Advertisment

ଖତ ଖାଉଛି 'ମୋ ସାଇକେଲ'

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।

author-image
Sarbeswar
ଅଦ୍ୟତନ ହୋଇଛି

ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ  ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି ।  ଏନେଇ ଭୁବନେଶ୍ୱର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଷନ କରାଯାଇଛି । 

Advertisment
Bhubaneswar Odisha BJP Rally
Advertisment
Advertisment