• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

pratidina 7pm
ସନ୍ଧ୍ୟା ୭ଟା ବେଳର ମୁଖ୍ୟ ଖବର

https://youtu.be/c3ndG2RxOrw

  • Monday, 19 July 2021
Mo Cycles End Up On Garbage Heap
ଖତ ଖାଉଛି 'ମୋ ସାଇକେଲ'

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

snake rescued
ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ

ଭଦ୍ରକ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ନାଗ ସାପ। ଭଦ୍ରକ ଧାମନଗର ପାଇକ ସାହିରୁ ପୁଣି ଥରେ ନାଗ ସାପ ଉଦ୍ଧାର ହୋଇଛି । ଗତକାଲି ଶ୍ୟାମପୁର ଗାଁର ବିଜୟ ଭୂୟାଁଙ୍କ ଘରୁ ଏକାଧିକ ନାଗ ସାପ ଉଦ୍ଧାର ହୋଇଥିବାବେଳେ ଆଜି ପୁଣି ୩ଟି ନାଗ ସାପ ଉଦ୍ଧାର ହୋଇଛି। ଏହାସହ ଘର ନିକଟରେ ଥିବା ଉଈ ହୁଙ୍କାକୁ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଭାଙ୍ଗିଛନ୍ତି । ଗତ ତିନି ଦିନ ଧରି ବିଜୟ […]

  • Monday, 19 July 2021
Mobile Network Connectivity problem
ଅନଲାଇନ୍ କ୍ଲାସ୍ ପାଇଁ ପିଲାଏ ଚାଲିଲେ ୩ କିମି

ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ ନେଟୱର୍କ । ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା ।