• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bank
ଗ୍ରାହକଙ୍କ ବିଶ୍ୱାସରେ ବିଷ ! ୧୨ ଜଣଙ୍କ ଆକାଉଣ୍ଟରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଗାଏବ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ) : ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍।  ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ ହୋଇଛି ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା। ତାଲପାଲିପଡ଼ାର ଗୌରଚନ୍ଦ୍ର ପୃଷ୍ଟି ଉକ୍ତ ବ୍ୟାଙ୍କରେ ୧ ଲକ୍ଷ ୭୨ ହଜାର ଟଙ୍କା ରଖିଥିଲେ। ଗତ ୪ ତାରିଖରେ […]

  • Monday, 19 July 2021
nag
ରାଜଧାନୀ ଉପକଣ୍ଠରେ ‘ନଗଡ଼ା’ ; ଅପପୁଷ୍ଟିରେ ଶହ ଶହ ଶିଶୁ

ଭୁବନେଶ୍ୱର : ଅପପୁଷ୍ଟିର କଥା ମନେପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ ବଡ଼ବଡ଼ ବାବୁମାନେ ନଗଡ଼ା ଯାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ସରକାର ଯୋଜନା ପ୍ରସ୍ତୁତି କରିଥିଲେ। ଯେଉଁଠି କି ଦିନେ ଯାତାୟତର ସୁବିଧା ନଥିଲା। ସେହି ଗାଁକୁ ରାସ୍ତା […]

  • Monday, 19 July 2021
death
ଏମିତି ବି ଆସେ ମୃତ୍ୟୁ ; ଲୁଗା ଶୁଖାଇବା ବେଳେ ବିଜୁଳି ନେଲା ଜୀବନ

ସାଲେପୁର /ଜଗତସିଂପୁର  : ମୃତ୍ୟୁ ଯେକୌଣସି ବ୍ୟକ୍ତିଙ୍କୁ ବି କୋଳେଇ ନେଇପାରେ, ଯେକୌଣସି ମୂହୁର୍ତ୍ତରେ ବି ଟାଣି ନେଇପାରେ ଅଫେରାବାଟକୁ। ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । କିଏ କିଛି ବୁଝିବା ଆଗରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଦେଖୁ ଦେଖୁ ତିନି ତିନିଟି ଜୀବନ ଚାଲିଗଲା ଦାଣ୍ଡ ଦୁଆରେ।  ହୁଏତ କେଇ ଘଣ୍ଟା ପୂର୍ବରୁ ସବୁଦିନ ଭଳି ସଭିଏଁ ଚଳଚଞ୍ଚଳ ଥିଲେ ଘରର କାମଧନ୍ଧାରେ। କିନ୍ତୁ ଗୋଟିଏ ମୁହୁର୍ତ୍ତରେ ବଦଳିଗଲା […]

  • Monday, 19 July 2021
mo sarkar
ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’: ପଙ୍କଜ

ଭୁବନେଶ୍ୱର : ଷ୍ଟଣ୍ଟ୍‌ ଶୋ’ ପାଲଟିଛି ‘ମୋ ସରକାର’। ଓଟିଭିର ‘ଖୋଲାକଥା’ରେ ନିଜ ନିଲମ୍ବନ ପଛର ସତ ପଦାକୁ ଆଣି ଏହା କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍। ଗତକାଲି ସେ ‘ଖୋଲାକଥା’ରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଅନ୍ଧାଧୁନିଆ ଆକ୍ସନ୍ ନିଆଯାଇଛି। ବାସ୍ତବତାକୁ ନବୁଝି କେବଳ ରୋଗୀଙ୍କ ସଂପର୍କୀୟଙ୍କୁ ଭାତ ଦିଆଗଲାନି ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମେଡିକାଲ୍‌ରେ ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ରହିଛି। ତାହାକୁ […]

  • Monday, 19 July 2021
rain in odisha
କମିଛି ବର୍ଷା ; ଛାଡ଼ି ଯାଇଛି ଅସରନ୍ତି ଦୁଃଖ ,ଦୁର୍ଦ୍ଦଶା

ଭୁବନେଶ୍ୱର :  ଦୁଇ ଦିନର ଲଗାଣ ବର୍ଷା ଯେ କେବଳ ଅସରନ୍ତି ଦୁର୍ଦ୍ଦଶା ଦେଇଛି ତା ନୁହେଁ ଅକାଳରେ ବି ନେଇଛି ଅନେକଙ୍କ ଜୀବନ। କେନ୍ଦ୍ରାପଡ଼ା ଗଣେଶ୍ୱରପୁରରେ କାନ୍ଥ ଭୁଶୁଡ଼ି ପ୍ରାଣ ହରାଇଛନ୍ତି ନୂଆସାହିର କୈଳାଶ ସାମଲ। ତାଙ୍କ ପତ୍ନୀ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘରେ ଶୋଇଥିବାବେଳେ ଉଭୟଙ୍କ ଉପରେ ପଡିଯାଇଥିଲା ବତୁରା କାନ୍ଥ ସାଙ୍ଗକୁ ଚାଳ। ଠିକ୍ ସେମିତି ଜଳେଶ୍ୱରରେ ବି ଘଟିଛି ଅଘଟଣ। ରାଇବଣିଆ ଥାନା ଭଦୁଆ ଗାଁରେ ହଠାତ୍ […]

  • Monday, 19 July 2021
lokanath temple
ଜଳବନ୍ଦୀ ଶ୍ରୀଲୋକନାଥ ମନ୍ଦିର

ପୁରୀ : ଜଳବନ୍ଦୀ ଅବସ୍ଥାରେ ଶ୍ରୀକ୍ଷେତ୍ର ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ମନ୍ଦିର। ମନ୍ଦିରର ଗମ୍ଭୀରା ଠାରୁ ଦେବୀ ପାର୍ବତୀ, ଶ୍ରୀଗଣେଶ, କାର୍ତ୍ତିକଙ୍କ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବେଶ ପଥ ଓ ଅଗଣାରେ ପାଣି ଜମିରହିଥିବାରୁ ଭକ୍ତ ମାନେ ପଛପାଖ ଦେଇ ମନ୍ଦିର ଭିତରକୁ ଯାଉଥିଲେ ମଧ୍ୟ ସଠିକ୍‌ ଭାବେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି । ଅନ୍ୟପଟେ ପ୍ରତିବର୍ଷ ବର୍ଷା ଦିନେ ଏଇଭଳି ଦିନ ଦିନ ଧରି ପାଣି ଜମି ରହୁଥିବାରୁ  ମନ୍ଦିରର ସ୍ଥିତି […]

  • Monday, 19 July 2021
wall collapse
ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିଲା, ମହିଳା ଗୁରୁତର

କେନ୍ଦୁଝର : ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର। କେନ୍ଦୁଝର ଜିଲ୍ଲା ଘଷିପୁରା ବସନ୍ତପୁରା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କୋଠରୀର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଆହତ ହୋଇଥିବା ମଇନା ହାଁସଦାଙ୍କ ଉପରେ ମାଟିକାନ୍ଥ ଖସିପଡିଥିଲା। ପାଖରେ ଶୋଇଥିବା ୨ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଜେନାସାହିରେ କାନ୍ଥ ଭୁଶୁଡ଼ି […]

  • Monday, 19 July 2021
woman
୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ନାରାୟଣପାଟଣା : ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ।  ୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଉପର ଗଡିତ ଗାଁରେ । ସୂଚନା ମୁତାବକ, ଆଜି ସକାଳୁ ଗାଁର ସୋନିଆ ଜାନୀଙ୍କ ପତ୍ନୀ ମିଣିଙ୍ଗ ଜାନୀଙ୍କ ପ୍ରସବ ବେଦନା ହେବାରୁ ମେଡିକାଲକୁ ନେବାକୁ ବାହାରିଥିଲେ ଘର ଲୋକ।   ଏଥିପାଇଁ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ୍ କରିଥିଲେ । ହେଲେ ଗାଁକୁ ରାସ୍ତା […]

  • Monday, 19 July 2021
cm
ଚିକେନ୍‌ କାହିଁକି ଖାଇଲ ? ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ

ଭୁବନେଶ୍ୱର  : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲର ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇବା ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ମାତ୍ର ୨ଦିନ ନପୁରୁଣୁ କେଉଁ ପରିସ୍ଥିତିରେ ପିଲାମାନଙ୍କ ସହ ବସି ସରକାରୀ ଅନୁଷ୍ଠାନରେ ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇଲେ ତାହା ଲିଖିତ ଭାବେ ଜଣାଇବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, […]

  • Monday, 19 July 2021
rita record
ବିଜେପୁରରେ ରୀତାଙ୍କ ରେକର୍ଡ

ବିଜେପୁର: ବିଜେପୁର ବ୍ୟାଟେଲରେ ରୀତାଙ୍କ ରେକର୍ଡ। ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଜିତିଥିବା ବ୍ୟବଧାନ ଠାରୁ ୪୦ ହଜାରରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ରୀତା ସାହୁ। ଏମିତିକି ପ୍ରାୟ ୯୮ ହଜାର  ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ  ସର୍ବକାଳୀନ ରେକର୍ଡ କରିଛନ୍ତି ରୀତା । ବିଜେପୁରରେ କଂଗ୍ରେସ  ଅମାନତ ହରାଇଥିବା ବେଳେ ବିଜେପିର ଭୋଟ୍ ପ୍ରତିଶତ ଗତଥର  ତୁଳନାରେ କମିଛି । ଦୁଇ ବିରୋଧୀ ଦଳ ନିଜ ପରାଜୟର ସମୀକ୍ଷା  କରିବେ ବୋଲି […]

  • Monday, 19 July 2021
aya
ଆଖି ଚିକିତ୍ସା ପାଇଁ ଡାକ୍ତର କାନ ଡ୍ରପ୍ ଲେଖିଦେଲେ... ଅଭିଯୋଗ

ନୟାଗଡ଼ : ଡାକ୍ତରଙ୍କ ଚିକିତ୍ସା ତ୍ରୁଟିରୁ ଗୋଟିଏ ଆଖି ହରାଇଲା ୬ ବର୍ଷର କୁନି ଝିଅ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ। ଦଶପଲ୍ଲା ନଛିପୁର ଗାଁର ଚନ୍ଦ୍ରକାନ୍ତ ଗୋଛାୟତ ତାଙ୍କ ଝିଅ ରିଙ୍କିର ଆଖିରେ ହେଡ୍ କ୍ଲିପ୍ ବାଜି ଲାଲ ପଡିବାରୁ ନୟାଗଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ଝିଅଟିର ଆଖି ଦେଖି ମେଡିସିନ ଲେଖିଥିଲେ। ପ୍ରେସ୍କ୍ରିପସନ୍ ଅନୁଯାୟୀ, ନିରାମୟ କେନ୍ଦ୍ରରୁ ଏକ ଡ୍ରପ୍ ଆଣି କିଭଳି […]

  • Monday, 19 July 2021
fir in utkal university
ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ହଲରେ ନିଆଁ

ଭୁବନେଶ୍ୱର  : ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ହଲରେ ନିଆଁ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ। ନିଆଁ ଏତେ ଭୟଙ୍କର ଯେ ଭିତରକୁ ଯିବା ସମ୍ଭବପର ହେଉନାହିଁ। ତଥାପି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ଲାଗିଛି।

  • Monday, 19 July 2021
auto
ମୃତ୍ୟୁ ବି ଏମିତି ବାଟ ଜଗେ ! ଚଳନ୍ତା ଅଟୋରେ ପଡିଗଲା ଗଛ

ବାଲିଗୁଡ଼ା (ଅଜିତ ନାୟକ) : ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି–ଡୁଲୁରୀ ମୁଖ୍ୟ ରାସ୍ତାରେ ଘଟିଛି। ତେବେ ଅଟୋରେ ବସିଥିବା ୫ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଲଘୁଚାପ ବର୍ଷା ସତ୍ତ୍ୱେ ପ୍ଲୀହେରି ଗାଁର କେତେକ ଲୋକ ଚାଉଳ ପାଇଁ ଦାରିଙ୍ଗବାଡ଼ି ଯାଇଥିଲେ। ଅପରାହ୍ନରେ ସେମାନେ ଚାଉଳ ଧରି ଏକ ଅଟୋରେ ଘରକୁ ଫେରୁଥିଲେ। ତେବେ ଦାରିଙ୍ଗବାଡ଼ି-ଡୁଲୁରୀ ମୁଖ୍ୟ […]

  • Monday, 19 July 2021
bribe for ambulance
୧୦୮ ଆମ୍ବୁଲାନ୍ସ ପାଇଁ ଲାଞ୍ଚ

ଜଳେଶ୍ୱର : ଲାଞ୍ଚ କାରବାରର ଆଉ ଏକ ସାଂଘାତିକ ଭିଡ଼ିଓ। ଏଥର ସାମ୍ନାକୁ ଆସିଛି ୧୦୮ ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କ ଲାଞ୍ଚ କାରବାରର ଭାଇରାଲ୍ ଭିଡ଼ିଓ। ରୋଗୀଙ୍କୁ ମେଡ଼ିକାଲ୍ ନେବା ପାଇଁ ଡ୍ରାଇଭର, ହେଲପର୍ ଏବଂ ଫାର୍ମାସିଷ୍ଟ କେମିତି ଲାଞ୍ଚ ନେଉଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ, ତାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏ ଭିଡ଼ିଓଟି ହେଉଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର।  ଭୋଗରାଇ ଅଞ୍ଚଳର ଜଣେ ରୋଗୀଙ୍କୁ କଟକ […]

  • Monday, 19 July 2021
guest house
PEO ସ୍ମିତାରାଣୀ ମୃତ୍ୟୁ ମାମଲା ; ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ

ଯାଜପୁର (ଅଭୟ ପତି): ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’ କୁହାଯାଉଥିବା ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ। ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ ହୋଇଥିବାରୁ ତହସିଲଦାରଙ୍କ ରିପୋର୍ଟ ପରେ ଭାଙ୍ଗିବା ପାଇଁ ସ୍ଥିର କରାଯାଇଛି। ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଗେଷ୍ଟ ହାଉସ୍‌ ଭଙ୍ଗାଯିବ ନାହିଁ। ତଦନ୍ତ ଶେଷ ପରେ ଗେଷ୍ଟ ହାଉସ୍‌ ଭଙ୍ଗାଯିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି-“ଗେଷ୍ଟ ହାଉସ୍ […]

  • Monday, 19 July 2021
ahara
ଆହାର କେନ୍ଦ୍ରରେ ଖାଇଲେ ସ୍ୱାସ୍ଥ୍ୟ ସଚିବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର) : ସରକାରୀ ସ୍କୁଲ, ସେବାଶ୍ରମ, ଅନାଥ ଆଶ୍ରମ, ଆହାର କେନ୍ଦ୍ର ଓ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କାରିବା ପାଇଁ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଏବଂ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆକ୍ସନ ମୁଡ୍‌ରେ ଆସିଛନ୍ତି ମନ୍ତ୍ରୀ ଓ ସଚିବ। ଗତକାଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ସରକାରୀ ସ୍କୁଲରେ ସମୀକ୍ଷା କରିବା ସହିତ ଏକଲବ୍ୟ ମଡେଲ୍‌ ସ୍କୁଲରେ ଖାଇଥିଲେ। […]

  • Monday, 19 July 2021
SupremeCourt
ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍

ଭୁବନେଶ୍ୱର : ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ। ଓଡ଼ିଶା ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ହାଜର ପାଇଁ ନୋଟିସ୍ ଦିଆଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ସଭାପତିଙ୍କୁ ମଧ୍ୟ ହାଜର ହେବାକୁ ସବୋର୍ଚ୍ଚ ଅଦାଲତ କହିଛନ୍ତି। ଏନେଇ ଭାରତୀୟ ବାର୍ କାଉନସିଲ୍ ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ କୋର୍ଟ କହିଛନ୍ତି। ଆନ୍ଦୋଳନରତ ଓକିଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ସହଯୋଗ ଲୋଡ଼ିଛନ୍ତି। ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହକିଲଙ୍କ ସମେତ ଇଚ୍ଛୁକ ଓକିଲଙ୍କୁ ସୁରକ୍ଷା […]

  • Monday, 19 July 2021
elephant-3
ହାତୀଛୁଆର ମୃତଦେହ ଉଦ୍ଧାର

ଅନୁଗୋଳ(ବିରଜା ଦାସ) : ଢେଙ୍କାନାଳ ଜିଲ୍ଲା ମହବିରୋଡ଼ ରେଞ୍ଜ ପରଜଙ୍ଗ ଡ଼ାମୋଲ ଗାଁ ବିଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ହାତୀ ଛୁଆଟିର ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ହାତୀ ଛୁଆର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ଗତକାଲି ହାତୀ ପଲ ଗାଁ ନିକଟରେ ଥିବା ବେଳେ ଆଜି […]

  • Monday, 19 July 2021
kidney
ଚେନ୍ନାଇରେ କିଡ୍‌ନୀ ଚୋରି ଉଦ୍ୟମ ଅଭିଯୋଗ

କୁଚିଣ୍ଡା :  ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣାର ଏକ ଉଦ୍‌ବେଗଜନକ ଚିତ୍ର।  ସମ୍ବଲପୁର ଜିଲ୍ଲା କୁଚିଣ୍ଡା କେଶାଇବାହାଲର ଜଣେ ଯୁବକ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିବା ବେଳେ, ସେଠାରେ ତାଙ୍କର କିଡ୍‌ନୀ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ଆଣିଛନ୍ତି। ଯୁବକଙ୍କ ନାଁ ଦିନୁ ନାଏକ। ଦିନୁଙ୍କ ଅଜାଣତରେ ତାଙ୍କ ପେଟ ଚିରା ଯାଇ ସିଲେଇ ହୋଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ଚେନ୍ନାଇ ସେଣ୍ଟ୍ରାଲ୍ ଷ୍ଟେସନରେ ପହଞ୍ଚି ସେଠାରେ ରାତିରେ ରହିବା […]

  • Monday, 19 July 2021
up
ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ ନକଲି ସାମ୍ବାଦିକ; ଭିଡିଓ ଭାଇରାଲ

ଅନୁଗୁଳ : ନକଲି ସାମ୍ବାଦିକଙ୍କ ଭିଡିଓ ଭାଇରାଲ। ଅନୁଗୁଳ ଛେଣ୍ଡିପଦା ବ୍ଲକର କିଛି ଯୁବକ ଗୋଟିଏ ସ୍କୁଲକୁ ଯାଇ ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ କିଛି ଯୁବକ ବିଦ୍ୟାଳୟ ମାନଙ୍କରେ ପହଁଚି ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ବାବଦରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଡ଼ରାଇବା ସହ ଟଙ୍କା ଦାବି କରିଥିଲେ। ଗ୍ରାମବାସୀ  ଓ ଶିକ୍ଷକମାନେ […]

  • Monday, 19 July 2021
attack
ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ

କୁଚିଣ୍ଡା  :  ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ। ସମ୍ବଲପୁର ଜିଲ୍ଲା ବାମଡ଼ା ରେଳ ଷ୍ଟେସନର ଜିଆରପିଙ୍କୁ ୨ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏଥିରେ ଜିଆରପି ପର୍ଶୁରାମ ବିଭୋର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଜଣଙ୍କୁ ଲୋକେ କାବୁ କରିଥିଲେ । ଉକ୍ତ ଯୁବକକୁ ଜିଆରପି ଅଫିସରେ ଅଟକ ରଖାଯାଇଛି। ସେ ବ୍ରହ୍ମପୁରର ନାରାୟଣ ଡାକୁଆ ବୋଲି ଜଣାପଡ଼ିଛି। ଫେରାର ହୋଇଥିବା ଅନ୍ୟ ଜମେ ଦୁର୍ବୃତ୍ତ ଭୁବନେଶ୍ୱରର […]

  • Monday, 19 July 2021
puri
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ମହାପ୍ରଭୁଙ୍କ ଗୁପ୍ତ ସେବା ବନକଲାଗି ନୀତି ପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ […]

  • Monday, 19 July 2021
std pregnant
ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ !

ତେଲକୋଇ (ଚିନ୍ମୟ ସାହୁ) : ପୁଣି ଲଜ୍ଜା। ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ହୋଇଛନ୍ତି ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ। ଗୌରୀ (ଛଦ୍ମନାମ) ନାମକ ଜଣେ ନବମ ଛାତ୍ରୀ ଏହି ଅଞ୍ଚଳର ଏକ ଆବାସିକ ବାଳିକା ହଷ୍ଟେଲରେ ରହି ପାଠ ପଢୁଥିଲେ। ଛାତ୍ରୀଙ୍କ ଦେହ ଖରାପ ହେବାରୁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ଜଣକ ଗର୍ଭବତୀ ଥିବା […]

  • Monday, 19 July 2021
didi
ନାଚ ଗୀତ କରି ପାଠ ପଢାଇ ଚର୍ଚ୍ଚାରେ ଶିକ୍ଷୟିତ୍ରୀ

ଜଗତସିଂହପୁର  : ବିଦ୍ୟାଳୟ ହେଉଛି ଏକ ‍ଜ୍ଞାନର ମନ୍ଦିର । ଏଠି କୋମଳ ମନରେ ନୂଆନୂଆ ସମ୍ଭାବନା ଉଙ୍କି ମାରେ ।  ଜୀବନକୁ କିପରି ସରସ ସୁନ୍ଦର ଭାବେ ଗଢ଼ିହେବ ତାର ସୂତ୍ର ପାଏ ପିଲାଟିଏ ଏହି ସ୍କୁଲରୁ । ଆଉ ଏହାର ପ୍ରମୁଖ ସୂତ୍ରଧର ସାଜିଥାନ୍ତି ଶିକ୍ଷକମନେ । ଜଣେ ପିଲାର ଭବିଷ୍ୟତ ଗଢ଼ିବାରେ ଏହିମାନଙ୍କ ଅବଦାନ ସବୁଠୁ ଆଗରେ । ନାଚ ଗୀତ କରି ପାଠ ପଢାଇ ଚର୍ଚ୍ଚାକୁ ଆସିଛନ୍ତି ପୁଣି ଜଣେ ଶିକ୍ଷକ। […]

  • Monday, 19 July 2021
row
ବସ୍ ଉପରକୁ ତୀର ମାଡ଼, ଜଣେ ଗୁରୁତର

କେନ୍ଦୁଝର ( ପ୍ରଣୟ ପାଣି) : ବସ୍‌ ଉପରକୁ ତୀର ମାଡ଼, ଜଣେ ଗୁରୁତର । କେନ୍ଦୁଝର ବଳିପର୍ବତ ନିକଟରେ ଯାଉଥିବା ଏକ ବସ୍ ଉପରକୁ ତୀର ମାଡ଼ କରାଯାଇଛି।  ଗତକାଲି ସଂଧ୍ୟାରେ ଦୈତାରୀ ଥାନା ଓଏମସି ଖଣିରେ ଠିକା କାମ କରୁଥିବା କେଏମସି ନାମକ ଏକ ଘରୋଇ କମ୍ପାନୀର ଷ୍ଟାଫଙ୍କୁ ନେଇ ବସ୍ ଖଣିରୁ ଫେରୁଥିଲା।  ଏହି ସମୟରେ କିଛି ଦୁର୍ବୃତ୍ତ ବସ୍ ଉପରକୁ ତୀର ମାଡ଼ କରିଥିଲେ। ତୀର ମାଡ଼ରେ ଜଣେ କର୍ମଚାରୀ ଗୁରୁତର […]

  • Monday, 19 July 2021