି ରାତିରେ ହୋଇଥିବା ବର୍ଷା ପରେ ଗତକିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ମୁକ୍ତି ମିଳିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରପ ଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହିତ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ସେହିପରି କୋରାପୁଟ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, […]
ଭୁବନେଶ୍ୱର:ଦେଶରେ କରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସୀମାରେ ଅଟକାଇବା ପାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଯାଏଁ ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତାଙ୍କ ସହ ଯୋଗାଯୋଗ କରିପାରିନାହାନ୍ତି ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ୨ ହଜାର ୮୫୬ ଜଣ ବିଦେଶରୁ ଫେରିଥିଲେ । ତେବେ ଜିଲ୍ଲା ସ୍ତରୀୟ ସର୍ଭେଇଲାନ୍ସ ଟିମ୍ ସେମାନଙ୍କ ସହ ଯୋଗାଯୋଗ […]
ଭୁବନେଶ୍ୱର: ସୁଦୂର ଚୀନରୁ ଆସି କିଲର କରୋନା ଭାଇରସ୍ ଆମ ଘର ପାଖରେ ପହଞ୍ଚି ଗଲାଣି। ହେଲେ ଏହାକୁ ଘର ଭିତରକୁ ପଶିବାକୁ ଦେବା ନାହିଁ। ସେଥିପାଇଁ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଟ୍ୱିଟ କରି ନିବେଦନ କରିଛନ୍ତି। ମହାମାରୀ କରୋନାର ଭୟାବହତା ଦେଖିବା ପରେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟାଭିଡ଼ିଛନ୍ତି। ସାରା ଦେଶକୁ ୩ ସପ୍ତାହ ପାଇଁ ଲକ୍ଡାଉନ ଘୋଷଣା କରିଛନ୍ତି ପ୍ରାଧାନମନ୍ତ୍ରୀ ନବୀନ […]
ଫୁଲବାଣୀ: ସାରା ଦେଶ ଲକ୍ଡାଉନ୍। ଘରୁ ନ ବାହାରିବା ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଘରେ ରହିବା ପାଇଁ ବିନମ୍ର ନିବେଦନ କରିଛନ୍ତି। କାରଣ କରୋନାରୁ ବର୍ତ୍ତିବା ପାଇଁ ଏହା ହେଉଛି ଏକମାତ୍ର ରାସ୍ତା। ଏହାସତ୍ତ୍ୱେ ଲୋକେ ବାହାରେ ବୁଲିବା ଅଭ୍ୟାସ ଛାଡ଼ି ପାରୁନାହାନ୍ତି। ତେଣୁ ନିୟମ ଖିଲାପକାରୀଙ୍କ ପାଇଁ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଯେଉଁମାନେ ନିୟମ ଉଲ୍ଲଘଂନ […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ହୋଇଛି। ମନ୍ଦିର ଦର୍ଶନ ଉପରେ କଟକଣା ଜାରି ହୋଇଛି। ଉତ୍ସବ ଓ ଜନସମାଗମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ସରକାର ତେବେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ନା କେବଳ ପରମ୍ପରା ବଜାୟ ରଖିବାକୁ ନୀତି ପାଳନ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏସବୁ ପରେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି ଲିଙ୍ଗରାଜଙ୍କ ରଥଖଳା। ରଥ କାମ ଆଗେଇ ଚାଲିଛି। ଯଦି […]
ପୁରୀ: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଏମିତି ସୂଚନା ଦେଇଛି ପ୍ରଶାସନ। ୟେସ ବ୍ୟାଙ୍କ ଦେବାଳିଆ ହେବା ପରେ ଜଗା ଟଙ୍କାକୁ ନେଇ ରାଜ୍ୟବାସୀ ଉଦ୍ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ବହୁତ ତୁମ୍ଭିତୋଫାନ ହେବା ପରେ ଶେଷରେ ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ବୋଲି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ । ହେଲେ ଏବେ ଏହି ନିଷ୍ପତ୍ତି […]
ଭୁବନେଶ୍ୱର: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଦେଖା ଦେଇଛି ଏକ ସଙ୍ଗୀନ ପରିସ୍ଥିତି। କିଲର କରୋନାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରାଯାଇଛି । ମୋଟ ୫୪୮ଟି ଜିଲ୍ଲାରେ ଲକ ଡାଉନ୍ କରାଯାଇଛି । ସମ୍ପୂର୍ଣ୍ଣ ଓଡ଼ିଶା ମଧ୍ୟ ଲକ୍ଡାଉନ କରାଯାଇଛି। ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଆଜି ଦିନ […]
ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଶିଷ୍ଟ ୧୬ଟି ଜିଲ୍ଲା ଲକ୍ଡାଉନ ହେବ । ପ୍ରଥମେ ୫ଟି ଜିଲ୍ଲା ଏବଂ ଗତକାଲି ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ରାଜ୍ୟ ସରକାର ଗତ ୨୨ତାରିଖରୁ ୫ଟି […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। କାଦୁଅପଦରଠାରେ ଏକ ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନେ କାମ ସାରି ରାତି ୮ଟାରେ ନିଜ ଗାଁ ଲାବେନସରକୁ ଟ୍ରାକ୍ଟରରେ ବସି ଯାଉଥିବା ବେଳେ କାଦୁଅ ପଦରଠାରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣଙ୍କର ମେଡିକାଲରେ ଜୀବନ ଯାଇଛି । […]
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ରାଜ୍ୟରେ ମୋଟ ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି। ଗତ ୨୨ତାରିଖରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା ବେଳେ ଆଜିଠୁ ଆଉ ୯ ଜିଲ୍ଲାରେ ଲକ୍ଡାଉନ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ଆଜି ସକାଳ ୭ଟାରୁ ଏହି ସବୁ ଜିଲ୍ଲାରେ […]
ଭଦ୍ରକ: ଗତକାଲି ଲାଗୁ ହୋଇଥିବା କର୍ଫ୍ୟୁକୁ ଲୋକେ ମାନି ଘରେ ରହିଥିଲେ ହେଁ, ଆଜି କଟକଣାକୁ କେହି ମାନୁ ନାହାନ୍ତି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପରିସ୍ଥିତିକୁ ଦେଖି ଲକଡାଉନ୍କୁ ନେଇ କଟକଣା କଡାକଡି କରିବାକୁ ଘୋଷଣା କରାଯାଇଛି। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଥିଲା। ଏପରି ପରିସ୍ଥିତିରେ ଭଦ୍ରକରେ କଟକଣା ଭାଙ୍ଗି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଭଦ୍ରକ ଟାଉନ ପୋଲିସ ଏହି ବ୍ୟବସାୟୀଙ୍କୁ ଗିରଫ […]
କଟକ: କରୋନାକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଥିବାବେଳେ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ନେଇ କଟକଣା ଜାରି କଲେ ଓଡ଼ିଶା ହାଇକୋର୍ଟ । କଟକଣା ଜାରି ହୋଇଥିବା ଖୋର୍ଦ୍ଧା, କଟକ, ଗଂଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସହ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ଯାଜପୁର ରୋଡ ଏବଂ ଭଦ୍ରକ ସହରରେ ଥିବା ଅଦାଲତଗୁଡିକ ପାଇଁ ଏହି କଟକଣା ଜାରି ହୋଇଛି । ଏହି ସବୁ ଜିଲ୍ଲା ଏବଂ ସହରରେ ଥିବା ଜିଲ୍ଲା […]
ଭୁବନେଶ୍ୱର: ଓଡ଼ିଶାରେ ୨ରେ ସୀମିତ ରହିଛି କରୋନା ପଜିଟିଭଙ୍କ ସଂଖ୍ୟା । ବିଦେଶରୁ ଫେରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭୪ ଜଣ ନାଁ ପଞ୍ଜୀକରଣ କରିଛନ୍ତି। ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୭୬ଟି ନମୁନାର ରିପୋର୍ଟ ଆସିଥିବା ବେଳେ ସେଥିରୁ ୨ଟି ପଜିଟିଭି ଜଣାପଡ଼ିଛି । ୨୮ ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି ବୋଲି ପ୍ରେସମିଟ୍ରେ ସୂଚନା ଦିଆଯାଇଛି । ତେବେ ବିଦେଶରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିବା କଟକର ଜଣେ ବ୍ୟକ୍ତି ପ୍ରଶାସନର ନିର୍ଦ୍ଦେଶ […]
ନବରଙ୍ଗପୁୁର: କରୋନାକୁ ନେଇ ରାଜ୍ୟରେ କଟକଣା ଆଜି ବି ଜାରି ରହିଛି। ସରକାର ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରକୁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏବେ ନବରଙ୍ଗପୁୁର ଜିଲ୍ଲାର ୨ ସହରରେ ଲାଗିଛି କଟକଣା। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଅନ୍ୟ ପ୍ରମୁଖ ସହର ଉମରକୋଟରେ କଟକଣା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ହଠାତ ରବିବାର […]
ଭୁବନେଶ୍ୱର: କରୋନା କାୟା ବିସ୍ତାର କରି ଚାଲିଛି। ଏହା ସହିତ ଆମକୁ ମୁକାବିଲା କରିବାକୁ ପଡ଼ିବ। ଏଥି ସହିତ ଲୋକେ ଅସୁବିଧାର ସମ୍ମୁଖୀନ ହେବେନି। ଏହାକୁ ଦଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି। ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଇଛନ୍ତି ଦୃଢ ପଦକ୍ଷେପ। ଏପରି ଭୟାବହତା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂପର୍କିତ ଅଭିଯୋଗର ଶୁଣାଣି ପାଇଁ ରାଜ୍ୟ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ଏପରି ପଦକ୍ଷେପ […]
ଭୁବନେଶ୍ୱର: କରୋନା ପ୍ରତି ସତର୍କ ରୁହନ୍ତୁ, କରୋନାଠାରୁ ଦୂରେଇ ରୁହନ୍ତୁ-ଏଇ ଉଦ୍ଦେଶ୍ୟରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆଜି ବି ୨ୟ ଦିନରେ ଲକ୍ଡାଉନ ଜାରି ରହିଛି। ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ଅତି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ପାସ୍ ଯୋଗାଇ ଦେବେ ବୋଲି କହିଛି କମିଶନରେଟ୍ ପୋଲିସ । ଗତକାଲିଠାରୁ ମାର୍ଚ୍ଚ ୨୯ ତାରିଖ ୯ଟା ଯାଏଁ ଲକ୍ ଡାଉନ ଲାଗୁ ହୋଇଛି । ତେଣୁ ନିହାତି ଜରୁରୀ ନ ହେଲେ […]
ଭୁବନେଶ୍ୱର: କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍ । ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍ । ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ […]
ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍ଡାଉନର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରରେ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ବ୍ୟାପି ଲକ୍ ଡାଉନ ରହିଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ ସହର ସମେତ ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ୍ […]
ଝାରସୁଗୁଡା: ପୁଅର କାନ୍ଧକୁ ଅପେକ୍ଷା କରିଛି ବାପାଙ୍କ ମୃତଦେହ। ହେଲେ କରୋନା ପାଇଁ ଦୂର ଦେଶରେ ଥିବା ପୁଅ ଫେରି ପାରୁନି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସାହସପୁର ଗାଁରେ। ଦୁଇ ଦିନ ତଳେ ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ କିପରି ଶବ ସତ୍କାର କରାଯିବ ? କାରଣ ଦୁଇ ପୁଅ ଯେ ପାଖରେ ନାହାନ୍ତି। ବାପାଙ୍କ ଶେଷ ଦର୍ଶନ ବି ପୁଅମାନେ କରିବାକୁ ବିକଳ। ହେଲେ […]
ଭୁବନେଶ୍ୱର:କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମଲ, ସିନେମାହଲ ବନ୍ଦ ରଖିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ଆହ୍ୱାନ ଦିଆଯାଉଛି। ବିଦେଶରୁ ଆସିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ୪୮ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ କଟକଣା ଜାରି କରାଯାଇଛି। ଏହାବ୍ୟତୀତ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ହୋଟେଲ ଓ ଗେଷ୍ଟ ହାଉସରେ ରହୁଥିଲେ ସରକାରଙ୍କୁ ସୂଚନା ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ କିଛି […]
ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହରର ସମସ୍ତ ମଲ, ସିନେମା ହଲ ବନ୍ଦ ରଖିବା ପାଇଁ ଘୋଷଣା କରିବା ସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ଖାଦ୍ୟରୁ […]
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ଆଜି ଟ୍ୱିନ୍ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ବିଗତ ୧୪ ଦିନ ଭିତରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ ମନା କରାଯାଇଛି। ବାହାରୁ ଫେରିଥିବା କର୍ମଚାରୀ ୧୪ ଦିନ ଘରେ ରହି କାମ କରିପାରନ୍ତି। ଯଦି କାମ କରିବାକୁ ଅସମର୍ଥ ତାହେଲେ କମ୍ପାନୀ ପକ୍ଷରୁ ଛୁଟି ଦିଆଯାଉ […]
ପୁରୀ: କରୋନା ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ବିଶେଷ କରି ପର୍ଯ୍ୟଟନସ୍ଥଳୀ ପୁରୀରେ କଟକଣା ଜାରି କରାଯାଇଛି। ଗତକାଲି ଠାରୁ ପିପିଲି ଟୋଲଗେଟ୍ରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଥିବା ବେଳେ ଆଜି ଜିଲ୍ଲାକୁ ଯାଇଥିବା ସମସ୍ତ ପ୍ରବେଶ ପଥରେ ସ୍କ୍ରିନିଂ କରାଯାଉଛି। ବ୍ରହ୍ମପୁର, ଜଗତସିଂହପୁର ଓ କଟକ ପଟୁ ଥିବା ପ୍ରବେଶ ପଥରେ ସ୍ୱାସ୍ଥ୍ୟ, ପରିବହନ ଓ ପୋଲିସ ପକ୍ଷରୁ ମିଳିତ ସ୍କ୍ରିଂନିଂ କରାଯାଉଛି । ଗୋଟିଏ ନିର୍ଦ୍ଦିଷ୍ଟସ୍ଥାନରେ ଜନଗହଳି ରୋକିବାକୁ […]
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଆଜି ସକାଳୁ ଗୋଟିଏ ବୋଏ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ପରେ ଜଣାପଡ଼ିଥିଲା ଏହା ବନ୍ଦରରେ ଲାଗିଥିବା ଏକ ବୋଏ। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ। ଅସ୍ତରଙ୍ଗରେ ଲାଗିଥିବା ବୋଏ କୌଣସି ଏକ ବନ୍ଦରରୁ ଭାସି […]
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସତର୍କତାମୂଳକ ପଦକ୍ଷେପ। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଏହି ସର୍କୁଲାର ଅନୁସାରେ, ଆଜିଠାରୁ କେବଳ ଜରୁରୀ ମାମଲାର ଶୁଣାଣି ଛଡ଼ା ଅନ୍ୟ କୌଣସି ମାମଲାର ଶୁଣାଣି କରାଯିବ ନାହିଁ । ସେତେ ଗୁରୁତ୍ୱ ନ ଥିବା ମାମଲାର ଶୁଣାଣି ନ କରିବାକୁ ପରାମର୍ଶ। ଦିଆଯାଇଛି । ଶୁଣାଣି ପାଇଁ ଆସୁଥିବା ଅନ୍ୟ ମାମଲା ବର୍ତ୍ତମାନ ପାଇଁ […]