Advertisment

ଅନଲାଇନ୍ କ୍ଲାସ୍ ପାଇଁ ପିଲାଏ ଚାଲିଲେ ୩ କିମି

ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ ନେଟୱର୍କ । ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା ।

author-image
Sarbeswar
ଅଦ୍ୟତନ ହୋଇଛି

ଲକ ଡାଉନ ସମୟରେ ଅନଲାଇନ୍ କ୍ଲାସ ହେଲେ ଗାଁ ରେ ନାହିଁ  ନେଟୱର୍କ ।  ଅନଲାଇନ୍ କ୍ଲାସ୍ ପାଇଁ ସୁନ୍ଦରଗଡ଼ ରଙ୍ଗାମାଟି ଗାଁର ପିଲାଙ୍କୁ ଚାଲିବାକୁ ପଡୁଛି ୩ କିମି ରାସ୍ତା । ୩ କିମି ଚାଲିବା ପରେ ନେଟୱର୍କ ମିଳିଛୁ ଝାଡଖଣ୍ଡରେ । ପ୍ରତିଦିନ ପିଲାମାନଙ୍କୁ ଅନଲାଇନ କ୍ଲାସ ପାଇଁ ଏହିଭଳି ସଂଘର୍ଷ କରିବାକୁ ପଡୁଛି ।  

Advertisment
Odisha Mobile Network Problem
Advertisment
Advertisment