• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dharmendra--pradhan
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ୋକ୍ତି, ଲୋକେ ବିଜେପିକୁ ଜିତାଇବେ

ଭୁବନେଶ୍ୱର: ୨୦୧୯ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡିଅା ଟୁଡେ ସର୍ଭେକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଯଦିଓ ବିଧାନସଭା ନିର୍ବାଚନରେ ବିଜେଡି ଓ ଲୋକସଭା ନିର୍ବାଚନରେ ବିଜେପି ଅଧିକ ସିଟ୍  ଜିତିବ ବୋଲି ଅାକଳନ କରାଯାଉଛି, ଲୋକେ କିନ୍ତୁ ଗୋଟିଏ ଚିହ୍ନରେ ଭୋଟ୍ ଦେବେ । ଓଡ଼ିଶା ବଡ଼ ପରିବର୍ତ୍ତନ ଅାଡକୁ ମୁହାଁଇଛି ଓ ଏଠାରେ ବିଜେପି ସରକାର ଗଠନ କରିବ ବୋଲି […]

  • Tuesday, 20 July 2021
dama
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଦାମ ରାଉତଙ୍କ ଟାର୍ଗେଟ୍

ଭୁବନେଶ୍ୱର : ଅାଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଦାମ ରାଉତ। ସେ କହିଛନ୍ତି, ନବୀନ ସ୍ଥିତି ବଦଳାଇବାକୁ ଦୁର୍ନୀତିକୁ ନୀତି କରି ସାରିଛନ୍ତି। ସିସୋର ଚିଟଫଣ୍ଡର STV ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଯିବା ଏବଂ ବ୍ଲାକ୍‌ରୋଜରେ ସଂପୃକ୍ତ ଲୋକଙ୍କ ଗାଡ଼ିରେ ବୁଲିବାକୁ ନେଇ ଜଣାପଡୁଛି ନବୀନ କେତେ ସ୍ୱଚ୍ଛ। ସେହିପରି କୁନ୍ଦୁଲି ଘଟଣାରେ ଗଣଦୁଷ୍କର୍ମ ହୋଇଛି ବୋଲି ପୁଣି ଥରେ ଦୃଢକ୍ତି ପ୍ରକାଶ କରିଛନ୍ତି ଦାମ ରାଉତ। […]

  • Tuesday, 20 July 2021
snake
କାର୍‌ ଭିତରୁ ସାପ ଉଦ୍ଧାର

ଭୁବନେଶ୍ୱର: କାର୍‌ ଭିତରୁ ଉଦ୍ଧାର ହେଲା ସାପ। ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ସ୍ଥିତ ଏକ କାର୍‌ ଭିତରୁ ଢମଣା ସାପକୁ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ୪ ଫୁଟ୍‌ ବୋଲି ଜଣାପଡ଼ିଛି। କିଶୋର ଜେନା ନାମକ ଜଣେ ବ୍ୟକ୍ତି ଆଜି ତାଙ୍କ କାର୍‌ ଡିକି ଖୋଲିବା ପରେ ସାପକୁ ଦେଖିଥିଲେ। ଏନେଇ ତତ୍‌କ୍ଷଣାତ ସେ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଫୋନ୍‌ କରିଥିଲେ। ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ ଆସି କାର୍‌ର ଷ୍ଟେପିନ୍‌ ଖୋଲି ଢମଣା ସାପଟିକୁ […]

  • Tuesday, 20 July 2021
cm
ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକଟ କଳାବଜାରି ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଏତଲା ହୋଇଛି। ଶହେ ଟଙ୍କିଆ ଟିକଟ ହଜାରେ ଟଙ୍କାରେ ଓ ୫ ଶହ ଟଙ୍କିଆ ଟିକଟ ୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ କରି ଏହି ଏତଲା ଦିଆଯାଇଛି। ଭୁବନେଶ୍ୱର କ୍ୟାପିଟାଲ୍‌ ଥାନାରେ ଏହି ଏତଲା ଦେଇଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଅନ୍ ଲାଇନ୍‌ରେ ଟିକେଟ ମିଳିବ ବୋଲି […]

  • Tuesday, 20 July 2021
faramer
ଚାଷୀ ଆକ୍ରୋଶରୁ ବର୍ତ୍ତିବାକୁ ସରକାରଙ୍କ ବାଟ ଖୋଜା

ଭୁବନେଶ୍ୱର: ଚାଷୀ ଅସନ୍ତୋଷ ଶାସକ ଭୋଟ୍ ବ୍ୟାଙ୍କରେ ଆଣିପାରେ ବଡ଼ ବିପର୍ଯ୍ୟୟ। ଆଉ ଖାସ୍ ସେଥିପାଇଁ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଖୁସି କରିବାକୁ ସରକାର ନୂଆ ସ୍କିମ୍ ଆଣିପାରନ୍ତି। ତା’ ପୂର୍ବରୁ ଆଜି ନବନିର୍ମାଣ କୃଷକ ସଙ୍ଗଠନର ବିଭିନ୍ନ ଦାବି ନେଇ ଗଠିତ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ବସିଥିଲା। ଆସନ୍ତା ୭ରେ ଚାଷୀ ସଙ୍ଗଠନ ଓ ବିଶେଷଜ୍ଞମାନଙ୍କୁ ପ୍ରସ୍ତାବ ଦେବା ପାଇଁ ଆଉ ଏକ ବୈଠକ ଡକାଯାଇଛି। ଏହାପରେ ନୂଆ ସ୍କିମ୍ ଆସିପାରେ। ପ୍ରାଇସ୍, […]

  • Tuesday, 20 July 2021
puri
ଆସନ୍ତା କାଲିଠୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୁରୀ: ଆସନ୍ତା କାଲିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେବ। ସିଂହଦ୍ୱାର ଦେଇ ସମସ୍ତ ଭକ୍ତ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନିକଟରେ ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିଥିଲା। ଏହାକୁ ପରୀକ୍ଷାମୂଳକ ଭାବେ ପୁଲିସ୍‌ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ସ୍ଥାୟୀ ଭାବେ ଏହି ନିୟମକୁ ପାଳନ କରାଯିବ। ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର […]

  • Tuesday, 20 July 2021
truck
ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ୍‌ ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପୁଲିସ୍‌ କାହାରିକୁ ଗିରଫ କରି ନାହିଁ।

  • Tuesday, 20 July 2021
cow
ଗୋରୁ ଚାଲାଣକୁ ନେଇ ଉତ୍ତେଜନା

ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଠାରେ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୭ଟି ଗୋରୁ ବୋଝେଇ ପିକଅପ୍‌ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ଏଥିସହ ଭ୍ୟାନ୍‌ ଗୁଡ଼ିକରୁ ୧୫୦ଟି ଗାଈକୁ ଉଦ୍ଧାର କରାଯାଇଛି। ଏହି ଗୋରୁଗୁଡ଼ିକୁ ପନ୍ଦରବାଟିଆ ଅଞ୍ଚଳରୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଭ୍ୟାନ୍‌ ଗୁଡ଼ିକରେ ଅଧିକ ସଂଖ୍ୟକ ଗୋରୁ ବୋଝେଇ ହୋଇଥିବାରୁ କିଛି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ […]

  • Tuesday, 20 July 2021
dillip
ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ଦିଲୀପ ରାୟ

ରାଉରକେଲା: ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବେ ରାଉରକେଲା ବିଧାୟକ ଦିଲୀପ ରାୟ। ଅନ୍ୟପଟେ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳ ଛାଡ଼ିବା ସମ୍ଭାବନା ରହିଛି। ଦିଲୀପ ଉଭୟ ଦଳ ଏବଂ ବିଧାୟକ ପଦରୁ ଇସ୍ତଫା ଦେବେ ନେଇ ଓଟିଭି ପ୍ରତିନିଧିଙ୍କୁ ଜଣାଇଛନ୍ତି। ଦିଲୀପ ଦଳ ଛାଡ଼ିବା ନେଇ କିଛି ଦିନ ହେଲାଣି ଚର୍ଚ୍ଚା ହେଉଥିଲା। ରାଉରକେଲା ପାଇଁ ପ୍ରତିଶ୍ରୁତି ପୂରଣ ନହେବାରୁ ସେ ଇସ୍ତଫା ଦେଉଥିବା କୁହାଯାଉଛି। ରାଉରକେଲାରେ ବ୍ରାହ୍ମଣୀ ୨ୟ ସେତୁ ନିର୍ମାଣ ଓ  […]

  • Tuesday, 20 July 2021
gas cylinder explosion
ଗ୍ୟାସ୍‌ ସିଲିଣ୍ଡର ଫାଟି ୩ ଆହତ

ରାଉରକେଲା: ରାଉରକେଲା ମଧୁସୂଦନପାଲି ନିକଟ ତେଲୁଗୁ ବସ୍ତିରେ ପୁଣି ଅଘଟଣ। ଗ୍ୟାସ୍‌ ସିଲିଣ୍ଡର ଫାଟି ୩ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ ଘରର ଛାତ ଭାଙ୍ଗି ଯାଇଛି। ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ଥିବା ବେଳେ ଛାତ ପଡ଼ିବାରୁ ଆଉ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି, ଗତ କିଛି ଦିନ ପୂର୍ବରୁ ଏହି ଅଂଚଳରେ ବାରୁଦ ବିସ୍ଫୋରଣ ଘଟି ଦୁଇଜଣଙ୍କର […]

  • Tuesday, 20 July 2021
road
ଆମ ଗାଁ ଆମ ବିକାଶ ଯୋଜନା ଫେଲ୍

ଗଜପତି: ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଗି ଏହି ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଏମିତି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ସୁଲାଗୁଡ଼ା ଗାଁରୁ। ଗୁଲବା ପଞ୍ଚାୟତ ସୁଲାଗୁଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା। ଏହି ଗାଁକୁ  ଭଲ ରାସ୍ତା ଟିଏ ନାହିଁ।   ଜାତୀୟ ରାଜପଥଠାରୁ ୫ କୋଲିମିଟର୍  […]

  • Tuesday, 20 July 2021
utakal university
ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍‌

ଭୁବନେଶ୍ୱର: ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ବାତାବରଣ ନଥିବାରୁ ଚଳିତବର୍ଷ ନିର୍ବାଚନ ବନ୍ଦ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପିଜି କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଛାତ୍ରନେତାମାନେ ଏହାକୁ ବିରୋଧ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ନ ହେବାପାଇଁ ନିର୍ଦ୍ଦିଷ୍ଟ କିଛି ନେତା ଚାହୁଁଥିବା ଏବିଭିପିର ଜଣେ ଛାତ୍ର ନେତା […]

  • Tuesday, 20 July 2021
plastic ban
ଅକ୍ଟୋବର ୨ରୁ ୬ଟି ସହରରେ ନିଷେଧ ହେବ ପ୍ଲାଷ୍ଟିକ୍‌ ବ୍ୟବହାର

ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି। ଜାରି  ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ।  […]

  • Tuesday, 20 July 2021
bill-2
ବିଦ୍ୟୁତ୍‌ ସଂଯୋଗ ନାହିଁ, କିନ୍ତୁ ବିଲ୍ ଆସୁଛି

ବାଲେଶ୍ୱର: ସୌଭାଗ୍ୟ ଯୋଜନାରେ ୫୦ରୁ ଅଧିକ ପରିବାରଙ୍କ ଘରେ ବିଜୁଳି ସଂଯୋଗ ଲାଗି ମିଟର ଓ ତାର ଲଗାଗଲା। ହେଲେ ବିଦ୍ୟୁତ ସଂଯୋଗ ହୋଇନଥିଲା। ଏବେ ବିନା ବିଦ୍ୟୁତ ସଂଯୋଗରେ ଲୋକଙ୍କ ପାଖକୁ  ଆସୁଛି ହଜାର ହଜାର ଟଙ୍କାର ବିଲ୍‌। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ କାଳରୁହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଘରେ ଲାଗିଛି ମିଟର, ବିଦ୍ୟୁତ୍ ଖୁଣ୍ଟରୁ ତାର ବି ଟଣା ଯାଇଛି। ହେଲେ ଟ୍ରାନ୍‌ସଫର୍ମର ବସିନି କି ବିଦ୍ୟୁତ ସରବରାହ ଚାଲୁ ହୋଇନି। […]

  • Tuesday, 20 July 2021
bjd
ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ 

ବାଲେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଛି। ଗତ ୨୫ ତାରିଖରେ ଡଗରା ପଞ୍ଚାୟତରେ ସାଂସଦ ରବୀନ୍ଦ୍ର ଜେନା ଜନସଂପର୍କ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରାକୁ ପଞ୍ଚାୟତର କେତେକ ବିଜେଡି କର୍ମୀଙ୍କ ସହ ଜନ ପ୍ରତିନିଧିଙ୍କୁ ଡକାଯାଇ ନଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ କୁହାଯାଉଥିବା କିଛି ନେତା ଓ ପ୍ରାୟ ୩ ହଜାର କର୍ମୀ ସେହି ପଞ୍ଚାୟତରେ ବିଜେଡି ବ୍ୟାନର୍‌ରେ ଆଉ ଏକ ଶୋଭାଯାତ୍ରା କରିବା ସହ ସାଂସଦଙ୍କ […]

  • Tuesday, 20 July 2021
Secretariat-718x430
ରାଜ୍ୟରେ ୬୫ ପୌର ସଂସ୍ଥା ପାଇଁ ନିଯୁକ୍ତ ହେଲେ ପ୍ରଶାସକ

ଭୁବନେଶ୍ୱର : ରାଜ୍ୟରେ ୬୫ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ପରିଚାଳନା ପାଇଁ ନିଯୁକ୍ତ ହେଲେ ପ୍ରଶାସକ । କାର୍ଯ୍ୟକାଳ ଶେଷ ହୋଇଥିବା ଏହିସବୁ ପୌରସଂସ୍ଥାରେ ଅାସନ୍ତାକାଲି ଠାରୁ ନବ ନିଯୁକ୍ତ ପ୍ରଶାସକମାନେ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ଅାଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ମୁନିସପାଲ ଆକ୍ଟ ୧୯୫୦ ଅନୁସାରେ ସରକାର ଧାରା ୪୦୧ ଉପଧାରା ୫ ଅନୁଯାୟୀ ରାଜ୍ୟ ସରକାର ନିର୍ବାଚନ ହୋଇନଥିବା […]

  • Tuesday, 20 July 2021
kalinga-balijatra
ପୁଣି ବିଜେଡି ନେତାଙ୍କୁ ଟାର୍ଗେଟ୍‌ କଲେ ଦାମ

ପାରାଦୀପ: ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ପୁଣି ବିଜେଡି ନେତାମାନଙ୍କୁ ଟାର୍ଗେଟ୍‌ କଲେ ବିଧାୟକ ଦାମୋଦର ରାଉତ। ସେ କହିଛନ୍ତି, କଳିଙ୍ଗ ବାଲିଯାତ୍ରା ମଞ୍ଚ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏକ ସାଂସ୍କୃତିକ ମଞ୍ଚ। ତେବେ ବିଜେଡି ନେତା ଓ ମନ୍ତ୍ରୀମାନେ ଏଠାରେ ଆସି ବିଜୁଙ୍କ ସ୍ମୃତି ବଦଳରେ ନିଜ ଦଳର ମୁଖିଆଙ୍କ ସ୍ମୃତି ଗାନ କରୁଛନ୍ତି। ଏହା ଆଦୌ ଠିକ୍ ନୁହଁ ବୋଲି ଦାମ କହିଛନ୍ତି। ଅନ୍ୟପଟେ ଦାମଙ୍କ କଥାର ଜବାବ ଦେଇଛନ୍ତି […]

  • Tuesday, 20 July 2021
india-today-up
'ନବୀନଙ୍କ ପ୍ରଦର୍ଶନ ଅପେକ୍ଷା ଓଡ଼ିଶାରେ ଲୋକପ୍ରିୟ ମୋଦିଙ୍କ ଶାସନ'

ଭୁବନେଶ୍ୱର : ମୋଦି ବନାମ୍ ନବୀନ । ୨୦୧୯ ଲଢେଇରେ ହେବ ଟକ୍କର । ଇଣ୍ଡିଅା ଟୁଡେର ପଲିଟିକାଲ୍ ଷ୍ଟକ ଏକ୍ସଚେଞ୍ଜର ସର୍ଭେର ଏଭଳି ରେଜଲ୍ଟକୁ ନେଇ ଏବେ ଚର୍ଚ୍ଚା। ଏହା ଅନୁଯାୟୀ ୫୯ ପ୍ରତିଶତ ଭୋଟ୍ ସହ ମୁଖ୍ୟମନ୍ତ୍ରିତ୍ୱ ଦୌଡ଼ରେ ଏକ ନମ୍ବରରେ ଅଛନ୍ତି ନବୀନ ପଟ୍ଟନାୟକ। ୨୧ ପ୍ରତିଶତ ଭୋଟ ସହ ଦ୍ୱିତୀୟରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ୫ ପ୍ରତିଶତ ଭୋଟ ପାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ […]

  • Tuesday, 20 July 2021
Capture
ବନ୍ଦ ଯୋଗୁ ୧୨ ଟ୍ରେନ୍‌ ବାତିଲ୍‌

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ମହାବନ୍ଦ ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦ ଯୋଗୁ ୧୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା- ସମ୍ବଲପୁର ଏକ୍ସପ୍ରେସ୍, ୧୮୩୦୩/୧୮୩୦୪ ସମ୍ବଲପୁର- ପୁରୀ ଏକ୍ସପ୍ରେସ୍, ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗିର- ଭୁବନେଶ୍ୱର ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକୁ ଉଭୟ ଦିଗରୁ ବାତିଲ୍‌ କରାଯାଇଛି। ଏଥିସହ ସମ୍ବଲପୁର- ଝାରସୁଗୁଡ଼ା ପାସେଞ୍ଜର୍‌, ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ଼ ପାସେଞ୍ଜର୍‌, ଟିଟଲାଗଡ଼- ସମ୍ବଲପୁର ପାସେଞ୍ଜର୍‌, ରାଉରକେଲା- ସମ୍ବଲପୁର ପାସେଞ୍ଜର୍‌, ବିଳାସପୁର- ଟିଟଲାଗଡ଼ ପାସେଞ୍ଜର୍ ଓ […]

  • Tuesday, 20 July 2021
iic-up
ମୁହଁ ଖୋଲିଲେ ଗିରଫ ଜଟଣୀ ଅାଇଅାଇସି ସଂଜୀବ ମହାନ୍ତି

ଖୋର୍ଦ୍ଧା : ମୁହଁ ଖୋଲିଲେ ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଅାଇଅାଇସି ସଂଜିବ ମହାନ୍ତି। କହିଲେ, ଗୋଅା ଯାଇନି, ଟାଙ୍ଗୀ ମହିଳା ଏସଅାଇଙ୍କ ସହ  ଅର୍ଥ କାରବାରର କୌଣସି ଲିଙ୍କ୍‌ ନାହିଁ। ଟିଟୋ ସହ କେଉଁ ପୁଲିସ ବାବୁଙ୍କର ଲିଙ୍କ୍‌ ଅଛି ତାର ଖୋଳତାଡ ହେଉ ବୋଲି ସେ କହିଛନ୍ତି। ଶନିବାର ଭୁବନେଶ୍ୱର ଭିଜିଲାନସ କୋର୍ଟରେ ହାଜିରା ତାରିଖ ଥିବାବେଳେ ସଂଜିବ କୋର୍ଟରେ ହାଜର ହୋଇ ପ୍ରତିକ୍ରିୟା ରଖିଛନ୍ତି । ୫୦ ହଜାର ଟଙ୍କା ଲାଞ୍ଚ […]

  • Tuesday, 20 July 2021
petrol pump2
ପୁଲିସ୍ ଲାଠିଚାର୍ଜ ପ୍ରତିବାଦରେ ପୁରୀରେ ଉତ୍ତେଜନା

ପୁରୀ : ପୁରୀରେ ପୁଲିସ ଲାଠି ଚାର୍ଜର ପ୍ରତିବାଦ। ଶୁକ୍ରବାର ପୁଲିସର ଅମାନୁଷିକ ଲାଠି ମାଡ଼ ପ୍ରତିବାଦରେ ଶନିବାର ଦେଖାଦେଇଥିଲା ଉତ୍ତେଜନା । ଗଣମାଧ୍ୟମ ପ୍ରତିନିଧିମାନେ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ପୁଲିସର ମାଡ଼ ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା ଦିଅାଯାଇଛି। ସାମ୍ବାଦିକଙ୍କୁ କେଉଁ ପରିସ୍ଥିତିରେ ପୁଲିସ ମାଡ଼ ମାରିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି। ଏସପି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା […]

  • Tuesday, 20 July 2021
cbi
ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗରେ ସିବିଆଇ ରେଡ୍

ଭୁବନେଶ୍ୱର: ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ପରୀକ୍ଷା ନ ଦେଇ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ ଘଟଣାରେ କେନ୍ଦ୍ରୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ବିଭିନ୍ନ ଷ୍ଟଡି ସେଣ୍ଟରରେ ସିବିଆଇ ଚଢ଼ଉ କରିଛି। ଭୁବନେଶ୍ୱର ସମେତ ଦେଶର ୬ଟି ରାଜ୍ୟରେ ଏହି ଚଢ଼ଉ ହୋଇଛି। ମଧ୍ୟପ୍ରଦେଶ, ହରିଆଣା, ନୂଆଦିଲ୍ଲୀ, ଆସାମ ଓ ସିକିମରେ ଥିବା ଷ୍ଟଡି ସେଣ୍ଟରରେ ୨ ଦିନ ହେଲା ସିବିଆଇ ଚଢ଼ଉ କରିଛି। ଚଢ଼ଉ ବେଳେ ତଦନ୍ତକାରୀ ସଂସ୍ଥା ହାର୍ଡ ଡିସ୍କ, କମ୍ପ୍ୟୁଟର୍, ଉତ୍ତର ଖାତା, ଫି […]

  • Tuesday, 20 July 2021
tiger4
ରାଜ୍ୟର ୩ଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ

ଭୁବନେଶ୍ୱର : ରାଜ୍ୟର ୩ଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ। ସୁନ୍ଦରଗଡ଼ ହେମଗିରି ଜଙ୍ଗଲ, ହୀରାକୁଦ ନିକଟବର୍ତ୍ତୀ ଦେବ୍ରିଗଡ଼ ଅଭୟାରଣ୍ୟ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ବି ମହାବଳ ବାଘ ସନ୍ଧାନ ମିଳିଛି। ଏସବୁ ସ୍ଥାନରେ ଲାଗିଥିବା କ୍ୟାମେରାରେ ବାଘ ଫଟୋ ମିଳିଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ରାଜ୍ୟରେ ୬୦ରୁ ଅଧିକ ମହାବଳ ବାଘ ଥିବା ମନ୍ତ୍ରୀ କହିଛନ୍ତି।

  • Tuesday, 20 July 2021
tiger-2
ବ୍ୟାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲିବେ ସାତକୋଶିଆବାସୀ

ଅନୁଗୁଳ: ବାଘ ସହ ସହବସ୍ଥାନ ଏହା କିପରି ସମ୍ଭବ, ସେ ସଂପର୍କରେ ଜାଣିବା ଲାଗି କେରଳ କିମ୍ବା ମଧ୍ୟପ୍ରଦେଶ ଯିବେ ସାତକୋଶିଆ ବାସିନ୍ଦା। ବାଘ ଥିବା ଜଙ୍ଗଲ ଅଞ୍ଚଳରେ ଲୋକେ କିଭଳି ବସବାସ କରୁଛନ୍ତି, ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ଏଥିସହିତ ସାତକୋଶିଆ ବାସିନ୍ଦାଙ୍କ ଆସ୍ଥା ଭାଜନ ହେବା ପାଇଁ ମଧ୍ୟ ବନ ବିଭାଗ ନୂଆ ଯୋଜନା କରୁଛି। ସାତକୋଶିଆ ବାସିନ୍ଦାଙ୍କୁ ବ୍ୟାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲାଇବାକୁ ଯୋଜନା କରାଯାଉଛି। କେରଳ ପେରିୟାର […]

  • Tuesday, 20 July 2021
maharathi8
ବିଜେପି ମହିଳା ମୋର୍ଚ୍ଚା ଟାର୍ଗେଟ୍‌ରେ ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର : ଭାଇରାଲ୍ ହୋଇଥିବା ଭିଡ଼ିଓରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଥିବା ଅଭିଯୋଗ କରି ଅାଜି ବି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା । ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ମୋର୍ଚ୍ଚାର ସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ମୋର୍ଚ୍ଚାର ସଦସ୍ୟାମାନେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ଶ୍ରୀୟା […]

  • Tuesday, 20 July 2021