• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

vlcsnap-error478
ଅସଦାଚରଣ ଅଭିଯୋଗରେ ଗିରଫ ହେଲେ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ

କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାଣେ। ଜଣେ ୯ ବର୍ଷର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ନେଇ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ଏହାପରେ କେନ୍ଦ୍ରାପଡ଼ା ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ଆତିଷ ମହିନ୍ଦ୍ରା ସଂପୃକ୍ତ ନାବାଳିକାଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ଡାକି ଅସଦାଚରଣ କରିଥିଲେ। ନାବାଳିକା […]

  • Monday, 19 July 2021
ST
ଆସନ୍ତାକାଲି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଧର୍ମଘଟ ଡାକରା

ଭୁବନେଶ୍ୱର : ଅାସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଅାନ୍ଦୋଳନ ଡାକରା ଦିଅାଯାଇଛି। ଏହି ଅାନ୍ଦୋଳନ ଫଳରେ ଦେଶବ୍ୟାପୀ ମାଲ୍‌ ଓ କେତେକ ସ୍ଥଳରେ ଯାତ୍ରୀ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଅାଶଙ୍କା କରାଯାଉଛି। ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍‌ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ […]

  • Monday, 19 July 2021
laskar
ପୁଣି ଅାତଙ୍କବାଦୀ ସଙ୍ଗଠନରେ ଓଡିଶା ଲିଙ୍କ୍‌

ଭୁବନେଶ୍ୱର : କୁଖ୍ୟାତ ଅାତଙ୍କବାଦୀ ସଂଗଠନ ଲସ୍କର- ଏ- ତାଇବାର ଜଣେ ସହଯୋଗୀକୁ ଏନଅାଇଏ ଟିମ୍ ଗିରଫ କରିଛି। ହବିବୁର ରେହମାନ ଓରଫ୍ ହବିବ୍ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିବା ପରେ ଗିରଫ କରାଯାଇଛି। ହବିବ୍ ସାଉଦି ଅାରବରୁ ଭାରତକୁ ଅାସୁଥିଲା। ହବିବ୍ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡିଛି। ତା ନାଁରେ ସ୍ୱତନ୍ତ୍ର ଏନଅାଇଏ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।  ଏନଅାଇଏର ଅଭିଯୋଗ ଅନୁଯାୟୀ ହବିବ୍ କୁଖ୍ୟାତ ଲସ୍କର […]

  • Monday, 19 July 2021
Pyar-Wala-Hichki-2
ରେକର୍ଡ କଲା ‘ପ୍ୟାର୍‌ ବାଲା ହିଚ୍‌କି’

ଭୁବନେଶ୍ୱର: ଓଡ଼ିଆ ଗୀତ ‘ପ୍ୟାର୍‌ ବାଲା ହିଚ୍‌କି’ ବର୍ତ୍ତମାନ ୟୁଟ୍ୟୁବ୍‌ରେ ବୋବାଲ ମଚାଇଛି। ଗୀତଟିକୁ ଏବେ ସୁଦ୍ଧା ୨୦ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି। ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ‘ସୁନ୍ଦରଗଡ଼ର ସଲ୍‌ମାନ’ ଚଳଚ୍ଚିତ୍ରର ଏହି ଗୀତଟିକୁ ୨ ମାସ ଭିତରେ୨୦ ମିଲିୟନ୍‌ ଦର୍ଶକ ଦେଖିଛନ୍ତି ଯାହା ଏକ ରେକର୍ଡ । ରଜ ବଜାରରେ ପରଦାକୁ ଆସିଥିବା ଏହି ସିନେମାକୁ ଦର୍ଶକ ମାନଙ୍କ ବେଶ୍‌ ରେସପନ୍‌ସ ମିଳିଥିଲା। ଏଥିସହିତ ସିନେମା ରଲିଜ ପୂର୍ବରୁ ଏହାର ଗୀତ ଗୁଡ଼ିକ ବେଶ୍‌ […]

  • Monday, 19 July 2021
bench
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପ୍ରସଙ୍ଗ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ଏକ କଡ଼ା ଚିଠି ଲେଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅାଜି ଏହି ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅାଲୋଚନା କରିବା ପରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ସୂଚନା ଦିଅାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କମିଟି ଅାବାହକ ଅଶୋକ ଦାସ ଏହା କହିଛନ୍ତି। ରାଜ୍ୟର ଏକ ପ୍ରତିନିଧି ଦଳ କେନ୍ଦ୍ର ଅାଇନ ମନ୍ତ୍ରାଳୟ ସହ ଅାଲୋଚନା କରନ୍ତୁ ବୋଲି କମିଟି […]

  • Monday, 19 July 2021
naveen
ନବୀନଙ୍କ ରହସ୍ୟମୟ ପୃଷ୍ଠା ଖୋଲିଲା ଜୀବନୀ ପୁସ୍ତକ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ,ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଛବିକୁ ଅାୟୁଧ କରି ଓଡ଼ିଶାରେ ସର୍ବାଧିକ ସମୟ କ୍ଷମତା ଡୋରି ଧରିଅାସିଥିବା ମୁଖ୍ୟମନ୍ତ୍ରୀ। ହେଲେ ଏହା ପଛର ରହସ୍ୟ କଣ? କେମିତି ରାଜ୍ୟ ରାଜନୀତିରେ ହେଲା ନବୀନଙ୍କ ଏଣ୍ଟ୍ରି? କାହିଁକି ତାଙ୍କ ଅପ୍ରତିଦ୍ୱନ୍ଦ୍ୱୀ ଦବ୍‌ଦବା ।  ଏ ସବୁ ଉପରେ ଅାଲୋକପାତ କରିଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଜୀବନୀ ପୁସ୍ତକ- ନବୀନ ପଟ୍ଟନାୟକ । ଅପାରଗ ଓ କୁଶାସନକୁ ନେଇ ଯେତେବେଳେ ଓଡ଼ିଶାବାସୀ ଅତିଷ୍ଠ , ସେତିକିବେଳେ […]

  • Monday, 19 July 2021
sri mandir
ଶ୍ରୀମନ୍ଦିର ସଂସ୍କାର ପାଇଁ ହେବ ଜନଶୁଣାଣି

ପୁରୀ : ଶ୍ରୀମନ୍ଦିରରେ ସଂସ୍କାର ପାଇଁ ସେବାୟତ ଓ ସାଧାରଣ ଲୋକଙ୍କଠାରୁ ପ୍ରସ୍ତାବ ଗ୍ରହଣ କରିବାକୁ ଅାସନ୍ତା ୧୦ ତାରିଖରେ ହେବ ଏକ ଜନ ଶୁଣାଣି। ଏହି ଜନ ଶୁଣାଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅାସନ୍ତା ୧୦ ତାରିଖରେ ଦିନ ୧୧ଟାରୁ ୨ଟା ମଧ୍ୟରେ ପୁରୀରେ ଏହି ଜନ ଶୁଣାଣି ହେବ। ସେବାୟତ ତଥା ସାଧାରଣ ଲୋକେ ନିଜର ମତାମତ ଲିଖିତ ବା ମୌଖିକ ଭାବେ ଉପସ୍ଥାପନ କରିପାରିବେ। ରାଜ୍ୟ ସରକାର […]

  • Monday, 19 July 2021
bjp
କେନ୍ଦ୍ରୀୟ ନେତାଙ୍କୁ ହିସାବ ଦେଉଛନ୍ତି ରାଜ୍ୟ ନେତା

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କ ରାଜ୍ୟରେ କେତେ ପୂରଣ କରିଛି ଦଳ ଏନେଇ ଅାଜି ରାଜ୍ୟ ବିଜେପି ପଦାଧିକାରୀଙ୍କ ବସିଛି ବୈଠକ। ଗତମାସ ୧ ତାରିଖରେ ଶାହ ଓଡିଶା ଅାସି  ମିଶନ ୧୨୦ ପ୍ଲସ୍‌ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଦେଇଥିଲେ ୩୦ଟି ଟାସ୍କ। ସେଥିରୁ ମାସେ ଭିତରେ କେତେ  ପୂରଣ ହୋଇଛି ସେସବୁର ସମୀକ୍ଷା କରାଯାଉଛି। ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୌଦାନ ସିଂ ଏହି ବୈଠକରେ ଯୋଗଦେଇଛନ୍ତି। ଗତ ମାସ […]

  • Monday, 19 July 2021
pregnant
ଖଟିଅାରେ ବୁହା ହେଲେ ଗର୍ଭବତୀ

ବାଲେଶ୍ୱର : ପୁଣି ଖଟିଅାରେ ବୁହା ହେଲେ ଗର୍ଭବତୀ। ରାସ୍ତା ନ ଥିବାରୁ ଅାସିପାରିଲାନି ୧୦୨ ଅାମ୍ବୁଲାନ୍ସ।  ତେଣୁ ଖଟିଅାରେ ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବିରୁଅା ପଞ୍ଚାୟତର ପଣ୍ଡାସାହି ଗାଁରେ। ଗାଁର ଜୟନ୍ତୀ ସିଂ ନାମକ ଜଣେ ଗର୍ଭବତୀଙ୍କୁ ପ୍ରସବ ବେଦନା ପରେ ଡାକ୍ତରଖାନା ନେବାପାଇଁ ୧୦୨ ଅାମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ତେବେ ରାସ୍ତା କାଦୁଅରେ ପଚ ପଚ ହୋଇଯାଇଥିବା ଏବଂ ଅଣଓସାରିଅା ହୋଇଥିବାରୁ ଅାମ୍ବୁଲାନ୍ସ ଅାସି ଅଧାବାଟରେ ଅଟକିଯାଇଥିଲା। […]

  • Monday, 19 July 2021