• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Kupwara
ପାକ୍‌ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଉଡ଼ାଇଲା ଭାରତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାରା ଦେଶ ଯେତେବେଳେ କରୋନା ବା କୋଭିଡ୍‌-୧୯ ସହ ଲଢ଼େଇ କରୁଛି ଏଲ୍‌ଓସିରେ ପାକିସ୍ତାନ ଷଡ଼ଯନ୍ତ୍ରର ପସରା ମେଲାଇଛି। ଶୁକ୍ରବାର ଏହାର ଜବାବ ଦେଇ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲଞ୍ଚପ୍ୟାଡ୍‌ ଉପରେ ହମ୍‌ଲା ଆରମ୍ଭ କରିଛି ଭାରତୀୟ ସେନା। ଗତ ରବିବାରଠାରୁ ଲାଗିରହିଥିବା ଏହି ଅଶାନ୍ତିର ଏଭଳି ଜବାବ ଦେଇଛି ଭାରତ। ଜମ୍ମୁ-କଶ୍ମୀରର କୁପୱାରା ନିକଟବର୍ତ୍ତୀ ଏଲ୍‌ଓସିରେ ଥିବା କେରାନ୍‌ ସେକ୍ଟରରେ ଏଭଳି ଆକ୍ରମଣର ଭିଡିଓ ମଧ୍ୟ ଜାରି କରାଯାଇଛି। ଶୁକ୍ରବାର ସକାଳେ ପାକିସ୍ତାନ […]

virat
ସଚିନ୍‌ ଓ ବିରାଟ କିଏ ବେଷ୍ଟ, କ'ଣ କହିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ?

ମେଲବର୍ଣ୍ଣ: ଜଣଙ୍କୁ କ୍ରିକେଟ୍‌ର ଗଡ୍ ବୋଲି କୁହାଯାଏ, ଆଉ ଜଣେ ବର୍ତ୍ତମାନ ବିଶ୍ୱର ନମ୍ବର୍‌ ୱାନ୍‌ ବ୍ୟାଟ୍ସମ୍ୟାନ୍। ସଚିନ୍ ଓ ବିରାଟ୍ ଏହି ଦୁଇ ଖେଳାଳିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।  ବିରାଟ୍‌ଙ୍କ ଖେଳ ଦେଖିଲେ ସେ ସଚିନ୍‌ଙ୍କ ରେକର୍ଡ କାଟିପାରନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଫରକ ରହିଛି, ତା’ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ […]

minister
ଲକ୍‌ଡାଉନ ଅବଧି ବଢ଼ିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଂକେତ

ନୂଆଦିଲ୍ଲୀ: ଦେଶରେ ବଢ଼ିପାରେ ଲକ୍‌ଡାଉନ ଅବଧି। ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ପ୍ରାୟତଃ ୫ରୁ ୬ ସପ୍ତାହ ଲକ୍‌ଡାଉନ କରିଛନ୍ତି। ଭାରତରେ ବର୍ତ୍ତମାନ ଲକ୍‌ଡାଉନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତେଣୁ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ […]

what
ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି କୋବିନ୍ଦଙ୍କୁ ଟ୍ୱିଟର୍‌ରେ ଫଲୋ କଲା ହ୍ୱାଇଟ୍‌ ହାଉସ୍‌

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟ୍ୱିଟର୍‌ ଫଲୋ କଲା ଆମେରିକାର କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍‌। ପ୍ରଥମ ଥର ପାଇଁ ଆମେରିକା ବ୍ୟତିରେକ ଅନ୍ୟ କୌଣସି ରାଷ୍ଟ୍ର ନେତାଙ୍କୁ ଫଲୋ କରିଛି ହ୍ୱାଇଟ୍ ହାଉସ୍‌। ସୂଚନାଯୋଗ୍ୟ ଯେ, ହ୍ୱାଇଟ୍‌ ହାଉସ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ। ବର୍ତ୍ତମାନ ହ୍ୱାଇଟ୍‌ ହାଉସ୍‌ ୧୯ ଜଣଙ୍କୁ ଅନୁସରଣ କରୁଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ […]

aho
ଭୁଲ୍ ସ୍ୱୀକାର କଲା WHO: ଭାରତରେ ହୋଇନି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଭାରତରେ ଷ୍ଟେଜ-୩ ବା ଗୋଷ୍ଠୀ ସଂକ୍ରମଣରେ ପହଞ୍ଚି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ରିପୋର୍ଟ  ଦେଇଥିଲା। ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି। ତା ସହ ଭାରତରେ କରୋନା ଏଯାଏ ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନାହିଁ ବୋଲି  ଡବ୍ଲୁଏଚ୍‌ଓ କହିଛି। ବର୍ତ୍ତମାନ କରୋନା କିଛି ସ୍ଥାନରେ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଅର୍ଥାତ କରୋନା କ୍ଲଷ୍ଟର ସଂକ୍ରମଣ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ […]

coronasvairus
ଭାରତର ଏମିତି ସ୍ଥିତି ବିଗାଡ଼ିଛି କରୋନା: ଏହି ୫ ରାଜ୍ୟ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଭାଇରସ ଭାରତର ବି ସ୍ଥିତି ବିଗାଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ ଜଣଙ୍କ ମୃତ୍ୟୁ ହେଲାଣି। ତେବେ କରୋନା ଦ୍ୱାରା ଦେଶର ୫ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ରାଜସ୍ଥାନ ଓ ତେଲେଙ୍ଗାନାରେ ସର୍ବାଧିକ କୋଭିଡ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଏଯାଏ […]

‌Digvijaya Singh congrats Mirabai Chanu after two days
ମୀରାବାଈଙ୍କୁ ଦିଗ୍‌ବିଜୟଙ୍କ ଶୁଭେଚ୍ଛା ବାର୍ତ୍ତା ଦେଖି ୟୁଜର୍ସ କହିଲେ ‘ ଶେଷରେ ଚାଚାଙ୍କ ନିଦ ଭାଙ୍ଗିଲା’

ଟୋକିଓ ଅଲମ୍ପିକରେ ୱେଟ ଲିଫ୍‌ଟିଂରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ଦୁଇଦିନ ପରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। ଏପରି ବିଳମ୍ବିତ ଶୁଭେଚ୍ଛାବାର୍ତ୍ତାକୁ ନେଇ ସୋଶାଲ ମିଡିଆରେ ବେଶ ଟ୍ରୋଲ ହୋଇଛନ୍ତି କଂଗ୍ରେସ ନେତା।

guard-honer
ସଫେଇ କର୍ମଚାରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର; ଉପରୁ ବର୍ଷିଲା ଫୁଲ

ଥିରୁନେଲଭେଲି: କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସଫେଇ କର୍ମଚାରୀମାନେ ତାଙ୍କର ସେବା ଜାରି ରଖିଛନ୍ତି। ସେମାନେ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସଫାସୁତୁରା ରଖିଛନ୍ତି। କଠିନ ପରିସ୍ଥିତିରେ ସେମାନଙ୍କର ଅବଦାନ ପାଇଁ ସେମାନଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ତାମିଲନାଡୁର ଥିରୁନେଲଭେଲି ଅଂଚଳରେ ସଫେଇ କର୍ମଚାରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।  ବିପରୀତ ପରିସ୍ଥିତିରେ ପରିବେଶକୁ ସଫା କରୁଥିବାରୁ ତାମିଲନାଡୁ ପୋଲିସ ପକ୍ଷରୁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା। […]

kejriwal
ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେଜ୍ରିୱାଲ ସରକାରଙ୍କର ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ୭୨୦ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଥିବାବେଳେ ୨୫ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ୧୨ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ଆଇସିୟୁରେ ରଖାଯାଇଥିବା ବେଳେ ୭ଜଣ ଭେଣ୍ଟିଲେଟରରେ ଅଛନ୍ତି।  କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଅଂଚଳ ବା ହଟ୍‌ସ୍ପଟ୍‌ ଉପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଶେଷ ନଜର ରଖାଯାଇଛି। ପରିସ୍ଥିତିକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଜାମା ମସଜିଦ […]

mahareasrtra
କୋଭିଡ୍-୧୯: ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୫ ଜଣଙ୍କ ଜୀବନ ଗଲା: ମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା

ମୁମ୍ବାଇ: କରୋନା ସଂକ୍ରମଣ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୧୩ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗତକାଲି ହିଁ ମହାରାଷ୍ଟ୍ରରେ ୨୫ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ପୁନେରେ ୧୪ଜଣ, ମୁମ୍ବାଇରେ ୯ଜଣ, ମାଲେଗା ଓ ରତ୍ନଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୯୭ରେ ପହଞ୍ଚିଛି। ପରିସ୍ଥିତିକୁ ନଜରରେ ରଖି […]

schin
କୋଭିଡ୍‌-୧୯ ମୁକାବିଲା ପାଇଁ ବିଏମ୍‌ସିକୁ ନିଜ ହୋଟେଲ୍‌ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: କୋଭିଡ୍‌-୧୯ ସହିତ ମୁକାବିଲା କରିବା ପାଇଁ ପ୍ରାୟ ସମସ୍ତେ ସରକାରଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବ୍ୟାବସାୟୀଙ୍କଠାରୁ ଆରମ୍ଭ କରି ନେତା, କ୍ରିକେଟର୍ ଓ ବଲିଉଡ୍‌ ସେଲିବ୍ରିଟି ନିଜ ନିଜର ସାଧ୍ୟମତେ ସହାୟତା କରୁଛନ୍ତି। ଏବେ ପୁଣି ଜଣେ ବଲିଉଡ୍‌ ଅଭିନେତା ସଚିନ ଯୋଶୀ ନିଜର ବିଳାସମୟ ହୋଟେଲ୍‌କୁ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ କରିବା ପାଇଁ ବିଏମ୍‌ସି(ବ୍ରିହାନ୍‌ମୁମ୍ବାଇ ମ୍ୟୁନିସପାଲିଟି କୋର୍ପୋରେସନ୍‌)କୁ ଦେଇଛନ୍ତି। ମୁମ୍ବାଇର ପାଓଇ ଅଞ୍ଚଳରେ ଥିବା ୩୬ ରୁମ୍‌ ବିଶିଷ୍ଟ ଏହି ହୋଟେଲ୍‌ର  ନାଁ ହେଉଛି ‘ବିଟଲ୍’। […]

hindu
ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କଲେ ମୁସଲମାନ

ମୁମ୍ୱାଇ: ଦେଶରେ କରୋନା ଭାଇରସ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇର ବାନ୍ଦ୍ରା ସହରର ଗରିବ ନଗରରେ ଲୋକମାନେ ଏକ ମହାନ କାର୍ଯ୍ୟ କରିଛନ୍ତି। ଏକ ମୁସଲମାନ ବସ୍ତିରେ ଜଣେ ହିନ୍ଦୁ ବୃଦ୍ଧାଙ୍କ ମୃତ୍ୟୁ ପରେ ପଡୋଶୀ ମୁସଲମାନମାନେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ। ମାନବିକତାର ଏହି ଉଦାହରଣ ଦେଖିବାକୁ ମିଳିଛି ବାନ୍ଦ୍ରା ଷ୍ଟେସନ ନିକଟରେ ଥିବା ଗରିବ ନଗର ବସ୍ତିରେ। ମୃତ ବୃଦ୍ଧାଙ୍କର ନାଁ […]

america
ନ୍ୟୁୟର୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ବଢ଼ିଲା କାହିଁକି?

ନ୍ୟୁୟର୍କ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାଇନାର ଉହାନ ସହରରୁ ଆସିଥିବା ଏହି ଭାଇରସ ଆମେରିକାରେ ୧୬ରୁ ଅଧିକ ଲୋକଙ୍କ ଜୀବନ ନେଲାଣି।  ଉହାନ ସହର ଅପେକ୍ଷା ଆମେରିକାର ନ୍ୟୁୟର୍କ ସହରରେ ଅଧିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ତେବେ କାହିଁକି ନ୍ୟୁୟର୍କରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବଢ଼ୁଛି ଏ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ କିଛି ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ ପ୍ରଦୂଷଣକୁ ଦାୟୀ […]

akhya kumar
ଦିଲ୍‌ଦାର ଅକ୍ଷୟ; ମାସ୍କ ଓ ଟେଷ୍ଟିଂ କିଟ୍ କିଣିବା ପାଇଁ ବିଏମସିକୁ ଦେଲେ ଏତେ ଟଙ୍କା

ମୁମ୍ୱାଇ: କରୋନା ଭାଇରସ ମହାମାରୀରୁ ରକ୍ଷା କରିବା ପାଇଁ ସହଯୋଗର ହାତ ବଢ଼ାଉଛନ୍ତି ବଲିଉଡର କଳାକାରମାନେ। ଅକ୍ଷୟ କୁମାର ପିଏମ୍‌ କେୟାରସ୍‌ ପାଣ୍ଠିକୁ ପୂର୍ବରୁ ୨୫ କୋଟି ଟଙ୍କା ଦେଇସାରିଛନ୍ତି। ବର୍ତ୍ତମାନ ଅକ୍ଷୟ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ୩ କୋଟି ଟଙ୍କା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଷୟ ମାସ୍କ ଏବଂ ଟେଷ୍ଟିଂ କିଟ୍ ଇତ୍ୟାଦି କିଣିବା ପାଇଁ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ଏହି ଟଙ୍କା ଦେଇଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ କଠିନ ପରିଶ୍ରମ […]

goat
କରୋନାକୁ ଡରି ଛେଳି ପିନ୍ଧିଲେ ମାସ୍କ

ହାଇଦ୍ରାବାଦ: ଆମେରିକାରେ ଗତ କିଛି ଦିନ ପୂର୍ବେ ‘ଜୁ’ରେ ଥିବା ଏକ ବାଘ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି ଘଟଣା ପରେ ଲୋକମାନେ ପଶୁମାନଙ୍କର ଯନ୍ତ୍ରଣାଦାୟକ ଚିତ୍ର ସୋଶାଲ ମିଡିଆରେ ସେୟାର କରିବା ସହ କହିଥିଲେ- ‘ଆମେ ତ କିଛି ଦିନ ହେବ ଲକ୍‌ଡାଉନ୍‌ରେ ରହିଛୁ, କିନ୍ତୁ ଜଙ୍ଗଲୀ ପଶୁମାନେ ଚିଡିଆଖାନାରେ କେବେଠାରୁ ଲକ୍‌ଡାଉନ୍‌ ହୋଇ ରହିଛନ୍ତି ?’ ଏହି ଘଟଣାକୁ ନେଇ ଏକ ମଜାଦାର ଖବର ଆସିଛି ଆନ୍ଧ୍ର ପ୍ରଦେଶରୁ। କାଲୁର ମଣ୍ଡଳ ଅଞ୍ଚଳର […]

amitab bacgahn
କରୋନା ଲକ୍‌ଡାଉନ୍‌; ଗରିବଙ୍କୁ ଖାଇବାକୁ ଦେଲେ ବିଗ୍‌ ବି

ମୁମ୍ୱାଇ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗରିବ, ଦିନ ମଜୁରିଆ, ଶ୍ରମିକ ଶ୍ରଣୀର ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କରୋନା ଯୁଦ୍ଧ ସମୟରେ ବଲିଉଡର ମେଗାଷ୍ଟାର Big B ତାଙ୍କର ବଡାପନ୍‌ ଦେଖାଇଛନ୍ତି।  ମୁମ୍ବାଇର ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ  ଅମିତାଭ  ଦିନକୁ ୨୦୦୦ ଖାଦ୍ୟ ପ୍ୟାକେଟ ବଣ୍ଟନ କରିବା ଆରମ୍ଭ କରିଛନ୍ତି। ସେତିକି ନୁହେଁ, […]

pand
ବିନା ଖର୍ଚ୍ଚରେ ମାତ୍ର ୫ ମିନିଟ୍‌ରେ ପାନ୍‌କାର୍ଡ ବନାନ୍ତୁ

ଭୁବନେଶ୍ୱର: ଆୟକର ବିଭାଗ ପାନ୍‌ କାର୍ଡ ବନାଇବା ଏବେ ଖୁବ୍ ସହଜ କରିଦେଇଛି। ପୂର୍ବରୁ ପାନ୍‌ କାର୍ଡ ବନାଇବା ପାଇଁ ୧୫୦ ଟଙ୍କା ଦେବା ସହିତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଏହା ଏବେ ଖୁବ୍‌ ସହଜ ଓ ମାଗଣା ମଧ୍ୟ ହୋଇଯାଇଛି। କେବଳ ୫ ମିନିଟ୍‌ରେ ଆପଣ ପାନ୍‌ କାର୍ଡ ତିଆରି କରି ନେଟ୍‌ରୁ ଡାଉନ୍‌ଲୋଡ୍ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କ ଆଧାର କାର୍ଡ ସହିତ  ମୋବାଇଲ୍ ନମ୍ବର୍‌ ଲିଙ୍କ୍ ହୋଇଥିବା ନିହାତି ଆବଶ୍ୟକ। ତାହା […]

ipl
କୋଭିଡ୍‌-୧୯ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ଏହି ଆଇପିଏଲ୍‌ ଟିମ୍‌

ନୂଆଦିଲ୍ଲୀ: ପୂରା ବିଶ୍ୱକୁ ଚିନ୍ତିତ କରିଥିବା କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ସନରାଇଜର୍ସ ହାଇଦ୍ରାବାସ ଆଗକୁ ଆସିଛି। ସନରାଇଜର୍ସ ହାଇଦ୍ରବାଦର ମାଲିକାନାସତ୍ୱ ସନ୍ ଟିଭି ଗୁରୁବାର କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ୧୦ କୋଟି ଟଙ୍କାର ଦାନ କରିବାକୁ ଘୋଷଣା କରିଛି। ତେବେ ଏହି ଅର୍ଥରାଶି ହାଇଦ୍ରାବାଦ ରାଜ୍ୟ ସରକାର ନା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ, ତାହା ଜଣା ପଡ଼ିନାହିଁ। ସନରାଇଜର୍ସ ହାଇଦ୍ରାବାଦ ତା’ର ଅଫିସିଆଲ୍ ଟ୍ୱିଟର୍ […]

Cricket-bat-and-ball
କର୍ଫ୍ୟୁ ବେଳେ କାର୍ ଚଳାଇ ଫାଇନ୍‌ ଦେଲେ ଟିମ୍‌ ଇଣ୍ଡିଆର ଏହି କ୍ରିକେଟର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କେଉଁଠାରେ ଲକଡାଉନ୍ ତ କେଉଁଠାରେ କର୍ଫ୍ୟୁ ଲଗାଯାଇଛି। ଅତି ଆବଶ୍ୟକ କାମ ନଥିଲେ ବାହରକୁ ଯିବାକୁ ମନା କରାଯାଇଛି। ଏଭଳି ସମୟରେ  କାର୍ ଚଳାଇ ବଜାର ଯିବା ଜଣେ କ୍ରିକେଟର୍‌ଙ୍କୁ ମହଙ୍ଗା ପଡ଼ିଛି। ସେହି କ୍ରିକେଟର୍ ହେଲେ ହିମାଚଳ ପ୍ରଦେଶର କ୍ରିକେଟର ଋଷି ଧୱନ।  ଋଷି କାର୍ ଚଳାଇ ବଜାର୍‌ ଆସୁଥିବାରୁ ପୁଲିସ୍‌ ୫୦୦ ଟଙ୍କାର ଚାଲାନ ମଧ୍ୟ କାଟିଛି। ତେବେ ଖବର ଅନୁସାରେ, ଋଷି କର୍ଫ୍ୟୁ କୋହଳ ହେବା ପରେ ବାହାରକୁ […]

team-india
ଲକ୍‌ଡାଉନ୍‌ ପାଇଁ ଘରେଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଉପରେ ନଜର୍‌ ରଖିବ ଏହି ଆପ୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ ନିଜ ନିଜର ଘରେ ଅଛନ୍ତି। ଯେହେତୁ ଏବେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ନାହିଁ, ତେଣୁ ପ୍ରତି ଖେଳାଳିମାନଙ୍କ ଫିଟନେସ୍ ଉପରେ ଖାସ୍ ନଜର ରଖୁଛି ବିସିସିଆଇ। ଏହି ଲକଡାଉନ୍ ସମୟରେ ଟିମର ଖେଳାଳିମାନଙ୍କୁ ଏକ ଫିଟନେସ୍ ଚାର୍ଟ ଦିଆଯାଇଛି। ଏବଂ ଟ୍ରେନର ନିକ୍ ୱେବ୍ ଓ ଫିଜିଓ ନୀତୀନ ପଟେଲ୍ ଆଥଲେଟିକ୍ସ […]

kargil hero
ବିଜୟ ଦିବସରେ ମନେ ପଡ଼ନ୍ତି ବୀରପୁତ୍ର କ୍ୟାପଟେନ୍ ସୌରଭ କାଲିଆ

ପାଟ୍ରୋଲିଂରେ ଯାଇଥିବା କ୍ୟାପଟେନଙ୍କ ନିକଟରେ ନା ଥିଲା ଅଧିକ ଅସ୍ତ୍ରଶସ୍ତ୍ର ନା ଥିଲା ଗୁଳିବାରୁଦ । ଅନ୍ୟାୟ ଯୁଦ୍ଧରେ ବହୁ ସଂଖ୍ୟକ ପାକିସ୍ତାନୀ ସେନା କ୍ୟାପଟେନ ସୌ ରଭ କାଳିଆ ଏବଂ ତାଙ୍କ ସାଥୀଙ୍କୁ ଘେରି ଯାଇଥିଲେ । ତେବେ ସାମ୍ନାରେ ନିଶ୍ଚିତ ମୃତ୍ୟୁ ଥିଲେ ସୁଦ୍ଧା ଭାରତୀୟ ବୀରଙ୍କ ମୁହଁରେ ଭୟର ଚିହ୍ନ ନଥିଲା ।