• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rape in puri
ପୁରୀ ଗଣଦୁଷ୍କର୍ମ ମାମଲାକୁ ନେଇ ତନାଘନା

ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ […]

  • Monday, 19 July 2021
president
ରାଜଭବନରେ ରାତି ବିତାଇବେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସ୍ୱତନ୍ତ୍ର ବିମାନରେ ଆସି ୭ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ […]

  • Monday, 19 July 2021
child
ବେପରୁଆ ବାପା-ମାଆ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ବନ୍ଦ କାର ଭିତରେ ମୁମୂର୍ଷୁ ଅବସ୍ଥାରେ କୁନିପିଲା । କାରର ପଛ ସିଟ୍‌ରେ ଅଣନିଶ୍ୱାସୀ ହେବା ପରେ ନିସ୍ତେଜ ହୋଇଯାଇଥିଲା ଶରୀର। ଦିନ ସାଢେ ୧୧ଟା ବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ଆଗରେ ଖରାରେ ଛିଡ଼ା ହୋଇଥିଲା ଏକ କାର । କାର ଭିତରେ ଥିବା ଶିଶୁ ଉପରେ ସିକ୍ୟୁରିଟି ଗାର୍ଡର ପଡ଼ିଥିଲା ନଜର।  ଆଖପାଖ ଅଧଘଣ୍ଟା ଧରି ଖୋଜାଖୋଜି ପରେ ବି ପିଲାଟିର ବାପା ମାଆଙ୍କ ଖୋଜ ଖବର […]

  • Monday, 19 July 2021
wrong side
ଚିନ୍ତା ବଢାଇଲା ରଙ୍ଗ୍ ସାଇଡ୍ ଡ୍ରାଇଭିଂ

ଭୁବନେଶ୍ୱର : କମିଶନରେଟ ପୁଲିସ ପାଇଁ ବଡ଼ ଚାଲେଞ୍ଜ ରଙ୍ଗ୍ ସାଇଡ ଡ୍ରାଇଭିଂ। ଟୁଇନ୍ ସିଟିର ୨୦୦ଟି ସ୍ଥାନ ଚିହ୍ନଟ କରିଛି ପୁଲିସ। ଯେଉଁଠାରେ ଅଧିକ ରଙ୍ଗ ସାଇଡ୍ ଡ୍ରାଇଭିଂ ଘଟଣା ଦେଖିବାକୁ ମିଳୁଛି। ତା ଭିତରୁ ୬୦ଟି ଅତି ସମ୍ବେଦନଶୀଳ ରଙ୍ଗ୍ ସାଇଡ ଡ୍ରାଇଭିଂ ପଏଣ୍ଟ ରହିଛି , ଯେଉଁଥିପାଇଁ ଦୁର୍ଘଟଣା ଘଟିବା ସହ ଅନେକ ଜୀବନ ଯାଉଛି। ଏହାକୁ ନଜରରେ ରଖି ସେହି ସବୁ ରଙ୍ଗ୍ ସାଇଡ ପଏଣ୍ଟ ଗୁଡିକରେ ଟ୍ରାଫିକର ସ୍ୱତନ୍ତ୍ର ଉଇଙ୍ଗ […]

  • Monday, 19 July 2021
husband2
ସ୍ତ୍ରୀଙ୍କୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ।  ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ  ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି।  କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତାର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି […]

  • Monday, 19 July 2021
clerk attack
ଗୋଡ଼ାଇ ଗୋଡ଼ାଇ ହାଣିଲେ

ବ୍ରହ୍ମପୁର : ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏ ଘଟଣା । ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଦିନ ଦ୍ୱିପ୍ରହରରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରଂଜନ ପ୍ରଧାନ।  ଗୁରୁତର ଅବସ୍ଥାରେ ନିରଂଜନଙ୍କୁ ବ୍ରହ୍ମପୁର ବଡ଼ […]

  • Monday, 19 July 2021
TRAIN
ଟ୍ରେନ୍‌ ଇଞ୍ଜିନରେ ନିଆଁ !

ବାରିପଦା (ମାଣିକଲାଲ୍‌ ପାଣି): ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରୁଥିବା ଡିଏମ୍‌ୟୁ ଟ୍ରେନ୍‌ ଇଞ୍ଜିନରେ ଲାଗିଛି ନିଆଁ। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ରେଳ ବିଭାଗ ଅନୁମାନ କରୁଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଟ୍ରେନ୍‌ଟି ବାଲେଶ୍ୱରକୁ ଫେରିନାହିଁ। ବାଙ୍ଗିରିପୋଷି ଷ୍ଟେସନ୍‌ରେ ଅଟକି ରହିଛି। ଡିଏମ୍‌ୟୁ ଟ୍ରେନ୍‌ଟି ବାଲେଶ୍ୱରରୁ ଭାୟା ବାରିପଦା ଦେଇ ବାଙ୍ଗିରିପୋଷି ଯାଇଥାଏ। ସେଠାରୁ ଦିନ ୧ଟା ବେଳେ ପୁଣି ବାଲେଶ୍ୱରକୁ ଫେରିଥାଏ। ତେବେ ଆଜି […]

  • Monday, 19 July 2021
teacher death
ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ

ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍‌ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ। ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍‌ଜିରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନ କରୁଥିବା ନିରଂଜନଙ୍କ ଅନ୍ୟ ସହକର୍ମୀ । ପୁନଃମୂଲ୍ୟାୟନ ନେଇ ଦାବି ପୂରଣ ନହେଲେ ନିରଂଜନଙ୍କ ଭଳି […]

  • Monday, 19 July 2021
rape puri byte
ପୀଡ଼ିତା କହିଲେ କେମିତି ହୋଇଥିଲା ଗଣଦୁଷ୍କର୍ମ !

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍‌ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। […]

  • Monday, 19 July 2021
nasa 2
ଛାତ୍ରଙ୍କୁ ନାସା ପ୍ରତିଯୋଗିତା ପାଇଁ ମନୋନୀତ ଖବର ମିଛ

ଅନୁଗୁଳ : ଅନୁଗୁଳର ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ପାଇଁ ମନୋନୀତ ଖବର ସମ୍ପୂର୍ଣ୍ଣ ଜାଲ୍। ନାସା ପକ୍ଷରୁ ଏଭଳି କୌଣସି ସୂଚନା ଆସିନଥିଲା,ବରଂ ଏହା ପୁରାପୁରି ନକଲି ବୋଲି ସ୍ପଷ୍ଟ କରିଛି ପୁଲିସ। ସେପଟେ ଘଟଣା ପଛରେ ଜଣେ ନାବାଳକର ଭୂମିକା ଥିବା କହି ଘଟଣାର ତଦନ୍ତ ଜାରି ରହିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ। ଅନୁଗୁଳର ଛାତ୍ର ଶୁଭ୍ରାଂଶୁ ନାୟକ ତାଙ୍କ ପ୍ରୋଜେକ୍ଟ ମ୍ୟାଭିକ୍ ପାଇଁ  […]

  • Monday, 19 July 2021
rra
ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା। ଯୁବତୀଙ୍କ ସହ ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ଅଭିଯୋଗ। ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବାର ସୂଚନା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ୍ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍‌ରେ ଝାଡ଼େଶ୍ୱରୀ କ୍ଲବ୍  ନିକଟ କ୍ୱାର୍ଟର୍ସକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। […]

  • Monday, 19 July 2021
drive--9
ଏମିତି ବି କଥା ହୋଇପାରିବେ ଗାଡ଼ି ଚାଳକ, କେମିତି ଧରାପଡିବେ ?

ଭୁବନେଶ୍ୱର  : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା ଘରକୁ ଚାଲାଣ  ଯିବ ବୋଲି ପୋଲିସ କହିଛି। କାରଣ ରାସ୍ତା ଚାରିପଟେ ଜଗିଥିବା ସିସି ଟିଭି କ୍ୟାମେରା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରାଇବ ବୋଲି ପୁଲିସ କହିଛି। ମଦ୍ୟପାନ […]

  • Monday, 19 July 2021
amit
ବାଜି ମାରିଲେ ଅମିତ

ରାଉରକେଲା(ପୱନ ତିୱାରୀ): ରାଉରକେଲାର ଅମିତ କଚ୍ଛପ ହୋଇଛନ୍ତି ‘ମିଷ୍ଟର ଆଣ୍ଡ୍‌ ମିସ୍‌ ମଡେଲ୍‌ ଇଣ୍ଡିଆ’ର ବିଜୟୀ। ନଭେମ୍ବର ୧୦ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଏହି ରଙ୍ଗାରଙ୍ଗ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏଥିରେ ସେ ଏକମାତ୍ର ଓଡ଼ିଆ ଭାବେ ଯୋଗଦେଇଥିଲେ। ‘ମିଷ୍ଟର ଆଣ୍ଡ୍‌ ମିସ୍‌ ମଡେଲ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୧୫ ଜଣ ପୁଅ ଓ ୧୨ ଝିଅଙ୍କ ଭାଗ ନେଇଥିଲେ। ଏଥିରେ ଟାଲେଣ୍ଟ, ଫିଟ୍‌ନେସ୍‌, ବ୍ୟକ୍ତିଗତ ସାକ୍ଷାତକାର ଓ ରାମ୍ପୱାକ୍‌ ଆଦି ହୋଇଥିଲା। ତେବେ […]

  • Monday, 19 July 2021
SIT
କୁନ୍ଦୁଲି ଗଣଦୁର୍ଷ୍କମ ମାମଲା : କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ SIT ଟିମ୍‌ର ବୈଠକ

କୋରାପୁଟ  : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାରେ SIT ଟିମ୍‌ର ବୈଠକ ହୋଇଯାଇଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଯୋଗଦେଇଥିଲେ। ଏହି ବୈଠକରେ ପୀଡ଼ିତାଙ୍କ ମାଆ ଏବଂ ଭାଇଙ୍କୁ ଡାକି ଆଲୋଚନା କରିଛନ୍ତି ଅଧିକାରୀ । ହାଇକୋର୍ଟ SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ମାମଲାର ପ୍ରଥମ ବୈଠକ ବସିଥିଲା । ମାଆ […]

  • Monday, 19 July 2021
ONION
କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ୱର: କାନ୍ଧରେ ଗାମୁଛା, ପାଖରେ ଠେଲା ଗାଡ଼ି ଓ ଏହା ଉପରେ ରଖା ହୋଇଛି ଗଦାଗଦା ପିଆଜ। ଆଉ ଲୋକଙ୍କୁ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି କଂଗ୍ରେସ କର୍ମୀ। ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଆଜ ଦର ବୃଦ୍ଧି ନେଇ ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ଏଭଳି ଅଭିନବ ପ୍ରତିବାଦ କରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଏହି ପିଆଜ […]

  • Monday, 19 July 2021
sunil roy
ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ

କଟକ : ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ ରାୟ । ଆଜି କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ରାନ୍ସପରେନ୍ସି ଓ ଟାଇମ୍ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ । ସେହିଭଳି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ। ଏହା ସହ ବିଭାଗରେ ସ୍ୱଚ୍ଛତା ଆଣିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ […]

  • Monday, 19 July 2021
skull
ରାଜଧାନୀରେ ମଣିଷ ଖପୁରୀ ଓ ହାଡ଼ ଜବତ

ଭୁବନେଶ୍ୱର:  ରାଜଧାନୀରେ ଚାଞ୍ଚଲ୍ୟ ।  ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି। ଏକ ଡଷ୍ଟବିନ୍‌ରେ ଜରିରେ ଭର୍ତ୍ତି ହୋଇ ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହାଡ଼ ଓ ଖପୁରୀ ଜବତ କରିଛି। ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାକୁ କଙ୍କାଳ ଆସିଲା, ପୁଲିସ ତାହାର […]

  • Monday, 19 July 2021
minor rape
ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ତୁମୁଡିବନ୍ଧ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ନାଁ ଶମ୍ଭୁ ମହାରଣା ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ପାଖାପାଖି ସନ୍ଧ୍ୟା ୭ଟା ସମୟରେ ନାବାଳିକା ଜଣକ ନିଜ ମାଆଙ୍କ ସହ ଘରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ […]

  • Monday, 19 July 2021
konark festival
ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ପ୍ରତିଦିନ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡିଶୀ ସମେତ ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନିଆଟ୍ଟମ ନୃତ୍ୟ ସହ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ଇଣ୍ଡୋନେସିଆର ବାଲିକନ୍ ଦଳଗତ ନୃତ୍ୟ । ସେହିପରି ତନ୍ଦ୍ରଭାଗା କୂଳରେ ଆୟୋଜିତ ହେବ ବାଲୁକା କଳା।  ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମୋଟ […]

  • Monday, 19 July 2021
assembly
୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର : ୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ। ଗତକାଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାକୁ ଥିବା ବେଳେ, ୧୯ ଦିନ ଆଗରୁ ମୁଲତବି କରିଦେଇଛନ୍ତି ବାଚସ୍ପତି। ଏଥିରେ ୧୭ଟି କାର୍ଯ୍ୟଦିବସ ଥିଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ଥିବା ବେଳେ […]

  • Monday, 19 July 2021
school saand
ସ୍କୁଲ ପାଲଟିଛି ସଂସଦ : ପ୍ରତିବର୍ଷ ବଛାଯାଉଛନ୍ତି ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ

ମାଲକାନଗିରି(ଜିତେନ୍ଦ୍ର ବେଉରା)  : ସ୍କୁଲରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସହ କାମ କରିବାକୁ ରହିଛି ମନ୍ତ୍ରୀ ମଣ୍ଡଳ। ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ବିଭାଗର ମନ୍ତ୍ରୀଙ୍କୁ ନେଇ ପ୍ରତିମାସରେ ବସେ ବୈଠକ । ଏକୌଣସି କାହାଣୀ ନୁହେଁ ମାଲକାନଗିରିର ଅପହଞ୍ଚ କସ୍ତୁରବା ଗାନ୍ଧି ସ୍କୁଲରେ କରାଯାଇଛି ଏପରି ନିଆରା ବ୍ୟବସ୍ଥା । ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଗଠନ ହୋଇଛି ମନ୍ତ୍ରୀ ପରିଷଦ । ବିଭିନ୍ନ ବିଭାଗରେ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ […]

  • Monday, 19 July 2021
woman burn
ଗ୍ୟାସ ନିଆଁରେ ପୋଡ଼ି ହୋଇଗଲେ ଶ୍ୱଶୁର-ବୋହୂ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଡ଼ରାପାଳ ଗାଁରେ ଗ୍ୟାସ ନିଆଁରେ ପୋଡ଼ି ହୋଇ ଶ୍ୱଶୁର-ବୋହୂ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମହିଳାଙ୍କ ଦିଅର ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସଞ୍ଜୀବନୀ ବାରିକ ନାମ୍ନୀ ମହିଳା ଚା’ କରୁଥିବା ବେଳେ ହଠାତ୍‌ ଗ୍ୟାସ୍‌ ଚୁଲାରୁ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ତେବେ ସଞ୍ଜୀବନୀଙ୍କ ଦେହରେ ନିଆଁ ଲାଗିଥିବା ଦେଖି ତାଙ୍କ ଶ୍ୱଶୁର ନରୋତ୍ତମ ଉଦ୍ଧାର କରିବାକୁ ଯାଇ […]

  • Monday, 19 July 2021
strike
ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

ବୌଦ୍ଧ(ଭାର୍ଜନ ପ୍ରଧାନ): କୋଶଲ ସମନ୍ୱୟ ସମିତି କଣ୍ଟାମାଳ ଶାଖା ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। କୋଶଳ କର୍ମୀମାନେ ବିଭିନ୍ନ ସ୍ଥାନରେ  ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ କଣ୍ଟାମାଳ ବୌଦ୍ଧ ସୋନପୁର ଓ କଣ୍ଟାମାଳ ବାଲିଗୁଡ଼ାକୁ ଯାତାୟତ  ବନ୍ଦ ରହିଛି। କଣ୍ଟାମାଳ ବ୍ଲକ୍‌କୁ ସବଡିଭିଜନ ଘୋଷଣା, ତରଭା ତେଲ ନଦୀ ସେତୁ […]

  • Monday, 19 July 2021
onion song
ପିଆଜକୁ ନେଇ ଚର୍ଚ୍ଚା , ସୋଶାଲ୍ ମିଡ଼ିଆରେ ପିଆଜ ଗୀତ ଭାଇରାଲ୍

କଟକ (ପ୍ରଭାତ ବିଷୋୟୀ ) : ପିଆଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଠି। ପିଆଜ ନା ଶୁଣିଲେ ଆଖିରୁ ଲୁହ ବାହାରୁଛି । ରୋଷେଇ ଘରୁ ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି । ତେବେ ଏପରି ଅବସ୍ଥାରେ ପିଆଜକୁ ନେଇ ଗୀତ ଏବେ ସାଧାରଣଲୋକଙ୍କ ବେଶ ପସନ୍ଦ ହୋଇଛି। ସୋଶାଲ ମିଡ଼ିଆରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି। ମାର୍କେଟରେ […]

  • Monday, 19 July 2021
elephant
ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

ସୁନ୍ଦରଗଡ଼  : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ। ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ ସେ ନିକଟରେ ଥିବା ଜମି ମଧ୍ୟକୁ ଦୌଡ଼ି ପଲାଇଥିଲେ। ହେଲେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ତେବେ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଥିବା ଅନ୍ୟ ତିନି ଜଣ […]

  • Monday, 19 July 2021