• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ite
ଇଟା ମାଫିଆଙ୍କ କବ୍‌ଜାରେ ଏକର ଏକର ଜମି

ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ଇଟା ମାଫିଆଙ୍କ କବ୍‌ଜାରେ ଏକର ଏକର ଜମି। ଦିନ ରାତି ତିଆରି ଚାଲିଛି ଇଟା, ମାଲେମାଲ୍‌ ହେଉଛନ୍ତି ମାଫିଆ, ସବୁ ଜାଣି ଚୁପ୍ ବସୁଛି ପ୍ରଶାସନ। ଆଉ ଇଆଡ଼େ ହଇରାଣ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଖର୍ଦ୍ଦା ବାସିନ୍ଦା। ଗାଈଗୋରୁ ଚରିବାଠୁ ନେଇ ପିଲାଙ୍କ ଖେଳ ପଡ଼ିଆ, ଗାଁ ଶ୍ମଶାନ ସବୁକିଛି ଅବରୋଧ କରି ରଖିଛନ୍ତି ଇଟା ମାଫିଆ। ଯେଉଁଠି ଟିକେ ଫାଙ୍କା ମିଳିଲା, ସେଠୁ ମାଟି ତାଡ଼ି […]

  • Saturday, 17 July 2021
suicide
ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼ : ମାଟ୍ରିକରେ କମ୍‌ ନମ୍ବର ରହିବାରୁ ବିଷ ପିଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ। ଏଠାକାର ଉମେଶ ଦଳବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ଦଳବେହେରା ମାଟ୍ରିକରେ କମ ନମ୍ବର ରଖିଥିବାରୁ ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର […]

  • Saturday, 17 July 2021
father
ବାପାଙ୍କୁ ହତ୍ୟାର ପ୍ରତିଶୋଧ ନେଲେ ୪ ପୁଅ !

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବାପାଙ୍କୁ ହତ୍ୟାର ପ୍ରତିଶୋଧ। ଜେଲ୍ ଫେରନ୍ତା ଅଭିଯୁକ୍ତର ଦୁଇ ହାତ ସହ ଗୋଡର ଅଙ୍ଗୁଳି କାଟିଦେଲେ ୪ ପୁଅ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖମାର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ସୁରେନ୍ଦ୍ର କ୍ଷେତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୁଅ ଅନ୍ୟ ୨ ଜଣ ମିଶି ତାଙ୍କ ଦୁଇ ହାତ ସହ ଦୁଇ ଗୋଡର ଅଙ୍ଗୁଳିକୁ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର […]

  • Saturday, 17 July 2021
death
ଆମ୍ବ ତୋଳିବା ବେଳେ ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ

ଫୁଲବାଣୀ(ତ୍ରିନାଥ ସାହୁ) : ଫୁଲବାଣୀ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦଶରଥ ଭୁକ୍ତା ଓ ତାଙ୍କ ସ୍ତ୍ରୀ ସରୋଜିନୀ ଭୁକ୍ତା। ଆଜି ସକାଳେ ଦଶରଥ ଓ ତାଙ୍କ ସ୍ତ୍ରୀ ଆମ୍ବ ତୋଳିବାକୁ ଯାଇଥିଲେ। ଗାଁରେ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରୁ ସେମାନେ ଆମ୍ବ ତୋଳୁଥିଲେ। ସେହି ଆମ୍ବ ଗଛ ଦେଇ ଏକ ୩୩ କେଭି ବିଦ୍ୟୁତ୍ […]

  • Saturday, 17 July 2021
thunder storm
ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର  : ଆଜି ରାଜ୍ୟର କେତେକ ସ୍ଥାନରେ ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଘଡ଼ଘଡ଼ି ମଧ୍ୟ ମାରିବ। ସେଥିପାଇଁ ୭ଟି ଜିଲ୍ଲାକୁ ରାତି ୬ଟା ୩୦ ଯାଏ ସତର୍କ ରହିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ଓ ନୟାଗଡ଼। ଏହି ଜିଲ୍ଲା […]

  • Saturday, 17 July 2021
asi
କ୍ଷମା ମାଗିଲା ASI

ପୁରୀ : ବାତ୍ୟାରେ ଲୁହାଭାରା ଭାଙ୍ଗି ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚିଥିବାରୁ କ୍ଷମା ମାଗିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ASI। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ମନ୍ଦିରର ସିଂହ ମୂର୍ତ୍ତି ଭାଙ୍ଗିବା ନେଇ ଗଜପତି କ୍ଷୋଭ ପ୍ରକାଶ କରିଥିଲେ। ବାତ୍ୟା ପୂର୍ବରୁ ଭାରା ଖୋଲାଯାଇ ନଥିବାରୁ ସିଂହ ମୂର୍ତ୍ତି ଭାଙ୍ଗିଲା ବୋଲି କହିଥିଲେ ଗଜପତି। ASI ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏହାକୁ ସ୍ୱୀକାର […]

  • Saturday, 17 July 2021
girl
ମାଟ୍ରିକ ପରୀକ୍ଷା ଫଳ ; ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର  : ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଏଥର ପାସ୍‌ ହାର ୭୦.୭୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ତେବେ ଗତବର୍ଷ ତୁଳନାରେ ଏଥର ପାସ ହାର ପ୍ରାୟ ୬ ପ୍ରତିଶତ କମିଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡରେ ୧ ହଜାର ୧୮୧, A2ରେ ୯ହଜାର ୯୩୮ ଓ B1ରେ ୨୪ ହଜାର ୯୯୧ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି B2 ଗ୍ରେଡରେ ୪୬ ହଜାର […]

  • Saturday, 17 July 2021
heatwave
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ୪୫ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଛି। ସେହିପରି ଝାରସୁଗୁଡ଼ାରେ ୪୩.୮ ଡ଼ିଗ୍ରୀ, ବଲାଙ୍ଗିରରେ ୪୩.୬ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୪ ଡ଼ିଗ୍ରୀ, ସୋନପୁରରେ ୪୩.୨ ଡ଼ିଗ୍ରୀ, ଭବାନୀପାଟଣାରେ ୪୩ ଡ଼ିଗ୍ରୀ, ତାଳଚେରରେ ୪୨.୫ ଡ଼ିଗ୍ରୀ, ହୀରାକୁଦରେ ୪୨.୪ ଡ଼ିଗ୍ରୀ, ସୁନ୍ଦରଗଡ଼ ଓ ମାଲକାନଗିରିରେ ୪୨ ଡ଼ିଗ୍ରୀ, ଅନୁଗୋଳରେ […]

  • Saturday, 17 July 2021
kv singhdeo
କେଭି ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋନପୁର(ରବିନ୍ଦ୍ର ହୋତା)  : ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିଶିପାଲିରେ କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି କେଭି ନିଜ ପତ୍ନୀଙ୍କ ସହ ଭୁବନେଶ୍ୱରରୁ ପାଟଣାଗଡ଼ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ରକକୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ କେଭି ସିଂହଦେଓଙ୍କ ଗାଡ଼ିର ସାମନା ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଅଳ୍ପକେ କନକ ବର୍ଦ୍ଧନ ସିଂଦେଓ ଓ ତାଙ୍କ […]

  • Saturday, 17 July 2021
bus
ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍

ମୋହନା(ମିହିର ଯତି) : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଚାନ୍ଦିପୁଟରୁ ଫେରୁଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ ୨୦ ଫୁଟ ତଳକୁ ଖସି ଯାଇଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆଜି ସକାଳେ ଦିଗପହଣ୍ଡି ଦ୍ୱାର ଗାଁରୁ ମିନି ବସ୍‌ରେ ଜ୍ୱାଇଁ ଦେଖିବାକୁ ଚାନ୍ଦିପୁଟ୍ […]

  • Saturday, 17 July 2021
evm
ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ

ଦିନକ ପରେ ଗଣତି ଥିଲେ ବି ଏଯାଏଁ ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ। ଇଭିଏମ୍ କଣ୍ଟ୍ରୋଲ ୟୁନିଟରେ ମକ୍ ପୋଲ୍ ଭୋଟ୍ ରହି ଯାଇଥିବା ନେଇ ଆଶଙ୍କା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରକୃତ ଭୋଟ୍‌ ଗ୍ରହଣ ପୂର୍ବରୁ ମେସିନରେ ମକ୍ ପୋଲ୍ କରାଯାଇଥାଏ। ପ୍ରକୃତ ଭୋଟ୍‌ ଗ୍ରହଣ ପୂର୍ବରୁ ମକ୍ ପୋଲ୍‌କୁ ମେସିନରୁ ଡିଲିଟ୍ କରାଯାଏ। ପ୍ରିଜାଇଡିଂ ଅଫିସର ମେସିନ୍‌ରୁ ମକ୍ ପୋଲ୍ ଡିଲିଟ୍ କରିବା କଥା। ଯେଉଁଠି ପ୍ରିଜାଇଡିଂ ଅଫିସର ମକ୍ ପୋଲ୍ […]

  • Saturday, 17 July 2021
heat
ପ୍ରଚଣ୍ଡ ଖରାରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଅସମ୍ଭାଳ ତାତିରେ ଅଥୟ ସାରା ରାଜ୍ୟ। ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ। ଗତ କିଛିଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏହାର ପ୍ରଭାବ ଆହୁରି ଦୁଇ ଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି। ଟିଟିଲାଗଡ଼ରେ ଆଜି ପାରଦ ୪୫ ଡ଼ିଗ୍ରୀ ପାର ହୋଇଥିବା ବେଳେ ୯ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଏପଟେ ୧୦ ଜିଲ୍ଲାରେ […]

  • Saturday, 17 July 2021
dkl
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ସାମ୍ବାଦିକ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ଦୁର୍ବ୍ୟବହାର ଓ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସ୍ୱର ଉଠାଇଛନ୍ତି ସ୍ଥାନୀୟ ସାମ୍ବାଦିକ। ପ୍ରତିବାଦରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି ଯେ, ଏ ସମ୍ପର୍କରେ ସେମାନେ ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ । ତେଣୁ ବାଧ୍ୟ ହୋଇ […]

  • Saturday, 17 July 2021
rice
ରିଲିଫ ଚାଉଳ ହଡ଼ପ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଠପ୍‌

ବାଙ୍କୀ ( ସଂଜୀବ ନାୟକ) : ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ ଘଟଣାର ୭୨ ଘଣ୍ଟା ପରେ ବି ହୋଇନି କାର୍ଯ୍ୟାନୁଷ୍ଠାନ। ଡ୍ରାଇଭର ଧରା ପଡିନଥିବାରୁ ତଦନ୍ତରେ ବିଳମ୍ବ ହେଉଥିବା କହିଲେ ବାଙ୍କୀ ଡ଼ମପଡ଼ା ଯୋଗାଣ ନିରୀକ୍ଷକ। ଗତ ୧୮ ତାରିଖରେ କଟକ ଜିଲ୍ଲା ବାଙ୍କୀ ଥାନା ବିଲିପଦା ଗାଁରୁ ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ନିଆଯାଉଥିଲା। ସେହି ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ ସପ୍ଲାଏ କର୍ପୋରେସନ ଲେଖା ଯାଇଥିଲା। […]

  • Saturday, 17 July 2021
train--
ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

କୁଚିଣ୍ଡା( ଦେବେନ୍ଦ୍ର ବେହେରା) : ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌। ବ୍ରଜରାଜ ନଗରରୁ କୋଲାଘାଟ ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌ ଧାରୁଆଡିହି-ବାମରା ମଝି କୁଅଁରମାଲ ରେଲୱେ ଫାଟକ ନିକଟରେ ୫ଟି ବଗି ଛାଡ଼ି ପଳାଇଥିଲା। ବଗି ଛାଡ଼ି ଇଂଜିନ ପଳାଉଥିବା ଟ୍ରେନ୍‌ର ଡ୍ରାଇଭର ଜାଣିପାରିବା ପରେ ପୁଣି ଟ୍ରେନ୍‌କୁ ପଛକୁ ଆଣି ବଗି ସଂଯୋଗ କରାଯାଇଥିଲା। ତେବେ ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

  • Saturday, 17 July 2021
train
୪ଟି ବଗିର ଏସି କାମ କରୁନଥିବାରୁ ଟ୍ରେନ ଯାତ୍ରୀଙ୍କ ହଙ୍ଗାମା

ରାଉରକେଲା : ଏସି ଦିଅ ନହେଲେ ଟ୍ରେନ୍ ଗଡ଼ିବ ନାହିଁ। ଏସି ସଜାଡ଼ିବା ଦାବିରେ ୪ ଘଣ୍ଟା ହେଲା ରାଉରକେଲା ଷ୍ଟେସନ୍‌ରେ ଇସ୍ପାତ୍ ଏକ୍ସପ୍ରେସ୍ ଟ୍ରେନ୍‌କୁ ଅଟକାଇ ରଖିଛନ୍ତି ଯାତ୍ରୀ। ଟ୍ରେନ୍‌ର ୪ଟି ବଗିର ଏସି କାମ କରୁନଥିବାରୁ ଯାତ୍ରୀ ଏଭଳି ହଙ୍ଗାମା କରିଛନ୍ତି। ଟିଟିଲାଗଡ଼ରୁ ହାଓଡ଼ା ଯାଉଥିବା ଇସ୍ପାତ୍ ଏକ୍ସପ୍ରେସ୍‌ର ଏସି ଅଚଳ ହୋଇପଡିଛି।  

  • Saturday, 17 July 2021
heatwave
ତାତିରେ ଫୁଟୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ତାତି ସାଙ୍ଗକୁ ଝାଂଜିମାଡ଼ କଲବଲ କରିପକାଉଛି। ଗତକିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ପାଇବା ମୁସ୍କିଲ୍ । ଏପଟେ ୮ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତିରେ ଏବେ ସମସ୍ତଙ୍କ […]

  • Saturday, 17 July 2021
ghadei
ଓଡ଼ିଶାରେ ବିଜେଡି ପୁଣି ସରକାର ଗଢ଼ିବ : ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ୱର : ଏଥର ଜାତୀୟ ରାଜନୀତିରେ ଦୃଶ୍ୟପଟ ବଦଳିବ। କୌଣସି ଜାତୀୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ। ଘଡେଇ କହିଛନ୍ତି, ଗତଥର ଅପେକ୍ଷା ଏଥର ଲୋକସଭାରେ ବିଜେପିକୁ କମ୍ ଆସନ ମିଳିବ। ଫଳରେ ସରକାର ଗଠନ ପାଇଁ ଆଞ୍ଚଳିକ ଦଳ ନିର୍ଣ୍ଣାୟକ ଭୂମିକା ନେବେ। ସେପଟେ ଏକଜିଟ୍ ପୋଲ ଆକଳନକୁ ନେଇ ଘଡେଇ କହିଛନ୍ତି, ରାଜ୍ୟର ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା […]

  • Saturday, 17 July 2021
weather
କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ତିନିଟି ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ତା’ସହିତ ଧୂଳିଝଡ଼ ଓ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି- ନୟାଗଡ଼, ଯାଜପୁର ଓ କେନ୍ଦ୍ରାପଡ଼ା। ରାତି ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏସବୁ ଜିଲ୍ଲାର ବିଭିନ୍ନ […]

  • Saturday, 17 July 2021
meeting
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

ସମ୍ବଲପୁର( ସଂଜୟ ଜେନା) : ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଯାତ୍ରା କମିଟୀର କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସ ଅଧିକାରୀ ଯୋଗ ଦେଇ ଯାତ୍ରାକୁ କିପରି ସୂଚାରୁ ରୁପେ ସମ୍ପାଦନ କରାଯିବ ସେନେଇ ଆଲୋଚନା କରିଥିଲେ। ବିଭିନ୍ନ ଯାତ୍ରା କମିଟୀ, ନିଜ ନିଜର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ […]

  • Saturday, 17 July 2021
acci-dkl
ସଡ଼କ ଦୁର୍ଘଟଣାରେ ମାଆ, ଝିଅ ଓ ଝିଆରୀ ମୃତ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଶ୍ରାବଣୀ ଶତପଥୀ, ଲଭଲି ଦେବତା ଓ ନମିତା ଶତପଥୀ। ମିଳିଥିବା ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ତାଳଚେର କାକୁଡୁ ଗାଁରୁ ଏକ ସ୍କୁଟିରେ ନମିତା ଶତପଥୀ ତାଙ୍କ ଝିଅ ଶ୍ରାବଣୀ ଓ ତାଙ୍କ ଭାଇଙ୍କ ଝିଅ ଲଭ୍‌ଲି ଦେବତାଙ୍କ ସହ ପରଜଙ୍ଗ ମୁଣ୍ଡେଇଲୋ ଗାଁକୁ ଆସୁଥିବା ବେଳେ ପରଜଙ୍ଗ ଥାନା ସରାଙ୍ଗ […]

  • Saturday, 17 July 2021
rain
ଆଜି ରାତିରେ ରାଜ୍ୟର ୧୧ ଜିଲ୍ଲାରେ ଧୂଳିଝଡ଼ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତିରେ ରାଜ୍ୟର ୧୧ ଜିଲ୍ଲାରେ ଧୂଳିଝଡ଼ ହେବ। ଏହାଛଡ଼ା ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ରାତି ସାଢ଼େ ୧୦ଟା ସୁଦ୍ଧା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଧୂଳିଝଡ଼ ସହ ବର୍ଷା ହେବ। ଏହି ସମୟରେ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। […]

  • Saturday, 17 July 2021
heatwave
ଭୁବନେଶ୍ୱରର ତାପମାତ୍ରା ୪୦.୨ ଡ଼ିଗ୍ରୀ

ଭୁବନେଶ୍ୱର : ରାଜ୍ୟର ୧୫ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ଆଜି ୪୫.୮ ଡ଼ିଗ୍ରୀ ରହିଛି। ତାତିରୁ ନିସ୍ତାର ପାଇନି ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। ଏଠାରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ୪୫.୮ ଡ଼ିଗ୍ରୀ , ବଲାଙ୍ଗିରରେ ୪୫.୫ ଡିଗ୍ରୀ, ସମ୍ବଲପୁରରେ ୪୪.୬ ଡ଼ିଗ୍ରୀ, […]

  • Saturday, 17 July 2021
j
ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ସୁପାରିସ କଲେ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର : ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ପାଇଁ ହୋଇଥିବା ନିର୍ବାଚନ ପାଇଁ ଆସନ୍ତା ୨୩ତାରିଖରେ ଭୋଟ ଗଣନା ହେବାର କାର୍ଯ୍ୟକ୍ରମ ରହିଛି। […]

  • Saturday, 17 July 2021
ch
କଟକରେ ଚିକେନ ବଜାର ଆକାଶ ଛୁଆଁ

କଟକ( ଦେବାଶିଷ ମହାନ୍ତି) : ବାତ୍ୟା ଫୋନିକୁ ବିତିଛି ୧୫ଦିନ। ହେଲେ ଏବେବି କଟକରେ ସୁଧୁରିନି ସ୍ଥିତି। ବାତ୍ୟାରେ କଟକ ଆଖପାଖ ଅଂଚଳର ଶତାଧିକ କୁକୁଡ଼ା ଫାର୍ମ ନଷ୍ଟ ହୋଇଯାଇଛି। କାହାର ଛାତ ଉଡିଯାଉଛି ତ କାହାର କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଭାଙ୍ଗିଯାଇଛି। କଟକ ବୈୟାଳିଶି ମୌଜା ଅଂଚଳରେ ଅଧିକାଂଶ ଲୋକ କୁକୁଡ଼ା ଫାର୍ମ କରି ପେଟପାଟଣା କରିଥାନ୍ତି। ହେଲେ ବାତ୍ୟା ଫୋନି ଏଠାରେ ଉଜାଡି ଦେଇଛି ଜୀବନ ଜୀବିକା। ଆଉ ମଧ୍ୟ କଟକ ପ୍ରେସ୍‌ଛକ ସ୍ଥିତ […]

  • Saturday, 17 July 2021