• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

fisherman
ନିଖୋଜ ୪ ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ : ଚିଲିକାରେ ମାଛ ଧରିବାକୁ ଯାଇଥିବା ନିଖୋଜ ୪ ମତ୍ସ୍ୟଜୀବୀ ଉଦ୍ଧାର। ସ୍ଥାନୀୟ ଲୋକେ ଏହି ୪ ଜଣଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ପୁରୀ ଜିଲ୍ଲା କଣାସ ବ୍ଲକ କଉଡ଼ିଖୁଣି ଗାଁର କିଛି ବ୍ୟକ୍ତି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ଡଙ୍ଗାଟି ଭାଙ୍ଗି ଯାଇଥିଲା। ଏହାପରେ ସ୍ଥାନୀୟ ଲୋକ ଖବର ପାଇ ଉଦ୍ଧାର ପାଇଁ ଦମକଳ  ବାହିନୀକୁ ଖବର ଦେଇଥିଲେ। ତେବେ ଝଡ଼ ବର୍ଷାରେ ୭ ନମ୍ବର […]

  • Saturday, 17 July 2021
snake
କ୍ୟାମେରାରେ ଉତ୍ତୋଳନ ନାଗ ସାପ ଅଣ୍ଡା ଦେବାର ଚିତ୍ର

ଭୁବନେଶ୍ୱର : ନାଗ ସାପ ଅଣ୍ଡା ଦେବାର ଭିଜୁଆଲ। କ୍ୟାମେରାରେ ଏହାର ଭିଜୁଆଲ ଉତ୍ତୋଳନ ହୋଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଏହି ନାଗ ସାପଟି ଅଣ୍ଡା ଦେଇଥିଲା। ପ୍ରକୃତରେ ଜଣକ ଘରୁ ଏହି ନାଗସାପକୁ ଧରା ଯାଇଥିଲା। ଜଙ୍ଗଲରେ ଛାଡ଼ିବା ବେଳେ ଜଣାପଡ଼ିଲା ଯେ, ସାପଟି ଅଣ୍ଡା ଦେଉଛି। ଏପରିକି ବ୍ୟାଗରେ ସେ ୩ଟି ଅଣ୍ଡା ଦେଇଥିଲା। ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ସାପଟି ଯେମିତି ଆରାମରେ ଅଣ୍ଡା ଦେଇପାରିବ, ତାର […]

ମୀଦୱୋ
ଅଜଗର ଉଦ୍ଧାର

  • Saturday, 17 July 2021