• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Guest Column Updates

Agyamala Ritual Jagannath Temple
ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ କେଉଁ ଶତ୍ରୁକୁ ଦିଆଯାଏ ଆଜ୍ଞାମାଳ ?

ଶ୍ରୀମନ୍ଦିର ପରମ୍ପରାରେ ଆଜ୍ଞାମାଳ ପ୍ରସଙ୍ଗଟି ଆପଣ ଅନେକ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ପଢିଥିବେ ଆଉ ଶୁଣିଥିବେ। କିନ୍ତୁ ଆଜି ଏହି ପ୍ରସଙ୍ଗରେ ମୁଁ ରୋଚକ କାଥାଟିଏ ଆପଣଙ୍କୁ କହିବି। ପ୍ରଥମେ ଜାଣିବା ଆଜ୍ଞାମାଳ କଣ? ବାସ୍ତବରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଳ ବା ଅଧର ମାଳ ହିଁ ହେଉଛି ଆଜ୍ଞାମାଳ। କୌଣସି ନୀତି ପାଇଁ ମହାପ୍ରଭୁଙ୍କ ପ୍ରତିନିଧି ସ୍ୱରୂପ ଅର୍ଚ୍ଚା ବିଗ୍ରହ ବା ଚଳନ୍ତି ପ୍ରତିମା ବାହାର ବିଜେ କଲେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଲାଗି […]

  • Monday, 19 July 2021
jana-ajana-geru-mundi-UP
ଶ୍ରୀଜଗନ୍ନାଥ ସଂସ୍କୃତିରେ ଗେରୁମୁଣ୍ଡି

ଜଣା ଅଜଣା ଜଗନ୍ନାଥ

  • Monday, 19 July 2021
chandalru-maha-prasada
ଚଣ୍ଡାଳ ଶିକ୍ଷାରୁ ଉଦୟ ହେଲା ଜ୍ଞାନ, ପ୍ରତିଷ୍ଠା ହେଲା ଭୋଗମଣ୍ଡପ

ଆଚାର୍ଯ୍ୟ ଶଙ୍କର। ସୌମ୍ୟ ସୁଦର୍ଶନ ଯୁବ ସନ୍ନ୍ୟାସୀ। ଗୌରୀକ ବସ୍ତ୍ରରେ ପବିତ୍ର କାଶୀ ନଗରୀରେ ବୁଲୁବୁଲୁ ହଠାତ୍ ଦୃଶ୍ୟ ହୁଅନ୍ତି ଜଣେ ଚଣ୍ଡାଳ। ଦେହରେ ଭସ୍ମ, ସାଥିରେ ସ୍ଵାନ ଶିଶୁଙ୍କ ସହ ଉଭା ହୁଅନ୍ତି ସିଏ। ବଡ ବିବତ୍ସ ତାଙ୍କ ରୂପ। ଯାହାକୁ ଦେଖି ସାଥିରେ ଥିବା ସନ୍ନ୍ୟାସୀ ଓ ବିଦ୍ୱାନମାନେ, ଚଣ୍ଡାଳଙ୍କୁ ପଥରୁ ଅପସରି ଯିବାପାଇଁ କୁହନ୍ତି। ଆଚାର୍ଯ୍ୟ ଶଙ୍କରଙ୍କୁ ଚାହାନ୍ତି ଚଣ୍ଡାଳ। ହସିଦିଅନ୍ତି ଆଉ ନୀରବ ନିଶ୍ଚଳ ହୋଇ ଛିଡା ହୋଇ ରୁହନ୍ତି। ଶଙ୍କରଙ୍କ […]

  • Monday, 19 July 2021
biswa
ସମାଲୋଚନା ବନାମ ସମ୍ବେଦନଶୀଳତା

(ଆଲେଖ୍ୟ: ବିଶ୍ୱବନ୍ଦିତା ସ୍ୱାଇଁ) ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧୀମାନେ ତାପସୀଙ୍କୁ ପଚାରିଥିଲେ, ସାମାଜିକ ଗଣମାଧ୍ୟମ ବା ସୋଶାଲ୍ ମିଡିଆ ତାଙ୍କ ଜୀବନରେ କ’ଣ ଗୁରୁତ୍ୱ ରଖେ ବା ଏହି ପ୍ଲାଟଫର୍ମକୁ ନେଇ ତାଙ୍କର  କ’ଣ ଅନୁଭୂତି ରହିଛି। ଯାହାର ଉତ୍ତରରେ ତାପସୀ କହିଥିଲେ,  “ସୋସିଆଲ ମିଡିଆକୁ ନେଇ ତାଙ୍କର ମିଶ୍ର ଅନୁଭୂତି ରହିବ। ଏହି ପ୍ଲାଟଫର୍ମ ତାଙ୍କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା […]

  • Thursday, 15 July 2021
OTV-portal-leader
ଜନତା ପାଉନାହାନ୍ତି ଯୋଗ୍ୟ ନେତା!

ଲୋକ ଅନେକ। ଏଇ ପୃଥିବୀରେ ପାଖାପାଖି ଆଠଶହ କୋଟି ଲୋକ। ସରକାରୀ ହିସାବ ସବୁବେଳେ ଭୁଲ। ଆତ୍ମସ୍ୱାର୍ଥ ସର୍ବସ୍ୱ କର୍ମଚାରୀମାନେ ନିଜ ପ୍ରେମରେ ବୁଡ଼ିରହି ପ୍ରକୃତ ଜନଗଣନା କରନ୍ତି ନାହିଁ। ଏପର୍ଯ୍ୟନ୍ତ ଆଫଗାନିସ୍ଥାନର ଲୋକସଂଖ୍ୟା କଳନା ହୋଇନି। ଆଉ କେତେ କେତେ ଯାଯାବରଙ୍କ ସଂଖ୍ୟା ରଖୁଛି କିଏ? ସେଥିପାଇଁ ଆମେ ଅନୁମାନ କରି ଆଠଶହ କୋଟି କହୁଛୁ – ଆହୁରି ବେଶି ହୋଇପାରେ, ଟିକେ କମ୍ ବି ହୋଇପାରେ, କିନ୍ତୁ ସାତଶହ ଚାଳିଶ କୋଟି ଜନସଂଖ୍ୟା ଗଣନାରେ ମୁଣ୍ଡି ମାରିଦେବା ଠିକ୍ […]

  • Tuesday, 13 July 2021
puri
ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ପରିବେଶର ସୁରକ୍ଷା ଜରୁରୀ

ଭାରତରେ ଥିବା ଚାରିଧାମରୁ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଜଗନ୍ନାଥ କଳିଯୁଗର କଳ୍କୀ ଅବତାର ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି। ଫ୍ରାନ୍ସର ପ୍ରଖ୍ୟାତ…

  • Tuesday, 06 July 2021
OTV-portal-jagannath
ଜଗନ୍ନାଥଙ୍କୁ ନେଇ ରାଜନୀତି ହେବନି କ’ଣ ପାଇଁ ?

କିଛି ଦିନ ହେବ ଗୋଟିଏ କଥା ମନକୁ ଆସୁଛି। ଖବରଟିଏ ପ୍ରସ୍ତୁତ କଲାବେଳେ ଆମେ ଯତ୍ନବାନ୍ ହୋଇ ଏହାକୁ ଲେଖୁ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହାକୁ ପ୍ରକାଶ କରିବା ବେଳେ ବାରମ୍ବାର ତର୍ଜମା କରୁ। ଏହି ଲେଖାଲେଖି, ଦେଖାଦେଖି ଭିତରେ ଗୋଟିଏ ଶବ୍ଦ…

  • Friday, 02 July 2021
jagannath
ଦୋଳିରୁ ପଡ଼ି ହାତ ଭାଙ୍ଗିଲେ ବଡ଼ ଠାକୁର

୧୪୮୨ ଶକାବ୍ଦ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳ। ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି। ଦୋଳି ପ୍ରସ୍ତୁତ ହୋଇ ରହିଥାଏ, ତା ବଡ଼…

  • Friday, 02 July 2021
Dola_Jatra
ସହରୀ ସଭ୍ୟତାର ଅନ୍ଧଗଳିରେ କୁଆଡ଼େ ଗଲା ଜମାଣ ରାତିର ମଉଜ କଥା ?

ଅମ୍ବରୀଶ ମଂଗରାଜ ଆଇନଜୀବୀ ମୁଣ୍ଡମୁହାଣ, ଯାଆଁଳା   ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ରେ ଶୀତେଇ ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ…

  • Friday, 02 July 2021
odisha
ଓଡ଼ିଶା ବିକାଶର ସୂତ୍ର : ଅ-ଆ-ଇ-ଉ

ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି। ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ…

  • Friday, 02 July 2021
Work-From-Home
ୱର୍କ ଫ୍ରମ୍ ହୋମର କେତେକ ଲାଭ

ବିଶ୍ଵବ୍ୟାପୀ କରୋନା ସଙ୍କଟ କେବେ ଟଳିବ ଏବଂ କେବେ ମନୁଷ୍ୟ ସମାଜ ମହାମାରୀ କବଳରୁ ମୁକ୍ତ ହୋଇ ସାମାନ୍ୟ ଜୀବନ ବଞ୍ଚିବ, ଏହା ସଭିଙ୍କୁ ଅଜଣା। କେବଳ ଶିକ୍ଷା କି ଚାକିରୀ ନୁହେଁ ବରଂ ଏପରି ଅନେକ କାର୍ଯ୍ୟ ଏବେ ଘରେ…

  • Saturday, 12 June 2021