ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ ପରିବାରର କଥା। ଆଜକୁ ୨ମାସ ହେବ ଜୀବନଯନ୍ତ୍ରଣାର ଦୁର୍ବିସହ ହୋଇ ପଡ଼ିଛି ବାସୁଦେବଙ୍କ ଜୀବନ। ହଠାତ ଗୋଡରେ ଯନ୍ତ୍ରଣା ହେବାରୁ ଟ୍ରକ ଡ୍ରାଇଭିଂ ଛାଡ଼ି ଘରକୁ ଫେରି […]
ନିଜର ସ୍ୱତନ୍ତ୍ର ମଡେଲ୍ ଏବଂ ଫିଚର୍ ପାଇଁ ଆଦୃତ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ୍ ଏବେ ସ୍ମାର୍ଟଫୋନ୍ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବଜାର ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଆପଲ୍ କମ୍ପାନୀ ଏହି ସ୍ମାର୍ଟଫୋନ୍ ପ୍ରସ୍ତୁତିରେ ଲାଗୁଥିବା ଯନ୍ତ୍ରପାତି ବା ଉପକରଣ ପାଇଁ ଏହାର ଯୋଗାଣକାରୀ […]
ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା ବିଷୟରେ ଜଣାଇବୁ ଯେଉଁଥିରେ ଆପଣଙ୍କ ପିଲାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆର୍ଥିକ ଫାଇଦା ମଧ୍ୟ ମିଳିବ। ନିଜ ପିଲାର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡ […]
ଗତ ଅକ୍ଟୋବର ମାସରେ ଆପଲ୍ କମ୍ପାନି ତାର ଆଇଫୋନ୍ ସିରିଜ୍ର ଘୋଷଣା କରିଛି। ଏହି ଘୋଷଣା ପରେ ଇଣ୍ଟରନେଟ୍ରେ କିଛି ମେମ୍ସ ଭାଇରାଲ ହୋଇଥିଲା। ଯେଉଁଥିରେ କିଡ୍ନୀ ବିକି ଆଇଫୋନ୍ କିଣିବାର ମେମ୍ସ ଅଧିକ ଭାଇରାଲ୍ ହୋଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି? ଏହା ସତ ଯେ ଜଣେ ବ୍ୟକ୍ତି ୯ ବର୍ଷ ତଳେ ଏମିତି ଏକ କାରନାମା କରିଥିଲେ। ଯାହା ପାଇଁ ଆଜି ସେ ପସ୍ତାଉଛନ୍ତି। ତେଣୁ ଆପଣ ଏହିଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ, […]
ଫିଲିପାଇନ୍ସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି ୧୩ ବର୍ଷର ଜଣେ ନାବାଳିକାଙ୍କୁ ବିବାହ କରିଛନ୍ତି। ସେ ବି ପୁଣି ତାଙ୍କର ୫ମ ବିବାହ। ଫିଲିପାଇନ୍ସର ମାମାସୌପାନୋ ସହରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅତିଥି ଯୋଗ ଦେଇଥିଲେ। ଅବ୍ଦୁଲ୍ ରଜ୍ଜାକ ନାମକ ଏହି ବ୍ୟକ୍ତି ଆଗରୁ ୪ଥର ବିବାହ କରିଥିଲେ। ଏହା ତାଙ୍କର ୫ମ ବିବାହ। ସେ ପେସାରେ ଜଣେ କୃଷକ। କମ୍ ବୟସର ଝିଅକୁ […]
ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍ର କଏଦୀ ନମ୍ୱର ୨୫୯ ନିଜର କଳାକାରୀତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ଚିତ୍ରକଳାରେ ଜେଲ୍ର କାନ୍ଥ କୌଣସି ମ୍ୟୁଜିୟମ୍ଠାରୁ ମଧ୍ୟ କମ୍ ଲାଗୁନାହିଁ। ଏହି ଜେଲ୍ର କାନ୍ଥକୁ ଚିତ୍ରକଳାରେ ପରିପୂର୍ଣ୍ଣ କରିଥିବା ବ୍ୟକ୍ତି ହେଉଛନ୍ତି ଏନ୍ଡିପିଏସ୍ ଆକ୍ଟ ମାମଲାରେ ୧୨ ବର୍ଷର ସଜା କାଟୁଥିବା ସାଧୁରାମ। ସାଧୁରାମଙ୍କ ଚିତ୍ର କରିବାର ସୌକ୍ ତାଙ୍କ ସାଥିରେ ଜେଲ୍ କାଟୁଥିବା ଅନ୍ୟ ୧୫ ଜଣ କଏଦୀଙ୍କୁ ମଧ୍ୟ ପ୍ରଭାବିତ କରିଛି। […]
ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ କିଛି ଲୋକ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏବେ ବି କରୋନାକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହୋଇପାରିନାହିଁ। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କିଛି ଦିନ ପାଇଁ ପାଟିର ସ୍ୱାଦ ଚାଲିଯାଉଛି। ଆଉ ଏହି ସ୍ୱାଦ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶ ବେଶ୍ ପ୍ରଭାବିତ ହୋଇଛି। ଲକ୍ଷାଧିକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଇଛନ୍ତି । କିଛି ଲୋକ ବୃତ୍ତି ହରାଇଥିବା ବେଳେ ଅନେକ ଛୋଟ ଶିଳ୍ପ ନାହିଁ ନଥିବା କ୍ଷତି ସହିଛି। ଏହି ମହାମାରୀ ଅନେକ ଲୋକଙ୍କୁ ଦାବନ ଜୀବିକା ପାଇଁ ନିଜ ବୃତ୍ତି ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରିଛି। ଏଇ ଯେମିତି ଅସ୍ତ୍ରଚାଳନାରେ ଅଲମ୍ପିକ୍ରେ ଗୋଲ୍ଡ ମେଡାଲ୍ ହାତେଇଥିବା ଖେଳାଳି ରୁବେନ୍ ଲିମାର୍ଡୋ। ରୁବେନ୍ […]
ନୂଆଦିଲ୍ଲୀ: ଆଜିକାଲିର ବ୍ୟୟବହୁଳ ସମାଜରେ ମାଗଣାରେ କ’ଣ ମିଳେ? କିନ୍ତୁ ଯେଉଁମାନେ ଦେବାର ମନୋବୃତ୍ତି ରଖନ୍ତି ସେମାନେ ତାଙ୍କ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି। ଏଇ ଯେମିତି ଗୁଜୁରାଟ ମୋରବି ସହରରେ ରହୁଥିବା ବଚୁ ଦାଦା। ଏହି ୭୨ବର୍ଷିୟ ବୃଦ୍ଧଙ୍କର ଗୋଟେ ଢାବା ରହିଛି। ଏହି ଢାବାର ବିଶେଷତ୍ୱ ହେଉଛି ପାଖରେ ଟଙ୍କା ନଥିଲେ ମଧ୍ୟ ଆପଣ ଏଠାରେ ଖାଦ୍ୟ ଖାଇପାରିବେ। ଦୀର୍ଘ ୪୦ବର୍ଷ ଧରି ବଚୁ ଦାଦା ଏହି ଢାବା ଚଲାଉଛନ୍ତି। ଛୋଟିଆ […]
ଲଣ୍ଡନ: କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ମାଉଥ୍ୱାଶ୍ ହେବ ଅମୋଘ ଅସ୍ତ୍ର। ମାତ୍ର ୩୦ ସେକେଣ୍ଡରେ କରୋନାକୁ ମାରିବ ମାଉଥ୍ୱାଶ୍। ବ୍ରିଟେନ୍ର କାର୍ଡିଫ୍ ୟୁନିଭର୍ସିଟିର ଏକ ଲ୍ୟାବ୍ରେ ବୈଜ୍ଞାନିକମାନେ ଗବେଷଣା କରି ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ଗତସପ୍ତାହରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ ମାଉଥ୍ୱାଶ୍ କରୋନା ଭାଇରସ୍କୁ କାଉଣ୍ଟର କରିବାର ଏକ ସରଳ ଉପାୟ ବୋଲି ଜଣାପଡ଼ିଛି। ଯଦିଓ ଏହି ନୂଆ ଗବେଷଣାକୁ ସମୀକ୍ଷା କରାଯାଇ ନାହିଁ, ତେବେ ଏହା ଅନ୍ୟ ଏକ […]
ଚୀନ୍ର ଋଣ ଜାଲରେ ଫଶିଯାଇଥିବା ମାଳଦ୍ୱୀପ ପାଇଁ ଏବେ କରଜ ସୁଝିବା ଧିରେ ଧିରେ ଗମ୍ଭୀର ହୋଇଯାଉଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ପ୍ରକଳ୍ପ ୱାନ୍ ବେଲ୍ଟ ୱାନ୍ ରୋଡ୍ ନାଁରେ ବଢ଼ୁଥିବା ଋଣଭାରରେ ମାଳଦ୍ୱୀପ ଏବେ ଫଶି ଯାଇଛି। ମାଳଦ୍ୱିପର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ, ସରକାରଙ୍କ ମୋଟ ଜାତୀୟ ଆୟର ୫୩ ପ୍ରତିଶତ ଅଂଶକୁ ଚୀନ୍ର କରଜ ସୁଝିବାରେ ଖର୍ଚ୍ଚ କରିବାକୁ ପଡ଼ିବ। ମାଳଦ୍ୱିପ ସୁଝୁଥିବା ସମୁଦାୟ କରଜର ୮୦ ପ୍ରତିଶତ ଟଙ୍କା […]
କାର ନିର୍ମାତା ଭାବେ ଭଲ୍ଭୋ କମ୍ପାନୀ ସାରା ଦୁନିଆରେ ପରିଚିତ। ଏହି କମ୍ପାନୀ ସାଧାରଣତଃ ଲକ୍ଜ୍ୟୁରୀ ଦାମୀ କାର ଉତ୍ପାଦନ କରିଥାଏ। ହଠାତ୍ ନିକଟରେ ଦେଖିବାକୁ ମିଳିଲା ଏହି କମ୍ପାନୀ ତାର ଲକ୍ଜ୍ୟୁରୀ କାରକୁ ୧୦୦ ଫୁଟ୍ ଉଞ୍ଚାରୁ ଏକ ଗହିରିଆ ଖାଲକୁ ଫିଙ୍ଗି ଦେଉଛି। ଦେଖିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ପରେ ଜଣାପଡ଼ିଲା, କମ୍ପାନୀ ପକ୍ଷରୁ ଏହି ଅଜବ କାରନାମା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଉଛି। ଗ୍ରାହକଙ୍କ ସୁରକ୍ଷା ପରଖିବା ପାଇଁ ଏପରି କରାଯାଉଛି। […]
ମଣିପୁର: ଘର ତିଆରି ପାଇଁ ମାଟି ଖୋଳୁଥିଲେ, ହେଲେ ମାଟି ଖୋଳୁ ଖୋଳୁ ମିଳିଲା ଗୋଟିଏ ପରେ ଗୋଟିଏ ଅଫୁଟା ବୋମା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଗତ ମଙ୍ଗଳବାର ଦିନ ଏହି ଘଟଣାଟି ମଣିପୁରର ମୋରେହ ସହରରେ ଘଟିଛି। ଯାହାକି ଭାରତ ଏବଂ ମିଆଁମାରର ସୀମା ଅଞ୍ଚଳ। ମଣିପୁର ମୋରେହର ଜାଙ୍ଗ ଭେଙ୍ଗ ନିକଟସ୍ଥ ଗାଣ୍ଟେ ଭେଙ୍ଗ ଅଞ୍ଚଳର ଏକ ଜାଗାରେ ଘର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା। ହେଲେ ଖନନ […]
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନର ଶିଳ୍ପାଞ୍ଚଳ ଥିଲା ସାରୁଅ । ୨୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୭ରେ ଖୋର୍ଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାରୁଅରେ ପଡିଥିଲା ଶିଳ୍ପ ଭିତ୍ତିଭୂମି। ୨୦ରୁ ଅଧିକ ଶିଳ୍ପସଂସ୍ଥା ବି ଏଠାରେ କାରବାର ଆରମ୍ଭ କରିଥିଲେ । ତେବେ ପ୍ରୋତ୍ସାହନ ଅଭାବରୁ ଏଠାରେ ଆରମ୍ଭ ହୋଇଥିବା ଅଧିକାଂଶ ଶିଳ୍ପନୁଷ୍ଠାନରେ ଏବେ ତାଲା ଝୁଲୁଛି। କଞ୍ଚାମାଲ ଅଭାବ ଓ ସ୍ଥାନୀୟ ଅଞ୍ଚଳର କିଛି ଖଳ ପ୍ରକୃତିର ଲୋକ ନିୟମିତ ବିଶୃଙ୍ଖଳା […]
ମୁମ୍ବାଇ: ଗୋଟିଏ ଛୋଟ ମ୍ୟାଗି ପ୍ୟାକେଟ ଭିତରେ ଥାଏ ଗୋଟିଏ ମସଲା । ହେଲେ ଯଦି ଏହା ଭିତରୁ ଯଦି ୨ଟି ମସଲା ପ୍ୟାକେଟ ମିଳିଲା ? ଖୁସି ତ ଲାଗିବ ନିଶ୍ଚୟ। ହେଲେ ଏମିତି ଖୁସି କେବେ ପାଇଛନ୍ତି କି ? ଆଇପିଏସ ମୋହିତ ଶର୍ମାଙ୍କ ପାଇଁ ଏମିତି ଖୁସି ନେଇ ଆସିଛି ଛୋଟ ମ୍ୟାଗି ପାକେଟ। ଇଏ ସେଇ ମୋହିତ ଶର୍ମା ଗର୍ଗ ଯିଏ କୌନ ବନେଗା କରୋଡ଼ପତି -୧୨ରେ ଏକ କୋଟି ଜିତିଛନ୍ତି। […]
ନୂଆଦିଲ୍ଲୀ: ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଓଡ଼ିଶାର ଏହି ବୀରପୁତ୍ରଙ୍କ ଆଦର୍ଶରେ ଅନେକ ଲୋକ ଅନୁପ୍ରାଣିତ। ତେବେ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଅଟୋ ଚାଳକ ତାଙ୍କ ମୂର୍ତ୍ତି ନିର୍ମାଣ କରିବା ନେଇ ସ୍ଥିର କରିଛନ୍ତି। ସେ ନିଜର ସମସ୍ତ ସଞ୍ଚିତ ଧନ ଏଥିପାଇଁ ସାରିଦେଇଛନ୍ତି। ୱେଷ୍ଟ ବେଙ୍ଗଲ ବସିରହାଟରେ ରୁହନ୍ତି ଅଜୟ କୁଡୁ। ତାଙ୍କ ଇଚ୍ଛା ଥିଲା ସେ ତାଙ୍କ ସହରରେ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ […]
ଆପଣ ନିଶ୍ଚୟ ଗୋଟିଏ କଥା ଶୁଣିଥିବେ, ଯେତେବେଳେ ବି ଉପରବାଲା ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ସେମିତି କିଛି ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଜୋଶୁଆ ହୁତାଗଲଙ୍ଗୁ ନାମକ ଜଣେ ଇଣ୍ଡୋନେସିଆର ଯୁବକ ଯିଏକି କଫିନ୍ ତିଆରି କାମ କରିନ୍ତି ଏବଂ ଖୁବ୍ କମ୍ ଟଙ୍କା ରୋଜଗାର କରନ୍ତି ତାଙ୍କ ସହ ଏପରି କିଛି ଘଟିଛି। ଯାହାଫଳରେ ସେ କିଛି ମିନିଟ୍ ମଧ୍ୟରେ ସିଧାସଳଖ କାଙ୍ଗାଳରୁ କୋଟିପତି ହୋଇଯାଇଛନ୍ତି। ସେ ୧୦ କୋଟି ଟଙ୍କାର ମାଲିକ […]
ନୀଳଗରି: ନୀଳଗିରିରେ ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଭାରି ଚର୍ଚ୍ଚା ହେଉଛି। କାରଣ ଏକ ଶୌଚାଳୟକୁ ସେ ନୂଆ ରୂପ ଦେଇଛନ୍ତି। ଯିଏ ଦେଖୁଛି ପ୍ରଶଂସା ନକରି ରହିପାରୁନି। ଏହି ଶୌଚାଳୟରେ ଲାଗିଛି ଟିଭି, ଫ୍ୟାନ୍, ମ୍ୟୁଜିକ୍ ସିଷ୍ଟମ ଏବଂ ରଙ୍ଗବେରଙ୍ଗର ଲାଇଟ୍। ଏଥିସହ ସୁନ୍ଦର ସୁନ୍ଦର ଫୁଲରେ ବି ସଜାଯାଇଛି। ଭିତରକୁ ପୁରା ସଫା ସୁତରା କରାଯାଇଛି। ସାନିଟାଇଜର ମଧ୍ୟ ରଖାଯାଇଛି। ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏହି ଟଏଲେଟ୍। ଯାହାର ସଫେଇ ଦାୟିତ୍ୱରେ […]
ଗଙ୍ଗା ନଦୀ ପରେ ଏବେ ସିନ୍ଧୁ ନଦୀରୁ ଉଦ୍ଧାର ହୋଇଛି ସାର୍କମାଉଥ କ୍ୟାଟ ମାଛ। ଏହାମଧ୍ୟପ୍ରଦେଶ ଭୀଣ୍ଡ ନିକଟସ୍ଥ ସିନ୍ଧ ନଦୀରୁ ମିଳିଛି। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧୁ ନଦୀର ମେହେଡା ଘାଟରୁ ଧରିଛନ୍ତି। ସାର୍କମାଉଥ କ୍ୟାଟ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ମାଂସାହାରୀ ମାଛ। ଏହା ପ୍ରାୟତଃ ଦକ୍ଷିଣ ଆମେରିକାର ଆମାଜନ୍ ନଦୀରେ ଦେଖାଯାଆନ୍ତି। ତେବେ ଏହି ମାଛ ଦକ୍ଷିଣ ଆମେରିକାରେ ଦେଖାଯାଉଥିବାବେଳେ କିପରି ଚମ୍ୱଲ ଅଞ୍ଚଳକୁ ଆସିଲା ସେ ନେଇ […]
ଜେରୁଜେଲମ: ବାର୍ଦ୍ଧକ୍ୟରେ ଫେରି ଆସିବ ଯୌବନ। ସମୟ ସ୍ରୋତରେ ହଜିଯିବ ବୟସର ପାଦଚିହ୍ନ। ଏଠି ଖାଲି ହସିବ ଯୌବନ ଆଉ ଯୌବନ..। ଏମିତି କରି ଦେଖାଇ ପାରିବେ ବୋଲି ଦାବି କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ଆମ ଶରୀରରେ ଗୋଟିଏ ସେଲ ଯେତେବେଳେ ବାରମ୍ବାର ତିଆରି ହେଉଛି, ସେତେବେଳେ ଯୌବନର ଚମକ କମି କମି ଯାଉଛି। ଶରୀରରେ Telomerase ହ୍ରାସ ପାଇବା କାରଣରୁ ଏପରି ହୋଇଥାଏ। ହେଲେ ଇସ୍ରାଏଲର ବୈଜ୍ଞାନିକ ୩୫ ଜଣ ରୋଗୀଙ୍କୁ ନେଇ ଏକ ଷ୍ଟଡି […]
ବାଙ୍କୀ: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ଉତ୍ତର ପାର୍ଶ୍ୱରେ ରହିଛି ଅନେକ ଗୁମ୍ଫା। ତେବେ ବାଙ୍କୀ ଡମପଡ଼ା ବ୍ଲକ୍ ପାଥପୁର ନିକଟରେ ରହିଛି ଏକ ବହୁପୁରାତନ ଗୁମ୍ଫା। ଯାହାର ନାଁ ପାଣ୍ଡବ ବଖରା। ଅନୁମାନ କରାଯାଏ ଏହା ୮ ହଜାର ଖ୍ରୀଷ୍ଟପୂର୍ବର ଗୁମ୍ଫା। କିନ୍ତୁ ଲୋକକଥା ଅନୁସାରେ ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ଏହି ସ୍ଥାନରେ ଅଜ୍ଞାତବାସରେ ରହୁଥିଲେ ସେହି ଅନୁଯାୟୀ ଏହି ବଖରା ଗୁଡ଼ିକର ନାମକରଣ କରାଯାଇଛି। ଦ୍ୱାପର ଯୁଗର କଥା କୌରବଙ୍କ ଷଡ଼ଯନ୍ତ୍ରର ଶିକାର […]
ଆଳି(ବନମାଳୀ ସାହୁ): ପ୍ରତିଭା ଯାହା ଭିତରେ ଥାଉନା କାହିଁକି ସେ ଦିନେନା ଦିନେ ଲୋକଲୋଚନକୁ ଆସିଯାଏ। ଏଇ ଯେମିତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳ ତେଟାସାହି ଗାଁର ପ୍ରଦୀପ ମଳିକଙ୍କ ୫ବର୍ଷର ଝିଅ ମାମୁନି। ଏବେ ଲଗାତାର ୧୦କିଲୋମିଟର ଦୌଡ଼ି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ତାଙ୍କ ଦୌଡ଼ ଏବେ ଦେଖଣାହାରୀଙ୍କୁ ଚକିତ କରିଛି। ଏକାଧିକ ବାର ଆଳି ହାଇସ୍କୁଲ ମିନିଷ୍ଟାଡିୟମରୁ ଦୃତ ଗତିରେ ଦୌଡ ଆରମ୍ଭ କରିଥିବା ମାମୁନି କଟକ-ଚାନ୍ଦବାଲି ରାସ୍ତାରେ ଆଳିରୁ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଟ୍ୱିଟରରେ ୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ, ଏକ ଡଜନରୁ ଅଧିକ ହାଉସପ୍ଲାଣ୍ଟ ପୁରା ଦିନରେ କେମିତି ରୁହେଁ ତାର ସୁଟିଂ କରାଯାଇଛି। ତେବେ ଏହି ଭିଡିଓ ଦେଖି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ଭିଡିଓଟିକୁ ପ୍ରଥମେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଟ୍ୱିଟର ବ୍ୟବହାରକାରୀ ମେଲୋରାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏହି ଭିଡିଓ ପୋଷ୍ଟ କରି […]
ଭୁବନେଶ୍ୱର: ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ଟିକା ଆସିଲେ କିଭଳି ଏହାର ସୁରକ୍ଷିତ ସଂରକ୍ଷଣ କରାଯିବ? ସାଧାରଣରେ କରୋନା ଭାକ୍ସିନ୍ ଉପଲବ୍ଧ ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆରମ୍ଭ ହୋଇଛି ରଣନୀତିର ପ୍ରସ୍ତୁତି ପ୍ରକ୍ରିୟା। କୋଭିଡ୍ ଟିକାର ବିକାଶ ଓ ବଣ୍ଟନ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ମନ୍ଥନ ପରେ ଦେଶରେ ଖୁବଶୀଘ୍ର ଟିକା ଉପଲବ୍ଧତା ଆଶା ବଢ଼ିଛି। ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ […]
ସିଡ୍ନୀ: ଆପଣ ଜାଣିଥିବେ ସାର୍କ ହେଉଛି ସମୁଦ୍ରରେ ରହୁଥିବା ଏକ ଭୟାନକ ମାଛ। ଏହି ମାଛର ହାବୁଡ଼ରେ ଯିଏ ପଡ଼ିଥାଏ ସେ ମୃତ୍ୟୁ ମୁଖରୁ ଖସି ଆସିବାଟା ଭାରି କଷ୍ଟ। ବେଳେବେଳେ ଏହା ସମୁଦ୍ରରେ ଯାଉଥିବା ଜାହଜକୁ ମଧ୍ୟ ଦୋହଲାଇ ଦେଇଥାଏ। ଏପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ସିଡ୍ନୀ ସହର ନିକଟବର୍ତ୍ତୀ ଏକ ଜଣାଶୁଣା ସମୁଦ୍ର କୂଳରେ। ଯେଉଁଠି ଗୋଟିଏ ସାର୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅଷ୍ଟ୍ରେଲିଆର ଉତ୍ତର-ପଶ୍ଚିମାଞ୍ଚଳର କେବୁଲ୍ ସମୁଦ୍ର କୂଳରେ […]