ଦକ୍ଷିଣ ଆଫ୍ରିକାରେ ସରକାରଙ୍କ ପ୍ରସ୍ତାବକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ପ୍ରସ୍ତାବରେ ମହିଳାଙ୍କୁ ଏକ ସମୟରେ ଏକାଧିକ ବିବାହକୁ ଆଇନସିଦ୍ଧ କରିବାକୁ କୁହାଯାଇଛି । କିନ୍ତୁ ପ୍ରସ୍ତାବ ଆସିବା ମାତ୍ରେ ଏହାର ବିରୋଧ ଆରମ୍ଭ ହୋଇଯାଇଛି । ରୂଢ଼ିବାଦୀ…
ଅସୁସ୍ଥ ଥିବା କହିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନଲାଇନ୍ ବୟାନ୍ ରେକର୍ଡ କରିବାକୁ ନିବେଦନ ମୁମ୍ବାଇ : ଇଡିରେ ହାଜରେ ହେବେନି ଅନୀଲ ଦେଶମୁଖ । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଶମନ ପଠାଇଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।…
ଶ୍ରୀନଗର: ପୁଣି ଜମ୍ମୁରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ। ସୋମବାର ଓ ମଙ୍ଗଳବାର ମଧ୍ୟ ରାତ୍ରରେ ଜମ୍ମୁର ୩ଟି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମ ଡ୍ରୋନ କାଲୁଚକ୍ କ୍ୟାଣ୍ଟନମେଣ୍ଟ…
ଚଣ୍ଡୀଗଡ଼ : କେଜ୍ରିୱାଲଙ୍କ ନିର୍ବାଚନୀ ପ୍ରତିଶ୍ରୁତି । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ରାଜନୀତି ଆରମ୍ଭ । ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆମ ଆଦମି ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହ କ୍ରମରେ ମଙ୍ଗଳବାର…
ନୂଆଦିଲ୍ଲୀ: ବିଭିନ୍ନ ଆଇଆଇଟି ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ନୂଆ ନୂଆ କୋର୍ସ ଆରମ୍ଭ କରାଯିବ। ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଆଇଆଇଟି ପକ୍ଷରୁ ଅନଲାଇନ କୋର୍ସ…
ଜୁଲାଇ ୩୧ ସୁଦ୍ଧା ନେସନ, ୱାନ ନେସନ୍ ୱାନ ରାସନ କାର୍ଡ ତୁରନ୍ତ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ NIC ସହ ପରାମର୍ଶ କରି ସ୍ୱତନ୍ତ୍ର ପୋର୍ଟାଲ ପାଇଁ କହିଲେ ପ୍ରବାସୀ ଓ ଅସଂଗଠିତ ଶ୍ରମିକଙ୍କ ରେଜିଷ୍ଟ୍ରେସନ ପାଇଁ ପୋର୍ଟାଲ…
ଶିମ୍ଲା: ଖାଇ ତଳକୁ ଜିପ୍ ଖସି ପଡ଼ି ୧୦ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ସୋମବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ…
କରୋନା ଯତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲା କେନ୍ଦ୍ର। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି
ଟିକାକୁ ନେଇ ଦେଖାଦେଇଛି ବିବାଦ। ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଛନ୍ତି ୟୁରୋପ ପ୍ରବେଶ ଉପରେ ସେମାନଙ୍କ ଉପରେ କଟକଣା ଲଗାଯାଇଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି