ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ ନେଟୱର୍କ । ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା । ୩ କିମି ଚାଲିବା ପରେ ନେଟୱର୍କ ମିଳିଛୁ ଝାଡଖଣ୍ଡରେ । ପ୍ରତିଦିନ ପିଲାମାନଙ୍କୁ ଅନଲାଇନ କ୍ଲାସ ପାଇଁ ଏହିଭଳି ସଂଘର୍ଷ କରିବାକୁ ପଡୁଛି ।
Published: Sarbeswar
Last updated: 19 July 2021, 01:31 PM IST
ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର ।