• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

speaker-up
ଗୃହରେ ବାଚସ୍ପତିଙ୍କ ଭୂମିକାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

ଭୁବନେଶ୍ୱର : ପ୍ରଶ୍ନକାଳ ଅାରମ୍ଭରେ ଚିତ୍ର ଥିଲା ଏମିତି । ବିଜେଡି ବିଧାୟକଙ୍କ କେନ୍ଦ୍ର ବିରୋଧୀ ନାରାରେ କମ୍ପିଥିଲା ବିଧାନସଭା। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପାଖକୁ ଅାସି କଣ ମନ୍ତ୍ରଣା କଲେ ବାଚସ୍ପତିଙ୍କ ସଚିବ  ଅାଉ  ତାପରେ ବାଚସ୍ପତିଙ୍କ ପାଖକୁ ଯାଇ ଗୃହକୁ ମୁଲତବୀ କରିବାକୁ ଧିରେ ଧିରେ କହିଲେ। ତେବେ ସିଧା ପ୍ରସାରଣ ହେଉଥିବାରୁ ସଚିବଙ୍କ କଥା ସମସ୍ତେ ଶୁଣିପାରିଲେ। ବାଚସ୍ପତିଙ୍କ କାନରେ ଗୃହକୁ ୩ ଟା ଯାଏଁ ମୁଲତବୀ କରିବାକୁ ବି କହୁଥିଲେ ସଚିବ। […]

  • Friday, 16 July 2021
chain-snacher-up
ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ ଦୁର୍ବୃତ୍ତ

ଭୁବନେଶ୍ୱର : ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ଜଣ ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଅା ନିକଟରେ ଘଟିଛି ଏହି ଘଟଣା। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନିକଟରେ ଦିଦିଙ୍କ ଠାରୁ ଛିନ୍‌ତାଇ କରି ଖସିବା ବେଳେ ଦୁଇ ଜଣଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ। ସେମାନେ ୨ଜଣ ଦୁର୍ବୃତ୍ତଙ୍କୁ ମାଡ଼ ମାରିବା ସହ ସେମାନଙ୍କ ବାଇକ୍‌କୁ ଭଙ୍ଗାରୁଜା କରିଛନ୍ତି। ପରେ ପୁଲିସ ଅାସି ଦୁଇ ଜଣଙ୍କୁ […]

  • Friday, 16 July 2021
tiger
ଝିଙ୍କ ନେଇଥିଲା ମହାବଳ ‘ମହାବୀର’ର ଜୀବନ !

ଅନୁଗୁଳ : ସାତକୋଶିଅାରେ ମୃତ୍ୟୁବରଣ କରିଥିବା କାହ୍ନାରୁ ଅାସିଥିବା ମହାବଳର ପାକସ୍ଥଳୀରୁ ମିଳିଛି ଝିଙ୍କ କାଠି।  ୮ରୁ ୧୦ଟି ଝିଙ୍କ କାଠି ସହ ମୃତ ମହାବଳର ମଳରୁ ବାର୍‌ହା ଲୋମ ମିଳିଥିବା ସୂଚନା ଦେଇଛନ୍ତି। ସାତକୋଶିଅା ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା  ପୋଷ୍ଟମର୍ଟମ ରିପୋର୍ଟ ସଂପର୍କରେ ସେ ବିସ୍ତୃତ ତଥ୍ୟ ଦେଇଛନ୍ତି। ସଂକ୍ରମଣ ଏବଂ ଅନେକ ଅଙ୍ଗ ଅକାମୀ ଯୋଗୁଁ ମହାବଳର ମୃତ୍ୟୁ ଘଟିଥିଲା ବୋଲି ପୋଷ୍ଟ ମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ବାଘ ବେକରେ ହୋଇଥିବା […]

  • Friday, 16 July 2021
dkl
ମଦ ଫ୍ୟାକ୍‌ଟ୍ରି ବାତିଲ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ  : ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ମଦ ଫ୍ୟାକ୍ଟ୍ରି ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଅାରଡିସିଙ୍କ  ଅାଧାରରେ ଏହି ନିଷ୍ପତ୍ତି ନିଅାଯାଇଛି। ଗଛକଟାକୁ ନେଇ ବିବାଦ ଉପୁଜିବା ପରେ ବାତିଲ୍‌ କରାଯାଇଛି ଫ୍ୟାକ୍‌ଟ୍ରି । ଶନିବାର ଦିନ ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡି ଜଙ୍ଗଲରେ ପୁଲିସ ଛାଉଣୀ କରି ପ୍ରାୟ ହଜାରେ ମୂଲ୍ୟବାନ ଶାଳ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ପୁଲିସ୍-ସାଧାରଣ ଲୋକ ହାତାହାତି ହେବା ସହ ପୁଲିସ ୨୦ […]

  • Friday, 16 July 2021
elephant2
ନୀଳଗିରି ଅଞ୍ଚଳରେ ହାତୀ ଅାତଙ୍କ

ବାଲେଶ୍ୱର : ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅାତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡୀ ହାତୀ ପଲ। ନୀଳଗିରି ତିନିକୋସିଅା ଜଙ୍ଗଲରେ ୫୦ରୁ ଅଧିକ ହାତୀ ଥିବାରୁ ଏହାକୁ ନେଇ ଅାତଙ୍କରେ ରହୁଛନ୍ତି ସ୍ଥାନୀୟ ଲୋକେ। ଏହି ହାତୀ ପଲ ଗାଁରେ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଧାନ ଏବେ ପାଚିବା ସମୟ ହୋଇଥିବାରୁ ହାତୀ ପଲଙ୍କ ଦୌରାତ୍ମରୁ ସ୍ଥାନୀୟ ଅଞ୍ଚଳରେ ଚାଷୀଙ୍କର ନାହିଁ ନଥିବା କ୍ଷତି ହୋଇଛି। ସେପଟେ ହାତୀପଲଙ୍କୁ […]

  • Friday, 16 July 2021
sambalpur
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର। ଅାଜିଠୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍‌ ବନ୍ଦ କରିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ। ଏହି ଅାନ୍ଦୋଳନରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି। ଏହା ପରେ ଅାସନ୍ତା ୨୯ ଓ ୩୦ ତାରିଖରେ ଦୁଇ ଦିନ ଅାନ୍ଦୋଳନକୁ ବ୍ୟାପକ କରି ମହାବନ୍ଦ କରାଯିବ।  ତା ପୂର୍ବରୁ ଅାଜି ସବୁ ସରକାରୀ ଅଫିସ୍‌ଗୁଡ଼ିକୁ ବନ୍ଦ […]

  • Friday, 16 July 2021
assembly2
ଅାସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଗୃହକୁ ଅାସନ୍ତାକାଲି ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ।  ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନ। SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ଢେଙ୍କାନାଳ ଗଛକଟା, ସଚିବାଳୟରେ ସିବିଅାଇ ପଶିବା ପ୍ରସଙ୍ଗରେ […]

  • Friday, 16 July 2021
assembly
ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର : ଅାଜି ବି ଅାରମ୍ଭରୁ ବିଧାନସଭାରେ ହଟ୍ଟଗୋଳ। ହଙ୍ଗାମା ଅାରମ୍ଭ କରିଥିଲେ ଶାସକ ବିଜେଡି ସଦସ୍ୟମାନେ। ଗୃହକାର୍ଯ୍ୟ ଅାରମ୍ଭ ହେଉ ହେଉ ନିଜ ନିଜ ଅାସନରେ ଛିଡା ହୋଇ କେନ୍ଦ୍ର ବିରୋଧରେ ହୋହଲ୍ଲା କରିଥିଲେ ବିଜେଡି ବିଧାୟକମାନେ। SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡରେ କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସର ପ୍ରତିବାଦ କରି ନାରାବାଜି କରିଥିଲେ। ସେପଟେ ସଚିବାଳୟରେ ସିବିଅାଇ ପଶିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ହୋ ହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ ମାନେ। […]

  • Friday, 16 July 2021
dama-1-up 12
ଅରୁଣ ସାହୁଙ୍କ ବିରୋଧରେ ବର୍ଷିଲେ ଦାମ

ନୟାଗଡ଼ : ନୟାଗଡ଼ ଗସ୍ତରେ ଯାଇ ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ବିରୋଧରେ ଗର୍ଜିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ୨୦୦୩ ମସିହାରେ ଅରୁଣ ସାହୁ ଦାମଙ୍କ ସହାୟତାରେ ରାଜନୀତିକୁ ଅାସିଥିଲେ। ବର୍ତ୍ତମାନ ସେ ସବୁ କଥାରେ ମୁଣ୍ଡ ଖେଳାଉଛନ୍ତି। ବିଜୁ ପକ୍କାଘର ଠାରୁ ପାଣି ପଞ୍ଚାୟତ ପର୍ଯ୍ୟନ୍ତ ସବୁ କାମରେ ଅରୁଣ ସାହୁ ମୁଣ୍ଡ ଖେଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦାମ। ଛବି ବର୍ଦ୍ଧନ ହତ୍ୟାକାଣ୍ଡ ଠାରୁ ଅାରମ୍ଭ କରି ଏକାଧିକ ହତ୍ୟାକାଣ୍ଡରେ ଅରୁଣ […]

  • Friday, 16 July 2021
tree-up
ରାଜ୍ୟ ସରକାରଙ୍କ ଅଜବ ନୀତି; ମଦ କାରଖାନା ପାଇଁ ବଳିପଡ଼ିଲା ସବୁଜିମା

ଢେଙ୍କାନାଳ :  ରାଜ୍ୟ ସରକାରଙ୍କ ଅଜବ ନୀତି। ମଦ କାରଖାନା ପାଇଁ ଜଙ୍ଗଲ ସଫା। ଜଙ୍ଗଲ ଭିତରେ ଯନ୍ତ୍ରର ଗର୍ଜନ। ମେସିନ୍ ମୁହଁରେ ଧରାଶାୟୀ ହୋଇପଡୁଛି ବର୍ଷ ବର୍ଷ ପୁରୁଣା ଶାଳ, ପିଅାଶାଳ, ଅଁଳା, ବାହାଡ଼ା, ହରିଡ଼ା ଭଳି ମୂଲ୍ୟବାନ ଗଛ। କେଇ କ୍ଷଣ ମଧ୍ୟରେ ଉଜୁଡ଼ିଯାଉଛି ସବୁଜିମା। ଢେଙ୍କାନାଳ ଜିଲ୍ଲା ବଳରାମପୁର ଝିଙ୍କରଗଡ଼ି ଜଙ୍ଗଲରେ ସରକାରୀ ନିର୍ଦ୍ଦେଶରେ ଚାଲିଛି ଏହି ଧ୍ୱଂସର ତାଣ୍ଡବ। କାରଣ ଏହି ଜାଗାରେ ଗଢ଼ି ଉଠିବ ବିୟର ଫ୍ୟାକ୍‌ଟ୍ରି। ହେଲେ ଏଭଳି […]

  • Friday, 16 July 2021
mao
ସରକାରଙ୍କ ବିରୋଧରେ ମାଓ ଅଡିଓ ଟେପ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅଡିଓ ଟେପ୍ ଜାରି କଲେ ମାଓବାଦୀ। ସିପିଅାଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତ ଅଡିଓ ଟେପ୍ ଜାରି କରି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ମେକ୍ ଇନ୍ ଓଡ଼ିଶାକୁ ଓଡ଼ିଶା ବିକ୍ରି କନ୍‌କ୍ଲେଭ ଭାବେ ଅଭିହିତ କରି ଉମାକାନ୍ତ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପଦକ୍ଷେପ ନିଅାଯାଉନାହିଁ। ଓଡ଼ିଶାର ରାଷ୍ଟ୍ରାୟତ ଉଦ୍ୟୋଗ, କ୍ଷୁଦ୍ର ଶିଳ୍ପକୁ ବନ୍ଦ କରି ଦିଅାଯାଉଛି। ଅର୍ଥ ଯୋଗାଡ଼ ଲାଗି ତଥା ନିଜର […]

  • Friday, 16 July 2021
abhijiti-up
ଅଭିଜିତ୍ ଅାୟରଙ୍କୁ ଅାଶ୍ୱସ୍ତି

ଭୁବନେଶ୍ୱର : ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍ ଅାୟର ମିତ୍ରଙ୍କୁ କ୍ଷମା ଦେଲା ବିଧାନସଭା। ଗୃହ କମିଟି ପ୍ରସ୍ତାବ ଅାଧାରରେ ଅାୟରଙ୍କୁ କ୍ଷମା କରିଦିଅାଯାଇଥିବା ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର। ଗତକାଲି ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଏଥିରେ ଅଭିଜିତ୍‌ଙ୍କୁ କ୍ଷମା ଦେବାକୁ ଗୃହ କମିଟି ପ୍ରସ୍ତାବ ଦେଇଥିଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଅଭିଜିତ ଅାୟର ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି। ପୂର୍ବରୁ ତଳ କୋର୍ଟରେ ଅଭିଜିତଙ୍କ […]

  • Friday, 16 July 2021
foreigner
ଭୁବନେଶ୍ୱରରେ ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ବିଦେଶିନୀଙ୍କ ଠାରୁ ଲୁଟିଲେ ଦୁର୍ବୃତ୍ତ। ଅଟୋ ଭିତରୁ ନେଇଗଲେ ୪ ଲକ୍ଷରୁ ଅଧିକ ଟଙ୍କାର ଲାପଟପ୍ ଓ ଡକ୍ୟୁମେଣ୍ଟ। ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟିରେ ଇଣ୍ଟର୍ଣ୍ଣସିପ୍ ପାଇଁ ଅାସିଥିବା ନରୱେର ସଂପୃକ୍ତ ବିଦେଶିନୀ ଅଟୋରେ ଫେରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଏହି ଲୁଟ୍ ହୋଇଛି। ବିଦେଶିନୀଙ୍କ ଅଭିଯୋଗକୁ ଅାଧାର କରି ଖଣ୍ଡଗିରି ପୁଲିସ ମାମଲା ରୁଜୁ କରିଛି। ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଓ ସଂପୃକ୍ତ ଅଟୋଚାଳକକୁ ପଚରା ଉଚରା କରି ତଥ୍ୟ […]

  • Friday, 16 July 2021
maharana-up
ବିଶିଷ୍ଟ ତାଳବାଦ୍ୟ ଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ତାଳବାଦ୍ୟ ଗୁରୁ ତଥା ମର୍ଦ୍ଦଳ ବାଦକ ବନମାଳୀ ମହାରଣାଙ୍କ ପରଲୋକ। ଅାଜି ଭୁବନେଶ୍ୱରରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ  ୮୩ ବର୍ଷ ବୟସ ହୋଇଥିଲା। ଶାସ୍ତ୍ରୀୟ ସଙ୍ଗୀତ ଧାରାରେ ନୃତ୍ୟ ସଙ୍ଗୀତ ସହ ମର୍ଦ୍ଦଳକୁ ସମାନ୍ତରାଳ ମର୍ଯ୍ୟାଦା ଦେବାରେ ଗୁରୁ ବନମାଳୀ ମହାରାଣାଙ୍କ ଅବଦାନ ଅତୁଳନୀୟ। ମର୍ଦ୍ଦଳ ବାଦନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ୧୯୯୪ରେ ତାଙ୍କୁ ଓଡ଼ିଶା  […]

  • Friday, 16 July 2021
bomb
ବିଲରେ ବୋମା ବିସ୍ଫୋରଣ

କେନ୍ଦୁଝର  : ବିଲରେ ବୋମା ବିସ୍ଫୋରଣ ଘଟି ଦୁଇ ଭାଇ ଗୁରୁତର। କେନ୍ଦୁଝର ସଦର ରେଞ୍ଜ ବିନିଦା ଗାଁରେ ଘଟିଛି ଏହି ଘଟଣା। ଗୁରୁତର ଦୁଇ ଭାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅାଜି ହାତୀ ଘଉଡାଇବା ଲାଗି ଦୁଇ ଭାଇ ମୁକୁନ୍ଦ ଜୁଅାଙ୍ଗ ଓ କେଦାର ତାଙ୍କ ଦୁଧିଅାନାଳି ଜମିକୁ ଯାଇଥିଲେ। ହେଲେ ସେଠାରେ ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଉପରେ ଗୋଡ଼ ପଡିଥିବାରୁ ବିସ୍ଫୋରଣ ଘଟିଥିଲା।  ଏଥିରେ କେଦାରଙ୍କ ଗୋଡ଼ କଟି ଯାଇଥିବା […]

  • Friday, 16 July 2021
assembly
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଅାଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିବାରୁ ବାଚସ୍ପତି  ସନ୍ଧ୍ୟା ୫.୩୭ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି। ବାଚସ୍ପତି  ପ୍ରଶ୍ନକାଳ ଅାରମ୍ଭରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ନିଜର ପ୍ରଶ୍ନ ରଖୁଥିବାବେଳେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଅାସି ହୋ ହଲ୍ଲା କରିଥିଲେ। ଅାଦିବାସୀ କଲ୍ୟାଣ ସଂପର୍କରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଭୁଲ୍ ତଥ୍ୟ […]

  • Friday, 16 July 2021
student
ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଗୁରୁତର , ମେଡିକାଲରେ ଭର୍ତ୍ତି

ବାଲେଶ୍ୱର : ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ବାଲିଅାପାଳ ବ୍ଲକ୍‌ ସୁବର୍ଣ୍ଣରେଖା ହାଇସ୍କୁଲରୁ। ଅଭିଯୋଗ ଅନୁସାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ବାହାରେ ବୁଲୁଥିବା ଦେଖି ଇଂରାଜୀ ଶିକ୍ଷକ ମାଡ଼ ମାରିଥିଲେ। ଏଥିରେ ଛାତ୍ରୀଜଣଙ୍କ ଗୁରୁତର ହେବା ସହ ଅଚେତ ହୋଇପଡିଥିଲେ। ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ବାଲିଅାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।  ସେପଟେ ଏନେଇ […]

  • Friday, 16 July 2021
gajapati
ଅାଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର କାରଣ : ଗଜପତି ମହାରାଜା

ପୁରୀ :  ଅାଧ୍ୟାତ୍ମିକତାର ଅଭାବରୁ ବିଶ୍ୱରେ ଏବେ ବିଶୃଙ୍ଖଳା ଦେଖାଦେଉଛି। ଅାଧ୍ୟାତ୍ମିକ ଚେତନାର ଅଭାବ ସବୁ ବିଶୃଙ୍ଖଳାର କାରଣ। ଅାଜି ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଦାରୁ ଫିକ୍ସିଂ ସମ୍ପର୍କିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଗଜପତି ମହାରାଜା ଏହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱରେ ଯେତେ ବିଶୃଙ୍ଖଳା ଦେଖାଦେଉଛି, ତାର କାରଣ ହେଉଛି ଅାଧ୍ୟାତ୍ମିକତାର ଅଭାବ। ମଣିଷର ଚରିତ୍ର ତଳକୁ ଖସିଛି, ମଣିଷ ପଶୁତ୍ୱ ଅାଡ଼କୁ ଅାଗେଇ […]

  • Friday, 16 July 2021
aparajita sarangi
ଅପରାଜିତା ଷଡ଼ଙ୍ଗୀ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର୍

ଭୁବନେଶ୍ୱର : ବରିଷ୍ଠ ଅାଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବା ସହ ରାଜନୀତିରେ ପ୍ରବେଶ ଖବରକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ତାଙ୍କର ଏକ ଟୁଇଟ୍ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଦଳରେ ମିଶିବା ଲାଗି ଯଦି ଅପରାଜିତା ଅାବେଦନ କରନ୍ତି ତା ହେଲେ ବିଚାର କରାଯିବ ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି। ଏହାସହ ସେ ଅାହୁରି କହିଛନ୍ତି ଯେ, ଦଳରେ ବହୁ ଲୋକ ଅାଗରୁ ମିଶିଛନ୍ତି ।ମିଶିବାକୁ […]

  • Friday, 16 July 2021
radhapadA-up
ରାଧାପାଦ ଦର୍ଶନ ଲାଗି ହୋଇଥିବା ବିବାଦର ହେଲା ସମାଧାନ

ପୁରୀ : ଆସନ୍ତାକାଲି ପବିତ୍ର ଅଁଳା ନବମୀ। ରାଧାପାଦ ଦର୍ଶନ ଲାଗି ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର। ଅଁଳା ନବମୀରେ ରାଧାଙ୍କ ଓଡ଼ିଆଣୀ ବେଶ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଅଁଳା ନବମୀ ପୂର୍ବରୁ ପ୍ରଶାସନ ପ୍ରଦାନ କରୁଥିବା ପାଉଣାକୁ ନେଇ […]

  • Friday, 16 July 2021
tusar--1
ପୁଣି ତେଜିଲା ଅରୁଣ-ତୁଷାର ବିବାଦ

ବାରିପଦା : ପୁଣି ତେଜିଲା ଅରୁଣ-ତୁଷାର ବିବାଦ। ବାରିପଦା ଅାସିଲେ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତୁଷାର ନାୟକ। ଅରୁଣ ତାଙ୍କୁ ଗାଳିଦେବା ଓ ଉଠ୍‌ବସ୍‌ କରାଇବା ବିବାଦର ସମାଧାନ ବେଳେ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ତୁଷାର କହିଛନ୍ତି। ଅରୁଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଅବ୍ୟାହତି ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦିଅାଯିବାରୁ ସେ ଚୁପ୍ […]

  • Friday, 16 July 2021
accident-4-up
ଦିନକୁ ଯାଉଛି ୧୨ ଜୀବନ

ଭୁବନେଶ୍ୱର : ଚିନ୍ତା ବଢାଉଛି ସଡ଼କ ଦୁର୍ଘଟଣା। ଓଡ଼ିଶାରେ ପ୍ରତିଦିନ ରାସ୍ତାରେ ୧୨ଟି ମୁଣ୍ଡ ଗଡୁଛି। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ।୨୦୦୮ ମସିହାରୁ ୨୦୧୮ ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୪୩ ହଜାର ୩ଶହ ୧୨ଜଣଙ୍କ ଜୀବନ ଯାଇଛି। ସେହିଭଳି ଦୁର୍ଘଟଣାରେ ୬୧ ହଜାର ୮ଶହ ୮୪ଜଣ ଗୁରୁତର ହୋଇଛନ୍ତି । ସେହିଭଳି ୫୭ହଜାର ୯ଶହ ୩୭ଜଣ ସାମାନ୍ୟ ଅାହତ ହୋଇଛନ୍ତି। […]

  • Friday, 16 July 2021
daru-up
ଦାରୁ ଫିକ୍ସିଂ ଅଭିଯୋଗକୁ ନେଇ ଥମୁନି ରାଜନୀତି

ପୁରୀ : ଶ୍ରୀଜିଉଙ୍କ ଦାରୁ ଫିକ୍ସିଂ ଅଭିଯୋଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ। ଅାଜିବି ଏ ପ୍ରସଙ୍ଗ ନେଇ ନବୀନ ସରକାରକୁ ସଣ୍ଡୁଅାସି ଅାକ୍ରମଣ କରିଛନ୍ତି କଂଗ୍ରେସ ଓ ବିଜେପି। ଏ ଷଡ଼ଯନ୍ତ୍ର ପଛରେ ନେତା, ଅଫିସର ଓ ମନ୍ତ୍ରୀ ସାମିଲ ଥିବାରୁ ସିବିଅାଇ କିମ୍ବା ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ତଦନ୍ତ ହେଲେ ଦୋଷୀଙ୍କ ମୁଖା ଖୋଲିବ ବୋଲି କଂଗ୍ରେସ କହିଛି। ସମାନ ଅଭିଯୋଗ ଅାଣି ବିଜେପି କହିଛି ଯେ, ଏହା ପଛରେ କିଛି […]

  • Friday, 16 July 2021
baby
ଭୁବନେଶ୍ୱରରେ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ନବଜାତ ଶିଶୁ ଯତ୍ନ ସପ୍ତାହ। ସାରା ଦେଶରେ ଶିଶୁ ମୃତ୍ୟୁ ହାର ବଢୁଥିବାବେଳେ ନବଜାତ ଶିଶୁଙ୍କ ଯତ୍ନ କିଭଳି ନିଅାଯିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ତେଣୁ ସ୍ୱାସ୍ଥ୍ୟ ସେବା ଦିଗରେ କଣ ନିଅାଯିବ ପଦକ୍ଷେପ ସେନେଇ ଅାଲୋଚନା ହୋଇଛି। ପ୍ରତି ଜିଲ୍ଲାରେ ଏସଏନସିୟୁ ସଂଖ୍ୟାକୁ ବୃଦ୍ଧି କରାଯିବା ଉପରେ ଦିଅାଯାଇଛି ଗୁରୁତ୍ୱ। ଯାହାକି ନବଜାତ ଶିଶୁଙ୍କ ଚିକିତ୍ସାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା […]

  • Friday, 16 July 2021
drouht
ମାଲକାନଗିରି ଜିଲ୍ଲାରେ ମରୁଡ଼ି ପରିସ୍ଥିତି

ମାଲକାନଗିରି  : କେଉଁଠି ଜମି ଫାଟି ଆଁ କରିଛି ତ, ଅାଉ କେଉଁଠି ପୋଡ଼ି ଶୁଖିଗଲାଣି ଧାନଗଛ। ପୁଣି କେଉଁଠି ଅଗାଡିରେ ଭର୍ତ୍ତି ହୋଇଛି ଧାନ କେଣ୍ଡା। ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ଅନେକ ଗାଁର ଚାଷଜମିର ଏବେ ଏଭଳି ପରିସ୍ଥିତି। କିଛିଦିନ ତଳେ ମାଲକାନଗିରି ଜିଲ୍ଲାରେ ବନ୍ୟା ହୋଇ ଜମି ବାଲି ଚରି ଯାଇଥିବାବେଳେ ବର୍ତ୍ତମାନ ପାଣି ଅଭାବରୁ ଜମିଗୁଡିକର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ସେପଟେ ପେଟ ପାଟଣା ସାଙ୍ଗକୁ ଋଣ ପରିଶୋଧ […]

  • Friday, 16 July 2021