ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ଆଇଏଫ୍ଏସ୍ ଅଭୟ କାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ କ୍ରାଇମ୍ବ୍ରାଞ୍ଚ ଜେରା କରୁଛି। ଆଜି କ୍ରାଇମ୍ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ମିଟ୍ କରି କହିଛନ୍ତି, ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଇନ୍ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ଭାବେ ପରିଚୟ ଦେଇ ଲୋକଙ୍କୁ ଠକିଥିଲେ। ସେ ଟାଟା ମୋଟର୍ସର ଲୋଗୋ, ନକଲି ଆଇଡି କାର୍ଡ, ଭିଜିଟିଙ୍ଗ୍ କାର୍ଡ, ଏପରିକି ଫେକ୍ ଇମେଲ୍ ଆଇଡି […]
ପୁରୀ: ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର। ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ୍ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ବାଣ୍ଟି କୁଣ୍ଟି ନେଉଥିବା ଅଭିଯୋଗ ହୋଇଛି। ଏଭଳି କିଛି ଦୃଶ୍ୟ ପୁରୀ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଜଣେ ପ୍ରସୂତିଙ୍କ ପରିବାରଠାରୁ ମେଡିକାଲ ଷ୍ଟାଫ୍ ଖୁଲ୍ମଖୁଲା ଟଙ୍କା ମାଗୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଗତ ୫ ତାରିଖ ଶନିବାର […]
ରାସ୍ତାରୁ ପାଇଥିବା ସୁନାଚେନ୍ ଫେରାଇଦେଲେ ବ୍ୟବସାୟୀ । ସୁନା ରୂପା ହେଉ ଅବା ଟଙ୍କା, ଦାମୀ ଜିନିଷ ଉପରେ କାହାର ବା ଲୋଭନଥାଏ । ମୂଲ୍ୟବାନ୍ ସାମଗ୍ରୀ ଆଖି ଆଗରେ ପଡିଥିବାର ଦେଖିଲେ କେହି ବି ଚାଲାକି କରି ହାତେଇ ନେଇପାରେ । ହେଲେ ଜଣେ ଯୁବ ବ୍ୟବସାୟୀ ରାସ୍ତାରୁ ଏକ ଦାମୀ ସୁନାଚେନ୍ ପାଇ ଲୋଭାସକ୍ତ ନହୋଇ ବରଂ ଚେନ୍ ହରାଇଥିବା ବ୍ୟକ୍ତିଙ୍କୁ ଖୋଜି ଖୋଜି ତାକୁ ଫେରାଇଛନ୍ତି । ଆଜି କାଲିକା ସ୍ୱାର୍ଥପର ଦୁନିଆରେ […]
କେନ୍ଦୁଝର: ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍ପେଣ୍ଡ୍ କରାଯାଇଛି। ପୁଲିସ୍ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। DGP has placed Inspector Sandhya Rani Jena IIC Patna PS of Keonjhar dist under suspension for […]
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୨୧ ତାରିଖ, ଶନିବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…
ଆଜି ୨୦୨୦ ମସିହା, ମାର୍ଚ୍ଚ ମାସ ୧୯ ତାରିଖ, ଗୁରୁବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…