• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ପୋଲିସ୍‌ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍‌ ବୋହୂ

କଳାହାଣ୍ଡି(ରାଜ କୁମାର ସିଂ ଦେଓ): ପୋଲିସ୍‌ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍‌ ବୋହୂ। ନକଲି ବିବାହ କରି ଲୋକଙ୍କୁ ଠକୁଥିବା ଏହି ଡୁପ୍ଲିକେଟ୍‌ ବୋହୂଙ୍କୁ ପୋଲିସ୍‌ ଧରିଛି। ଖାଲି ଡୁପ୍ଲିକେଟ୍‌ ବୋହୂ ନୁହେଁ ଏସବୁ କାମରେ ତାଙ୍କୁ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି। କଳାହାଣ୍ଡି ପୋଲିସ୍‌ ଏହି ୪ ଜଣିଆ ଆନ୍ତରାଜ୍ୟ ଗ୍ୟାଙ୍ଗକୁ ଧରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ନକଲି ବୋହୂ ସାଜୁଥିବା ସୁନ୍ଦରଗଡ ଜିଲ୍ଲାର ଏଲି ମହାନ୍ତ ଓ ତାଙ୍କ […]

  • Tuesday, 13 July 2021
similipal forest fire
ଜଙ୍ଗଲରେ ନିଆଁ ଲଗାଇ ଗିରଫ ହେଲେ ବାପ ପୁଅ

ମାଧପୁର(ଭାର୍ଜନ କୁମାର ପ୍ରଧାନ) : ଜଙ୍ଗଲରେ ନିଆଁ ଲଗାଇ ବାପ ପୁଅ ଗିରଫ। ବୌଦ୍ଧ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ବନ ବିଭାଗ । ଗତକାଲି ରାତିରେ ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପପୁଅ ବନ ବିଭାଗ ସ୍କ୍ୱାର୍ଡ କୁ ଦୌଡି ପଳାଇବାକୁ ଉଦ୍ୟମ କଲା ବେଳେ ସ୍କ୍ୱାର୍ଡ ହାତରେ ଧରା ପଡ଼ିଥିଲେ ବାପପୁଅ । ଅଭିଯୁକ୍ତମାନେ […]

  • Tuesday, 13 July 2021
Biban's wife
ଅଞ୍ଜନା ଗଣଦୁଷ୍କର୍ମ ମାମଲା; ମୁହଁ ଖୋଲିଲେ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ

ଭୁବନେଶ୍ୱର: ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଛନ୍ତି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍‌ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କ ପତ୍ନୀ। ବିବନ୍‌ଙ୍କ ପତ୍ନୀ ଆହୁରି କହିଛନ୍ତି, ସେ(ସ୍ୱାମୀ) ଯିବା ପରଠାରୁ ତାଙ୍କ […]

youth suicide
ନିର୍ବନ୍ଧ ସରିଥିବା ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପୁଇଁନ୍ତଳା : ନିର୍ବନ୍ଧ ସରିଥିଲା । ଦୁଇ ମାସ ପରେ ବାହାଘର ହୋଇଥାଆନ୍ତା । ବାଣ,ବାଜା ରୋଷଣୀରେ ସାଙ୍ଗସାଥୀ ପରିବାର ମେଳରେ ଯାଇଥାଆନ୍ତା ବରଯାତ୍ରୀ । ହସଖୁସିରେ ପୂରି ଉଠୁଥିଲା ପରିବାର । ହେଲେ ଅଚାନକ କ’ଣ ହେଲା କେଜାଣି ନିଜ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କଲେ ଯୁବକ । ନୂଆବୋହୂ ଘରକୁ ଆଣିବା ବଦଳରେ ଶ୍ମଶାନକୁ ଗଳା ବର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ବୁରୋଭାଡି […]

  • Tuesday, 13 July 2021
farmer
କେନ୍ଦ୍ରାପଡ଼ାର ଯୁବ ଜୈବିକ ଚାଷୀ : ଚାକିରି ଛାଡ଼ି ଚାଷ କରୁଛନ୍ତି ଗୋବର୍ଦ୍ଧନ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ଚାକିରି ଛାଡ଼ି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଗୋବର୍ଦ୍ଧନ ପ୍ରଧାନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଆଜିର  ଯୁବପିଢୀ ଚାଷ ଉପରୁ ମୁହଁ ଫେରାଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ ମୋଟା ଅଙ୍କର ଦରମାକୁ ଲୋଭ ନକରି ନିଜ ବାଡିରେ ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର […]

  • Tuesday, 13 July 2021
fire
ବରୁଣେଇ ପାହାଡରେ ଅଗ୍ନିକାଣ୍ଡ : ନିଆଁ ଲିଭାଉଛନ୍ତି ଅଗ୍ନିଶମ କର୍ମଚାରୀ

ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଆଜି ପୁଣି ବରୁଣେଇ ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ଲାଗିଛି ନିଆଁ। ଏହାକୁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି । ନିଆଁ ଲିଭାଇବା ପାଇଁ ଏବେ ବି ଚାରୋଟି ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି।  ତେବେ କେମିତି ଜଙ୍ଗଲରେ ନିଆଁ ଲାଗିଛି ତାହା  ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଆଜି କିଛି ଲୋକ ଖୋର୍ଦ୍ଧା ବରୁଣେଇ […]

  • Tuesday, 13 July 2021
Fake Electricity Bills
ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠୁ ଲୁଟିନେଲେ ଟଙ୍କା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପୁଣି ସାମ୍ନାକୁ ଆସିଛି ନକଲି ବିଦ୍ୟୁତ୍‌ ବିଲ୍ ସଂଗ୍ରହକାରୀଙ୍କ ଠକାମୀ। ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଠକି ନେଇଛନ୍ତି ଦୁର୍ବୃତ୍ତ। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ ଗାଁରେ ଏହି ଘଟଣା ଘଟିଛି। ବିଦ୍ୟୁତ୍‌ ବିଲ୍ ସଂଗ୍ରହ ପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଗ୍ରହକାରୀ ରବିବାର ଦିନ ବଲାଟ ଗାଁକୁ ଯାଇଥିଲେ। ଏହାପରେ ଲୋକମାନେ ଠକାମିର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ […]

  • Tuesday, 13 July 2021
meenabazar
”ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ମିଳୁ ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି’

ଭୁବନେଶ୍ୱର:  ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ଦିଆଯାଉ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି। ଏଭଳି ଚେତାବନୀ ଶୁଣାଇଛନ୍ତି ରାଜ୍ୟ ଦୋଳି ଓ ମୀନା ବଜାର ସଂଘ । କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ଏପରିକି ୨୦୦୦ ଲୋକରେ ଅପେରା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି  ମଧ୍ୟ ହେଉଛି। ଏଥିରେ ଅନେକ ସଂଖ୍ୟାରେ ଲୋକେ ଯୋଗ ମଧ୍ୟ ଦେଉଛନ୍ତି। ବଡ଼ ବଡ଼ ମଲ, ସିନେମା ହଲ […]

  • Tuesday, 13 July 2021
marriage
ଝିଅ ବିଦା ହୋଇ ଗଲା ଶାଶୂ ଘରକୁ, ମଶାଣି ଜୁଇରେ ଜଳିଲା ବାପାର ଚିତା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ହଠାତ୍‌ ନୀରବି ଗଲା ବାହାଘରର ମହୋତ୍ସବ। ହସଖୁସିର ଉଛୁଳା ଜୁଆରରେ ଯେମିତି ଭଟ୍ଟା ପଡ଼ିଗଲା। କାନ୍ଦବୋବାଳିରେ ଫାଟି ପଡ଼ିଲା ଘର। ଏହା ଦୁର୍ଭଗ୍ୟ ନୁହେଁ ତ ଆଉ କ’ଣ ? ଗୋଟିଏ ପଟେ ଝିଅର ମଥାରେ ସିନ୍ଦୂର ଲାଗିଥିବାବେଳେ ଅନ୍ୟପଟେ ମା’ ମଥାରୁ ସବୁଦିନ ପାଇଁ  ଲିଭି ଯାଇଥିଲା ସିନ୍ଦୂର। ଝିଅ ବିଦା ହୋଇ ଶାଶୂ ଘରକୁ ଯାଉଥିବାବେଳେ ବାପା ସଜ ହେଉଥିଲେ ଯିବାପାଇଁ ମଶାଣିକୁ।  ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି […]

  • Tuesday, 13 July 2021
cm
ସଂକ୍ରମଣ ବଢ଼ୁଥିବା ବେଳେ କିପରି ପିନ୍ଧିବେ ମାସ୍କ, ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଦୃଶ୍ୟ ଭାଇରସର ମାୟାଜାଲ ଏବେ ବି ଲୋକଙ୍କୁ କବଳିତ କରିଚାଲିଛି । କିଛି ମାସର ବ୍ୟବଧାନ ପରେ ପୁଣି ଥରେ କରୋନା ମହାମାରୀ କଡ଼ ଲେଉଟାଇଲାଣି। ଏପରି ସ୍ଥିତିରେ ମାସ୍କ କିପରି ପିନ୍ଧିବା, ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ମହାମାରୀ ବଢ଼ିଚାଲିଥିବା ବଳେ ଭିଡ଼ ଜାଗାରେ ବି ଲୋକଙ୍କ ବେପରୁଆ ପଣ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେଣୁ ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ବରଂ ଠିକ୍‍ ଭାବରେ […]

  • Tuesday, 13 July 2021
cm
ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା : ’ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ’

ଭୁବନେଶ୍ୱର: କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି […]

  • Tuesday, 13 July 2021
Coloured Cauliflowers Grown
କ୍ଷେତରେ ହସୁଛି ଗୋଲାପୀ ଓ ବାଇଗଣୀ ରଙ୍ଗର କୋବି

ନିଶ୍ଚିନ୍ତକୋଇଲି : କୋବି ଚାଷ କରି ଚର୍ଚ୍ଚାରେ ମହିଳା  ସ୍ୱୟଂ ସହାୟିକା ଗୋଷ୍ଠୀ । ତେବେ ଚର୍ଚ୍ଚା ଚାଷ ପାଇଁ ନୁହେଁ, ବରଂ ଭିନ୍ନ ଧରଣର କୋବି ଉତ୍ପାଦନ ପାଇଁ ସେମାନେ ଏବେ ଚର୍ଚ୍ଚିତ ଅଛନ୍ତି। ଆମେ ଧଳା ଓ ସବୁଜ ରଙ୍ଗର ଫୁଲ କୋବି ଦେଖିଛେ, କଟକ ନିଶ୍ଚିନ୍ତକୋଇଲି ବ୍ଲକ ସାଙ୍କିଲୋ ଗାଁର ମହିଳାମାନେ ଏବେ ରଙ୍ଗବେରଙ୍ଗୀ କୋବି ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ତେବେ ଭିନ୍ନ ରଙ୍ଗର କୋବି […]

  • Tuesday, 13 July 2021
Odisha-assembly
ବିଧାନସଭାରେ ଥମୁନି ମଣ୍ଡି ଝଡ଼, ବିରୋଧୀ-ଶାସକ ମୁହାଁମୁହିଁ

ବିଧାନସଭାରେ ଆଜି ବି ହଙ୍ଗାମା ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ମଣ୍ଡି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ପାଟିତୁଣ୍ଡ ଧାନ ମଣ୍ଡି ସମସ୍ୟାକୁ ନେଇ ବିଜେପି, କଂଗ୍ରେସର ସ୍ଲୋଗାନ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ପ୍ରସଙ୍ଗ କଲା ବିଜେଡି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି ଭୁବନେଶ୍ୱର : ବିଧାନସଭାରେ ଥମୁନି ମଣ୍ଡି ଝଡ଼ । ଆଜି ବି ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ । ତେବେ ବଡ଼ କଥା ହେଲା, ପ୍ରଥମ ଥର […]

  • Tuesday, 13 July 2021
body-building
ରାଜ୍ୟ ମହିଳା ଫିଟନେସ୍ ଚାମ୍ପିୟନସିପରେ ଚମକିଲେ ଓଡ଼ିଶା ସୁନ୍ଦରୀ

ଭୁବନେଶ୍ୱର: ବଡିବିଲଡିଂ ବା ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ କମାଲ ଦେଖାଇବେ ଓଡିଆ ଝିଅ ।  ରାଜ୍ୟରେ ଧୀରେ ଧୀରେ ବଡିବିଲଡିଂ ପ୍ରତି ଯୁବତୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଛି ରାଜ୍ୟ ମହିଳା ଫିଟନେସ ଚାମ୍ପିୟାନସିପ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ଶାରୀରିକ ଗଠନର ଚମକ ଦେଖାଇଛନ୍ତି ମହିଳା ପ୍ରତିଯୋଗୀ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜଲୱା ଦେଖାଉଛନ୍ତି ଓଡ଼ିଆ ମହିଳା। ଘର କୋଣରେ ପଡ଼ି ନରହି ଷ୍ଟେଜ ଉପରେ ପୁରୁଷଙ୍କ ପରି ପୋଜ ଦେଉଛନ୍ତି […]

  • Tuesday, 13 July 2021
pipili politics
’ଲୋକଙ୍କ ଇଛା, ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ’

ପୁରୀ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଜୋର ଧରିଲାଣି ରାଜନୈତିକ ଉଷ୍ମତା । ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ। ତେବେ ଉପନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ଉପନିର୍ବାଚନୀ ତାତିକୁ ଆହୁରି ସରଗରମ କରିଦେଇଛନ୍ତି ମନ୍ତ୍ରୀ । ପିପିଲି ନିର୍ବାଚନମଣ୍ଡଳୀର ଲୋକେ ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ବୋଲି ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ […]

  • Tuesday, 13 July 2021
Anjana Mishra
ବିବନକୁ ଫାଶି ହେଉ, ପ୍ରତିଦିନ ମୁଁ ମରି ମରି ବଞ୍ଚିଛି: ଅଞ୍ଜନା

ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି।  ଏନେଇ ପ୍ରେସମିଟ୍‌ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍‌ ଓ ତାଙ୍କ […]

school
ପରୀକ୍ଷା ହେବନି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ଗୋଟିଏ ପଟେ ପ୍ରବଳ ଖରା ଆଉ ଅନ୍ୟପଟେ କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି ।  ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ […]

  • Tuesday, 13 July 2021
koraput
ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ : ନାହିଁ ଆବଶ୍ୟକ ବେଡ୍, ବାରଣ୍ଡାରେ ପଡ଼ି ରହୁଛନ୍ତି ରୋଗୀ

ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିବା ସାଙ୍ଗକୁ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ […]

  • Tuesday, 13 July 2021
puri
ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା : ନୟାଗଡ଼ ବଦଳରେ ବୌଦ୍ଧରୁ ଆସୁଛି ପର୍ଯ୍ୟାପ୍ତ ରଥ କାଠ

ଜଗନ୍ନାଥ ବନ ପ୍ରକଳ୍ପ ଫେଲ୍ ମାରିଥିବା ସେବାୟତଙ୍କ ଅଭିଯୋଗ ନୟାଗଡ଼ରେ କାଠ ଅଭାବ କଥାକୁ ସ୍ୱୀକାର କଲେ ନୀତି ପ୍ରଶାସକ ପୁରୀ(ମଧୁସୂଦନ ମିଶ୍ର) : ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା । ନୟାଗଡ଼ ବନଖଣ୍ଡ ବଦଳରେ ବୌଦ୍ଧରୁ ଅଧିକ ମାତ୍ରାରେ ଆସୁଛି ରଥ କାଠ, ଯାହା ନୟାଗଡ଼ରେ ରଥକାଠ ଅଭାବ କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସେବାୟତଙ୍କ ଅଭିଯୋଗ, ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ । ସେପଟେ ଅଭିଯୋଗକୁ ସିଧାସଳଖ […]

  • Tuesday, 13 July 2021
Crime-Against-Women
କରୋନା ବେଳେ ରାଜ୍ୟରେ ବଢିଛି ଅପରାଧ : ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି

୨୦୨୦ରେ ବଢିଛି ହତ୍ୟା, ବଳାତ୍କାର, ଦଙ୍ଗା ଓ ସିନ୍ଧିଚୋରି ୨୦୧୯ ତୁଳନାରେ ୨୦୨୦ରେ ୧୦ ପ୍ରତିଶତ ଅଧିକ ବଢିଛି ୧ଲକ୍ଷ ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି ଦୁର୍ଘଟଣା କମିଥିବା ଗୃହ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ ୨୦୨୦ରେ ରାଜ୍ୟରେ ୧୪୭୦ ହତ୍ୟା, ୫୧୪ ଡକାୟତି, ୪୫୦୦ ସିନ୍ଧିଚୋରି NDPS ମାମଲାରେ ପୋଲିସ ହଜାରେରୁ ଅଧିକ ମାମଲା ରୁଜୁ କରିଥିଲା ୧୮୦୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ଭୁବନେଶ୍ୱର: ମହାମାରୀ କାଳରେ ରାଜ୍ୟରେ […]

  • Tuesday, 13 July 2021
snake
"ଚିକିତ୍ସା କରାଅ ନଚେତ୍‌ ମାରିଦିଅ"

ସାପ କାମୁଡ଼ାକୁ ମାସେରୁ ଅଧିକ ସମୟ ବିତିଥିବାରୁ ଝିଅର ହାତ ନଷ୍ଟ ହେବାକୁ ବସିଛି। ଅର୍ଥ ଅଭାବରୁ ତାଙ୍କୁ ଉନ୍ନତ ଚିକିତ୍ସା ମିଳିପାରିନାହିଁ। ପରିବାର ଲୋକେ ଚିକିତ୍ସା ଲାଗି ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ମଂଜୁଳାକୁ କାମୁଡିଥିବା ନାଗ ସାପଟିକୁ ଧରି ଏବେବି ପରିବାର ଲୋକେ ଘରେ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଚିକିତ୍ସା ଲାଗି ତାଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଇଘର ବିଡିଓ।

father-son arrested
ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିଲେ ବାପପୁଅ, ବାନ୍ଧିଲା ପୋଲିସ୍‌

ଅନୁଗୁଳ(ବିରଜା ଦାସ): ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପପୁଅଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନାଙ୍କ ପୁଅଙ୍କୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରି କରାଇ […]

  • Tuesday, 13 July 2021
Shooting
ଘରକୁ ଫେରୁଥିଲେ, ପଛପଟୁ ବାଜିଲା ଗୁଳି: ରାସ୍ତାରେ ଟଳି ପଡ଼ିଲେ ବ୍ୟବସାୟୀ

ଉମରକୋଟରେ ଟି. ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ବ୍ୟବସାୟୀଙ୍କ ଅଣ୍ଟାରେ ବାଜିଛି ଗୁଳି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବ୍ୟାଙ୍କ ସମ୍ମୁଖରେ ବାଇକ୍ ଧରି ଠିଆ ହୋଇଥିବା ବେଳେ ଗୁଳିମାଡ଼ ଗୁଳିମାଡ଼ କରି ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର, କାରଣ ଅସ୍ପଷ୍ଟ ଉମରକୋଟ(କାର୍ତ୍ତିକ ମଲ୍ଲିକ):  ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅଭିଯୋଗ । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ଟି. ସଂଜୀବ ସୁବୁଦ୍ଧି। ତାଙ୍କ ଅଣ୍ଟାରେ ଗୁଳି ବାଜିଛି । […]

  • Tuesday, 13 July 2021
marriage-party
ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍

କଟକ: ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଇମାମ ନଗରରେ ଏହି ଅଭାବନୀୟ ଘଟିଛି। ଏଥିରେ ପାଖାପାଖି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି। ଆହତଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଇମାମ ନଗର ଅଞ୍ଚଳରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ଫଳରେ ଲୋକମାନଙ୍କ ଯା’ଆସ ଲାଗି ରହିଥିଲା। ଏହି ସମୟରେ […]

  • Tuesday, 13 July 2021
rain
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା

୧୧ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜରେ ବର୍ଷା ସମ୍ଭାବନା ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼ରେ ହୋଇପାରେ ବର୍ଷା ୧୧ଟି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକକୁ ୟେଲୋ ଓ୍ୱାର୍ଣ୍ଣିଂ ମୟୂରଭଂଜ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।  ଉତ୍ତର ଉପକୂଳ ଓଡ଼ିଶା, ଝାରସୁଗୁଡ଼ା, […]

  • Tuesday, 13 July 2021