• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

10
ଲାଞ୍ଚ ନେଇ ବନ୍ଧା ହେଲେ ବିଜେପି କାଉନ୍‌ସିଲର୍‌

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଲାଞ୍ଚ ନେବା ଅଭିଯୋଗରେ ଆଜି ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ନୂଆଦିଲ୍ଲୀ ବସନ୍ତକୁଞ୍ଜର କାଉନ୍‌ସିଲର୍‌ ମନୋଜ ମେହଲାୱାତଙ୍କୁ ସିବିଆଇ ଗିରଫ କରିଛି। ସୂଚନା ଅନୁସାରେ ମନୋଜ ତାଙ୍କ ଅଞ୍ଚଳରେ କନ୍‌ଷ୍ଟ୍ରକ୍ସନ କାମ କରୁଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିବା ଗୋଟିଏ ଏଜେନ୍ସି ପ୍ରକାଶ କରିଛି। ଏଣ୍ଡିଆ ଟୁଡେର ଖବର ମୁତାବକ ମନୋଜ ଲାଞ୍ଚ ନେଲାବେଳେ ତାଙ୍କୁ ସିବିଆଇ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛି […]

  • Wednesday, 30 June 2021
8
ଜହ୍ନ ରାଇଜରୁ ଧୂଳି କିଣିବ ନାସା

ନୂଆଦିଲ୍ଲୀ: ଜହ୍ନ ରାଇଜରୁ ମାଟି ଆଣିବ ନାସା। ଚନ୍ଦ୍ର ପୃଷ୍ଠରୁ ଡଷ୍ଟ ଏବଂ ସାମ୍ପଲ୍‌ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନ୍ୟାସ୍‌ନାଲ୍‌ ଏରୋନେଟିକ୍‌ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବା ନାସା। ଏ ନେଇ ଗୁରୁବାର  ନାସା ପକ୍ଷରୁ ୪ଟି କମ୍ପାନୀ ସହିତ ଚୁକ୍ତି କରାଯାଇଛି। ଚୁକ୍ତି ଅନୁସାରେ କମ୍ପାନୀଗୁଡ଼ିକ ଚନ୍ଦ୍ର ମିଶନ୍‌ରେ ଯାଇ ଚନ୍ଦ୍ର ପୃଷ୍ଠରୁ ଧୂଳି ସହ କିଛି ସାମ୍ପଲ ସଂଗ୍ରହ କରିବେ, ଏବଂ ଏହି ସାମ୍ପଲ୍‌କୁ ନାସାକୁ ହସ୍ତାନ୍ତର କରିବେ।  ଏହି ଚୁକ୍ତିରେ […]

  • Wednesday, 30 June 2021
MP EDUCATION MINISTER
ଫି' ଦେଇପାରୁନାହଁ ତ ମରିଯାଅ: କାହିଁକି ଏମିତି କହିଲେ ଶିକ୍ଷାମନ୍ତ୍ରୀ?

କରୋନା ପାଇଁ ଦେଶର ସମସ୍ତଙ୍କ ବଜେଟ୍‌ ବିଗିଡ଼ିଯାଇଛି। କିନ୍ତୁ ପିଲାଙ୍କ ସ୍କୁଲ ଫି'କୁ ନେଇ ଏବେ ଚିନ୍ତାରେ ଅଭିଭାବକ ଅଛନ୍ତି। ଆଉ ଏହାରି ମଧ୍ୟରେ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

  • Wednesday, 30 June 2021
pm-modi
ଖୁବଶୀଘ୍ର ଦେଶରେ ମିଳିବ କରୋନା ଟିକା  । ଜାଣନ୍ତୁ ପ୍ରଥମେ ଟିକା ମିଳିବ କାହାକୁ ?

ଖୁବଶୀଘ୍ର ଆସିବ କରୋନା ଟିକା । ଟିକା ଲାଗି ଆଉ ବେଶିଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଦେଶବାସୀ ଟିକାକୁ ନେଇ ଚିନ୍ତିତ ଥିବା ବେଳେ ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • Wednesday, 30 June 2021
anil kapoor
କରୋନା ପଜିଟିଭ୍ ହେଲେ ବରୁଣ ଓ ନିତୁ; ସୁସ୍ଥ ହେବା ଯାଏ ଫିଲ୍ମ ସୁଟିଂ ବନ୍ଦ

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବଲିଉଡ ଅଭିନେତା ବରୁଣ ଧାୱନ ଓ ଅଭିନେତ୍ରୀ ନିତୁ କାପୁରଙ୍କ କରୋନା ରିପୋର୍ଟ ପଡିଟିଭ ଆସିଥିବା ସମୟରେ ଅନୀଲ କାପୁର ଓ ନୀତିୁ କାପୁରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି ।

  • Wednesday, 30 June 2021
amul milk
ସାଧାରଣ ଲୋକଙ୍କୁ ଝଟକା : କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ିଲା

  ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ବର୍ଦ୍ଧିତ ଦୁଗ୍ଧ ମୂଲ୍ୟ ଆସନ୍ତାକାଲି ଠାରୁ ଲାଗୁ ହେବ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଦେଶରେ ଏହି ନୂତନ ମୂଲ୍ୟ ଲାଗୁ ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ଉପରେ…

  • Wednesday, 30 June 2021
bjp-win
ହାଇଦ୍ରାବାଦ ପୌର ନିର୍ବାଚନରେ ବିଜେପିର ଦମ୍‌ଦାର ପ୍ରଦର୍ଶନ

ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସଫଳ ହୋଇଛି ବିଜେପି। ଗ୍ରେଟର ହାଇଦ୍ରାବାଦ ପୌର ର୍ନିବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଦଳ। ଗତଥର ପୌର ର୍ନିବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନ ହାତେଇଛି। ତେବେ ପୂର୍ବ ଅପେକ୍ଷା କମ ଆସନ ପାଇଥିଲେ ବି କେସିଆରଙ୍କ ଟିଆରଏସ ପ୍ରଥମ ସ୍ଥାନ ବଜାୟ ରଖିଛି।  ର୍ନିବାଚନ ହୋଇଥିବା ୧୫୦ ଆସନରୁ କେସିଆରଙ୍କ ଟିଆରଏସ […]

  • Wednesday, 30 June 2021
money
ଖୁସି ଖବର: ବଢ଼ିପାରେ ସରକାରୀ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ Dearness Allowance (DA) ବୃଦ୍ଧି ପାଇବା ପୂର୍ବରୁ ଏହି ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କର ଦରମା ବୃଦ୍ଧି ପାଇବ ବୋଲି ଶୁଣିବାକୁ ମିଳୁଛି। ଲାଟେଷ୍ଟ୍‌ ରିପୋର୍ଟ ଅନୁସାରେ, ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ(7th Central Pay Commission) ଅନୁସାରେ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଦରମା ବୃଦ୍ଧି ହେବ। ଯଦି ଦରମା ବୃଦ୍ଧି ହୁଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। […]

  • Wednesday, 30 June 2021
manoj
ଲାଞ୍ଚ ନେଇ ଗିରଫ ହୋଇଥିଲେ ନେତା; ଦଳରୁ ବହିଷ୍କାର କଲା ବିଜେପି

ନୂଆଦିଲ୍ଲୀ: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ହେଲେ ମ୍ୟୁନିସିପାଲିଟି କାଉନ୍‌ସିଲର ମନୋଜ ମହଲୱତ। ଭ୍ରଷ୍ଟାଚାର ଅଭିଯୋଗରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା। ଏନେଇ ଦିଲ୍ଲୀ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି କାଉନ୍‌ସିଲର ମନୋଜ ମହଲୱତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା […]

  • Wednesday, 30 June 2021
5--Dec
ତିନି ରାତିରେ ତିନି ହତ୍ୟା; କାହିଁକି ଜଣକ ପରେ ଜଣକୁ ହତ୍ୟା କରୁଥିଲା ଏହି ଭୟଙ୍କର ଅପରାଧୀ ?

ଗୁରୁଗ୍ରାମ: ତିନି ରାତିରେ ୩ଟି ହତ୍ୟାକାଣ୍ଡ ଭିଆଇଲା ୨୨ ବର୍ଷୀୟ ସିରିଏଲ୍‌ କିଲର ମହମ୍ମଦ ରାଜୀ। ସେ ପୁଣି ଅଜବ ପ୍ରକାର ହତ୍ୟାକାଣ୍ଡ। କେମିତି ଲଗାତାର ଘଟୁଛି ବୀଭତ୍ସ୍ୟ ହତ୍ୟାକାଣ୍ଡ, ତାର ଖିଅ ପାଇଲାନି ପୋଲିସ। କିନ୍ତୁ ଆଇନର ହାତ ବେଶ୍ ଲମ୍ବା। ହତ୍ୟାକାରୀ ଯେତେ ଚାଲାକ୍ ହେଲେବି ପୋଲିସ ପଞ୍ଝାରେ ପଡ଼ିବା ଥୟ। ଏମିତି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ତିନିଟି ରାତିରେ ହରିୟାଣାର ଗୁରୁଗ୍ରାମରେ ଘଟିଛି। ଏବେ ସିରିୟଲ ମହମ୍ମଦଙ୍କୁ ଇଫ୍‌କୋ ଚୌକ ଦିଲ୍ଲୀରୁ ଗିରଫ […]

  • Wednesday, 30 June 2021
murder
ଇଞ୍ଜିନିୟର ପତ୍ନୀଙ୍କୁ ମାରି ସୁଟ୍‌କେସ୍‌ରେ ରଖି ପୋତିଦେଲେ ସ୍ୱାମୀ

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ  ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ ।  ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି…

  • Wednesday, 30 June 2021
farmer
କୃଷକ ଆନ୍ଦୋଳନ: ବୈଠକରେ ଚାଷୀ କହିଲେ, ବହୁତ ହୋଇଗଲା ଆଲୋଚନା ଏବେ ଲେଖିକି ଦିଅ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରୁଥିବା ବିକ୍ଷୋଭକାରୀ ଚାଷୀଙ୍କ ସହିତ କେନ୍ଦ୍ର ସରକାରଙ୍କର ୫ ପର୍ଯ୍ୟାୟ ବୌଠକ ଜାରି ରହିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟମନ୍ତ୍ରୀ ପୁୟୂଷ ଗୋୟଲ ଓ ଗୃହମନ୍ତ୍ରୀ ରାଜନାଥ ସିଂହ ଚାଷୀ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଜାରି ରହିଛି। ଏଥିରେ  ୪୦ ଜଣ କୃଷକ ପ୍ରତିନିଧୀ ଦଳ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ […]

  • Wednesday, 30 June 2021
mukiul-roy
ଟିଏମ୍‌ସି ବିଧାୟକ ସତ୍ୟଜିତଙ୍କ ହତ୍ୟାକାଣ୍ଡ ଘଟଣା; ସିଆଇଡି ଚାର୍ଜଶିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ

କୋଲକାତା: ଟିଏମ୍‌ସି ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପଶ୍ଚିମବଙ୍ଗ ସିଆଇଡି ଚାର୍ଜସିଟ୍‌ରେ ବିଜେପି ଜାତୀୟ ପ୍ରବକ୍ତା ମୁକୁଲ ରୟଙ୍କ ନାଁ ରହିଛି। ସତ୍ୟଜିତଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ଭାବେ ସିଆଇଡି ଚାର୍ଜସିଟିରେ ମୁକୁଲ ରୟଙ୍କ ନାଁ ରହିଥିବା ସୂଚନା ମିଳିଛି। ରାନଘାଟ ଏସିଜେଏମ୍‌ ‌କୋର୍ଟରେ ସିଆଇଡି ଶନିବାର ଚାର୍ଜଶିଟ୍ ଦାଖଲ କରିଛି। ସିଆଇଡି ଚାର୍ଜଶିଟ୍‌ ମୁକଲଙ୍କୁ ମିଶାଇ ମୋଟ ୫ ଜଣଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ଆଉ ଜଣେ ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କର […]

  • Wednesday, 30 June 2021
delhi
ଗାଜିପୁର ସୀମାରେ ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ : ଗାଡ଼ି ଭଙ୍ଗାରୁଜା କଲେ ଚାଷୀ ଭାଇ

ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ ।  ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ…

attack
ଫେସବୁକରେ ଥିବା ପ୍ରୋଫାଇଲ୍ ଫଟୋକୁ ପରିହାସ କରିବା ପଡ଼ିଲା ମହଙ୍ଗା : ରାଗରେ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ

ଇନ୍ଦୋର : ଫେସବୁକ ପ୍ରୋଫାଇଲ୍ ଫଟୋର ମଜାକ୍ ଉଡାଇବା ମହଙ୍ଗା ପଡ଼ିଲା । ପରିହାସ ସହ୍ୟ କରିନପାରି କିଛି ଲୋକଙ୍କ ସହ ଦୁଇ ଯୁବକଙ୍କୁ ଛୁରିରେ ଆକ୍ରମଣ କଲେ ଅଭିଯୁକ୍ତ । ସାମାନ୍ୟ ଏକ ଫଟୋ ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏପରି…

  • Wednesday, 30 June 2021
flight
ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା

 ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ DGCA…

kerala
କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିପାରିବେ ପରିବାର ଲୋକ : ଅନୁମତି ପ୍ରଦାନ କଲେ ସରକାର

ଥିରୁବନ୍ତପୁରମ୍ : କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକଙ୍କୁ ଅନୁମତି । ଦକ୍ଷିଣ ରାଜ୍ୟ ଗୁଡ଼ିକରେ କରୋନା ପ୍ରକୋପ କମି ନଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ…

  • Wednesday, 30 June 2021
sc
କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ବାଧ୍ୟତାମୂଳକ : ନିଷ୍ପତ୍ତି ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ : କରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବାଧ୍ୟ କେନ୍ଦ୍ର ସରକାର । ଯେଉଁମାନେ କରୋନା କାରଣରୁ ପ୍ରାଣ ହରାଇଛନ୍ତି, ସରକାର ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଉଚିତ୍ ବୋଲି ସଫା ସଫା ଶୁଣାଇଛନ୍ତି ସୁପ୍ରିମକୋର୍ଟ । କ୍ଷତିପୂରଣ ପ୍ରଦାନ…

corona
୮୧ ଦିନ ପରେ ଦେଶରେ ସବୁଠାରୁ କମ୍ ମୃତ୍ୟୁ : ୨୪ ଘଣ୍ଟାରେ ୪୫,୯୫୧ ନୂତନ ସଂକ୍ରମିତ ଚିହ୍ନଟ

  ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ନୂଆଦିଲ୍ଲୀ :…

jammu
ଜମ୍ମୁରେ ପୁଣି ଦେଖାଗଲା ୩ ଟି ଡ୍ରୋନ୍

  ପ୍ରତିରକ୍ଷା ଶିବିର ନିକଟରେ ପୁଣି ଉଡିଲା ଡ୍ରୋନ୍ ପୁଣି ଜମ୍ମୁରେ ୩ଟି ଡ୍ରୋନ ଉଡ଼ିବାର ଦୃଶ୍ୟ ସାମ୍ନାକୁ ଆସିଲା ଜମ୍ମୁ : ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା । ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ବାୟୁସେନା…

  • Wednesday, 30 June 2021
covaxin
ଆଲଫା ଓ ଡେଲଟା ଭାରିଏଣ୍ଟ୍ ଉପରେ ପ୍ରଭାବଶାଳୀ କୋଭାକ୍ସିନ୍ : ଦାବି କଲା ୟୁଏସର ଶୀର୍ଷ ସଂସ୍ଥା

ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ ।  କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ…

twitter
ପୁଣି ବଢିଲା ଟ୍ୱିଟର ପାଇଁ ଅଡ଼ୁଆ: ଚାଇଲ୍‌ଡ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…

Couple
ବିବାହିତ ହୋଇ ବି ଭୁଲିଗଲେ...ପତ୍ନୀଙ୍କୁ କହିଲେ ଚାଲ ଆମେ ବିବାହ କରିବା, କଣ ଥିଲା ପୂରା ଘଟଣା?

ନୂଆଦିଲ୍ଲୀ: ଆଲଜାଇମର ରୋଗ କଣ? ଯଦି ଏହି ରୋଗରେ କୌଣସି ମଣିଷ ଶିକାର ହୁଅନ୍ତି ତେବେ କଣ ହେବ? ତେବେ ଆମେ ଆପଣଙ୍କୁ ଆଜି ଏମିତ ଏକ ଘଟଣା କହିବୁ ଯାହାକୁ ଜାଣିବା ପରେ ଆପଣମାନଙ୍କ ମନରେ ଥିବା ସମସ୍ତ ପ୍ରଶ୍ନ…

  • Tuesday, 29 June 2021
River
ଏହି ନଦୀ ବିଶ୍ୱର ସବୁଠୁ ସ୍ୱଚ୍ଛ ନଦୀ

ଭାରତରେ ପାଖାପାଖି ୪୦୦ରୁ ଅଧିକ ନଦୀ ରହିଛି। ଆଉ ସେ ସବୁ ଭିତରୁ ପ୍ରତ୍ୟେକଟି ନଦୀ କିଛି ଭିନ୍ନ ଭିନ୍ନ କାରଣରୁ ଖାସ୍। କିଛି ନଦୀ ଆମ ସଂସ୍କୃତି ଅନୁଯାୟୀ ଖାସ୍ ତ ଆଉ କିଛି ନଦୀ ନିଜର ସୁନ୍ଦରତା କାରଣରୁ ଖାସ୍ ଥାଏ।

  • Tuesday, 29 June 2021
moderna
ମଡର୍ଣ୍ଣା ଟିକା ଆମଦାନୀକୁ ଅନୁମତି : ୯୪.୧ ପ୍ରତିଶତ ଫଳପ୍ରଦ ହେଉଥିବା WHO ପକ୍ଷରୁ ଆକଳନ

  ଖୁବ୍ ଶୀଘ୍ର ଭାରତ ଆସିବ କରୋନା ଟିକା ମଡର୍ଣ୍ଣା ମଡର୍ଣ୍ଣା ଟିକା ଆମଦାନୀ ଆବେଦନକୁ DCGIର ମଂଜୁରୀ ଔଷଧ କଂପାନୀ ସିପଲାକୁ ଆମଦାନୀ ଅନୁମତି ଦେଲା DCGI ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି ଦେଇଛି…

  • Tuesday, 29 June 2021