• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଉଦ୍‌ଘାଟିତ
ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ବିରଳ ରଘୁନାଥ ବେଶ ଭୁବନେଶ୍ୱର ନାଲକୋ ନଗର କମ୍ୟୁନିଟି ସେଣ୍ଟର ଦୁର୍ଗାମଣ୍ଡପ ଠାରେ ଉଦ୍‌ଘାଟିତ ହୋଇଛି। ଏଠାରେ ଶ୍ରୀଜିଉଙ୍କ ସମେତ ପ୍ରାୟ ୩୨ଟି ମୂର୍ତ୍ତି ପ୍ରଦର୍ଶିତ ହୋଇଛି।  ପୁରୀର ପାରମ୍ପରିକ ଶିଳ୍ପୀଙ୍କ ଦ୍ୱାରା ଏହି ବେଶ ନିର୍ମାଣ କରାଯାଇଛି। ଏଠାରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ରଘୁନାଥ ବେଶ ଦର୍ଶନ କରିଛନ୍ତି। ଏହି ଉପଲକ୍ଷେ ଶ୍ରୀଜଗନ୍ନାଥ ମନ୍ଦିରରୁ ଅାସିଥିବା ପ୍ରସାଦି ମାଳ ଓ ହୃଦପଦକ, ଗୁଣା, ଝୁମ୍ପା, ଅଧରମାଳ ଇତ୍ୟାଦି ନାଲକୋ ସିଏମ୍‌ଡି ଗ୍ରହଣ କରିଥିଲେ […]

  • Saturday, 03 July 2021