• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ମୃତ୍ୟୁବରଣ କରିଥିବା ବାଳକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ
ମୃତ୍ୟୁବରଣ କରିଥିବା ବାଳକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା କେନ୍ଦ୍ରାପଡ଼ା ଡେରାବିଶ ନୋଳସାହିର ୮ ବର୍ଷର ବାଳକଙ୍କ ପରିବାରକୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଗତ ୭ ତାରିଖରେ ଡେରାବିଶ ବ୍ଲକ ରଘୁଦେଇପୁର ନୋଳସାହି ଗ୍ରାମର ତୁଷାର ମଲ୍ଲିକ କେନାଲରେ ଗାଧୋଉଥିବା ବେଳେ ଭାସିଯାଇଥିଲେ। ପୁଅର ମୃତ୍ୟୁରେ ଭାଙ୍ଗି ପଡିଥିବା ପରିବାରକୁ ସାନ୍ତ୍ୱନା ଦେଇ ସହାୟତାର ହାତ ବଢାଇଥିଲେ। ଏଥିସହ ମାର୍ଶାଘାଇ ଗିରଙ୍ଗ ଗ୍ରାମର ଅଗ୍ନି ବିପନ୍ନଙ୍କୁ ଭେଟି ସହାୟତାର ହାତ ବଢାଇଛନ୍ତି । ଗତ ୪ […]

  • Saturday, 03 July 2021
ବନ୍ୟା ସୁଅରେ ଭାସିଯାଇଥିବା ୫ ହାତୀ କୂଳରେ ଲାଗିଲେ
ବନ୍ୟା ସୁଅରେ ଭାସିଯାଇଥିବା ୫ ହାତୀ କୂଳରେ ଲାଗିଲେ

କଟକ : ମହାନଦୀରେ ବନ୍ୟାର ପ୍ରଖର ସୁଅରେ ଭାସିଯାଇଥିବା ସମସ୍ତ ୫ ହାତୀ କୂଳରେ ଲାଗିଲେ। ନରାଜ ଠାରେ ୩ଟି ହାତୀ କୂଳରେ ଲାଗିଥିବା ବେଳେ ସର୍ପେଶ୍ୱର ଓ କଖଡ଼ିରେ ଗୋଟିଏ ଲେଖାଏଁ ହାତୀ ସୁରକ୍ଷିତ ଭାବେ କୂଳରେ ଲାଗିଛନ୍ତି। ଅାଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀ ଗୁଡିକ ଭାସିଯାଇଥିଲେ। ପ୍ରାୟ ୨୦ଟି ହାତୀ ନଦୀ ପାର ହେଉଥିଲେ। ତେବେ ଅାଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକଙ୍କ ସୂଚନା ଅନୁଯାୟୀ ପାଣି […]

  • Saturday, 03 July 2021