• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ବନ୍ୟା ସୁଅରେ ଭାସିଯାଇଥିବା ୫ ହାତୀ କୂଳରେ ଲାଗିଲେ
ବନ୍ୟା ସୁଅରେ ଭାସିଯାଇଥିବା ୫ ହାତୀ କୂଳରେ ଲାଗିଲେ

କଟକ : ମହାନଦୀରେ ବନ୍ୟାର ପ୍ରଖର ସୁଅରେ ଭାସିଯାଇଥିବା ସମସ୍ତ ୫ ହାତୀ କୂଳରେ ଲାଗିଲେ। ନରାଜ ଠାରେ ୩ଟି ହାତୀ କୂଳରେ ଲାଗିଥିବା ବେଳେ ସର୍ପେଶ୍ୱର ଓ କଖଡ଼ିରେ ଗୋଟିଏ ଲେଖାଏଁ ହାତୀ ସୁରକ୍ଷିତ ଭାବେ କୂଳରେ ଲାଗିଛନ୍ତି। ଅାଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀ ଗୁଡିକ ଭାସିଯାଇଥିଲେ। ପ୍ରାୟ ୨୦ଟି ହାତୀ ନଦୀ ପାର ହେଉଥିଲେ। ତେବେ ଅାଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକଙ୍କ ସୂଚନା ଅନୁଯାୟୀ ପାଣି […]

  • Saturday, 03 July 2021