• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରାଜଧାନୀରେ ସ୍କୁଲ୍ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବିଶାଳ ସମାବେଶ
ରାଜଧାନୀରେ ସ୍କୁଲ୍ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବିଶାଳ ସମାବେଶ

ଭୁବନେଶ୍ୱର: ରାଜଧାନୀରେ ଓଡ଼ିଶା ସ୍କୁଲ୍‌, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବିଶାଳ ସମାବେଶ ହୋଇଛି। ସାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଓ କର୍ମଚାରୀ ଏହି ସମାବେଶରେ ସାମିଲ୍ ହୋଇଛନ୍ତି। ରାଜ୍ୟର ୬ ହଜାର ଶିକ୍ଷାନୁଷ୍ଠାନର ୬୦ ହଜାର ଶିକ୍ଷକଙ୍କ ସହ କର୍ମଚାରୀମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ। ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ ୫୪ ଦିନରେ ପହଞ୍ଚିଥିବାବେଳେ ବର୍ତ୍ତମାନ […]

  • Saturday, 03 July 2021
ମାଓବାଦୀଙ୍କ ନୂଅା ଅସ୍ତ୍ର ମାଇକ୍ରୋ ଅାଇଇଡି
ମାଓବାଦୀଙ୍କ ନୂଅା ଅସ୍ତ୍ର ମାଇକ୍ରୋ ଅାଇଇଡି

ମାଲକାନଗିରି  : ମାଓବାଦୀଙ୍କ ନୂଅା ଅସ୍ତ୍ର ମାଇକ୍ରୋ ଅାଇଇଡି। ଏହା ଏତେ ଛୋଟ ଯେ, ଗଛର ପତ୍ର ମଧ୍ୟରେ ବି ତାହା ଲୁଚି ଯିବ। ଏପରି କିଛି ଅାଇଇଡିକୁ ଛତିଶଗଡ଼ ସୁକ୍‌ମାର ତାଡ଼ାମେଟଲା ଜଙ୍ଗଲରୁ ଠାବ କରିଛନ୍ତି ସୁରକ୍ଷାକର୍ମୀ।  ସର୍ଚ୍ଚ ଅପରେସନରେ ଯାଉଥିବା ବେଳେ ଏହି ମାଇକ୍ରୋ ଅାଇଇଡିକୁ ଠାବ କରାଯାଇଥିଲା। ଦେଖିବାକୁ ଏହା ଦୀପାବଳିରେ ଫୁଟା ଯାଉଥିବା ବାଣ ଭଳି। ଜଙ୍ଗଲରେ କମ୍ବିଂ ବେଳେ ଯବାନଙ୍କ ଅାକ୍ରମଣର ଷଡ଼ଯନ୍ତ୍ର ପାଇଁ ମାଓବାଦୀମାନେ ଏହି ମାଇକ୍ରୋ ଅାଇଇଡି […]

  • Saturday, 03 July 2021