• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

e-odisha-up
ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା କି ଟ୍ରାନ୍ସପେରାନ୍ସି ?

ଭୁବନେଶ୍ୱର : ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା ଟ୍ରାନ୍ସପେରାନ୍ସି ବା ସ୍ୱଚ୍ଛତା । ସରକାରୀ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ସିଧାସଳଖ ଇଣ୍ଟରନେଟ୍ ଯୋଗେ ଜାଣିବାକୁ ପ୍ରଚଳିତ ହୋଇଥିଲା ଇ-ଡେସପାଚ୍।  ହେଲେ ବିଭାଗୀୟ ମୁଖ୍ୟ ହୁଅନ୍ତୁ କି ରାଜ୍ୟ ପ୍ରଶାସନ ମୁଖ୍ୟଙ୍କ ତାଗିଦ୍ ନଥିବାରୁ ଲଗାମ ଛଡ଼ା ହୋଇଛି ଏ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କଣ ନିଅାଯାଉଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ? କେଉଁ ଅଫିସରଙ୍କ ନିକଟକୁ ଗଲା କେଉଁ ବିଭାଗର ଫାଇଲ୍ […]

  • Friday, 16 July 2021
tiger
ଟ୍ରାଙ୍କୁଲାଇଜ୍‌ ପରେ ନନ୍ଦନକାନନକୁ ଅାସିବ ‘ସୁନ୍ଦରୀ’

ଭୁବନେଶ୍ୱର : ଟ୍ରାଙ୍କୁଲାଇଜ୍‌ ପରେ ସାତକୋଶିଅାରୁ ନନ୍ଦନକାନନକୁ ଅାସିବ ବାଘୁଣୀ ସୁନ୍ଦରୀ। ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ମନ୍ତ୍ରୀ କହିଛନ୍ତି ଯଦି ବାଘୁଣୀକୁ ନନ୍ଦନକାନନରେ ରଖିବା ଲାଗି NTCA କର୍ତ୍ତୃପକ୍ଷ ରାଜି ନହୁଅନ୍ତି, ତେବେ ତାକୁ ପୁଣି ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଅାଯିବ। ସାତକୋଶିଅା ଅଭୟାରଣ୍ୟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବିଶେଷଜ୍ଞ ଟିମ୍ ଉଦ୍ୟମ କରୁଥିଲେ ବି ଏ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେପଟେ ବାଘୁଣୀ ସୁନ୍ଦରୀ ସମ୍ପର୍କରେ […]

  • Friday, 16 July 2021
politics-up
କଟକରେ ବିଜେଡି ଲିଗାଲ ସେଲ୍-ଅାନ୍ଦୋଳନକାରୀ ଓକିଲ ହାତାହାତି

କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍‌ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି ସମୟ ପାଇଁ ହାଇକୋର୍ଟ ପରିସରରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ମାସ ଧରି ଚାଲିଥିବା କାର୍ଯ୍ୟବନ୍ଦ ଅାନ୍ଦୋଳନରୁ ଓହରି ବିଜେଡି ଲିଗାଲ୍ ଫ୍ରଣ୍ଟ ସଦସ୍ୟ ଅାଜି କାମରେ  […]

  • Friday, 16 July 2021
dhabaleswar2-up
ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼

କଟକ : ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ କଟକ ଜିଲ୍ଲା ବାବା ଧବଳେଶ୍ୱର ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ରଖି ମହାଦେବଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ। ଅାଜି ଧବଳେଶ୍ୱର ପୀଠରେ ଭୋର ୩ଟାରୁ ମନ୍ଦିରର ସମସ୍ତ ନୀତି ସମାପନ କରାଯାଇ ମଙ୍ଗଳ ଅାଳତି ଏବଂ ଖେଚୁଡି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା […]

  • Friday, 16 July 2021
mla
ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର। ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍‌ ଆରୋହୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବା ବେଳେ ଲାଲପାରା ନିକଟରେ ଏକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏହା ପରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ଧାନ ବିଲ ଭିତରକୁ ପଶି ଯାଇଥିଲା। ତେବେ […]

  • Friday, 16 July 2021
j1
ବିଚ୍‌ ରାସ୍ତାରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ!

ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା। ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଭତଲମା ଗାଁର ଅଶୋକ ଦଣ୍ଡସେନା ଏବଂ ସ୍ତ୍ରୀ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ଏମିତି କହିଲେ ପୁଲିସ୍‌ କମିଶନର

କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍‌ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯଦି ରିପୋର୍ଟ କିଛି ସେଇ ପ୍ରକାର ଆସେ, ଯେଉଁ ଫଳରେ କେସ୍‌କୁ ଟର୍ଣ୍ଣ କରି ହେବ। ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି […]

  • Friday, 16 July 2021
a1
କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର […]

  • Friday, 16 July 2021
chaga
NSAରେ ବୁକ୍‌ ହେଲା ଦୁର୍ଦ୍ଦାନ୍ତ ଅପରାଧୀ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ସାହୁ ଓରଫ ଚଗ ଜାତୀୟ ନିରାପତ୍ତା ଆଇନ ବା NSAରେ ବୁକ୍ ହୋଇଛି। ଜାତୀୟ ନିରାପତ୍ତା ଆଇନ୍‌ରେ ଚଗ ବୁକ୍‌ ହୋଇଥିବା ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ  ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତାକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଛି। ପୁଲିସ୍‌ର ସୂଚନା ଅନୁସାରେ, ଚଗ କଟକ, ଜଗତପୁରର ସିଂହପୁର ଅଞ୍ଚଳରେ ଡକାୟତି, ବୋମାମାଡ଼, ଦାଦାବଟି ଆଦି ମାମଲାରେ ସଂପୃକ୍ତ ସହ ଆତଙ୍କରାଜ ସୃଷ୍ଟି କରୁଥିଲା। […]

  • Friday, 16 July 2021
simran singh
ଆସିଲା ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ

ସମ୍ବଲପୁର: ମୁଣ୍ଡରେ ଆଘାତ ଲାଗିବା ଯୋଗୁ ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତକାଲି ତାଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ପୁଲିସ୍‌ ଏହି ସୂଚନା ଦେଇଛି। ସିମ୍‌ରନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହି ମାମଲାରେ ସିମ୍‌ରନ୍‌ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଛି। ଧୃବରାଜ ସିମ୍‌ରନ୍‌ଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ […]

  • Friday, 16 July 2021
strike
ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ଦାବିରେ ରାସ୍ତାରୋକ

ବରଗଡ଼: ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବା ଦାବିରେ ଲୋକମାନେ ରାସ୍ତାରୋକ କରିଛନ୍ତି। ବରଗଡ଼ ଜିଲ୍ଲା ଭଟ୍‌ଲି ଥାନା ଗୋପାଳପୁର ଛକରେ ଏହି ରାସ୍ତାରୋକ ହୋଇଛି। ରାସ୍ତାରୋକ ଯୋଗୁ ବରଗଡ଼ ଓ ଭଟ୍‌ଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଟ୍‌ଲି ଥାନା ରାଇଶୋଭା ଗାଁରେ ଦୀର୍ଘ ଦିନ ହେବ ୩୩ ବାଏ ୧୧ କେଭିର ଟାନ୍ସଫର୍ମର ସ୍ଥାପନ କରାଯାଇଥିଲା। ହେଲେ ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ। ଏହାକୁ […]

  • Friday, 16 July 2021
bbsr
କେନ୍ଦ୍ରର ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ କରିଛି। ଏହାକୁ ନେଇ ଦଳ ଭୁବନେଶ୍ୱରରେ ଏକ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବ। ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ବିଜୁ ଛାତ୍ର ଓ […]

  • Friday, 16 July 2021
baba
ଗୋଲଡେନ୍ ବାବାକୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଗୋଲଡେନ୍ ବାବାକୁ ଜେରା କରିବ। ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ବିରୋଧରେ ତଦନ୍ତ ପାଇଁ କମିଶନରେଟ ପୁଲିସ୍‌ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁକୁ ଚିଠି ଲେଖିଛି। କମିଶନରେଟ ପୁଲିସ୍‌ର ଚିଠି ପରେ ଏହି ମାମଲାରେ ସମସ୍ତ ଆର୍ଥିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ। ୧୨ କୋଟି ଟଙ୍କାର ଚେକ୍ ଜାଲିଆତି ଅଭିଯୋଗରେ ଗୋଲଡେନ୍ ବାବାକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍‌ ଗିରଫ କରିଛି।ଜ୍ୟୋତିରଞ୍ଜନ ବେଉରା ନାମକ ଏହି ବ୍ୟକ୍ତି ସବୁବେଳେ […]

  • Friday, 16 July 2021
12
ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା

ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା। ବେଡ୍‌ ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ତଳେ ଶୋଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜରେ ପାରଦ ୯ ଡିଗ୍ରୀକୁ ଖସିଥିବାରୁ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ନବଜାତ ଶିଶୁ ସହ ପ୍ରସୂତି ତଳେ ଶୋଇ ରାତି କଟାଉଛନ୍ତି। ଅନ୍ୟପଟେ ଶୀତବସ୍ତ୍ର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଥିବା ମେଡ଼ିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଆବଶ୍ୟକ ଅନୁସାରେ ବେଡ୍ ନଥିବାରୁ ରୋଗୀ ଅସୁବିଧାର […]

  • Friday, 16 July 2021
1
ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଗଞ୍ଜାମ: ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇ ଭୋକ ଉପାସରେ ଥିବା ଗଞ୍ଜାମର ୨୦ ଜଣ ଶ୍ରମିକ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଆନ୍ଧ୍ରରେ କେବୁଲ ଲାଇନ୍‌ ଖୋଳିବାକୁ ପୁନେର ବାଲାଜୀ ନାମକ ଠିକାଦାର ଯୋଗାଯୋଗ କରି ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳର ୨୦ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦ ନେଇଥିଲା। ଦିନକୁ ୫୫୦ଟଙ୍କା ଦେବାକୁ ଠିକାଦାର କହିଥିଲା। ତେବେ ଘଟଣାକୁ ୨ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦେଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ […]

  • Friday, 16 July 2021
b1
୩୮ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର୍‌ ଜବତ; ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍‌ ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର୍‌ ଜବତ କରାଯାଇଛି। ଆଜି ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍‌ ସୁଗାର୍‌ ଜବତ କରିଛନ୍ତି। ଜବତ ବ୍ରାଉନ୍ ସୁଗାର୍‌ର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗାର ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। […]

  • Friday, 16 July 2021
aso1
୨୦ରେ ହେବାକୁ ଥିବା ASO ପରୀକ୍ଷା ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ୍‌ ସେକ୍‌ସନ୍ ଅଫିସର-ASO ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ଦିନ ଅନ୍ୟ ୩ଟି କେନ୍ଦ୍ରୀୟ ପରୀକ୍ଷା ପଡୁଥିବାରୁ ASO ପରୀକ୍ଷାକୁ ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏନେଇ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଆଜି କଟକ ସ୍ଥିତ OPSC କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ସେହିପରି ପରୀକ୍ଷାର୍ଥୀମାନେ ASO ପରୀକ୍ଷାକୁ ଅଫ୍ ଲାଇନ୍‌ରେ ନ କରି ଅନ୍‌ଲାଇନ୍‌ରେ କରିବାକୁ […]

  • Friday, 16 July 2021
press meet
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଜାନୁଆରୀ ୪ ତାରିଖ ଯାଏ ଚୂଡ଼ାନ୍ତ ଭୋଟର ତାଲିକା ସଂଶୋଧନ ନେଇ ଅବଧି ଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଆସନ୍ତା ୨୧ ତାରିଖ ଯାଏ ଲୋକେ ଭୋଟର ତାଲିକା ସଂଶୋଧନ କରିପାରିବେ। ଏଥିସହ […]

  • Friday, 16 July 2021
jay_panda_bjd_logjam_201612
କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ୍ କରି ସେ ଶୋକ ପ୍ରକାଶ କରିଛନ୍ତି। ଘଟଣାରେ ସେ ମର୍ମାହତ ଥିବା କଥା ଟ୍ୱିଟ୍ କରିଛନ୍ତି। R.I.P? Woke to awful news of 9 deaths from a boat capsizing in my Kendrapada, Odisha. After every such tragedy (thr’ve been many), the state govt announces […]

  • Friday, 16 July 2021
blast cracker
ନାତିକୁ ବଞ୍ଚାଇବାକୁ ଯାଇ ୨ ହାତ ପାପୁଲି ହରାଇଲେ ଅଜା

ଦେବଗଡ  : ନଡିଅା ବାଣ ଦାଉରୁ ନାତିକୁ ବଞ୍ଚାଇବାକୁ ଯାଇ ୨ ହାତ ପାପୁଲୀ ହରାଇଲେ ଅଜା। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ବୈଷ୍ଣବପାଲି ଗାଁରେ। ସୂଚନା ଅନୁଯାୟୀ, ଗାଁରେ ଲକ୍ଷ୍ମୀଙ୍କ ଭସାଣୀ ଶୋଭାଯାତ୍ରା ବେଳେ ଏକ ନଡିଅା ବାଣ ନଫୁଟି ରାସ୍ତା କଡ଼ରେ ପଡିଥିଲା। ପରେ ବାଣଟିକୁ ଗାଁର ଭଗବାନ ମୁଣ୍ଡାଙ୍କ ନାତି ସୁନିଲ ଅାଣି ଖେଳୁଥିଲା। ହଠାତ୍ ଧୂଆଁ ବାହାରିବାରୁ ଅଜା ଭଗବାନ ନାତି ହାତରୁ ବାଣଟିକୁ ଛଡାଇ ନେଇଥିଲେ। ହେଲେ […]

  • Friday, 16 July 2021
bank
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଅଭିଯୋଗ

ବାରିପଦା: ପୁଣି ଥରେ ଡକାୟତଙ୍କ ଟାଗେର୍ଟରେ ବ୍ୟାଙ୍କ। ବାରିପଦା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଡକାୟତି ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟର ଜଗୁଆଳିଙ୍କ କହିବା ଅନୁସାରେ, କିଛି ଶବ୍ଦ ଶୁଭିବାରୁ ସେ ବାହାରକୁ ଆସିଥିଲେ। […]

  • Friday, 16 July 2021
hanger
ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣକୁ ନେଇ ହ୍ୟାଙ୍ଗର ସିଲ୍ ପ୍ରସଙ୍ଗ

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ ପ୍ରସଙ୍ଗ।  ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା ପୁରୀ ପୁଲିସ । ଜଣେ ଏସ୍‌ଡିପିଓ ଏବଂ ମେରାଇନ ଥାନା IIC ସିଲ୍ ଖୋଲିଥିବା ଜଣାପଡିଛି।ହ୍ୟାଙ୍ଗର ଖୋଲିଲେ ବି ଗୋଟିଏ ହେଲିକପ୍ଟର ପୁଣିଥରେ ସିଲ୍ କରିଛି ପୁରୀ ପୁଲିସ। ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟରରୁ ଗୋଟିଏକୁ ପୁଣି ସିଲ୍ କରିଛି ପୁଲିସ। ସେପ୍ଟେମ୍ବର ୧୭ରେ ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା ପୁଲିସ୍‌। […]

  • Friday, 16 July 2021
kendrapada
ଆସିଥିଲେ ଦୁଇଟି ଡଙ୍ଗାରେ, ଫେରିଲେ ଗୋଟିଏ ଡଙ୍ଗାରେ

କେନ୍ଦ୍ରାପଡ଼ା: ବସ୍‌ ଦୁର୍ଘଟଣା ହେଉ କିମ୍ବା ଡଙ୍ଗା ବୁଡ଼ି ସବୁବେଳେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାର ଅନେକ କାରଣ ସମ୍ନାକୁ ଆସିଥାଏ। ସେଥିମଧ୍ୟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା କାରଣଟି ପ୍ରାୟ ମୁଖ୍ୟ କାରଣ ହୋଇଥାଏ। ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ […]

  • Friday, 16 July 2021
bijayashree
‘ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ଏକ କଲରାପତରିଅା ବାଘ’ : ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଗଳିତ ପଶୁ ପ୍ରାଥମିକ ତଦନ୍ତରୁ ଏହା କଲରାପତରିଅା ବାଘ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ମୃତ ପଶୁର ଦେହାବଶେଷ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍‌କୁ ପଠାଯାଇଛି। ରିପୋର୍ଟ ଅାସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି। ବାଘ ମୃତ୍ୟୁ ନେଇ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି । ବରଗଡ଼ […]

  • Friday, 16 July 2021
khurania
BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା

ଭୁବନେଶ୍ୱର : IPS ଯୋଗେଶ ବାହାଦୂର ଖୁରାନିଅାଙ୍କୁ ନୂଅା ନିଯୁକ୍ତି ମିଳିଛି। ବର୍ଡର ସିକ୍ୟୁରିଟି ଫୋର୍ସ BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା। କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କୁ BSFର ଅାଇଜି ଭାବେ ନିଯୁକ୍ତି ଦିଅାଯାଇଛି। ନିଯୁକ୍ତିର ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ଖୁରାନିଅାଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି। ଅସିତ ପାଣିଗ୍ରାହୀଙ୍କୁ କମ୍ୟୁନିକେଶନର ଅତିରିକ୍ତ ଦାୟିତ୍ୱ ମିଳିଛି।

  • Friday, 16 July 2021